Browsing author

SATYA SANDHANA DESK

ନିଆ ଲାଗି ଜଳିଗଲା ଟିଭି,ଏସି, ଫ୍ରିଜ୍‌

ଗଞ୍ଜାମ,୬/୧୨(ଏସଏସନିଉଜ) ମହାରଣା କୋଲନିରେ ଅଗ୍ନିକାଣ୍ଡ ଘଟି ଘରର ମିଟର ବକ୍ସ । ପରେ ଘରର ଟିଭି, ଏସି, ଫ୍ରିଜ୍‌ ପରି ଅନେକ ଇଲେକ୍ଟ୍ରୋନିକ ଲରଞ୍ଜାମ ଜଳି ଯାଇଛି। ୩୩ କେଭିର ପାୱାରର ସହ ଏଲଟି ଲାଇନର ତ୍ରୁଟିପୂର୍ଣ୍ଣ ସଂଯୋଗ ଯୋଗୁ ଏପରି ଅଘଟଣ ଘଟିଲା ବୋଲି କୁହାଯାଉଛି। ଆସିକା କଲେଜଛକସ୍ଥିତ ଗ୍ରିଡ ସବଷ୍ଟେସନ ସାମ୍ନା ମହାରଣା କୋଲନିରେ ଏଭଳି ଘଟଣା ଶୁକ୍ରବାର ସକାଳେଘଟିଛି ।ହଠାତ୍ କଲୋନିର ଘର ଗୁଡିକରେ ମିଟରବୋର୍ଡ ପାଖରେ ବିସ୍ଫୋରଣ ହୋଇ ଇଲେକ୍ଟ୍ରୋନିକ ସରଞ୍ଜାମ […]

ଆଜିର ରାଶିଫଳ

ଡିସେମ୍ବରମାସ ୦୬ତାରିଖ ୨୦୨୪ମସିହା(ଶୁକ୍ରବାର)ମାର୍ଗଶୀର ମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ଦିବା ଘ ୧୨/୧୦ ଗତେ ଷଷ୍ଠୀ,ନକ୍ଷତ୍ର- ଶ୍ରବଣା ସନ୍ଧ୍ୟା ଘ୦୫/୫୯ ଗତେ ଧନିଷ୍ଟା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୨/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୫୦,ଯୋଗିନୀ ଦକ୍ଷିଣେ ଦିବା ଘ ୧୨/୧୦ ଗତେ ପଶ୍ଚିମେ,ପଞ୍ଚମୀ ଏକୋଦିଷ୍ଟ ଓ ଷଷ୍ଠୀର ପାର୍ବଣଶ୍ରାଦ୍ଧ,ମିଥୁନ ଓ ମୀନ ରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/୫୫ ଗତେ ଘ୧୨/୩୮ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୦୦ ମଧ୍ୟେ ଓ ଘ୦୭/୫୦ ଗତେ ଘ୦୮/୫୪ ମଧ୍ୟେ ଓ […]

ଆଜିର ରାଶିଫଳ

ଡିସେମ୍ବରମାସ ୦୫ତାରିଖ ୨୦୨୪ମସିହା(ଗୁରୁବାର) ମାର୍ଗଶୀରମାସ-  ଶୁକ୍ଳପକ୍ଷ,ତିଥି- ଚତୁର୍ଥୀ ଦିବା ଘ ୧୨/୫୪ ଗତେ ପଞ୍ଚମୀ,ନକ୍ଷତ୍ର- ଉତ୍ତରାଷାଢ଼ା ସନ୍ଧ୍ୟା ଘ୦୬/୧୩ ଗତେ ଶ୍ରାବଣ,ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩ /୪୦,ଯୋଗିନୀ ନୈରୁତେ ଦିବା ଘ ୧୨/୫୪ ଗତେ ଦକ୍ଷିଣେ,ଚତୁର୍ଥୀ ଏକୋଦିଷ୍ଟ ଓ ପଞ୍ଚମୀର ପାର୍ବଣ ଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୨/୨୦ ଗତେ ଘ୦୫/୦୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୫୦ ମଧ୍ୟେ ଓ ରାତ୍ରି ଘ୦୫/୫୭ ଗତେ ଘ୦୯/୦୪ ମଧ୍ୟେ […]

ଆଜିର ରାଶିଫଳ

ଡିସେମ୍ବରମାସ ୦୪ତାରିଖ ୨୦୨୪ମସିହା (ବୁଧବାର),ସମ୍ବତ୍ସର-କାଳ,ମାର୍ଗଶୀରମାସ- ଶୁକ୍ଳପକ୍ଷ, ତିଥି- ତୃତୀୟା ଦିବା ଘ ୦୧/୧୩ ଗତେ ଚତୁର୍ଥୀ, ସୁର୍ୟୋଦୟ-ପ୍ରାତଃ ଘ୦୬/୧୧/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୩୦,ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୧/୧୩ ଗତେ ନୈରୁତେ,ତୃତୀୟା ଏକୋଦିଷ୍ଟ ଓ ଚତୁର୍ଥୀର ପାର୍ବଣଶ୍ରାଦ୍ଧ, ସିଂହରାଶିର ଘାତଚନ୍ଦ୍ର, କର୍କଟ ରାଶିର ଘାତବାର,କାଳବେଳା -ଦିବା ଘ୦୮/୫୫ ଗତେ ଘ୧୦/୧୯ ମଧ୍ୟେ,ବାରବେଳା -ଦିବା ଘ୧୧/ ୪୦ ଗତେ ଘ୦୧/୦୩ ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବାଘ୦୭/୦୦ ମଧ୍ୟେ ଓ ଘ୦୭/୪୭ ଗତେ ଘ୦୮ /୩୬ ମଧ୍ୟେ ଓ ରାତ୍ରି ଘ୦୫/୫୧ ଗତେ ଘ୦୬/୪୦ […]

ଆଜିର ରାଶିଫଳ

ଡିସେମ୍ବରମାସ ୦୩ତାରିଖ ୨୦୨୪ମସିହା (ମଙ୍ଗଳବାର)ମାର୍ଗଶୀର ମାସ- ଶୁକ୍ଳପକ୍ଷ, ତିଥି- ଦ୍ଵିତୀୟା ଦିବା ଘ ୦୧/୧୦ ଗତେ ତୃତୀୟା, ନକ୍ଷତ୍ର- ମୂଳା ସନ୍ଧ୍ୟା ଘ୦୪୫/୨୫ ଗତେ ପୂର୍ବାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୬/୧୦/୨୮, ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୨୦,ଯୋଗିନୀ ଉତ୍ତରେ ଦିବା ଘ ୦୧/୧୦ ଗତେ ଅଗ୍ନିକୋଣେ,ଦ୍ଵିତୀୟା ଏକୋଦିଷ୍ଟ ଓ ତୃତୀୟାର ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶି ର ଘାତ ଚନ୍ଦ୍ର,ମକର ରାଶି ର ଘାତବାର, କାଳବେଳା -ଦିବା ଘ୧୨/୫୫ ଗତେ ଘ୦୨/୧୯ ମଧ୍ୟେ,ବାରବେଳା – ଦିବା ଘ୦୭/୩୪ ଗତେ ଘ୦୮/୫୬ ମଧ୍ୟେ,ବିଶୁଦ୍ଧ […]

ଗଣ୍ଡରପୁର ନଦୀପଠାରେ ଫୁଟିଲା ଗୁଳି

ବାରଙ୍ଗ,୨/୧୨(ଏସଏସନିଉଜ) ନନ୍ଦନକାନନ ଥାନା ଅଧିନସ୍ତଗଣ୍ଡରପୁର ନଦୀପଠାରେ ହୋଇଥିବା ଗୁଳିମାଡରେ ବରିମୁଣ୍ଡର ସନ୍ତୋଷ କୁମାର ପଣ୍ଡା (୪୮) ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ, ସୋମବାର ରାତିରେ ସନ୍ତୋଷ ଜରିପାଟଣା ଛକରେ ଠିଆ ହୋଇଥିଲେ । ଏହି ସମୟରେ ଏକ ନମ୍ବର ବିହୀନ ବୋଲେରୋରେ କେତେଜଣ ଯୁବକ ଆସି ତାଙ୍କୁ ବଳପୂର୍ବକ ଉଠାଇ ନେଇ ଗଣ୍ଡରପୁର […]

ଆଜିର ରାଶିଫଳ

ଡିସେମ୍ବରମାସ ୦୨ତାରିଖ ୨୦୨୪ମସିହା(ସୋମବାର)ମାର୍ଗଶୀର ମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ଦିବା ଘ ୧୨/୪୦ ଗତେ ଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୬/୯/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୧୦,ଯୋଗିନୀ ପୂର୍ବେ ଦିବା ଘ ୧୨/୪୦ ଗତେ ଉତ୍ତରେ,ପ୍ରତିପଦ ଏକୋଦିଷ୍ଟ ଓ ଦ୍ଵିତୀୟା ର ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତ ଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୩୩ ଗତେ ଘ୦୮/୫୫ମଧ୍ୟେ,ବାରବେଳା – ଦିବା ଘ୦୨/୧୯ ଗତେ ଘ୦୩/୪୨ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବା ଘ ଘ୦୭/୩୨ ମଧ୍ୟେ ଓ ଘ୦୯/୨୪ ଗତେ ଘ୧୧/୪୮ ମଧ୍ୟେ ଓ ରାତ୍ରି ଘ୦୭/୨୮ ଗତେ […]

ଚିଙ୍କାରା ବଂଶଲୋପ

ବାରଙ୍ଗ,୩୦/୧୧(ଏସଏସନିଉଜ) ନନ୍ଦନକାନନରେ ଏକ ଚିଙ୍କାରା ହରିଣ ମୃତୁବରଣ କରିବାରୁ ଏମାନଙ୍କ ବଂଶ ଲୋପ ପାଇଯାଇଛି।ମୃତୁବରଣ କରିଥିବା ୬/୭ବର୍ଷର ଅଣ୍ଡିରା ଚିଙ୍କାରା ହରିଣଟି ୩୭ନମ୍ୱର ଏନକ୍ଲୋଜରରେ ରହୁଥିଲା।ଗୁରୁବାର ହରିଣଟିର ଝାଡା ହେବାରୁ ତାକୁ ଏଠାକାର ଡାକ୍ତରମାନେ ଯାଇ ଚିକିତ୍ସା ଆରମ୍ଭ କରିବା ସହ ଇଞ୍ଜେକସନ ଦେଇଥିଲେ।ଶୁକ୍ରବାର ମଧ୍ୟ ଅସୁସ୍ଥ ହରିଣକୁ ଇଞ୍ଜେକସନ ଦିଆଯାଇ ଥିଲେ ମଧ୍ୟ ତାକୁ ବଞ୍ଚାଇ ପାରିନ ଥିଲେ।ଶନିବାର ସକାଳେହରିଣଟି ମାରିପଡ଼ିଥିବାର ଦେଖିବାକୁ ମିଳିଥିଲା।୨୦୨୧ ମସିହାରେ ୨ଟି ହରିଣକୁ ବିଳାସପୁରରୁ ନନ୍ଦନକାନନକୁ ଅଣାଯାଇଥିଲା।ସେଥିମଧ୍ୟରୁ ଗୋଟିକର ମୃତୁ […]

ପୁଅବୋହୂଙ୍କୁ ନିଆଁ ଲଗାଇଦେଲେ

ବାରଙ୍ଗ,୩୦/୧୧(ଏସଏସନିଉଜ)ଶନିବାର ରାତିରେବାରସୀଙ୍ଗା ଗ୍ରାମର ଜଣେ ଦମ୍ପତ୍ତିଙ୍କୁ ଅର୍ଧାଧଗ୍ନ ଅବସ୍ତାରେ ଗ୍ରାମବାସୀ ମାନେ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି।ଉଭୟଙ୍କ ଶରୀର ପ୍ରାୟ ୫୦ଭାଗରୁ ଉର୍ଦ୍ଧ ପୋଡି ଯାଇଥିବାର ଜଣାପଡିଛି।ଗୁରୁତର ଆହତ ଦମ୍ପତି ହେଉଛନ୍ତି ଦୀନବନ୍ଧୁ ରାଉତ(୪୦) ଓ ପତ୍ନୀ ସସ୍ମିତା ରାଉତ(୩୭)।ଏହି ଘଟଣାରେ ବାରଙ୍ଗଥାନା ପୋଲିସ ଦୀନବନ୍ଧୁଙ୍କ ବାପା ଗୋବର୍ଦ୍ଧନ ଙ୍କୁ ଘର ଛାତ ଉପରେ ଲୁଚିଥିବା ବେଳେ ଧରି ଥାନାରେ ଅଟକ ରଖିଛି।ତେବେ ଗୋବର୍ଦ୍ଧନ ଏହି କାଣ୍ଡ କରିଥିବାର ଅଭିଯୋଗ ହେଉଛି। […]

ଆଜିର ରାଶିଫଳ

ଡିସେମ୍ବରମାସ ୦୧ତାରିଖ ୨୦୨୪ ମସିହା(ରବିବାର) ମାର୍ଗଶୀର ମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ଦିବା ଘ ୧୧/୪୦ ଗତେ ପ୍ରତିପଦ,ନକ୍ଷତ୍ର- ଅନୁରାଧା ଦିବା ଘ ୦୦୬ ଗତେ ଜ୍ୟେଷ୍ଠା,ସୁର୍ୟୋଦୟ-ପ୍ରାତଃ ଘ୦୬/୯/ ୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୩/୦୦ ,ଯୋଗିନୀ ଐଶାନ୍ୟେ ଦିବା ଘ ୧୧/୪୧ ଗତେ ପୂର୍ବେ,ପ୍ରତିପଦର ପାର୍ବଣଶ୍ରାଦ୍ଧ,ମେଷରାଶିର ଘାତବାର,କାଳବେଳା ଓ ବାରବେଳା -ଦିବା ଘ୧୦/୧୬ ଗତେ ଘ୦୧/୦୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୫୮ ମଧ୍ୟେ ଓ ଘ୦୯/୨୦ଗତେ ଘ୧୦/୧୫ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୩୪ ଗତେ ଘ୦୫/୦୩ ମଧ୍ୟେ,ଅଦ୍ୟ ଆମିଷ […]