Browsing author

SATYA SANDHANA DESK

ଆଜିର ରାଶିଫଳ

ଅକ୍ଟୋବରମାସ ୦୬ତାରିଖ ୨୦୨୪ମସିହା(ରବିବାର)ଆଶ୍ୱିନମାସ- ଶୁକ୍ଳପକ୍ଷ ,ତିଥି- ତୃତୀୟା ଘ୦୭/୨୭ ଗତେ ଚତୁର୍ଥୀ ,ନକ୍ଷତ୍ର-ବିଶାଖା ରାତ୍ରି ଘ୧୨/୩୭ ଗତେଅନୁରାଧା ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୩/୦୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୨୭/୧୬ ,ଯୋଗିନୀ ଅଗ୍ନିକୋଣେ ଦିବାଘ ୦୭/୨୭ ଗତେ ନୈରୁତେ , ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବା ଘ୧୦/୦୭ ଗତେ ଘ୦୧/୦୫ ମଧ୍ୟେ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୩୪ଗତେ ଘ୦୮/୫୮ମଧ୍ୟେ ଓ ରାତ୍ରି ଘ୦୭/୪୪ଗତେ ଘ୦୯/୨୦ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ୦୪/୧୦ ଗତେ […]

+୨ ପରୀକ୍ଷା ପାଇଁ ତାରିଖ ଘୋଷଣା

ଭୁବନେଶ୍ଵର,୫/୧୦(ଏସଏସନିଉଜ)ରାଜ୍ୟରେ +୨ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି।ପରୀକ୍ଷା ନିୟନ୍ତ୍ରକ ଡ଼. ପ୍ରଶାନ୍ତ କୁମାର ପରିଡ଼ା ତାରିଖ ଘୋଷଣା ସହ କହିଛନ୍ତି ଡିସେମ୍ବର ୨୬ ରୁ ୩୦ ଯାଏଁ ଇଣ୍ଟରନାଲ ପରୀକ୍ଷା ହେବ। ସେହିପରି ଜାନୁଆରୀ ୨ ରୁ ୧୨ ଭିତରେ ପିଲାମାନେ ପ୍ରାକ୍ଟିକାଲ ପରୀକ୍ଷା ଦେବେ ବୋଲି ସ୍ଥିର କରିଛି ସିଏଚଏସଇ । ଫେବୃଆରୀ ୧୫ରୁ ମାର୍ଚ୍ଚ ୨୦ ଭିତରେ ମୁଖ୍ୟ ପରୀକ୍ଷା ହେବ। ସମସ୍ତ ବିଭାଗ ଫଳାଫଳ ପରୀକ୍ଷା ଶେଷ ହେବାର ୪୫ଦିନ ଭିତରେ […]

ମାଙ୍କଡ଼ାପଥର ଚାଲାଣ ଟ୍ରକ ଜବତ

ବାରଙ୍ଗ,୪/୧୦(ଏସଏସନିଉଜ) ଗୁରୁବାର ବିଳମ୍ୱିତ ରାତିରେ ଲଘୁଖଣିଜ ବିଭାଗର ପକ୍ଷରୁ ଚଢାଉ କରି ବେଆଇନ ମାଙ୍କଡ଼ା ପଥର ଚାଲାଣ କରୁଥିବା ଦୁଇଟି ଟ୍ରକକୁ ଜବତ କରାଯାଇଛି। ଜବତ ହୋଇଥିବା ଟ୍ରକ ଓଡି ୦୨ପି ୩୭୫୭, ଓଡି ୦୯ ଜି ୫୧୯୨ ଟ୍ରକ ଦୁଇଟି ଢେଙ୍କାନାଳ ଅଂଚଳରୁ ମାଙ୍କଡ଼ା ପଥର ବୋଝେଇ ମୁଣ୍ଡଳୀ ନରାଜ ଗୋଡିସାହି ଅଭିମୁଖେ ଆସୁଥିବା ବେଳେ ଲଘୁଖଣିଜ ବିଭାଗର ଅଧିକାରୀ କୈାଣସି ସୁତ୍ରରୁ ଖବରପାଇ ମୁଣ୍ଡଳୀ ବ୍ୟାରେଜ ନିକଟରେ ଅଟକାଇ ଥିଲେ । ଟ୍ରକ ଚାଳକ […]

ଗାଆଁରେ ବୁଲିଲା ଗୋଠଛଡା ହାତୀ

ବାରଙ୍ଗ,୪/୧୦(ଏସଏସନିଉଜ) ସାବଧାନ , ମାତିଛି ଗୋଠଛଡ଼ା ମାଇ ହାତୀ । ସନ୍ଧ୍ୟା ହେଲେ ରାଜରାସ୍ତାରେ ବୁଲୁଥିବା ବେଳେ ନିକଟ ଗାଁ ରେ ପଶୁଛି । ଫସଲ ନଷ୍ଟ କରିବା ସହ ପାଚେରୀ ଭାଙ୍ଗି ଦେଉଛନ୍ତି । ଏବେ ଚିନ୍ତା ରେ ପଡିଯାଇଛନ୍ତି ଲୋକେ ।ଏହିଭଳି ଘଟଣା ନରାଜ ଗ୍ରାମରେ ଦେଖିବାକୁ ମିଳିଛି । ଏହି ହାତୀର ଦୌରାତ୍ମ୍ୟ ଯୋଗୁ ଚାଷୀମାନଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ନାହିଁ ନଥିବା ହଇରାଣ ହେଉଛନ୍ତି ।ତେବେ ଏହି ଗ୍ରାମରେ ଗୋଟିକିଆ […]

ବ୍ଲାକମେଲିଂ ଅଭିଯୋଗରେ ବନ୍ଧାହେଲେ ଫେସବୁକ୍ ପ୍ରେମିକ

ବାରଙ୍ଗ, ୪/୧୦(ଏସଏସନିଉଜ) ଫେସବୁକ୍ ରୁ ପ୍ରେମକରି ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓକୁ ବ୍ଲାକମେଲ କରି ସାରାରିକ୍ ସମ୍ପର୍କ ରଖିବାକୁ ବାଧ୍ୟ କରିବା ଅଭିଯୋଗରେ ଜଣେ ଯୁବକକୁ ବାରଙ୍ଗ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।ଯୁବକକୁ ଗିରଫ କରିଛି ବାରଙ୍ଗପୋଲିସ।ପ୍ର କାଶ ଯେ, ପୁରୀ ଜିଲ୍ଲା ନିମାପଡ଼ା ଅଂଚଳର ଗୈାରବ ପ୍ରଧାନ (୨୭) ନାମକ ଯୁବକ ଫେସବୁକ ମାଧ୍ୟମରେ ବାରଙ୍ଗ ଥାନା ଅନ୍ତର୍ଗତ ସୀତାରାମ ବଜାର ଅଂଚଳର ଜଣେ ବିବାହିତା ମହିଳାଙ୍କ ସହିତ ପ୍ରେମ ସଂମ୍ପର୍କ ଗଢି ଉଠିଥିଲା।ପରେ […]

ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ

ବାରଙ୍ଗ, ୪/୧୦(ଏସଏସନିଉଜ) ବାରଙ୍ଗ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ନିକଟରେ ଗୋଟିଏ ବଗିଚା ଭିତରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ପ୍ରକାଶ ଯେ ମଧୁବନ ଗ୍ରାମ ନିକଟସ୍ଥ ଏକ ଘରୋଇ ବିଦ୍ୟାଳୟ ଲାଗି ଚିନୁମିତ୍ର ବଗିଚା ଭିତରେ ୪୨ ମୈଜା ଅଂଚଳର ଜ୍ୟୋତି ପ୍ରସାଦ ଦେବତା (୬୦) ଦୀର୍ଘ ଦିନ ହେବ ଦେଖାଶୁଣା କରିବା ସହିତ ସେହିଠାରେ ରୁହନ୍ତି। ଗୁରୁବାର ଭୋର ୪ଟା ସମୟରେ ପୂର୍ବ […]

ଆଜିର ରାଶିଫଳ

ଅକ୍ଟୋବରମାସ୦୫ତାରିଖ୨୦୨୪ମସିହା(ଶନିବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ତୃତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୫୯, ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୫/୨୯/୧୬,ଯୋଗିନୀ ଅଗ୍ନିକୋଣେ,ତୃତୀୟାର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,କାଳବେଳା -ଦିବା ଘ୦୭/୧୨ ମଧ୍ୟେ ଓ ଘ୦୩/୧୭ଗତେ ଘ୦୫/୨୬ ମଧ୍ୟେ,ବାରବେଳା – ଦିବା ଘ୧୧/୦୦ଗତେ ଘ୦୨/୩୦ ମଧ୍ୟ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୭/୨୦ ଗତେ ଘ୦୯/୪୨ମଧ୍ୟେ ଓ ଘ୦୨/୩୧ ଗତେ ଘ୦୩/୨୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ରାତ୍ରିଘ୧୨/୩୧ ଗତେ ଘ୦୨/୧୭ ମଧ୍ୟେ, ପୋଟଳ ଭକ୍ଷଣ ନିଷେଧ। ମେଷ:-ଆଜିର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ ।ଯିବା ଆସିବା ସମୟରେ […]

ନଭେମ୍ବର ୧୩ରେ ବଡ଼ଓଷା

ଭୁବନେଶ୍ୱର,୪/୯(ଏସଏସନିଉଜ)ଧବଳେଶ୍ୱର ପୀଠରେ କାର୍ତ୍ତିକ ପଞ୍ଚକବ୍ରତ ଓ ବଡ଼ଓଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଅକ୍ଟୋବର ୧୮ରୁ ନଭେମ୍ବର ୧୫ ଯାଏ ଧବଳେଶ୍ୱର ପୀଠରେ କାର୍ତ୍ତିକ ବ୍ରତ ପାଳନ ହେବ। ସେହିପରି ୧୨ ନଭେମ୍ବରରୁ ୧୫ ଯାଏ ୪ ଦିନ ଧରି ପଞ୍ଚକ ବ୍ରତ ପାଳନ କରାଯିବ। ୧୩ରେ ବଡ଼ଓଷା, ବଡ଼ସିଂହାର ବେଶରେ ଦର୍ଶନ ଦେବେ ବାବା ଧବଳେଶ୍ୱର।୧୩ ରାତିରେ ଧବଳେଶ୍ୱରଙ୍କ ପାଖେ ଲାଗି ହେବ ଗଜଭୋଗ ଓ ତରଣ। ୧୪ ତାରିଖ ଭୋରରୁ ଶ୍ରଦ୍ଧାଳୁଙ୍କ ପାଇଁ ଗଜଭୋଗ […]

ଦିଲ୍ଲୀରେ ୩୪ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୪/୧୦(ଏସଏସନିଉଜ)ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଜାନୁଆରୀରେ ଭୁବନେଶ୍ବରରେ ହେବ ନିବେଶକ ସମ୍ମିଳନୀ।ରାଷ୍ଟ୍ରଦୂତଙ୍କ ଜରିଆରେ ବିଦେଶୀ ନିବେଶକଙ୍କୁ ସେ ଆହ୍ବାନ କରିଛନ୍ତି।୪୮୦ କିମିର ବେଳାଭୂମି, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଓଡ଼ିଶା।ଓଡ଼ିଶା ଅପାର ପ୍ରାକୃତିକ ସମ୍ପଦର ରାଜ୍ୟ।ଦେଶର ଖଣିଜ ଶିଳ୍ପରେ ଓଡ଼ିଶା ଏକ ପ୍ରମୁଖ ଖେଳାଳି।ବିଗତ କିଛିବର୍ଷ ହେବ ଓଡ଼ିଶାର ଅର୍ଥନୀତି ର ବିକାଶ ହେଉଛି ବୋଲି କହିଛନ୍ତ।

ଭିଡିଓକଲ୍ ରେ ପ୍ରେମ ନିବେଦନ କରି ଧରାପଡିଲେ ଚୋର

ବାରଙ୍ଗ,୩/୧୦(ଏସଏସନିଉଜ )ମୋବାଇଲ ଚୋରି କରି ବନ୍ଧା ହେଲେ ଯୁବକ।ଯୁବକ ଜଣକୁ ଫିଲ୍ମ ଷ୍ଟାଇଲରେ ମାଡ଼ି ବସିଲେ ସ୍ଥାନୀୟଲୋକେ । ଏଭଳି ଘଟଣା ବାରଙ୍ଗଥାନା ଅଧିନସ୍ତ ତ୍ରିଶୁଲିଆ ଛକରେ ଗୁରୁବାର ରାତିରେ ଦେଖିବାକୁ ମିଳିଛି । ଗିରଫ ଯୁବକ ଜଣକ ହେଉଛନ୍ତି ସଦର ଥାନା ଅଞ୍ଚଳର ବଡ଼ ଝରିଲୋ ଗ୍ରାମର ଦିପୁ ପଣ୍ଡା ବୋଲି ସୂଚନା ମିଳିଛି । ପ୍ରକାଶ ଯେ , ଭରତପୁର ଅଞ୍ଚଳର ସୁବ୍ରତ ଦାସ ଓ ଅଞ୍ଜନ ଦାସ ଓଲା ଅଟୋ ଡ୍ରାଇଭର ଅଟନ୍ତି […]