Browsing author

SATYA SANDHANA DESK

ଆଜିରରାଶିଫଳ

ଜୁନ୍ ମାସ ୦୬ତାରିଖ ୨୦୨୪ମସିହା(ଗୁରୁବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ରାତ୍ରି ଘ୦୬/୦୧ଗତେ ପ୍ରତିପଦ,ଅଦ୍ୟ ସାବିତ୍ରୀବ୍ରତ, ସୁର୍ୟୋଦୟ-ପ୍ରାତଃଘ୦୫/୧୧/୪୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୦/୨୧,ଯୋଗିନୀ ଐଶାନ୍ୟେ ରାତ୍ରି ଘ୦୬/୦୧ଗତେ ପୂର୍ବେ,ଅମାବାସ୍ୟାର ସମ୍ବତ୍ସାରିକ ଶ୍ରାଦ୍ଧ ମହାଳୟାବିଧିରେ ହେବ,ବିଛାରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର,ଅଦ୍ୟ ମୃତେ ପୁଷ୍କର ଦୋଷ ନାସ୍ତି,କାଳବେଳା ଓ ବାରବେଳା – ଦିବା ଘ୦୩/୦୪ ଗତେ ଘ୦୬/୨୦ ମଧ୍ୟେ,ବିଶୁଦ୍ଧ ଅମୃତ ବେଳା- ରାତ୍ରି ଘ୦୭/୦୮ଗତେ ଘ୦୯/୩୩ ମଧ୍ୟେ ଓ ଘ୧୨/୩୪ ଗତେଘ୦୩/୦୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୫/୫୯ମଧ୍ୟେ ଓ ଘ୦୯/୧୦ […]

ଏଥର ନିର୍ବାଚନରେ ହାରିଲେ ୩ଦଳ ମୁଖିଆ

ଭୁବନେଶ୍ୱର,୫ା୬(ଏସଏସନିଉଜ) ଚଳିତ ନିର୍ବାଚନରେ ଓଡ଼ିଶାରେ ବିଜେପି ୭୮ବିଧାନସଭା ସହ ୨୦ଲୋକସଭା ସିଟ୍ ହାତେଇ ସରକାର ଗଠନ କରିବାକୁ ଯାଉଛି ।ତେବେ ଶାସକ ବିଜେଡି ୫୧ବିଧାନସଭା ସିଟ୍ ଜିତିଥିବା ବେଳେ ଲୋକସଭାରେ ଖାତା ବି ଖୋଲି ପାରିନି। ହେଲେ ରାଜ୍ୟ କଂଗ୍ରେସ ଏଥର ୧୪ ବିଧାନସଭା ଆସନରେ ବିଜୟୀ ହୋଇଛି। ସବୁଠାରୁ ବଡକଥାହେଲା ୩ଦଳର ସଭାପତି ଏହି ନିର୍ବାଚନୀ ବୈତରଣୀ ପାର୍ କରିପାରିନାହାନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ବ୍ୟୋମକେଶ […]

ବିଜେଡିକୁ ପଛରେପକାଇ ବହୁମତପାଇଲା ବିଜେପି

ଭୁବନେଶ୍ୱର,୪।୬(ଏସଏସନିଉଜ)ଶାସକ ବିଜେଡିକୁ ପଛରେ ପକାଇ ବହୁମତ ପାଇଲା ବିଜେପି ।ଖୋଲିଲା ବିଜେପିର ଭାଗ୍ୟର ପେଡ଼ି ।ମୋଟ୍ ୧୪୭ଟି ବିଧାନସଭା ଆସନ ମଧ୍ୟରୁ ବିଜେପି ଏକାକୀ ୭୮ ଆସନ ପାଇଥିବାବେଳେ ୫୧ ଆସନରେ ବିଜେଡିକୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । କଂଗ୍ରେସକୁ ୧୪, ସ୍ୱାଧୀନ ପ୍ରାର୍ଥୀଙ୍କୁ ୩ ଓ ସିପିଆଇଏମ୍‌କୁ ଗୋଟିଏ ଆସନ ମିଳିଛି ।ଏହାଫଳରେ ନବୀନଙ୍କ ରାଜନୈତିକ ଜୟଯାତ୍ରାରେ ଲାଗିଛି ବିରାମ ।ବିଶେଷକରି କଣ୍ଟାବାଞ୍ଜୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଏକାମ୍ର ଭୁବନେଶ୍ୱରରୁ ଅଶୋକ ପଣ୍ଡା, ବଡ଼ମ୍ବା ଆସନରୁ […]

ନନ୍ଦନକାନନରେ ଭିତରେ ପଶି ଆକ୍ରମଣ ଘଟଣା

ବାରଙ୍ଗ,୪ା୬(ଏସଏସନିଉଜ) ସୋମବାର ପ୍ରାଣୀଉଦ୍ୟାନ ନନ୍ଦନକାନନ ବନ୍ଦ ଦିନରେ ଜଣେ ଯୁବକ ବେଆଇନ ଭାବେ ପସିବା ଏବଂ ଏହାକୁ ବାରଣ କରିବାରୁ ଜଣେ ସୁରକ୍ଷା କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣ ଓ ଜୀବନରୁ ମାରିଦେବାକୁ ଧମକ ଘଟଣାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ ନିଜଆଡୁ ଏକ ମାମଲା ରୁଜୁକରିଛି। ଜଙ୍ଗଲ ଓ ବନ୍ୟପ୍ରାଣୀ ନିୟମ ଅନୁଯାୟୀ କେସ ନଂ ୨/୨୪ ରେ ମାମଲା ରୁଜୁ କରାଯାଇଥିବା ନନ୍ଦନକାନନ ସୁରକ୍ଷା ବିଭାଗ ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଟ୍ଟନାୟକ […]

ଆଜିର ରାଶିଫଳ

ଜୁନ୍ ମାସ ୦୫ତାରିଖ ୨୦୨୪ ମସିହା(ବୁଧବାର) ଜ୍ୟେଷ୍ଠମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଦ୍ଦଶୀ ରାତ୍ରି ଘ୦୭/୫୨ଗତେ ଅମାବାସ୍ୟା,ନକ୍ଷତ୍ର- କୃତ୍ତିକା  ରାତ୍ରି ଘ୦୯/୫୦ଗତେ ରୋହିଣୀ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୩୫,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୧୯/୫୧, ଯୋଗିନୀ ପଶ୍ଚିମେ ରାତ୍ରି ଘ୦୭/୫୧ ଗତେ ଐଶାନ୍ୟେ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,ଅଦ୍ୟ ମୃତେ ରାତ୍ରି ୦୯/୫୦ ମଧେ ଏକପାଦ ପୁଷ୍କରଦୋଷ,କାଳବେଳା -ଦିବା ଘ୦୮/୨୫ ଗତେ ଘ୧୦/୦୫ ମଧ୍ୟେ,ବାରବେଳା – ଦିବା ଘ୧୧/୪୨ ଗତେ ଘ୦୧/୨୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୩୪ ଗତେ ଘ୦୮/ ୨୪ମଧ୍ୟେ ଓ ଘ୦୧/୨୧ […]

ଆଜି ଆସିବ ଜନାଦେଶ

ଭୁବନେଶ୍ୱର,୪।୭(ଏସଏସନିଉଜ)ପ୍ରତୀକ୍ଷାର ଅନ୍ତ ହେବ।ଆଜି ଆସିବ ଜନାଦେଶ।ଖୋଲିବ ଇଭିଏମ୍ ପେଡି।ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟଫଳ। କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ କ୍ଷମତା ? ଆଜି ଲୋକସଭା ସମେତ ଓଡ଼ିଶା ବିଧାନସଭା ନିର୍ବାଚନର ଆସିବ ରେଜଲ୍ଟ।

କାଲିହେବ ନେତାଙ୍କ ଭାଗ୍ୟପରୀକ୍ଷା

ଭୁବନେଶ୍ୱର,୩ା୬(ଏସଏସନିଉଜ) ଆସନ୍ତାକାଲି ଭୋଟ ଗଣତି । ଆସିବ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ ।ଭୁବନେଶ୍ୱର ବିଜେବି କଲେଜରେ ହୋଇଥିବା ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରହିଛି ଇଭିଏମ । ଉଭୟ CAPF ଓ ଷ୍ଟେଟ୍ ଆର୍ମଡ଼ ପୋଲିସ ସହ କମିଶନରେଟ ପୋଲିସ ଷ୍ଟ୍ରଙ୍ଗ ରୁମ୍ ଦାୟିତ୍ୱରେ ରହିଛନ୍ତି । ଷ୍ଟ୍ରଙ୍ଗରୁମ୍ ଚାରିପଟେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏଥିସହ ସିସିଟିଭି ସର୍ଭେଲାନ୍ସ ଅଧୀନରେ ରହିଛି ଷ୍ଟ୍ରଙ୍ଗ ରୁମ୍ । ଷ୍ଟ୍ରଙ୍ଗ ରୁମ୍ ବାହାରେ ଦିନ ରାତି […]

ଓଲଟିଲା ଟ୍ରାକ୍ଟର, ଚାଲିଗଲା ୧୩ ଜୀବନ

ଭୁବନେଶ୍ୱର,୩ା୬(ଏସଏସନିଉଜ)ଭାରସାମ୍ୟ ହରାଇ ଓଲଟିଲା ବରଯାତ୍ରୀ ଟ୍ରାକ୍ଟର । ଘଟଣାସ୍ଥଳରେ ହିଁ ଚାଲିଗଲା ୧୩ ଜୀବନ । ସେହିପରି ଗୁରୁତର ଅବସ୍ଥାରେ ଆଉ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ମଧ୍ୟପ୍ରଦେଶ ରାଜଗଡ଼ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଏକ ଟ୍ରାକ୍ଟରରେ ରାଜଗଡ଼ କୁଲାମପୁରା ରବିବାରରାତିରେ ଯାଉଥିଲେ । ସମସ୍ତ ମୃତାହତ ରାଜସ୍ଥାନ ମୋତିପୁରା ଗାଁର ହୋଇଥିବା ସୂଚନା ମିଳିଛିାସେହିଭଳିଭାବେ ଏକନିର୍ମାଣାଧିନ ବ୍ରିଜରୁ ଖସିପଡିଲା ବୋଲେରୋ,ଯାହାଫଳରେ ଏହି ଦୁର୍ଘଟଣାରେ […]

୪ ଛୁଆଙ୍କ ସହ ପାଣିଟାଙ୍କିକୁ ଡେଇଁଲା ମାଆ

ଭୁବନେଶ୍ୱର,୩ା୬(ଏସଏସନିଉଜ)୪ ଛୁଆଙ୍କ ସହ ପାଣି ଟାଙ୍କିକୁ ଡେଇଁ ମାଆ ଆତ୍ମହତ୍ୟା ଉଦ୍ୟମ କରିଛି ।ରାଜସ୍ଥାନ ବାଡମେର ଜିଲ୍ଲାରେ ପାରିବାରିକ କଳହକୁ ନେଇ ଏହି ଅଘଟଣ ଘଟିଛି ।ପାଣିରେ ବୁଡ଼ି ୪ ଛୁଆ ମୃତ୍ୟୁବରଣ କରିଥିବାବେଳେ, ମାଆକୁ ଉଦ୍ଧାର କରିଛିପୋଲିସା  

ଆଜିଠୁ +୩ ନାମ ଲେଖା ଆବେଦନ

ଭୁବନେଶ୍ୱର,୩ା୬(ଏସଏସନିଉଜ)ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ +୩ ନାମ ଲେଖା ପାଇଁ ଆବେଦନ ଜୁନ୍ ୩ ଅପରାହ୍ନ ୪ଟା ରୁ ଆରମ୍ଭ ହୋଇ ଜୁନ୍ ୧୭ ପର୍ଯ୍ୟନ୍ତ ଚାଲିବ। ଛାତ୍ର ଛାତ୍ରୀ ମାନେ www.samsodisha.gov.in ୱେବସାଇଟକୁ ଯାଇ ପଞ୍ଜିକରଣ କରି ପାରିବେ।୨୫ ଜୁନ୍ ସନ୍ଧ୍ୟା ରେ ପ୍ରକାଶ ପାଇବ ପ୍ରଥମ ମେଧାତାଲିକା ଓ ୨୬ଜୁନ୍ ରୁ ପ୍ରଥମରାଉଣ୍ଡ ନାମ ଲେଖା ହେବାସୂଚନାଯୋଗ୍ୟ ଏଥର ୨ଟିପର୍ଯ୍ୟାୟରେ ନାମ ଲେଖା ହେବ।କଳା, ବିଜ୍ଞାନ, ବାଣିଜ୍ୟ ରେ ସ୍ନାତକ ନାମ ଲେଖା ସହ […]