ଜେଲ ଗଲେ ପିଶାଚ ମାମୁଁ
ବାରଙ୍ଗ,୨୨/୧୧(ଏସଏସନିଉଜ) ୬ବର୍ଷର ଭାଣେଜିକୁ ଚକଲେଟ୍ ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ପିଶାଚ ମାମୁଁଙ୍କୁ ବାରଙ୍ଗ ଥାନା ପୋଲିସ ଗିରଫ କରି ଗୁରୁବାର କୋର୍ଟଚାଲଣ କରିଛି। ପ୍ରକାଶଯେ,ମୟୂରଭ୍ଞ୍ଜର ୬ବର୍ଷର ନାବାଳିକା ପିତାମାତା ସହ ବାରଙ୍ଗ ତହସିଲ ସମ୍ମୁଖରେ ଥିବା ଇଟାଭାଟିରେ ରହୁଥିଲେ।ଏହା ନିକଟରେ ଥିବା ଅନ୍ୟ ଏକ ଇଟା ଭାଟିରେ ଟ୍ରାକ୍ଟର ଚଳାଉଥିବା ଝାଡ଼ଖଣ୍ଡର କୈଳାସ ସୋନାର ସମ୍ପର୍କୀୟ ମାମୁଁ ହୋଇଥିବାରୁ ନାବାଳିକା ରହୁଥିବା ଘରକୁ ଯିବାଆସିବା କରିଥାନ୍ତି ମଙ୍ଗଳବାର ଅପରାହ୍ନରେ କୈଳାସ ନାବାଳିକା ପରିବାର ରହୁଥିବା ଇଟାଭାଟିକୁ […]