ଚୋରୀକରି ଧରାପଡିଲେ ଚୋର ଓ କବାଡ଼ିଆ
ବାରଙ୍ଗ, ୧୯/୧୧(ଏସଏସନିଉଜ)ଏକ ମାର୍ବଲ ଦୋକାନରୁ ବିଭିନ୍ନ ଉପକରଣ ଚୋରି କରିବା ଅଭିଯୋଗରେ ବାରଙ୍ଗଥାନା ପୁଲିସ ଦୁଇଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲଣ କରିଛି। ସେମାନେ ହେଲେ ବ୍ରାହ୍ମଣୀଗାଁର ସିନୁ ଭୋଇ ଓ ବିହାରର ରବି ଗୁପ୍ତା। ପ୍ରକାଶ ଯେ, ପଦ୍ମନାଭନଗର ବଜାର ଛକରେ ବାଲଗୋପାଳ ଇନଫା ନାମକ ଥିବା ମାର୍ବଲ ଦୋକାନର ବିଭିନ୍ନ ଘରୋଇ ଉପକରଣ ଗତ ୯ତାରିଖ ରାତିରେ ଚୋରୀ ହୋଇଥିଲା।ଏନେଇ ଦୋକାନ ମାଲିକ ବିଜୟ କୁମାର ଶର୍ମା ପରଦିନ ବାରଙ୍ଗ ଥାନାରେ ଲିଖିତ ଅଭିଯୋଗ […]