Browsing author

SATYA SANDHANA DESK

ନାବାଳିକାକୁ ଅସଦାଚରଣ କରି ଫେରାର ଯୁବକ ଗିରଫ

ବାରଙ୍ଗ, ୨୮।୧୧(ଏସଏସନିଉଜ) ବାରଙ୍ଗ ଥାନା ପୋଲିସ ୫ ବର୍ଷରୁ ଉର୍ଦ୍ଧ ସମୟଧରି ଫେରାର ଥିବା ଜଣେ ଯୁବକକୁ ଗିରଫ କରି ଗୁରୁବାର କୋର୍ଟ ଚାଲଣ କରିଛି।ଏହି ଥାନା ଅନ୍ତର୍ଗତ ଫୁଲପୋଖରୀ ଗ୍ରାମର ବିକାଶ ବାରିକ ୨୦୨୯ ମସିହାରେ ଉକ୍ତ ଗ୍ରାମର ଜଣେ ନାବାଳିକାକୁ ଅସଦାଚରଣ କରିଥିଲେ। ଏସଂକ୍ରାନ୍ତରେ ବାରଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ ହେବାର ଜାଣିବା ପରେ ସେ ଫେରାର ହୋଇଯାଇଥିଲେ।ବିଶେଷ ସୂତ୍ରରୁ ଖବରପାଇ ବାରଙ୍ଗ ଥାନା ପୋଲିସ ବିକାଶକୁ ତା ଘରୁ ବୁଧବାର ରାତିରେ […]

ଗୋଡିସାହି ବିଦ୍ୟୁତ୍ ବିଭାଗ ଜେଇ କାର୍ଯ୍ୟାଳୟରେ ହୋହାଲ୍ଲା

ବାରଙ୍ଗ, ୨୮/୧୧(ଏସଏସନିଉଜ)ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତା କଡ ଷଣ୍ଢପୁର ବଜାର ନିକଟରେ ଝୁଲନ୍ତା ବିଦ୍ୟୁତତାରରେ ଲାଗି ଗୋଟିଏ ଗାଈର ମୃତ୍ୟୁ ହୋଇଛି। ଗୋଡିସାହି ବିଦ୍ୟୁତ୍ ବିଭାଗର ଦାୟିତ୍ବହୀନତା ଯୋଗୁ ଏପରି ଘଟିଲା ବୋଲି ଅଭିଯୋଗ କରି ଗ୍ରାମବାସୀମାନେ ଅଧଘଣ୍ଟା ଧରି ଜେଇଙ୍କ କାର‌୍ୟ୍ୟାଳୟରେ ହୋହାଲ୍ଲା କରିଥିଲେ।ପରେ ବିଭାଗୀୟ ଯେଇ ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରି ନିୟମାନୁସାରେ କ୍ଷତି ପୂରଣ ଦେବାକୁ ପ୍ରତିଶ୍ରୁତି ପରେ ଗ୍ରାମବାସୀ ଫେରିଥିଲେ। ପ୍ରକାଶଯେ, ଗୁରୁବାର ଅପରାହ୍ନ ସାଢ଼େ ୨ଟା ସମୟରେ ଷଣ୍ଢପୁର ଗ୍ରାମର ମନୋଜ […]

ଆଜିର ରାଶିଫଳ

ନଭେମ୍ବରମାସ ୨୯ତାରିଖ ୨୦୨୪ମସିହା(ଶୁକ୍ରବାର)ମାର୍ଗଶୀର ମାସ- କୃଷ୍ଣପକ୍ଷ ,ତିଥି- ତ୍ରୟୋଦଶୀ ଦିବା ଘ ୦୮/୨୦ ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର- ସ୍ଵାତୀ ଘ ୧୦/୪୫ ଗତେ ବିଶାଖା ,ସୁର୍ୟୋଦୟ-ପ୍ରାତଃ ଘ୦୬/୮/୦୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୫୦ ,ଯୋଗିନୀ ଦକ୍ଷିଣେ ,ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ବିଛା,ଧନୁ ଓ ମୀନ ରାଶି ର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୮/୫୪ ଗତେ ଘ୧୧/୩୮ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୫୫ ମଧ୍ୟେ ଓ ଘ୦୭/୪୫ […]

ଆଜିର ରାଶିଫଳ

ନଭେମ୍ବରମାସ ୨୮ତାରିଖ ୨୦୨୪ମସିହା(ଗୁରୁବାର)ମାର୍ଗଶୀରମାସ- କୃଷ୍ଣପକ୍ଷ ,ତିଥି- ତ୍ରୟୋଦଶୀ ,ନକ୍ଷତ୍ର- ଚିତ୍ରା ଘ ୦୮/୦୪ଗତେ ସ୍ଵାତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୭/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୨/୫୦ ,ଯୋଗିନୀ ନୈରୁତେ ,ତ୍ରୟୋଦଶୀ ର ପାର୍ବଣ ଶ୍ରାଦ୍ଧ ,ତୁଳା ଓ କୁମ୍ଭରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୦୨/୧୭ ଗତେ ଘ୦୫/୦୨ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୪୫ ମଧ୍ୟେ ଓ ରାତ୍ରି ଘ୦୫/୫୦ଗତେ ଘ୦୯/୦୨ ମଧ୍ୟେ ଓ ଘ୧୧/୨୫ ଗତେ ଘ୦୨/୩୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନାସ୍ତି […]

ଆଜିର ରାଶିଫଳ

ନଭେମ୍ବରମାସ ୨୭ତାରିଖ ୨୦୨୪ ମସିହା(ବୁଧବାର) ମାର୍ଗଶୀର ମାସ- କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ,ନକ୍ଷତ୍ର- ଚିତ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୬/୭/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୦୦,ଯୋଗିନୀ ନୈରୁତେ ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କର୍କଟ ରାଶିର ଘାତବାର,କାଳବେଳା -ଦିବା ଘ୦୮/୫୦ ଗତେ ଘ୧୦/୧୪ ମଧ୍ୟେ,ବାରବେଳା – ଦିବା ଘ୧୨/୩୬ ଗତେ ଘ୦୧/୦୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୬/୫୬ ମଧ୍ୟେ ଓ ଘ୦୭/୪୩ ଗତେ ଘ୦୮/୩୨ ମଧ୍ୟେ ଓ ଘ୧୦/୪୫ ଗତେ ଘ୧୨/୩୫ ମଧ୍ୟେ, ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୬/୫୭ ଗତେ ଘ୦୭/୪୨ ମଧ୍ୟେ […]

ଆଜିର ରାଶିଫଳ

ନଭେମ୍ବରମାସ ୨୬ତାରିଖ ୨୦୨୪ ମସିହା (ମଙ୍ଗଳବାର)ମାର୍ଗଶୀରମାସ- କୃଷ୍ଣପକ୍ଷ,ତିଥି- ଏକାଦଶୀ ରାତ୍ରି ଘ ୦୩/୨୮ଗତେ ଦ୍ଵାଦଶୀ,ନକ୍ଷତ୍ର- ହସ୍ତା ଶେଷରାତ୍ରି ଘ ୦୫/୦୨ ଗତେ ଚିତ୍ରା,ସୁର୍ୟୋଦୟ-ପ୍ରାତଃ ଘ୦୬/୬/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୦୩/୧୦,ଯୋଗିନୀ ଅଗ୍ନିକୋଣେ ରାତ୍ରିଘ ୦୩/ ୨୮ଗତେ ନୈରୁତେ,ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବୃଷରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,କାଳବେଳା -ଦିବା ଘ୦୭/୨୯ ଗତେ ଘ୦୮/୫୨ ମଧ୍ୟେ,ବାରବେଳା -ଦିବା ଘ୦୧/୫୭ ଗତେ ଘ୦୨/୩୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ ଘ୦୬/୫୪ମଧ୍ୟେ ଓ ଘ୦୮/୫୩ ଗତେ ଘ୧୧/୪୨ ମଧ୍ୟେ ଓ ରାତ୍ରି ଘ୦୭/୨୫ଗତେ ଘ୦୮/୧୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- […]

ମଦଦୋକାନ ଆଗରେ ଓକିଲଙ୍କୁ ଆକ୍ରମଣ

ବାରଙ୍ଗ,୨୪ା୧୧(ଏସଏସନିଉଜ)ରବିବାର ରାତିରେ ଶଣ୍ଢପୁରଗାଁପାଖରେ ଥିବା ଏକ ମଦଦୋକାନ ଆଗରେ ଦୁଇଜଣ ଓକିଲଙ୍କୁ ଆକ୍ରମଣ ହୋଇଥିବାର ଗୋଡିସାହିଫାଣ୍ଡିରେ ଅଭିଯୋଗ ହୋଇଛି ।କଟକର ଅଜିତସାହୁ ଓ ତୃପ୍ତିରଞନ ମହାପତ୍ରନାମକ ଦୁଇଓକିଲ ବନ୍ଧୁ ରବିବାରରାତିରେ ଶଣ୍ଢପୁର ଦେଇ ଫେରୁଥିଲେ ।ଏହିସମୟରେ ଶଣ୍ଢପୁର ପାଖରେ ଥିବା ମଦଦୋକାନ ଠାରୁ ଅଳ୍ପଦୁରରେ ସ୍ଥାନୀୟ ଗ୍ରାମର ୪ଜଣ ମଦ୍ୟପ ଯୁବକ ସେମାନଙ୍କୁ ରୋକି ଟଙ୍କା ମାଗିଥିଲେ ।ନିଜକୁ ଓକିଲ ବୋଲି ପରିଚୟ ଦେବାସତ୍ୱେ ମଦ୍ୟପ ଯୁବକ ବିଅରବୋତଲରେ ଉଭୟଙ୍କୁ ଆକ୍ରମଣ କରିଥିଲେ ।ଖବରପାଇ ଗୋଡିସାହିଫାଣ୍ଡି ପୋଲିସ […]

ଖଳାବାରିରେ ହାତୀ ଖାଉଛି ଧାନ

ବାରଙ୍ଗ, ୨୪/୧୧(ଏସଏସନିଉଜ) ଚନ୍ଦକା ଡମପଡା ଅଭୟାରଣ୍ୟର କଡ଼ରେ ଅବସ୍ଥିତ ବାଆଁରା ଓ ରାମଚଣ୍ଡୀ ଗ୍ରାମର ଚାଷ ଜମିରେ ହାତୀମାନଙ୍କର ଉପଦ୍ରବ ବଢ଼ିଚାଲିଛି ।ଶନିବାର ବିଳମ୍ବିତ ରାତୀରେ ବାଆଁରା ରାମଚଣ୍ଡୀ ଗ୍ରାମର ଦୁଷ୍ମନ୍ତ ବଳ, ସବୁଜ ରାଉତଙ୍କ ସମେତ ଅନ୍ୟ ଚାଷୀମାନେ ବିଲରୁ ଧାନକାଟି ଖଳାଵାରୀରେ ରଖିଥିବା ବେଳେ ହାତୀପଶି ଧାନଖାଇ ନଷ୍ଟ କରିଦେଇଛନ୍ତି।ହାତୀପଲ୍ଲ ଧାନ ଗଦାରୁ ଧାନ ଖାଇବା ସହିତ ଅନେକ ଧାନ ଫୋଫାଡ଼ି ଦଳିଚକଟି ନଷ୍ଟ କରିଛନ୍ତି। ଏହିଭଳି ଭାବେ ଚନ୍ଦକା ଜଙ୍ଗଲରୁ ବାରମ୍ବାର ହାତୀପଲ୍ଲ […]

ରାତି ଅଧରେ ପୋଡ଼ିଦେଲ ବାଇକ୍

ବାରଙ୍ଗ, ୨୪/୧୧(ଏସଏସନିଉଜ )ରାତି ଅଧରେ ଦୁର୍ବୃତ୍ତମାନେ ରାଜଧାନୀ ଉପକଣ୍ଠ ଗୋଠପାଟଣାରେ ଗାଡ଼ି ପୋଡ଼ିଦେଇ ଛନ୍ତୀ।ଗୋଠପାଟଣାରେ ଜଣଙ୍କ ଘରେ ଥିବା୩ଟି ବାଇକ୍ ଗୋଟିଏ ସ୍କୁଟିକୁ କେହି ଦୁର୍ବୃତ୍ତ ପୋଡ଼ିଦେବାରୁ ୩ଟି ବାଇକ୍ ଏବଂ ଗୋଟିଏ ସ୍କୁଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଶନିବାର ବିଳମ୍ବିତ ରାତିରେ ଚନ୍ଦକାଥାନା ଅନ୍ତର୍ଗତ ଗୋଠପାଟଣାର ପ୍ଲଟନମ୍ବର- ୧୯୬୨ର ଗ୍ୟାରେଜ ଘରେ ହଠାତ୍ନିଆଁ ଲାଗିଥିଲା।ଗ୍ୟାରେଜରେ ଥିବା୪ଟି ଗାଡିରେ ବିସ୍ଫୋରଣ ସହ ଘର ଧୂଆଁ ହୋଇଯାଇଥିବାରୁ ଘର ମାଲିକ ସନ୍ତୋଷ କୁମାର ମହାନ୍ତି ଓଭଡ଼ାରେ ରହୁଥିବା […]

ଆଜିର ରାଶିଫଳ

ନଭେମ୍ବରମାସ ୨୫ତାରିଖ ୨୦୨୪ମସିହା(ସୋମବାର)ମାର୍ଗଶୀରମାସ- କୃଷ୍ଣପକ୍ଷ ,ତିଥି- ଦଶମୀ ରାତ୍ରି ଘ୧୨/୪୩ଗତେ ଏକାଦଶୀ ,ନକ୍ଷତ୍ର- ଉତ୍ତର ଫା ରାତ୍ରି ଘ ୦୧/୫୩ଗତେ ହସ୍ତା ,ସୁର୍ୟୋଦୟ-ପ୍ରାତଃ ଘ୦୬/୫/୫୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୦୩/୧୦ ,ଯୋଗିନୀ ଉତ୍ତରେ ରାତ୍ରି ଘ ୧୨/୪୩ ଗତେ ଅଗ୍ନିକୋଣେ ,ଦଶମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୃଷରାଶିର ଘାତଚନ୍ଦ୍ର ,ମିଥୁନରାଶିର ଘାତବାର ,କାଳବେଳା -ଦିବା ଘ୦୭/୨୭ ଗତେ ଘ୦୮/୫୦ ମଧ୍ୟେ ,ବାରବେଳା – ଦିବା ଘ୦୨/୧୮ଗତେ ଘ୦୩/୪୧ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୨୬ ମଧ୍ୟେ ଓ ଘ୦୯/୧୯ ଗତେ […]