ଆଜିର ରାଶିଫଳ
ଡିସେମ୍ବରମାସ୧୫ତାରିଖ୨୦୨୪ ମସିହା(ରବିବାର)ମାର୍ଗଶୀରମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ଦିବା ଘ ୦୨/୨୦ ଗତେ ପ୍ରତିପଦ,ନକ୍ଷତ୍ର-ମୄର୍ଗଶିରା ରାତ୍ରି ଘ୦୨/୪୬ ଗତେ ଆର୍ଦ୍ରା.ସୁର୍ୟୋଦୟ-ପ୍ରାତଃ ଘ୦୬/୧୭/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୯/୩୩,ଯୋଗିନୀ ବାୟବ୍ୟେ ଦିବା ଘ୦୨/୧୯ ଗତେ ପୂର୍ବେ, ପୂର୍ଣ୍ଣିମାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛା ରାଶିର ଘାତଚନ୍ଦ୍ର,ମେଷ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୨୨ ଗତେ ଘ୦୧/୦୫ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୭ଗତେ ଘ୦୯/୩୨ ମଧ୍ୟେ ଓ ଘ୦୧/୦୬ଗତେ ଘ୦୩/୫୬ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୪୩ ଗତେ ଘ୦୫/୦୪ ମଧ୍ୟେ,ଅଦ୍ୟ ଆମିଷ ଦିବା […]