Browsing author

SATYA SANDHANA DESK

ଖୁସିକୁ ମିଳିବ ସାଥି

ବାରଙ୍ଗ,୧୭/୮(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନକୁ ଆସିବାକୁଯାଉଛି ହଳେ ଜିରାଫ ।ଦୀର୍ଘଦିନର ବ୍ୟବଧାନପରେ ଖୁସିକୁ ମିଳିବାକୁଯାଛି ତାର ସାଥି । ସାଥିବିନା ନିସଙ୍ଗ ଜୀବନ ଜିଉଥିବା ଖୁସିକୁ ୧୧ଜୁଲାଇ୨୦୧୨ମସିହାରେ ଦେଢବର୍ଷର ହୋଇଥିବାବେଳେସିମ୍‌ଡାଜିଖୁସିକୁ ନନ୍ଦନକାନନକୁ ଅଣାଯାଇଥିଲା ।ପଶୁପକ୍ଷୀଅଦଳବଦଳପ୍ରକିୟାରେ ଖୁସିପାଇଁ ନନ୍ଦନକାନନକୁ ସିମ୍ପାଜି କାର୍ତିକ ଓ ସୁଭଦ୍ରାକୁ ଦେବାକୁପଡିଥିଲା । କଲିକତାରୁ ଖୁସିପାଇଁ ୬ବର୍ଷବୟସ୍କଜୟନାମକ ଜିରାଫକୁ ୨୪ଫ୍ରେବୁଆରୀ୨୦୧୬ରେ ନନ୍ଦନକାନନକୁ ଅଣାଯାଇଥିବାବେଳେ ଆସିବାର ୪ଦିନପରେ ମୃତ୍ୟୁବରଣ କରିଥିଲା ।ସେହିଦିନଠାରୁ ସାଥିକୁ ଅପେକ୍ଷାକରି ଜିବନ ଜିଉଥିବା ଖୁସି ଏବେ ସାଥିପାଇବାକୁ୍ ଯାଉଛି ।ନନ୍ଦନକାନନର ୪ଜଣିଆ ଦଳ କଲିକତା […]

ସିଆଇଏସଏଫରେ ୪୬ତମ କନେଷ୍ଟବଳ ବ୍ୟାଚର ପାସିଂଆଉଟ ପରେଡ

  ବାରଙ୍ଗ,୧୭/୮(ଏସଏସନିଉଜ)ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ମୁଣ୍ଡଳୀସ୍ଥିତ ସିଆଇଏସ ଏଫ ଖାରବେଳ ଆଞ୍ଚଳିକ ତାଲିମ କେନ୍ଦ୍ର ପରିସରରେ ୪୬ତମ କନେଷ୍ଟବଳ ବ୍ୟାଚର ପାସିଂ ଆଉଟ ପରେଡ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ ପ୍ରତିଷ୍ଠାନରେ ୯୨୨ ଜଣ ପ୍ରଶିକ୍ଷାର୍ଥ ୪୩ସପ୍ତାହ ଧରି ମୌଳିକ ପ୍ରଶିକ୍ଷଣ ନେଇଥିଲେ। ଏହି ସମୟ ମଧ୍ୟରେ ସେମାନଙ୍କୁ ସମସ୍ତ କ୍ଷେତ୍ରରେ ସର୍ବୋତ୍ତମ ପ୍ରଶିକ୍ଷଣ ଦିଆଯାଇଥିଲା। ମୁଖ୍ୟଅତିଥି ଭାବେ କଲିକତା ସିଆଇଏସଏଫର ମହାନିରୀକ୍ଷକ ଶିଖର ସହାଇ ଯୋଗଦେଇଥିଲେ। ମୁଣ୍ଡଳୀ ସିଆଇଏସଏଫର ଉପ ମହାନିରୀକ୍ଷକ […]

ନବୀନନିବାସରେ ‘ଦମନ’ ଟିମ୍

ଭୁବନେଶ୍ବର,୧୭/୮(ଏସଏସନିଉଜ)ମେଲେରିଆ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ଜାତୀୟ ପୁରସ୍କାର ଲାଭ କରିଥିବା ଦମନ ଫିଲ୍ମର କଳାକାର ତଥା ନିର୍ଦ୍ଦେଶକ ଆଜି ନବୀନ ନିବାସଠାରେ ବିରୋଧି ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ଆଶୀର୍ବାଦ କାମନା କରିଥିଲେ ।ଦମନ ଶ୍ରେଷ୍ଠ ଓଡ଼ିଆ ଚଳଚିତ୍ରଭାବରେ ଜାତୀୟ ପୁରସ୍କାର ଲାଭ କରିଥିବାରୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଗାମୀ ଦିନରେ ସାମାଜିକ ସଚେତନତା ଉପରେ ଆଧାରିତ ଅଧିକରୁ ଅଧିକ ଓଡ଼ିଆ ଚଳଚିତ୍ର ନିର୍ମାଣ […]

ଆକାଶରୁ ଖସୁଛି ମୃତ୍ୟୁ, ବଜ୍ରପାତ ନେଲା ୬ ଜୀବନ

ଭୁବନେଶ୍ବର,୧୭/୮(ଏସଏସନିଉଜ) ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୬ଜଣଙ୍କ ମୃତୁ ଘଟିଛି। ବାରିପଦା ବୈଶୀଙ୍ଗା ଥାନା ସିଙ୍ଗାପୁର ଅଞ୍ଚଳରେ ବଜ୍ରପାତରେ ଦଂପତିଙ୍କ ମୃତ୍ୟୁ ହୋଇଛି । ମୃତକ ଲକ୍ଷ୍ମଣ ମୁର୍ମୁ ଓ ସାକର ମୁର୍ମୁ । ଉଭୟ ବିଲରେ କାମ କରୁଥିବା ବେଳେ ଅଘଟଣ ହୋଇଛି । କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଧୁରୁଡିଆମ୍ବ ଗାଁରେ ବଜ୍ରାଘାତରେ ଜଣେ ନାବାଳକର ମୃତ୍ୟୁ ହୋଇଛି । ମୃତକ ୧୧ ବର୍ଷୀୟ ରାଜେଶ ମୁଣ୍ଡା । ପରିବାର ଲୋକଙ୍କ ସହ ଘରେ […]

ଆଜିର ରାଶିଫଳ

ଅଗଷ୍ଟମାସ ୧୮ତାରିଖ ୨୦୨୪ମସିହା(ରବିବାର)ଶ୍ରାବଣମାସ- ଶୁକ୍ଳପକ୍ଷ ,ତିଥି- ତ୍ରୟୋଦଶୀ ପ୍ରାତଃ ଘ ୦୬/୧୬ଗତେ ଚତୁର୍ଦ୍ଦଶୀ ,ନକ୍ଷତ୍ର- ଉତ୍ତରାଷାଢ଼ା ଦିବା ଘ ୧୧/୧୨ଗତେ ଶ୍ରବଣା ,ସୁର୍ୟୋଦୟ-ପ୍ରାତଃଘ୦୫/୩୧/୫୫ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୦୯/୫୪ ,ଯୋଗିନୀ ଦକ୍ଷିଣେ ପ୍ରାତଃ ଘ୦୬/୧୬ ଗତେ ପଶ୍ଚିମେ ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମେଷରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,କାଳବେଳା ଓ ବାରବେଳା – ଦିବା ଘ୧୯/୦୭ଗତେ ଘ୦୧/୨୭ମଧ୍ୟେ ,ଅଦ୍ୟ ମୃତେ ଦ୍ଵିପାଦଦୋଷ ଓ ଦିବା ଘ୧୧/୧୨ ଗତେ ଏକପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୨୦ଗତେ ଘ୦୮/୩୩ ମଧ୍ୟେ […]

କାର ଭିତରେ ଟଳିପଡ଼ିଲେ ଯୁବକ

ଜଟଣୀ,୧୭/୮(ଏସଏସନିଉଜ)ଜଟଣୀଥାନା ଅଧିନସ୍ତ ଏକ ରାସ୍ତା କଡ଼ରେ କାର ଭିତରେ ଜଣେ ଯୁବକର ମୃତଦେହ ଦେଖିବାକୁ ମିଳିଛି।ମୃତକ ଜଣକ ଜଣେ ପୂର୍ବତନ ସେନାକର୍ମଚାରୀ ଓ ତାଙ୍କ ଘର ବାଛରାପାଟଣା ଓ ତାଙ୍କ ନାମ ସୁଜିତ୍ ମହାନ୍ତି (୪୩) ବୋଲି ଜଣାପଡିଛି। କାରକୁ ସେ ନିଜେ ଚାଳନା କରୁଥିବା ବେଳେ ସେ ସେହିସ୍ଥାନରେ ବସି ଟଳି ପଡ଼ିଥିବା ଦେଖିବାକୁ ମିଳୁଛି। ଖବରପାଇ ଜଟଣୀ ପୋଲିସ ତୁରନ୍ତ ପହଞ୍ଚିଛି।ମୃତ ଯୁବକ ଜଣକ ଖୋର୍ଦ୍ଧାରୋଡ଼ ରେଳପଥ ଠିକାଦାର ଶିରିଶ ମହାନ୍ତିଙ୍କ ସାନଭାଇ ବୋଲି […]

ଆଜିର ରାଶିଫଳ

ଅଗଷ୍ଟମାସ ୧୬ତାରିଖ ୨୦୨୪ ମସିହା(ଶୁକ୍ରବାର) ଶ୍ରାବଣମାସ- ଶୁକ୍ଳପକ୍ଷ,ତିଥି- ଏକାଦଶୀ ଦିବା ଘ ୦୯/୫୨ ଗତେ ଦ୍ଵାଦଶୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୩୧ /୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୧ /୨୪,ଯୋଗିନୀ ଅଗ୍ନିକୋଣେ ଦିବା ଘ ୦୯/୫୨ ଗତେ ନୈରୁତେ,ଦ୍ୱାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବିଛା,ଧନୁ ଓ ମୀନରାଶିର ଘାତବାର,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,କାଳବେଳା ଓ ବାରବେଳା – ଦିବା ଘ୦୮/୪୧ ଗତେ ଘ୧୧/୫୧ ମଧ୍ୟେ,ଅଦ୍ୟ ମୃତେ ଦିବା ଘ ୦୯/୫୨ ଗତେ ଏକପାଦ ପୁଷ୍କରଦୋଷ, ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୦୬ ମଧ୍ୟେ ଓ […]

ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ରରେ ୭୮ତମ ସ୍ୱାଧୀନତାଦିବସ ପାଳନ

ଚନ୍ଦ୍ରଶେଖରପୁର,୧୫/୮(ଏସଏସନିଉଜ) କାନନବିହାର ଫେଜ-୨ ସ୍ଥିତ ଶ୍ରୀଜୟଦେବ ଶିକ୍ଷାକେନ୍ଦ୍ରରେ ୭୮ ତମ ସ୍ୱାଧୀନତାଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ମୁଖ୍ଯ ଅତିଥିଭାବେ ଭାରତୀୟ ଶିକ୍ଷା ପରିଷଦର ପ୍ରଶିକ୍ଷକ ତଥା ବରିଷ୍ଠ ଶିକ୍ଷାବିତ୍ ବାବାଜୀ କୁମାରଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକ ତଥା ସଂପାଦକ ପ୍ରଦୀପ କୁମାର ପାଣି ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସମବେତ ଜାତୀୟ ସଂଗୀତଗାନ ପରେ ପ୍ରଧାନଶିକ୍ଷକ ତାଙ୍କର ଅଭିଭାଷଣରେ ଦେଶ ସ୍ଵାଧୀନ ହେବାରେ ମହାପୁରୁଷ ମାନଙ୍କର ଅବଦାନ ବିଷୟରେ ଆଲୋକପାତ କରିଥିଲେ ଓ ପିଲାମାନଙ୍କ ମନରେ ଦେଶଭକ୍ତି […]

ରୋଗ ଚିନ୍ହିବା ପୂର୍ବରୁ ଚାଲିଗଲା କ୍ରିସ୍ ଜୀବନ

ବାରଙ୍ଗ,୧୪/୮(ଏସଏସନିଉଜ) ରୋଗ ଚିନ୍ହିବା ପୂର୍ବରୁ ଚାଲିଗଲା ସିଂହ କ୍ରିସର ଜୀବନ I ଚିକିତ୍ସାଧୀନ ଅବସ୍ଥାରେ ୨୦ ବର୍ଷୀୟସିଂହ ବୁଧବାରସକାଳ ସମୟରେ ମୃତ୍ୟୁବରଣକରିଛି ।ସେ କିଛିଦିନ ହେବ ବାଦ୍ଧକ୍ୟଜନିତ ରୋଗରେ ପିଡୀତଥିବାରୁ ଠିକ୍ ଭାବେ ଖିଆପିଆ କରିପାରୁନଥିଲା ।ବୟସାଧିକ ଯୋଗୁଁ ଦିନକୁଦିନ ଦୁର୍ବଳହେବା ସହ ଗୋଟିଏ ସ୍ଥାନରେ ପଡିରହୁଥିଲା। ଫଳରେ କ୍ରିଶ ରହୁଥିବା ସିଂହ ସଫାରୀର ଫିଡିଙ୍ଗଚାମ୍ବରରେ ରଖି ତାର ଚିକିତ୍ସା ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକଙ୍କ ଦ୍ବାରା କରାଯାଉଥିଲା Iହେଲେ ଚିକିତ୍ସାରେ କୈାଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ମଙ୍ଗଳବାରଦିନ […]

ନନ୍ଦନକାନନକୁ ଆସିଲା ୪ ମାରମୋସେଟ୍

ବାରଙ୍ଗ,୧୪/୮(ଏସଏସନିଉଜ)ମାଙ୍କଡ ପ୍ରଜାତିର ଛୋଟ କୁହାଯାଉଥିବା ୪ ମାରମୋସେଟ୍ ବୁଧବାର ରାତିରେ ନନ୍ଦନକାନନକୁ ଆସିଛି।ଆସିଥିବା ମାରମୋସେଟ୍ ମଧ୍ୟରେ ୨ମାଇ ଓ ୨ଅଣ୍ଡିରା ଅଛନ୍ତି।ଏହି ବିଦେଶୀ ପ୍ରଜାତିଗୁଡିକ ହାଇଦ୍ରାବାଦରୁ କିଣାହୋଇ ଅଣାଯାଇଛି। ତେବେ ନନ୍ଦନ କାନନ ପକ୍ଷରୁ ନୂଆକରି ନିର୍ମାଣକରାଯାଉଥିବା ଏକ୍ସୋଟିକ୍ ପ୍ରାଇମେଟ୍ କମ୍ପ୍ଲେକ୍ସରେ ଏମାନଙ୍କୁ ରଖାଯିବ।ତେବେ ଏହି କମ୍ପ୍ଲେକ୍ସସେପ୍ଟେମ୍ବରରେ ଉଦ୍ଘାଟିତ ହେବାର ଆଶା କରାଯାଉଥିବାବେଳେ ଏହି ପ୍ରଜାତି ସଂଖ୍ୟା ବୃଦ୍ଧି ପାଇ ନନ୍ଦନକାନନ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଥିବାର ଜଣାପଡିଛି। ମାରମୋସେଟ ଆସିବାପରେ ନନ୍ଦନକାନନରେ ଜୀବଜନ୍ତୁମାନଙ୍କ ପ୍ରଜାତି ସଂଖ୍ୟା […]