Browsing author

SATYA SANDHANA DESK

ଆଜିର ରାଶିଫଳ

ମାର୍ଚ୍ଚମାସ ୦୫ତାରିଖ ୨୦୨୫ମସିହା (ବୁଧବାର)ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଷଷ୍ଠୀ ଦିବା ଘ୦୧/୦୦ଗତେ ସପ୍ତମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୮/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୩୮, ଯୋଗିନୀ ପଶ୍ଚିମେ ଦିବା ଘ୦୧/୦୧ଗତେ ବୟବ୍ୟେ,ବିଛାରାଶିର ଘାତଚନ୍ଦ୍ର,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଷଷ୍ଠୀର ଏକୋଦିଷ୍ଟଶ୍ରାଦ୍ଧ,କର୍କଟରାଶିର ଘାତବାର,ଅଦ୍ୟ ମୃତେ ଏକପାଦ ଓ ରାତ୍ରି ଘ ୦୧/୦୧ଗତେ ଦ୍ଵୀପାଦ ପୁଷ୍କରଦୋଷ,କାଳବେଳା -ଦିବାଘ୦୯/୦୧ ଗତେ ଘ୧୦/୩୦ ମଧ୍ୟେ, ବାରବେଳା -ଦିବା ଘ୧୧/୫୮ଗତେ ଘ୦୧/୨୭ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୦ ମଧ୍ୟେ ଓ ଘ୧୧/୨୮ ଗତେ ଘ୦୨/୦୪ମଧ୍ୟେ ଓ ଘ୦୬/୪୦ ଗତେ ଘ୦୯/୦୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]

ପୁଣିଥରେ ବିବାହ କଲେ ମନ୍ମଥ

ଭୁବନେଶ୍ୱର,୩।୩(ଏସଏସନିୟୂଜ)ବିବାହ ବନ୍ଧନରେ ବାନ୍ଧି ହେଲେ ସୁରଙ୍କ ସାନପୁଅ ତଥା ବିଜେଡି ନେତା ମନ୍ମଥ ରାଉତରାୟ।ରୋଜାଲିନ ପଟ୍ଟନାୟକଙ୍କୁ ବିବାହ କଲେ ମନ୍ମଥ ରାଉତରାୟ।ପ୍ରେମ ବିବାହ କରିଛନ୍ତି ଉଭୟ ମନ୍ମଥ ଏବଂ ରୋଜାଲିନ।ଉଭୟ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି।ଡେରାସ୍ ନିକଟସ୍ଥ ରିସର୍ଟରେ ହୋଇଛି ବାହାଘର ।ରୋଜାଲିନ ହେଉଛନ୍ତି ମନ୍ମଥଙ୍କ ପ୍ରଥମ ପତ୍ନୀଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି।

ଆଜିର ରାଶିଫଳ

ମାର୍ଚ୍ଚମାସ ୦୪ତାରିଖ ୨୦୨୫ମସିହା (ମଙ୍ଗଳବାର)ଫାଲଗୁନ ମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ୦୩/୨୩ ଗତେ ଷଷ୍ଠୀ,ନକ୍ଷତ୍ର- ଦ୍ଵିଜା ରାତ୍ରି ଘ୦୩/୧୯ ଗତେ କୁର୍ତିକା,ସୁର୍ୟୋଦୟ-ପ୍ରାତଃ ଘ୦୬/୦୯/୦୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୦/୧୦, ଯୋଗିନୀ ଦକ୍ଷିଣେ ଦିବା ଘ୦୩/୨୩ ଗତେ ପଶ୍ଚିମେ,ମେଷରାଶିର ଘାତଚନ୍ଦ୍ର,ପଞ୍ଚମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ଓ ଷଷ୍ଠୀର ପାର୍ବଣଶ୍ରାଦ୍ଧ,ମକରରାଶିର ଘାତବାର,ଅଦ୍ୟ ମୃତେ ଏକ ପାଦ ଓ ରାତ୍ରି ଘ ୦୩/୧୯ ଗତେ ଦ୍ଵୀପାଦ ପୁଷ୍କର ଦୋଷ,କାଳବେଳା -ଦିବା ଘ୦୧/୨୯ ଗତେ ଘ୦୩/୦୦ମଧ୍ୟେ, ବାରବେଳା – ଦିବା ଘ୦୭/୩୪ ଗତେ ଘ୦୯/୦୩ ମଧ୍ୟେ,ବିଶୁଦ୍ଧ […]

ଟନେଲରେ ବିତିଲାଣି ୧୦ଦିନ

ଭୁବନେଶ୍ୱର,୩।୩(ଏସଏସନିୟୂଜ)ତେଲେଙ୍ଗାନାର ଶ୍ରୀଶୈଲମ ଲେଫ୍ଟ ବ୍ୟାଙ୍କ କେନାଲରେ ୧୦ ଦିନ ବିତିଲାଣି ଫସିଛନ୍ତି ୮ଜଣ ଶ୍ରମିକ।ଏବେ ଯାଏଁ ବି ୮ ଶ୍ରମିକଙ୍କ ପତ୍ତା ସଠିକ ଭାବେ ମଳିପାରୁନାହିଁ। ଟନେଲ ଭିତରେ କେଉଁଠାରେ ଫସି ରହିଛନ୍ତି ଜଣାପଡ଼ିନାହିଁ।ଉଦ୍ଧାର କାର୍ଯ୍ୟରେ ୭୦୦ରୁ ଅଧିକ କର୍ମୀ ନିୟୋଜିତ ଅଛନ୍ତି।ଫେବ୍ରୁଆରୀ ୨୨ରେ ସୁଡ଼ଙ୍ଗ ଭୁସୁଡ଼ିବାରୁ ଫସି ରହିଛନ୍ତି ଶ୍ରମିକ।

ଖୁବ୍‌ଶୀଘ୍ର ପୌଷ୍ୟସନ୍ତାନ ଯୋଜନା: -ମନ୍ତ୍ରୀ

ଭୁବନେଶ୍ୱର,୩।୩(ଏସଏସନିୟୂଜ)ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ବ ନେଲେ ରାଜ୍ୟ ସରକାର। ଏନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।ଖୁବ୍‌ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି ପୌଷ୍ୟସନ୍ତାନ ଯୋଜନା।ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷାଦାନ କରାଯିବ। ସିଏସ୍‌ଆର ପାଣ୍ଠିର ବିନିଯୋଗରେ ମାଗଣା ଶିକ୍ଷାଦାନ କରାଯିବ।ଏନେଇ ଜିଲ୍ଲାପାଳଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି।କମିଟିରେ MCL କର୍ତ୍ତୃପକ୍ଷ, ମହିଳା ଓ ଶିଶୁବିକାଶ ଅଧିକାରୀ ରହିବେ।ଜିଲ୍ଲା ଶିକ୍ଷାଧିକାରୀ କମିଟିରେ ରହିବେ, ଏହାକୁ ନେଇ ଟ୍ରଷ୍ଟ ବୋର୍ଡ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଆଜିର ରାଶିଫଳ

ମାର୍ଚ୍ଚମାସ ୦୩ ତାରିଖ ୨୦୨୫ମସିହା (ସୋମବାର) ଫାଲଗୁନମାସ- ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ରାତ୍ରି ଘ୦୬/୦୮ଗତେ ପଞ୍ଚମୀ,ନକ୍ଷତ୍ର- ରେବତୀ ଦିବା ଘ୦୭/୨୧ଗତେ ଅଶ୍ଵିନୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୦୯/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୪୯ /୫୦,ଯୋଗିନୀ ନୈରୁତେ ରାତ୍ରି ଘ୦୦୭/୦୮ ଗତେ ଦକ୍ଷିଣେ,ମେଷରାଶିର ଘାତଚନ୍ଦ୍ର,ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମିଥୁନରାଶିର ଘାତବାର,ଅଦ୍ୟ ମୃତେ ପୁଷ୍କରଦୋଷ ନାସ୍ତି,କାଳବେଳା -ଦିବା ଘ୦୭/୩୨ ଗତେ ଘ୦୯/୦୦ ମଧ୍ୟେ,ବାରବେଳା -ଦିବା ଘ୦୨/୫୬ଗତେ ଘ୦୪/୨୪ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୭/୩୧ ମଧ୍ୟେ ଓ ଘ୧୦/୫୪ ଗତେ ଘ୦୧/୧୯ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୨୫ ଗତେ ଘ୦୫/୧୯ ମଧ୍ୟେ,ଅଦ୍ୟ ମୂଳା […]

ଯୁବପୀଢ଼ି ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହୁଅନ୍ତୁ -ରାଜ୍ୟପାଳ

ଭୁବନେଶ୍ୱର, ୨।୩(ଏସଏସନିୟୂଜ)ବହୁ କ୍ଷେତ୍ରରେ ଯୁବପୀଢ଼ି ନିଯୁକ୍ତିରେ ସ୍ଥିରତା ଦୃଷ୍ଟିରୁ ଚାକିରି କରିବା ଦିଗରେ ମନ ବଳାଇଥାନ୍ତି। କିନ୍ତୁ ଯେଉଁମାନେ ଚାକିରି ଉର୍ଦ୍ଧରେ ସ୍ବପ୍ନ ଦେଖିବାକୁ ସାହସ କରନ୍ତି ସେମାନଙ୍କଠାରେ ବର୍ଦ୍ଧିତ ଅର୍ଥନୀତିର ପ୍ରକୃତ ଶକ୍ତି ରହିଥାଏ। ଏଣୁ ଯୁବପୀଢ଼ି ଚାକିରି ପଛରେ ନଗୋଡାଇ ଉଦ୍ୟୋଗୀ ହେବା ସହ ରାଜ୍ୟ ତଥା ଦେଶର ଆର୍ଥିକ ଅଭିବୃଦ୍ଧିରେ ଭାଗିଦାର ହେବାକୁ ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି ଆହ୍ଵାନ ଜଣାଇଛନ୍ତି। ଆଜି କଟକ ରାମଦସପୁର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟଠାରେ ନବନିର୍ମିତ ଫ୍ଲେକ୍ସିବଲ […]

ଅଚ୍ୟୁତଙ୍କ ସପକ୍ଷରେ ପଥରଗଡ଼ିଆ ଗ୍ରାମବାସୀ

ବାରଙ୍ଗ,୨।୩(ଏସଏସନିୟୂଜ) କିଟ୍ ଓ କିସ୍ ର ପ୍ରତିଷ୍ଟାତା ଡ଼. ଅଚୁତ ସାମନ୍ତଙ୍କ ବିରୋଧରେ ହେଉଥିବା ଅପପ୍ରଚାରକୁ ଆମେ ପଥରଗାଡ଼ିଆ ଗ୍ରାମବାସୀ ଦୃଢ଼ ବିରୋଧ କରୁଛୁ। ଡ଼. ଅଚୁତ ସାମନ୍ତଙ୍କ ପାଇଁ ପଥରଗଡ଼ିଆର ଭାଗ୍ୟ ଉଦୟ ହୋଇଛି।ତାଙ୍କ ଯୋଗୁ ପଥରଗାଡିଆର ଉର୍ନ୍ନତି ଚରମ ସୀମାରେ ପହଂଚି ପାରିଛି ବୋଲି ରବିବାର ମଧ୍ୟାହ୍ନ ୧୨ଟାରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀରେ ପଥରଗାଡ଼ିଆ ଗ୍ରାମବାସୀମାନେ କହିଛନ୍ତି l ଏହି ସାମ୍ବାଦିକ ସମିଳନୀରେ ଅଭିଯୋଗ କରିଛନ୍ତିଯେ, କିଛିଦିନ ତଳେ ଘଟି ଯାଇଥିବା ଅଘଟଣ […]

୪୮ ସରକାରୀ ବାବୁଙ୍କ ଦରମା ବନ୍ଦ

ଭୁବନେଶ୍ୱର,୨।୩(ଏସଏସନିୟୂଜ)CMଙ୍କ ଅଭିଯୋଗ ପ୍ରକୋଷ୍ଠର ପିଟିସନକୁ ଅଣଦେଖା କରୁଥିବା ଅଭିଯୋଗରେ କଟକର ୪୮ ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦିଆଯାଇଛି।ଏହି ନିର୍ଦ୍ଦେଶ ଦେଲେ କଟକର ଅତିରିକ୍ତ ଜିଲ୍ଲାପାଳ।ଫେବୃଆରୀମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶରେ କୁହାଯାଇଛି।ଜିଲ୍ଲାର ଟ୍ରେଜେରୀ ଅଫିସରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି।ଏହି ତାଲିକାରେ ୧୦ ବିଡିଓ ଏବଂ ସିଡିଏମଓଙ୍କ ନାଁ ରହିଛି।ବାଙ୍କୀ ଉପଜିଲ୍ଲାପାଳ ଓ ୬ ତହସିଲଦାରଙ୍କ ଦରମା ବନ୍ଦ ପାଇ କୁହାଯାଇଥିବାବେଳେ କମ୍ପ୍ଲାଏ ରିପୋର୍ଟ ଦାଖଲ ନ ପର୍ଯ୍ୟନ୍ତ ମିଳିବନି ଦରମା […]

ଅଯୋଗ୍ୟ କାର୍ଡ ଫେରାନ୍ତୁ:- କୃଷ୍ଣ ପାତ୍ର

ଭୁବନେଶ୍ଵର,୨।୩(ଏସଏସନିୟୂଜ)ନିଜ ଆଡୁ ରାସନ କାର୍ଡ ଫେରାଇବାକୁ ପୁଣି ଯୋଗାଣ ମନ୍ତ୍ରୀ ଅପିଲ୍‌ କରିଛନ୍ତି।ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ ୧୦ ହଜାର କାର୍ଡ ଫେରାନ୍ତୁ।ସହରାଞ୍ଚଳରେ ୧୫ ହଜାର ଆୟ ଥିଲେ କାର୍ଡ ଫେରାଇ ଦିଅନ୍ତୁ।ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେବେନି, ଫେରାଇ ଦିଅନ୍ତୁ।କାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ଆବେଦନ ହୋଇଛି।ପୂର୍ବରୁ ୬ ଲକ୍ଷ ଆବେଦନକାରୀ ରାସନ କାର୍ଡ ଅପେକ୍ଷାରେ ଅଛନ୍ତି।୮୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରାଇଲେଣି ୧୨ ହଜାର କାର୍ଡ।ସାଢ଼େ ୪ ହଜାର ସରକାରୀ କର୍ମଚାରୀ କାର୍ଡ […]