Browsing author

SATYA SANDHANA DESK

ଆଜିର ରାଶିଫଳ

ଅକ୍ଟୋବରମାସ ୦୪ତାରିଖ ୨୦୨୪ ମସିହା (ଶୁକ୍ରବାର)ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ଦ୍ଵିତୀୟା, ନକ୍ଷତ୍ର- ଚିତ୍ରା ରାତ୍ରି ଘ୦୭/୦୪ ଗତେ ସ୍ଵାତୀ, ସୁର୍ୟୋଦୟ-ପ୍ରାତଃଘ୦୫/୪୨/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୦/୦୬,ଯୋଗିନୀ ଉତ୍ତରେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୦୪ଗତେ ଘ୧୧/୩୫ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ଦିବାଘ୦୬/୩୦ ମଧ୍ୟେ ଓ ଘ୦୭/୦୮ ଗତେ ଘ୦୯/୪୨ମଧ୍ୟେ ଓ ଘ୧୨/୦୮ ଗତେ ଘ୦୩/୨୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,ଅଦ୍ୟ ବୋଇତି କଖାରୁ ଭକ୍ଷଣ ନିଷେଧ। ମେଷ-ଆଜି ବନ୍ଧୁମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ […]

ଆଜିର ରାଶିଫଳ

ଅକ୍ଟୋବରମାସ ୦୩ତାରିଖ ୨୦୨୪ମସିହା(ଗୁରୁବାର) ଆଶ୍ୱିନମାସ- ଶୁକ୍ଳପକ୍ଷ,ତିଥି- ପ୍ରତିପଦ ରାତ୍ରି ଘ୦୨/୪୦ ଗତେ ଦ୍ଵିତୀୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୨୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/ ୦୬,ଯୋଗିନୀ ପୂର୍ବେ ରାତ୍ରି ଘ୦୨/୪୧ ଗତେ ଉତ୍ତରେ, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶିର ଘାତବାର,,କାଳବେଳା ଓ ବାରବେଳା – ଦିବା ଘ୦୨/୩୦ ଗତେ ଘ୦୫/୨୭ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୦୭/୧୯ ମଧ୍ୟେ ଓ ଘ୦୧/୪୦ ଗତେ ଘ୦୨/୨୯ ମଧ୍ୟେ ଓ ରାତ୍ରି ଘ୦୬/୧୪ଗତେ ଘ୦୯/୩୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ନାସ୍ତି, ପାଣିକଖାରୁ ଭକ୍ଷଣ ନିଷେଧ। […]

ଆଜିର ରାଶିଫଳ

ଅକ୍ଟୋବରମାସ ୦୨ତାରିଖ ୨୦୨୪ ମସିହା (ବୁଧବାର) ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ରାତ୍ରି ଘ୧୨/୦୬ଗତେ ପ୍ରତିପଦ,ନକ୍ଷତ୍ର- ଉତ୍ତରା ଫା ଦିବା ଘ୦୧/୦୦ ଗତେ ହସ୍ତା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୨/୦୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୧/୫୬, ଯୋଗିନୀ ଐଶାନ୍ୟେ ରାତ୍ରି ଘ୧୨/୦୬ ଗତେ ପୂର୍ବେ, ଅମାବାସ୍ୟାର ସାମ୍ବତ୍ସରିକଶ୍ରାଦ୍ଧ, ମହାଳୟା ବିଧିରେ ହେବ,ବୃଷରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/୧୧ ଗତେ ଘ୧୦/୧୧ ମଧ୍ୟେ,ବାରବେଳା – ଦିବା ଘ୧୧/୪୦ ଗତେ ଘ୦୧/୦୯ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୬/୩୧ ମଧ୍ୟେ ଓ ଘ୦୭/୧୯ ଗତେ ଘ୦୮/୦୯ ମଧ୍ୟେ ଓ ଘ୧୦/୩୧ଗତେ […]

ଆଜିର ରାଶିଫଳ

ଅକ୍ଟୋବରମାସ ୦୧ତାରିଖ ୨୦୨୪ମସିହା (ମଙ୍ଗଳବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୯/୩୩ ଗତେ ଅମାବାସ୍ୟା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୫୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୩୨/୫୬,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୯/୩୩ ଗତେ ଐଶାନ୍ୟେ,ଚତୁର୍ଦ୍ଦଶୀର ଏକୋଡ଼ିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ମହାଳୟା ବିଧିରେହେବ,ବୃଷରାଶିର ଘାତଚନ୍ଦ୍ର, ମକର ରାଶି ର ଘାତବାର,କାଳବେଳା -ଦିବା ଘ୦୧/୦୨ ଗତେ ଘ୦୨/୩୨ମଧ୍ୟେ,ବାରବେଳା – ଦିବା ଘ୦୭/ ୧୨ ଗତେ ଘ୦୮/୪୨ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବାଘଘ୦୬/୩୨ମଧ୍ୟେ ଓ ଘ୦୮/୪୩ ଗତେ ଘ୧୧ /୨୦ମଧ୍ୟେ ଓ ରାତ୍ରି ଘ୦୭/୫୩ଗତେ ଘ୧୧/୪୪ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।-ସନ୍ଧ୍ୟା ଘ୦୫/୩୩ଗତେ […]

ନେପାଳରେ ଭୟଙ୍କରବନ୍ୟା, ୧୭୦ମୃତ

ଭୁବନେଶ୍ୱର,୩୦।୯(ଏସଏସନିଉଜ)ଗତ ଶୁକ୍ରବାରରୁ ନେପାଳରେ ବନ୍ୟା ସ୍ଥିତି ସାଂଘାତିକ ହୋଇଛି।ଫ୍ଲାସ ଫ୍ଲୋଡ୍‌ ହୋଇ ୧୭୦ଜଣଙ୍କର ମୃତୁ ହୋଇଥିବାବେଳେ ୪୨ରୁ ଅଧିକ ନିଖୋଜ ହୋଇଛନ୍ତି।୪୫ ବର୍ଷ ଭିତରେ ନେପାଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।୪୦୦୦ରୁ ଅଧିକ ପ୍ରଭାବିତ ହୋଇଥିବାବେଳେ ଉଦ୍ଧାରରେ ନେପାଳ ସେନା ସାମିଲ ହୋଇଛନ୍ତି।

ମିଥୁନଙ୍କୁ ଦାଦାସାହେବ ଫାଲକେ

ଭୁବନେଶ୍ୱର,୩୦।୯(ଏସଏସନିଉଜ୍)ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ। ଭାରତୀୟ ସିନେମାରେ ବିଶିଷ୍ଟ ଅବଦାନ ପାଇଁ ମିଳିବ ଫାଲକେ ସମ୍ମାନ ବୋଲି ଟ୍ବିଟ୍ କରି ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ।ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଳିବ।୪୮ ବର୍ଷର କ୍ୟାରିୟର୍‌ରେ ୩୫୦ରୁ ଅଧିକ ଫିଲ୍ମରେ ମିଥୁନ୍‌ ଅଭିନୟକରିଛନ୍ତି।ହିନ୍ଦୀ, ବଙ୍ଗାଳୀ, ଓଡ଼ିଆ, ଭୋଜପୁରୀ  ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଥିବାର ଜଣା ଯାଇଛି

୨ଗଂଜେଇ ବେପାରୀ ଫେରାର୍, ବିପୁଳ ଗଂଜେଇ ଜବତ

ଭୁବନେଶ୍ୱର,୩୦।୯(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ମଦନପୁରରୁ ୫୦୦ କୋଟିର କୋକେନ ଜବତ ହୋଇଛି।୫୦୦ କୋଟିର କୋକେନ ସହ ୫ କ୍ୱିଣ୍ଟାଲ ଗଞ୍ଜେଇ ମଧ୍ୟ ଜବତ ହୋଇଛି।ଦିଲ୍ଲୀରୁ ସ୍ୱତନ୍ତ୍ର ନାର୍କୋଟିକ୍ସ ଟିମ୍‌ ଆସି ଜବତ କଲା ବିପୁଳ ନିଶା ଦ୍ରବ୍ୟ।ଘଟଣାସ୍ଥଳରୁ ୬ ସନ୍ଦିଗ୍ଧ ଫେରାର ହୋଇ ଯାଇଥିବା ସୂଚନା।ଅଧଘଣ୍ଟାର ଛକାପଞ୍ଝା ପରେ ଗଂଜେଇ ଗାଡ଼ି ଜବତ ହୋଇଥିଲା।ଭୁବନେଶ୍ୱର ଉପକଣ୍ଠ ଜାଗସରାରେ ଗୋଡ଼ାଇ ଧରିଲା ପୁଲିସ୍‌।ଫୁଲବାଣୀରୁ ଭୁବନେଶ୍ୱର ଚାଲାଣ ବେଳେ ଧରିଲା ପୁଲିସ୍‌।

ଆଜିର ରାଶିଫଳ

ସେପ୍ଟେମ୍ବରମାସ ୩୦ତାରିଖ ୨୦୨୪ ମସିହା (ସୋମବାର)ଆଶ୍ୱିନମାସ- କୃଷ୍ଣପକ୍ଷ,ତିଥି- ତ୍ରୟୋଦଶୀ ରାତ୍ରି ଘ୦୭/୦୫ ଗତେଚତୁର୍ଦ୍ଦଶୀ,ନକ୍ଷତ୍ର- ମଘା ଦିବା ଘ୦୭/୦୪ ଗତେ ପୂର୍ବା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୪୧/୪୯,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୩୩/ ୩୬,ଯୋଗିନୀ ଦକ୍ଷିଣେ ରାତ୍ରି ଘ୦୭/୦୪ଗତେ ପଶ୍ଚିମେ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, ମହାଳୟା ବିଧିରେ ହେବ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମିଥୁନରାଶିର ଘାତବାର,କାଳବେଳା -ଦିବା ଘ୦୭/୦୯ ଗତେ ଘ୦୮/୪୦ ମଧ୍ୟେ,ବାରବେଳା – ଦିବା ଘ୦୨/୩୦ ଗତେ ଘ୦୪/୦୦ ମଧ୍ୟେ, ବିଶୁଦ୍ଧ ଅମୃତବେଳା- ଦିବା ଘ ଘ୦୭/୧୨ ମଧ୍ୟେ ଓ ଘ୦୮/୫୩ ଗତେ ଘ୧୧/୨୯ମଧ୍ୟେ […]

IPS ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ବର,୨୯।୯(ଏସଏସନିଉଜ) IPS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ବଦଳିଲେ ପୋଲିସ କମିଶନର ସଞ୍ଜୀବ ପଣ୍ଡା । ନୂଆ ପୋଲିସ କମିଶନର ହେଲେ ସୁରେଶ ଦେବଦତ୍ତ ସିଂ । ଜେଲ ଡିଜି ଭାବେ ଦାୟିତ୍ବ ନେବେ ଏକେ ରାୟ । ସେହିପରି ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବରେ ରହିବେ ୧୯୯୩ ବ୍ୟାଚ୍ ଆଇପିଏସ ଅଫିସର ଆରପି କୋଚେ । କ୍ରାଇମବ୍ରାଞ୍ଚ ଏଡିଜି ହେଲେ ବିନୟତୋଷ ମିଶ୍ର । ଅରୁଣ କୁମାର ରାୟ ହେଲେ ଜେଲ ଡିଜି । […]

ଝୁନଝୁନ୍ ୱାଲା ବିଦ୍ୟାପୀଠରେ ସୁରଭି -୨୦୨୪-୨୫

ବାରଙ୍ଗ,୨୮/୯(ଏସଏସନିଉଜ) ଝୁନଝୁନ୍ ୱାଲା ବିଦ୍ୟାପୀଠ ପରିସରରେ ସୁରଭି -୨୦୨୪-୨୫ ଶନିବାର ଦିନ ଅନୁଷ୍ଟିତ ହୋଇ ଯାଇଛି।ସାଧନାକେନ୍ଦ୍ର ଦାଢ଼ାପାଟଣ। ବାରଙ୍ଗ ବ୍ଲକ ତରଫରୁ ଆୟୋଜିତ ଏହି ସୁରଭି ରେ ବ୍ଲକ ଅଧୀନରେ ଥିବା ୧୧ଟି ବିଦ୍ୟାଳୟରୁ ୧୦୦ରୁ ଉର୍ଦ୍ଧ ଛାତ୍ରୀ ଛାତ୍ର ମାନେ ଯୋଗଦେଇଥିଲେ।ପିଲାମାନଙ୍କ ମଧ୍ୟରେ କୁଇଜ୍,ଡ୍ରଇ,ଡିବେଟ,ରଚନା,ଗୀତ ଆଦି ବିଷୟକୁ ନେଇ ପ୍ରତିଯୋଗିତା କରାଯାଇଥିଲା।ବିଭିନ୍ନ ବିଭାଗରେ ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇଥିବା ପିଲାମାନଙ୍କୁ ୨୭ଜଣ ଶିକ୍ଷକ ପରିଚାଳନା କରିଥିଲେ।ସିନିଅର ଓ ଜୁନିଅର ବିଭାଗ ମାଧ୍ୟମରେ ଆୟୋଜିତପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ […]