Browsing author

SATYA SANDHANA DESK

ବେଆଇନ କୁଆପଥର ଚାଲାଣ ଗାଡ଼ି ଜବତ

ବାରଙ୍ଗ, ୬/୧(ଏସଏସନିଉଜ) ବାରଙ୍ଗଥାନା ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ବେଆଇନ ଭାବେ ଚୋରା କୁଆପଥର ଚାଲାଣ ପାଇ ନେଇକିଆସୁଥିବା ଏକ ଟ୍ରକକୁ ରବିବାର ରାତିରେ ପୋଲିସ ଜବତ କରିଛି। ପ୍ରକାଶଯେ, ରବିବାର ବିଳମ୍ବିତ ରାତିରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ବେଆଇନ କୁଆପଥର ବୋଝେଇ ଓଡି ୦୫ବିକେ ୨୩୮୮ ନମ୍ୱର ମିନିଟ୍ରକଟି ଦୃତଗତିରେ ତ୍ରିଶୂଳିଆ ଅଭିମୁଖେ ଯାଉଥିଲା। ଗୋଡିସାହି ଫାଣ୍ଡି ଆଗରେ ପୋଲିସ ଅଧିକାରୀ ଗାଡ଼ିଟିକୁ ଅଟକାଇବା ପୂର୍ବରୁ ମିନିଟ୍ରକ ଚାଳକ ଗାଡ଼ି ଛାଡ଼ି ପଳାଇ ଯାଇଥିଲା। […]

ଉଦ୍ଧାର ହାତୀଛୁଆ ନନ୍ଦନକାନନ ଆସିଲା

ବାରଙ୍ଗ,୬।୧(ଏସଏସନିଉଜ)ନନ୍ଦନକାନନ ପ୍ରାଣୀ ଉଦ୍ୟାନ କୁ କରଞ୍ଜିଆ ଡିଭିଜନରୁ ଉଦ୍ଧାର ହୋଇଥିବା ୬ବର୍ଷ ର ଅଣ୍ଡିରା ହାତୀ ଛୁଆ ସୋମବାର ଦିନ ନନ୍ଦନକାନନ ଆସିଛି । ତାର ଗୋଡ଼ରେ ଆଘାତ ଲାଗିଛି । ଏହି ହାତୀ ଛୁଆ ଟି ଠିଆ ହେବାକୁ ସକ୍ଷମ ହୋଇପାରୁନଥିବା ସୂଚନା ମିଳିଛି । ଏଠାକୁ ଆସିବା ପରେ ତାର ଚିକିତ୍ସା ଜାରି ରଖିଛନ୍ତି ପ୍ରାଣୀ ଉଦ୍ୟାନ ର ଚିକିତ୍ସକ ଓ ବିଶେଷଜ୍ଞ ମାନେ ।ପ୍ରକାଶ ଯେ , କରଞ୍ଜିଆ ଅଧୀନରେ ଥିବା ପୋକାମୁଣ୍ଡା […]

ମିନିଟ୍ରକ ନେଲା ବୁଲେଟ ଚାଳକଙ୍କ ଜୀବନ

ବାରଙ୍ଗ, ୫।୧(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ ତ୍ରିଶୂଳିଆ ସୁବାଷସେତୁ ଉପରେ ରବିବାର ରାତିରେ ଏକ ମିନିଟ୍ରକ ଧକ୍କାରେ ଜଣେ ବୁଲେଟ ଚାଳକଙ୍କର ମୃତୁ ହୋଇଛି। ପ୍ରକାଶଯେ, ରବିବାର ରାତିରେ ତ୍ରିଶୂଳିଆ ବଜାରରୁ ଓଡି ୦୫ଏଜେଡ ୮୦୩୮ନମ୍ୱର ବୁଲେଟ ଚଳାଇ ଜଣେ ଯୁବକ କଟକ ଆଡ଼କୁ ଯାଉଥିଲେ।ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଓଡି ୦୨ ଏକେ ୩୯୦୭ନମ୍ୱର ମିନିଟ୍ରକଟି ବୁଲେଟକୁ ସାମ୍ନାସାମ୍ନା ଧକ୍କା ଦେଇ ଥିଲା।ଧକା ହେବାରୁଘଟଣାସ୍ଥଳରେ ବୁଲେଟ ଚାଲକ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକମାନଙ୍କଠାରୁ ଖବର ପାଇ […]

ଏକାଠି ହେଲେ ବରିଷ୍ଠ ନାଗରିକ

ବାରଙ୍ଗ,୫।୧(ଏସଏସନିଉଜ) ବାରଙ୍ଗଆଞ୍ଚଳିକ ବରିଷ୍ଠ ନାଗରିକସଂଘର ବୈଠକ ରବିବାର ଦିନ ବେଲଗଛିଆଠାରେ ଅନୁଷ୍ଟିତ ହୋଇଯାଇଛି।ଏହି ବୈଠକରେ ବାରଙ୍ଗବ୍ଲକର ବହୁ ବରିଷ୍ଟ ନାଗରିକମାନେ ଯୋଗଦେଇଥିଲେ। ପୂର୍ବତନ ବାଙ୍କିବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବୈଠକରେ ବରିଷ୍ଟ ନାଗରିକମାନଙ୍କ ତରଫରୁ ଉଠିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ବରିଷ୍ଟ ନାଗରିକମାନଙ୍କୁ ୩୫୦୦ ଟଙ୍କା ଭତା ଦିଆଯିବାର ଘୋଷଣା କରିଥିଲେ।ପରବର୍ତ୍ତୀ ସମୟରେ ବରିଷ୍ଟ ନାଗରିକମାନଙ୍କ ବୟସ ସୀମାରେ […]

ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା

ଯାଜପୁର,୫ା୧(ଏସଏସନିଉଜ)ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ସରକାର ।ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଅନ୍ୟପଟେ ପାଣିକୋଇଲିରେ ଗୁଳିକାଣ୍ଡରେ ପ୍ରାଣ ହାରଇଥିବା ନୀଳମାଧବ ପଣ୍ଡାଙ୍କ ଶେଷକୃତ୍ୟ ସ୍ୱତି ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି ।ଏହିଘଟଣାପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି ।

ହାଇୱା ଧକ୍କାରେ ଚାଲିଗଲା ୨ ବିଜେପି ନେତାଙ୍କ ଜୀବନ

ବରଗଡ଼,୫ା୧(ଏସଏସନିଉଜ)ବରଗଡରେ ଦୁର୍ଘଟଣାରେ ଦୁଇ ବିଜେପି ନେତାଙ୍କ ମୃତ୍ୟୁକୁ ନେଇ ମୃତକଙ୍କ ପରିବାରପକ୍ଷରୁ ହତ୍ୟାଅଭିଯୋଗ ଅଣାଯାଇଛି ।ଯାହାକୁନେଇ ଏବେ ସସପେନ୍ସ ବଢିଛି । ଶନିବାର ବିଳମ୍ବିତ ରାତିରେ ବରଗଡ଼ ଜାତୀୟ ରାଜପଥ ୫୩ର କଣ୍ଟାପାଲି ଓଭରବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି। ଏଥିରେ ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କମୃତ୍ୟୁ ଘଟିଛି। କାରରେ ଘରକୁ ଫେରୁଥିବା ବେଳେ ହାଇୱା ଧକ୍କାରେ ଉଭୟଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ କାରରେ ଥିବା ଅନ୍ୟ ଦୁଇ […]

ଭାରତରେ ଛନକା

ଭୁବନେଶ୍ୱର,୫ା୧(ଏସଏସନିଉଜ) ଚୀନରHMPVଭାଇରସକୁ ନେଇ ଭାରତରେ ଛନକା ପଶିବାସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଯଦିଓ ଦେଶରେ ଏହି ନୂତନ ଭାଇରସ ସମ୍ପର୍କିତ କୌଣସି କେସ ସାମ୍ନାକୁ ଆସି ନାହିଁ ତଥାପି ସରକାର ଏହା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ମନିଟରିଂ ଗ୍ରୁପ୍ ବୈଠକ ବସିଥିଲା। ଏହି ବୈଠକରେ ଭାଇରସର ମୁକାବିଲା ଉପରେ ରଣନୀତି ପ୍ରସ୍ତୁତ କରାଯାଇଥିଲା। ୨୦୨୪ ଡିସେମ୍ବର ୧୬ ପରଠୁ ଅଚାନକ ଏହି ସଂକ୍ରମଣ ଚୀନରେ କାୟା […]

ଆଜିର ରାଶିଫଳ

ଜାନୁଆରୀମାସ ୦୬ତାରିଖ ୨୦୨୫ମସିହା (ସୋମବାର)ପୌଷମାସ- ଶୁକ୍ଳପକ୍ଷ ,ତିଥି- ସପ୍ତମୀ ରାତ୍ରି ଘ ୦୬/୨୦ ଗତେ ଅଷ୍ଟମୀ ,ନକ୍ଷତ୍ର- ଉତ୍ତରଭାଦ୍ର ରାତ୍ରି ଘ୦୭/୩୯ଗତେ ରେବତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୦୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୫୭ ,ଯୋଗିନୀ ବାୟବ୍ୟେ ରାତ୍ରି ଘ୦୬/୨୦ ଗତେ ଐଶାନ୍ୟେ ,ସପ୍ତମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,କାଳବେଳା -ଦିବା ଘ୦୭/୪୭ ଗତେ ଘ୦୯/୧୦ମଧ୍ୟେ ,ବାରବେଳା -ଦିବା ଘ୦୨/୩୭ ଗତେ ଘ୦୪/୦୦ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୬ ମଧ୍ୟେ ଓ ଘ୦୯/୪୦ ଗତେ ଘ୧୨/୦୪ମଧ୍ୟେ […]

ମେଳିହେଲେ କଏଦୀ

ବାରଙ୍ଗ,୪ା୧(ଏସଏସନିଉଜ) ଜାମୁଝରୀ ମୁକ୍ତାକାଶ କାରାଶ୍ରମକୁ ବିବାଦ ପିଛା ଛାଡୁନାହିଁ ।କେତେବେଳେ ଅନ୍ତେବାସୀ ଚମ୍ପଟ ମାରୁଛନ୍ତି ତ କେତେବେଳେ ଆତ୍ମହତ୍ୟା ଓ କେତେବେଳେ ବେକକୁ ଧାରୁଆ ଛୁରିରେ କାଟିବା ଭଳି ଅଘଟଣର ବିବାଦରେ ଛନ୍ଦି ହୋଇପଡିଛି କାରାଶ୍ରମ ।ପୁଣି ଶନିବାରଦିନ ଅନ୍ତେବାସୀମାନେ ମେଳି ଦୋଇ ନିଜର ହକ୍ ଦାବୀ କରିବାଭଳି ଘଟଣା ଘଟିଛି । ପ୍ରକାସ ଯେ, ଶନିବାର ମଧ୍ୟାହ୍ନରେ ଅନ୍ତବାସୀମାନଙ୍କୁ ନେଇ ଏକ ପଞ୍ଚାୟତ ଗଠନ କରାଯାଇଥିଲା ।କାରଶ୍ରମ କର୍ତୁପକ୍ଷଙ୍କ ଉପସ୍ଥିତିରେ ଅନ୍ତବାସୀଙ୍କ ମଧ୍ୟରୁ ଜଣଙ୍କୁ ମୁଖିଆ […]

ବେଆଇନ ଚୋରାଚାଲଣ

କଟକ,୪ା୧(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ବେଲଗାଛିଆ ମୌଜାରେ କିଛି ଅସାମାଜିକ ତତ୍ତ୍ୱ ସରକାରୀ ଗୋଚରଜମିରେ ୨ଟିବେଆଇନ ଆଜବେଷ୍ଟସଘର ଆଢୁଆଳରେ ବାଲି,ଗୋଡି,ଇଟା,ଚିପ୍ସ ଗଚ୍ଛିତକରି ବେଆଇନ ଚୋରା ଚାଲାଣ କରିଚାଲିଥଲେ। ଏହି ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ପାଖରେ ସ୍ଥାନୀୟ ଲୋକମାନେ ଅଭିଯୋଗ କଲାପରେ, ଶନିବାର ବାରଙ୍ଗ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଉପରୋକ୍ତ ବେଆଇନ ଭାବେ ନିର୍ମିତ ଆଜବେଷ୍ଟସ ଗୃହଟିକୁ ଭାଙ୍ଗିଦିଆଯାଇଅଛି। ବାରଙ୍ଗଥାନାର ପୋଲିସକର୍ମୀ ଉପରୋକ୍ତ ଉଚ୍ଛେଦ ସମୟରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଆଗାମୀ ଦିନରେ ଲଘୁ ଖଣିଜର ଚୋରାଚାଲାଣକୁ […]