ଆଜିର ରାଶିଫଳ
୨୦୨୪ ମସିହା ଜୁଲାଇମାସ ୧୦ତାରିଖ ବୁଧବାର ।ଦିବା ଘ୭/୪୪ମି ଗତେ ମଘାପଞ୍ଚମୀ ସ୍ନାନ।ସୁର୍ଯ୍ୟୋଦୟ- ଘ୫/୧୮/୨ ,ସୂର୍ଯ୍ୟାସ୍ତ- ଘ୬/୨୫/୩୨ ,ଆଷାଢ଼ମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଥୀ ଦିବା ଘ୭/୪୪ମିପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ନକ୍ଷତ୍ର- ମଘା ନକ୍ଷତ୍ର ଦିବା ଘ୧୦/୫୨ମି ପର୍ଯ୍ୟନ୍ତ ତଦନ୍ତେ ପୁର୍ବାଫାଲ୍ଗୁନୀ ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବା ଘ୭/୪୪ମିପରେ ଦକ୍ଷିଣଦିଗରେ। ରିକ୍ତାତିଥି, ବ୍ୟତିପାତଯୋଗ, ବିଷ୍ଟିକରଣ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି– ମେଷ,ମିଥୁନ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର […]