Browsing author

SATYA SANDHANA DESK

୫ ଦିନ ଯାଏ ପ୍ରବଳ ବର୍ଷା

ଭୁବନେଶ୍ୱର,୧୭ା୭(ଏସଏସନିଉଜ) ଆସନ୍ତା ୫ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ହେବ। ଏଥିପାଇଁ ଦକ୍ଷିଣ ଓଡ଼ିଶାର ୭ ଜିଲା ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କୋରାପୁଟ ଏବଂ ମାଲକାନଗିରିକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଦୁଇଟି ଲଘୁଚାପ ପ୍ରଭାବରେ ବଢ଼ିବ ବର୍ଷା ପରିମାଣ। ବର୍ତ୍ତମାନ ଦକ୍ଷିଣ ଛତିଶଗଡ଼ ଓ ସଂଲଗ୍ନ ବିଦର୍ଭ ଉପରେ ରହିଛି ଲଘୁଚାପ । ୧୯ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଥିବାର […]

ଇନଷ୍ଟାଗ୍ରାମରେ ପ୍ରେମନିବେଦନ,ପରେ ବ୍ଲାକମେଲିଂ

ଭୁବନେଶ୍ୱର,୧୭ା୭(ଏସଏସନିଉଜ) ପୀଡ଼ିତା ଜଣକ ବାଲିଅନ୍ତା ଥାନା ଅଞ୍ଚଳରେ ରୁହନ୍ତି । ରାଜା ଓ ରାଜୁ ଦୁଇ ଅଭିଯୁକ୍ତ ପରସ୍ପରର ବନ୍ଧୁ ହୋଇଥିବା ବେଳେ, ସମସ୍ତ କାର୍ଯ୍ୟରେ ପରସ୍ପରକୁ ସାହାଯ୍ୟ କରନ୍ତି ଏବଂ ଉଭୟ ମିଶି “ତ୍ରିଶକ୍ତି ଫାଉଣ୍ଡେସନ” ନାମରେ ଏକ ସଂସ୍ଥା ପରିଚାଳନା କରନ୍ତି । ଅଭିଯୁକ୍ତ ଅକ୍ଷୟ ଦାସ ଓରଫ ରାଜା ଏବଂ ଏସକେ ଆକ୍ରମ ଓରଫ ରାଜୁ ପୀଡ଼ିତାଙ୍କୁ ଇନଷ୍ଟାଗ୍ରାମ ଜରିଆରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଥିବା ବେଳେ ପୀଡ଼ିତା ଜଣକ ସେମାନଙ୍କ ଫ୍ରେଣ୍ଡ […]

ରାତିଅଧରେ ଚୋରିକରି ଧରାପଡିଲେ

ବାରଙ୍ଗ,୧୭ା୭(ଏସଏସନିଉଜ) ରାତିଅଧରେ ବାଡିରେ ପଡିଥିବା ଇଲେକକ୍ଟ୍ରିପୋଲକୁ ଟ୍ରକଲଗାଇ ଚୋରୀକରିନେବାକୁ ଉଦ୍ୟମ କରୁଥିବାବେଳେ ଧରାପଡିଛନ୍ତି ।ଏହିଘଟଣାରେ ଜଣେ ଧରାପଡିଥିବାବେଳେ କୈାଶଳକ୍ରମେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି ।ଏହିଭଳି ଏକ ଘଟଣା ବାରଙ୍ଗଥାନା ଅଧିନସ୍ଥ ଗଦେଇକୁଦରେ ମଙ୍ଗଳବାର ବିଳମ୍ଭିତ ରାତିରେ ଘଟିଛି । ପ୍ରକାସ ଯେ,ଗଦେଇକୁଦର ପରମେଶ୍ୱରଦାସଙ୍କ ବାଡିରେ ପଡିଥିବା ମେଂଟାଲ ଇଲେକକ୍ଟ୍ରିପୋଲକୁ କିଛିଲୋକ ମଙ୍ଗଳବାର ବିଳମ୍ଭିତରାତିରେ ଏକ ଟ୍ରକସାହାର୍ଯ୍ୟରେ ଲଦି ନେଉଥିବାର ପଡୋଶି ବାପିମହାରଣା ଫୋନକରି ଜଣାଇଥିଲେ ।ଏହାପରେ ପରମେଶ୍ୱର ନିଦରୁ ଉଠି ବାଡିକୁଯାଇ ଟ୍ରକକୁ ରୋକିବା ସହ ୧୧୨କୁ […]

ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଲେ ନବୀନ

ଭୁବନେଶ୍ୱର,୧୭/୭(ଏସଏସନିଉଜା) ବିଧାନସଭାରେ ଦୃଢ ତଥା ସକ୍ରିୟ ବିରୋଧୀ ଦଳ ଭାବରେ ଦାୟିତ୍ୱ lନିର୍ବାହ ପାଇଁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଯୋଜନା କରିଛନ୍ତି । ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ ବିଜେଡି ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଲେ ନବୀନ। ଯେଉଁସବୁ ବିଧାୟକମାନଙ୍କୁ ଯେଉଁ ବିଭାଗ ଦିଆଯାଇଛି ତାହା ଉପରେ ନିଘା ରଖିବାକୁ କୁହାଯାଇଛି । ନୂଆ ତରିକାରେ ବିଜେଡ଼ି ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛି। ରଣେନ୍ଦ୍ର ପ୍ରତାପ ସ୍ୱାଇଁ : ରାଜସ୍ୱ ଓ […]

ଆଜିର ରାଶିଫଳ

ଜୁଲାଇ ମାସ ୧୭ ତାରିଖ ୨୦୨୪ ମସିହା(ବୁଧବାର) ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି-ଏକାଦଶୀ ରାତ୍ରିଘ ୦୯/ ୦୭ଗତେ ଦ୍ଵାଦଶୀ, ସୁର୍ୟୋଦୟ -ପ୍ରାତଃ ଘ୦୫/୨୧/ ୨୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୩୪,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୯/୦୭ ଗତେ ନୈଋତେ, ଏକାଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟରାଶିର ଘାତବାର,କାଳବେଳା- ଦିବା ଘ୦୮/୩୬ଗତେ ଘ ୧୦/୧୫ ମଧ୍ୟେ,ବାରବେଳା -ଦିବା ଘ୧୧/୧୫ ଗତେଘ ୦୧/୩୨ ମଧ୍ୟେ,ମୃତେ ରାତ୍ରି ଘ ୦୯/୦୭ ଗତେ ଏକପାଦ ପୁଷ୍କର ଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୮ ମଧ୍ୟେ ଓ ରାତ୍ରି ଘ୦୭/ ୧୧ ଗତେ […]

ଆଜିର ରାଶିଫଳ

୨୦୨୪ମସିହା ଜୁଲାଇମାସ ୧୬ତାରିଖ ମଙ୍ଗଳବାର ।ଦକ୍ଷିଣାୟନ କର୍କଟସଂକ୍ରାନ୍ତି, ଶ୍ରୀମନ୍ଦିରରେ ଦକ୍ଷିଣାୟନ ବନ୍ଦାପନା, ଅଶୁଦ୍ଧକାଳ ଆରମ୍ଭ।ବିବିଧ- ସ୍ତ୍ରୀ ତୈଳ ବର୍ଜନ,ହଳନିଷେଧ,ସୂର୍ଯ୍ୟୋଦୟରୁ ଦିବା ଘ୧୨/୩୬ମିମଧ୍ୟେ ସଂକ୍ରାନ୍ତିର ପୂଣ୍ୟକାଳଃ, ଦିବାଘ୧୨/୩୬ମି ରୁ ,ଋତୁ- ବର୍ଷାଋତୁର (ପ୍ରଥମମାସ)ସୂର୍ଯ୍ୟ- ଦକ୍ଷିଣାୟନ ,ସୁର୍ଯ୍ୟୋଦୟ-ଘ୫/୨୦/୧୧ ,ସୂର୍ଯ୍ୟାସ୍ତ-ଘ୬/୨୪/୪୯ ,ଆଷାଢ଼ମାସ ,ଶୁକ୍ଳପକ୍ଷ ,ଭୌମବାସ ,ତିଥି- ଦଶମୀ ରାତ୍ରି ଘ୮/୩୪ମିପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ନକ୍ଷତ୍ର- ବିଶାଖାନକ୍ଷତ୍ର ରାତ୍ରି ଘ୩/୦ମିପର୍ଯ୍ୟନ୍ତ ତଦନ୍ତେ ଅନୁରାଧା ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ,ରାତ୍ରି ଘ୮/୩୪ମି ପରେ ଆଗ୍ନେୟକୋଣରେ।ସଂକ୍ରମଣଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ,ବୃଷ,ମିଥୁନ,ସିଂହ,କନ୍ୟା,ତୁଳା,ଧନୁ,ମକର ଓ କୁମ୍ଭ ଏହି ରାଶି […]

ଆଜିର ରାଶିଫଳ

୨୦୨୪ମସିହା ଜୁଲାଇମାସ ୧୫ତାରିଖ ସୋମବାର ।ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବାହୁଡ଼ା ରଥଯାତ୍ରା, ମଙ୍ଗଳଗ୍ରହ ଜୟନ୍ତୀ, ନିମାଇଁ ହରିଚନ୍ଦନଙ୍କଶ୍ରାଦ୍ଧ, ଜ୍ୟୋତିଷ ରତ୍ନ କର୍ମକାଣ୍ଡ ବିଶାରଦ ଅନନ୍ତନନ୍ଦ ଶର୍ମାଙ୍କ ପୁଣ୍ୟତିଥି, ମାସାନ୍ତ।ସୁର୍ଯ୍ୟୋଦୟ- ଘ୫/୧୯/୪୯ ,ସୂର୍ଯ୍ୟାସ୍ତ- ଘ୬/୨୪/୫୯ ,ଆଷାଢ଼ମାସ ,ଶୁକ୍ଳପକ୍ଷ ,ଚନ୍ଦ୍ରବାସ ,ତିଥି-ନବମୀ ରାତ୍ରି ଘ୭/୧୬ମିପର୍ଯ୍ୟନ୍ତ ତଦନ୍ତେ ଦଶମୀ।ନକ୍ଷତ୍ର- ସ୍ବାତୀନକ୍ଷତ୍ର ରାତ୍ରି ଘ୧/୧୨ମିପର୍ଯ୍ୟନ୍ତ ତଦନ୍ତେ ବିଶାଖାନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ରାତ୍ରି ଘ୭/୧୬ମିପରେ ଉତ୍ତରଦିଗରେ। ରିକ୍ତାତିଥି ଓ ମାସାନ୍ତଦୋଷ ହେତୁ ରାତ୍ରି ଘ୭/୧୬ମିପରେ ରାତ୍ରି ଘ୮/୩୬ମି ମଧ୍ୟେ, ଉତ୍ତରଦିଗ,ବାୟୁକୋଣ, ଓ ପଶ୍ଚିମଦିଗକୁ […]

ଆଉ ଦିନେ ଦିନ ଧାର୍ଯ୍ୟ କରି ଖୋଲିବୁ- ମୁଖ୍ୟ ପ୍ରଶାସକ

ପୁରୀ,୧୪ା୭(ଏସଏସନିଉଜ)ଖୋଲିଛି ମହାପ୍ରଭୁଙ୍କର ରତ୍ନଭଣ୍ତାର ।ଭିତରଭଣ୍ଡାର ଅଳଙ୍କାର ଆଜି ଖୋଲାଯାଇପାରିଲାନି, ଆଉଦିନେ ଖୋଲାଯିବ ବୋଲି କହିଛନ୍ତି ମୁଖ୍ୟପ୍ରଶାସକ ଅରବିନ୍ଦପାଢ଼ୀ ।ସେକହିଛନ୍ତି ବାହାରଭଣ୍ଡାର ଅଳଙ୍କାର ସ୍ଥାନାନ୍ତରଣକାମ ବହୁତସମୟ ଲାଗିଗଲା ।କାଲି ବାହୁଡ଼ାଯାତ୍ରା ଥିବାରୁ ଅନେକ ନୀତିକାନ୍ତି ରହିଛି ।ବାହୁଡ଼ା,ସୁନାବେଶ ସରିବାପରେ ଆଉଦିନେ ନିର୍ଦ୍ଧାରଣ କରାଯିବବୋଲି କହିଲେ ।ଦିନନିର୍ଦ୍ଧାରଣ କରାଯାଇ ସେହିଦିନ ଭିତରଭଣ୍ଡାର ଖୋଲିବୁବୋଲି କହିଲେ ।ତାଲାଭାଙ୍ଗି ଭିତର ରତ୍ନଭଣ୍ତାର ଖୋଲାଗଲା ।ତେବେ ଭିତର ରତ୍ନଭଣ୍ଡାର ତାଲା ଚାବିରେ ନଖୋଲିବାରୁ ଏସ୍‌ଓପି ଅନୁସାରେ ତାଲା ଭାଙ୍ଗି ଭିତରଭଣ୍ଡାର ଖୋଲାଗଲା ।ସବୁ ଅଳଙ୍କାରକୁ […]

ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର

ପୁରୀ,୧୪ା୭(ଏସଏସନିଉଜ) ୫ ଦଶନ୍ଧି ପ୍ରତୀକ୍ଷାର ଅନ୍ତ ଘଟି ଖୋଲିଲା ଶ୍ରୀମନ୍ଦିର ରହସ୍ୟମୟ ରତ୍ନଭଣ୍ଡାର । ପୂର୍ବ ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ଖୋଲିଛି ରତ୍ନଭଣ୍ଡାର । ରତ୍ନ ଭଣ୍ତାର ଖୋଲିବା ପାଇଁ ମୋଟ୍ ୧୧ଜଣ ସଦସ୍ୟ ଭିତରକୁ ଯାଇଛନ୍ତି । ଆଜି ଗଣତି ହେବନି, ଖାଲି ଯାଞ୍ଚ ହେବ, ଭିତର ରତ୍ନଭଣ୍ଡାରର ସୁରକ୍ଷା ଆମର ପ୍ରାଥମିକତା । ଭିତର ରତ୍ନଭଣ୍ଡାରର ମରାମତି ପରେ ଗଣତି କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ […]

ଆଜିର ରାଶିଫଳ

ଜୁଲାଇ ମାସ ୧୪ ତାରିଖ ୨୦୨୪ ମସିହା(ରବିବାର) ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ଅଷ୍ଟମୀ ଦିବା ଘ ୦୫/୧୦ ଗତେ ନବମୀ,ନକ୍ଷତ୍ର- ଚିତ୍ରା ରାତ୍ରି ଘ୧୦/୪୪ଗତେ ସ୍ଵାତୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୨୦/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୦୬, ଯୋଗିନୀ ଐଶାନ୍ୟେ ଦିବା ଘ ୦୫/୨୦ ଗତେ ପୂର୍ବେ,ଅଷ୍ଟମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମେଷ ରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୧୪ ଗତେ ଘ ୦୧/୩୦ ମଧ୍ୟେ,ମୃତେ ଏକପାଦ ପୁଷ୍କର ଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୧୦ ଗତେ ଘ୦୯/୨୨ ମଧ୍ୟେ ଓ ରାତ୍ରି ଘ୦୮/୦୦ ଗତେ […]