Browsing author

SATYA SANDHANA DESK

୧୦ରୁ ଟ୍ରକ ଚଳାଚଳ ବନ୍ଦ !

ଭୁବନେଶ୍ୱର,୩/୧୧(ଏସଏସନିଉଜ)ରାଜ୍ୟ ସରକାରଙ୍କୁ ଲଘୁ ଖଣିଜ ପରିବହନ କରୁଥିବା ମିଳିତ ଟ୍ରକ୍ ମାଲିକ ସଂଘର କଡ଼ା ଚେତାବନୀ ଦେଇଛନ୍ତି । ୯ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ସମେତ ଲଘୁ ଖଣିଜ ପରିବହନ ନେଇଥିବା ୧୧ ଦଫାଦାବି ପୂରଣ ନହେଲେ ୧୦ ତାରିଖରୁ ବନ୍ଦ ରହିବ ସବୁ ପ୍ରକାର ଲଘୁ ଖଣିଜ ପରିବହନ । ଖୋର୍ଦ୍ଧା ଟ୍ରକ୍ ମାଲିକସଂଘ ଆହ୍ବାନ କ୍ରମେ ପାଖାପାଖି ୧୦ଜିଲ୍ଲାର ୧୫ଟ୍ରକ୍ ମାଲିକ ସଂଘର ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ସେମାନଙ୍କ […]

ବାରବାଟୀ ଦିନିକିଆ ପାଇଁ ଟିକେଟ୍ ଧାର୍ଯ୍ୟ

କଟକ,୩ା୧୧(ଏସଏସନିଉଜ)୨୦୨୫ ଫେବ୍ରୁଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ ହୋଇଛି । ଓଡ଼ିଶା କ୍ରିକେଟ ଆସୋସିଏସନ ବା ଓସିଏ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଟିକେଟ ମୂଲ୍ୟ ଗ୍ୟାଲେରୀ ନମ୍ବର ୧ ପାଇଁ ଟିକେଟର ମୂଲ୍ୟ ୧୨୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ୨ ପାଇଁ ୧୦୦୦, ୩ ପାଇଁ ୧୨୦୦, ୪ ପାଇଁ ୧୦୦୦, ୫ ପାଇଁ ୧୫୦୦, ୬ ପାଇଁ […]

ବୋଲେରୋ ନେଲା ବୃଦ୍ଧଙ୍କ ଜୀବନ

ବୀରମହାରାଜପୁର,୩/୧୧(ଏସଏସନିଉଜ) ସୁବଳୟାଥାନା ଟେଭାପଦର ଛକଠାରେ ବୋଲେରୋ ଧକ୍କାରେ ଟେଭାପଦର ଗାଁର ପ୍ରେମାନନ୍ଦ କ୍ଷେତି (୭୦)ଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ସହୟତା ପାଇଁ ଗ୍ରାମବାସୀମାନେ ରାସ୍ତାରୋକ କରାଯାଇଛି l ପ୍ରେମାନନ୍ଦ ଘରୁ ବାହାରି ସଡ଼କକୁ ଆସୁଥିବା ବେଳେ ରେଢ଼ାଖୋଲ ପଟରୁ ଆସୁଥିବା ଏକ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଦୁର୍ଘଟଣା ଘଟାଇଥିବା ବୋଲୋରୋ କୁ ଜବତ କରିବା ସହ […]

ବଡ଼ ଭଉଣୀର ବାହାଘରବେଳେ ସାନଭଉଣୀକୁ ଦୁଷ୍କର୍ମ କଲା ଭାଇ

ରାଉରକେଲା,୩/୧୧(ଏସଏସନିଉଜ) ରାଉରକେଲାରେ ଭାଇ-ଭଉଣୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କରେ କଳଙ୍କର ଦାଗ ଲାଗିଛି।ଭାଇ ନିଜ ସାନଉଭଣୀକୁ ଗର୍ଭବତୀ କରିବା ଭଳି ଘଟଣା ନଜରକୁ ଆସିଛି।ଏହି ଚର୍ଚ୍ଚା ଜନିତ ଘଟଣା ସମସ୍ତଙ୍କ ପାଇ ଚିନ୍ତାର କାରଣ ପାଲଟିଛି।ଏହି ମାମଲାଟି ଉଦିତନଗର ଥାନାରେ ରୁଜୁ ହୋଇଛି। ପ୍ରକାଶ ଯେ,୧୩ବର୍ଷୀୟାଭଉଣୀ ଓ ୧୬ବର୍ଷୀୟଭାଇ ବାପାମାଙ୍କ ସହ ଏକାଠି ଘରେ ରହନ୍ତି। ଦିନ ମଜୁରିଆ ଭାବେବାପା-ମାଆ କାମକରି ରୋଜଗାର ଅର୍ଥରେ ପରିବାର ପ୍ରତିପୋଷଣ କରିଥାନ୍ତି।ଗତ ୬ମାସ ତଳେ ଘରେ କେହି ନଥିବାର ସୁଯୋଗ […]

ଆଜିର ରାଶିଫଳ

ନଭେମ୍ବରମାସ ୦୩ତାରିଖ ୨୦୨୪ମସିହା(ରବିବାର)କାର୍ତ୍ତିକମାସ- ଶୁକ୍ଳପକ୍ଷ ,ତିଥି- ଦ୍ଵିତୀୟା ରାତ୍ରି ଘ ୦୯/୫୦ ଗତେ ତୃତୀୟା ,ନକ୍ଷତ୍ର- ବିଶାଖା ପ୍ରାତଃ ଘ ୦୬/୩୦ ଗତେ ଅନୁରାଧା ,ସୁର୍ୟୋଦୟ-ପ୍ରାତଃ ଘ୦୫/୫୩/୩୭ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୫୬ ,ଯୋଗିନୀ ଉତ୍ତରେ ରାତ୍ରି ଘ୦୯/୫୦ ଗତେ ଆଗ୍ନିକୋଣେ ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମେଷରାଶି ର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୦୪ ଗତେ ଘ୧୨/୫୫ ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୪୪ ଗତେ ଘ ୦୯/୦୭ […]

୩ରୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ

ଭୁବନେଶ୍ୱର,୨/୧୧(ଲିଙ୍ଗରାଜ ରାଉତ)୩ତାରିଖକୁ ଦଶମଶ୍ରେଣୀ ପରୀକ୍ଷା ଫର୍ମପୂରଣ ହେବ ।ମାଧ୍ୟମିକ ଶିକ୍ଷାପରିଷଦ ଦ୍ବାରା ପରିଚାଳିତ ୨୦୨୫ମାଟ୍ରିକ ପରୀକ୍ଷାନିମନ୍ତେ ଫର୍ମପୂରଣ ନଭେମ୍ବର ୩ରୁ ଆରମ୍ଭ ହେବ।ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ମାନେ ନଭେମ୍ବର ୩ ତାରିଖରୁ ୧୮ତାରିଖ ମଧ୍ୟରେ ଅନଲାଇନ୍ ଫର୍ମପୂରଣ କରିପାରିବେ ।ରାତି ୧୧ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଯୋଗେ ଫର୍ମପୂରଣ ହୋଇପାରିବ। www.bseodisha.ac.in ୱେବ୍ ସାଇଟ୍ ଭିସିଟ୍ କରି ଛାତ୍ରଛାତ୍ରୀମାନେ ସମ୍ପୁର୍ଣ୍ଣ ସୂଚନା ପାଇପାରିବେ ।ସପଣ୍ଡେଣ୍ଟ କୋର୍ସରେ ପରୀକ୍ଷାର୍ଥୀ ମାନେ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟରେ ଉପସଚିବଙ୍କ ଦ୍ବାରା ଅଫ୍‌ଲାଇନ୍‌ରେ […]

Rupa Birth four tiger cubs

Barang,2।11(ssnews) White tigress Rupa Birth of four tiger cubs at Nandankanan today. Tigress Rupa gave birth to 4 cubs at Nandankanan today. Rupa was born at Nandankanan on 22-09-2018 from Roshan and Bijaya and presently it is 6-years old. It is the third litter from tigress Rupa. In 1st litter, it mated with Rajesh and […]

କୀର୍ତ୍ତନସାରି ଫେରିବାବେଳେ ସଡ଼କଦୁର୍ଘଟଣା

ସୁନ୍ଦରଗଡ଼,୨/୧୧(ଏସଏସନିଉଜ) ହେମଗିରି ଥାନା ଗଏକନପାଲି ନିକଟରେ ଏକ ଟ୍ରଲରକୁ ପଛପଟୁ ମାରୁତିଭ୍ୟାନ୍ ଧକ୍କା ଦେବା ଫଳରେ୭ ଜଣଙ୍କର ମୃତ୍ୟୁ ଘଟିଛି।ଏହାସହ ୫ଜଣ ଆହତ ହୋଇଥିବାର ଜଣାପଡିଛି।ବିଳମ୍ବିତ ରାତିରେରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରଲରକୁ ପଛ ପଟରୁ ଏକ ମାରୁତି ଭ୍ୟାନ୍ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ଚାଳକ ସହିତ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ହେମଗିରି ମେଡିକାଲକୁ ଚିକିତ୍ସା ପାଇ ପଠାଯାଇଛି । ଚିକିତ୍ସାଧୀନ ଅବସ୍ଥାରେ […]

ଅମାନିଆ ମୋ ବସ

ଚନ୍ଦ୍ରଶେଖରପୁର,୨/୧୧(ଏସଏସନିଉଜ) ଚନ୍ଦ୍ରଶେଖରପୁର ପେଟ୍ରୋଲ୍ ପମ୍ପ୍ ନିକଟରେ ମୋବସ ଧକ୍କାରେ ଜଣେ ଯୁବତୀ ଗୁରୁତର ଆହତ ହୋଇ ତାଙ୍କର ହାତ କଟିଯାଇଥିବା ଜଣାପଡିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଛି । ଏଥିସହ ଚନ୍ଦ୍ରଶେଖରପୁରରେ ଅଞ୍ଚଳରେ ଗଡ଼ୁଥିବା ପ୍ରାୟ ୧୪ଟି ମୋବସକୁ ସ୍ଥାନୀୟଲୋକ ରୋକିଛନ୍ତି। ଦୁର୍ଘଟଣା ପରେ ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇଛି। […]

ପଣ୍ଡିତ ଗୋପବନ୍ଧୁଦାସଙ୍କ ମାନସ ଓ ଭାବାଦର୍ଶକୁ ନେଇ ଆଲୋଚନା ଚକ୍ର

ବାରଙ୍ଗ,୧/୧୧(ଲିଙ୍ଗରାଜ ରାଉତ) କୁଞ୍ଜବିହାରୀ ମହାବିଦ୍ୟାଳୟର ଇତିହାସବିଭାଗ ଆନୁକୂଲ୍ଯରେ ପଣ୍ଡିତ ଗୋପବନ୍ଧୁଦାସଙ୍କ ମାନସ ଓ ଭାବାଦର୍ଶ ଏବଂ ଏକବିଂଶ ଶତାବ୍ଦୀରେ ଆଧୁନିକ ଓଡ଼ିଶା ପାଇଁ ଏହାର ପ୍ରାସଙ୍ଗିକତା “ସମ୍ବନ୍ଧରେଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା।ମହାବିଦ୍ୟାଳୟ ପରିସରରେ ଶୁକ୍ରବାରଦିନ ଆୟୋଜିତ ଆଲୋଚନା ଚକ୍ରରେଐତିହାସିକ,ଗବେଷକ ତଥା ବହୁ ଇତିହାସ ପୁସ୍ତକର ରଚୟିତା ଡଃ ପ୍ରଭାତକୁମାରମଲ୍ଲିକ ଅତିଥି ଭାବରେ ଯୋଗଦେଇ ଅତି ପ୍ରାଞ୍ଜଳ ଭାବରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକାମାନଙ୍କୁ ବୁଝାଇ କହିଥିଲେ।ଆଲୋଚନା ଚକ୍ରରେ ଦଶଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସେମାନଙ୍କର ସେମିନାର୍ ପେପର୍ […]