Browsing author

SATYA SANDHANA DESK

ଆଜିର ରାଶିଫଳ

ଜୁନ୍ ମାସ ୨୭ତାରିଖ ୨୦୨୪ମସିହା(ଗୁରୁବାର)ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି-ଷଷ୍ଠୀ ରାତ୍ରି ଘ୦୬/୫୪ଗତେ ସପ୍ତମୀ ,ନକ୍ଷତ୍ର- ଶତଭିଷା ଦିବାଘ୧୨/୨୬ ଗତେ ପୂର୍ବଭାଦ୍ର ,ସୁର୍ୟୋଦୟ-ପ୍ରାତଃଘ୦୫/୧୪/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୫/୨୯ ,ଯୋଗିନୀ ପଶ୍ଚିମେ ରାତ୍ରି ଘ୦୬/୫୪ ଗତେ ବାୟବ୍ୟେ ,ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ମିଥୁନ ଓ ମୀନରାଶିର ଘାତଚନ୍ଦ୍ର ,ତୁଳା ଓ କୁମ୍ଭରାଶିର ଘାତବାର ,କାଳବେଳା ଓ ବାରବେଳା – ଦିବାଘ୦୩/୦୭ ଗତେ ଘ୦୬/୨୫ ମଧ୍ୟେ ,ଅଦ୍ୟ ମୃତେଘ୦୬/୫୪ ଗତେ ଏକପାଦ ଓ ରାତ୍ରି ଘ୦୬/୫୪ଗତେ ଦ୍ଵିପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତବେଳା- ରାତ୍ରି […]

ଆଜିର ରାଶିଫଳ

୨୦୨୪ମସିହା ଜୁନ୍ ମାସ ୨୬ତାରିଖ ବୁଧବାର ।ଶ୍ରୀମନ୍ଦିରେ ଶ୍ରୀଜୀଉଙ୍କ ଅନବସରପଞ୍ଚମୀ,ଫୁଲ୍ଲୁରୀଲାଗି,ନିଶାମୁକ୍ତଦିବସ।ସୁର୍ଯ୍ୟୋଦୟ- ଘ୫/୧୩/୨୯ ,ସୂର୍ଯ୍ୟାସ୍ତ-ଘ୬/୨୪/୫୫ ,ଆଷାଢ଼ମାସ ,କୃଷ୍ଣପକ୍ଷ ,ପଣ୍ଡିତବାସ ,ତିଥି- ପଞ୍ଚମୀ ରାତ୍ରି ଘ୯/୫ମିପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଧନିଷ୍ଠା ନକ୍ଷତ୍ର ଦିବା ଘ୧/୫୦ମି ପର୍ଯ୍ୟନ୍ତ ତଦନ୍ତେ ଶତଭିଷାନକ୍ଷତ୍ର ।ଯୋଗ- ବିସ୍କୁମ୍ଭଯୋଗ ଦିବାଘ୭/୨୯ମିପର୍ଯ୍ୟନ୍ତ ତଦନ୍ତେ ପ୍ରୀତିଯୋଗକ୍ଷୟ ରାତ୍ରି ଘ୪/୩୮ମିପର୍ଯ୍ୟନ୍ତ। କରଣ- କୌଳବକରଣ ଦିବା ଘ୧୦/୧୨ମିପର୍ଯ୍ୟନ୍ତ ତଦନ୍ତେ ତୈତିଳକରଣ ରାତ୍ରି ଘ୯/୫ମି ପର୍ଯ୍ୟନ୍ତ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣଦିଗରେ,ରାତ୍ରି ଘ୯/୫ମିପରେ ପଶ୍ଚିମଦିଗରେ।ଅଗନ୍ତବ୍ୟ,ଶନିଯୁକ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଚନ୍ଦ୍ରଶୁଦ୍ଧି–ମେଷ,ବୃଷ,ସିଂହ,କନ୍ୟା,ବିଛା,ଧନୁ ଓ କୁମ୍ଭ ଏହି ରାଶିମାନଙ୍କର […]

ରାତିଅଧିଆ ମୋରମ ଓ ମାଟି ଚାଳଣ

ବାରଙ୍ଗ,୨୪ା୬(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗୋଠପାଟଣାଗ୍ରାମପାଖ ଜଙ୍ଗଲରୁ ରାତିଅଧିଆ ଚୋରାମୋରମ ଓ ନାଲି ମାଟି ଚାଲାଣ ମହଙ୍ଗାପଡିଛି ।ଗ୍ରାମବାସୀମାନେ ଏକାଠିହୋଇ ରବିବାର ବିଳମ୍ବିତ ରାତିରେ ୧୧ଟି ହାଇୱାକୁ ଅଟକରଖିଛନ୍ତି ।ସୋମବାର ସକାଳେ ପ୍ରସାସନ ସହ ଖୋରଧା ମାଇନିଙ୍ଗ ଅଫିସର ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁବୁଝାସୁଜା କରିବାସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତିଦେଇଥିବାର ଜଣାପଡିଛି । ପ୍ରକାସ ଯେ,ଗତକିଛିଦିନହେବ ଗୋଠପାଟଣା ଗ୍ରାମ ପାଖ ଜଙ୍ଗଲରୁ ରାତିଅଧିଆ ମୋରମ ଓ ମାଟିଉଠାଣ ହେଉଛି ।ଏନେଇ ଗ୍ରାମବାସୀମାନେ ଚନ୍ଦକାଥାନାର ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଧା ସରକାରୀସ୍ତରରେ […]

ଆଜିର ରାଶିଫଳ

ଜୁନ୍ ମାସ ୨୫ତାରିଖ ୨୦୨୪ ମସିହା (ମଙ୍ଗଳ ବାର) ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ଚତୁର୍ଥୀ ରାତ୍ରି ଘ ୧୧/୧୭ଗତେ ପଞ୍ଚମୀ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୩/୫୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୦୯, ଯୋଗିନୀନୈରୁତେ ରାତ୍ରି ଘ୧୧/୧୭ଗତେ ଦକ୍ଷିଣେ, ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ସିଂହରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,କାଳବେଳା -ଦିବା ଘ୦୨/୨୬ଗତେ ଘ୦୩/୦୭ମଧ୍ୟ,ବାରବେଳା – ଦିବା ଘ୦୬/୫୨ ଗତେ ଘ୦୮/୩୧ମଧ୍ୟେ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୬/୫୧ ମଧ୍ୟେ ଓ ଘ୦୯/୧୫ ଗତେ ଘ୧୧/୩୯ ମଧ୍ୟେ ଓ ଘ୦୩/୦୮ଗତେ ଘ୦୩/୩୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା […]

ଜମିବିବାଦରୁ ଗୋଷ୍ଠି ସଂଘର୍ଷ-୬ଗୁରୁତର

ଭଦ୍ରକ, ୨୪ା୬(ଏସଏସନିଉଜ) ଜମିଜମା ବିବାଦରୁ ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।ଏଥିରେ ୬ଜଣ ଗୁରୁତର ଆହତ ହୋଇଥିବାର ଜଣାପଡିଛି ।ଧାମନଗର ଥାନା ପଦିନାରାୟଣପୁରରେ ଜମି ବିବାଦକୁ ନେଇ ଏହି ସଂଘର୍ଷ ହୋଇଛି ।ଏଥିରେ ୪ ଜଣମହିଳାଙ୍କ ସମେତ ୬ଜଣ ଗୁରୁତର ଅବସ୍ଥାରେ ଚିକିସ୍‌ାପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।ଏହାକୁନେଇ ଗାଁରେ ଉତ୍ତେଜନା ଦେଖାଦେଇଛି ।ଗଣ୍ଡଗୋଳ ପାଇଁ ବାହାରୁ ଆସିଥିବା ୨ ଜଣଙ୍କୁ ପୋଲିସ ଜିମା ଦେଇଛନ୍ତି ଲୋକୋ  

ଶାଗ ପଖାଳ ଖାଇଲେ ,ଲୋକଙ୍କ କଥା ବୁଝିଲେ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୬(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତାଙ୍କ କେନ୍ଦୁଝର ଗସ୍ତର ଦ୍ୱିତୀୟ ଦିନରେ ନିଜ ଜନ୍ମ ମାଟି ରାଇକଳା ଓ ଝୁମ୍ପୁରାକୁ ଯାଇ ସାଙ୍ଗସାଥୀ ଓ ସ୍ଥାନୀୟ ଲୋକଙ୍କ ସହ ମିଶି ପିଲାଦିନର ସ୍ମୃତିକୁ ମନେ ପକାଇଥିଲେ। ଭାବବିହ୍ୱଳ ମଧ୍ୟ ହୋଇଥିଲେ।ରାଇକଳାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଏଇ ଗାଁ ମାଟିର ପୁଅ। ଏଇ ଗାଁର ପିଲାମାନଙ୍କ ସହିତ ସେ ଖେଳିଛନ୍ତି, ବୁଲିଛନ୍ତି, ପର୍ବପର୍ବାଣୀ ପାଳନ କରିଛନ୍ତି। ଏଇ […]

ଆଜିର ରାଶିଫଳ

ଜୁନ୍ ମାସ ୨୪ତାରିଖ ୨୦୨୪ ମସିହା(ସୋମ ବାର) ଆଷାଢ଼ମାସ- କୃଷ୍ଣପକ୍ଷ ,ତିଥି- ତୃତୀୟା ରାତ୍ରି ଘ ୦୧/୨୭ ଗତେ ଚତୁର୍ଥୀ ,ନକ୍ଷତ୍ର- ଉତ୍ତରା ଷାଢ଼ା ଦିବା ଘ ୦୪/୩୨ ଗତେ ଶ୍ରବଣ।ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୩୮ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/୦୯ ,ଯୋଗିନୀ ଅଗ୍ନିକୋଣେ ରାତ୍ରି ଘ ୦୧/୨୭ ଗତେ ନୈରୁତ ,ତୃତୀୟା ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ସିଂହ ରାଶିର ଘାତଚନ୍ଦ୍ର ,ମିଥୁନ ରାଶି ର ଘାତବାର ,କାଳବେଳା -ଦିବା ଘ୦୬/୫୨ ଗତେ ଘ୦୮/୩୨ ମଧ୍ୟେ ,ବାରବେଳା – […]

ନିଆରା ଜନ୍ମଦିନ ପାଳନ

  ବାରଙ୍ଗ,୨୨।୬(ଏସଏସନିଉଜ) ରାଜଧାନୀ ଉପକଣ୍ଠ ଦଢ଼ା ପଂଚାୟତର ବ୍ୟୟଜେଷ୍ଟ ମୁରବି ତଥା ବିଜେଡିର କୃଷକ ନେତା ଭଗବାନଜେନା ତାଙ୍କ ଜନ୍ମଦିନକୁ ନିଆରା ଭାବେ ପାଳନ କରିଛନ୍ତି।୮୯ବର୍ଷରେ ପଦାର୍ପଣ କରିଥିବା ଜେନା ଶନିବାରଦିନ ଜନ୍ମଦିନ ଅବସରରେ ତାଙ୍କ ଘରପାଖ ରାସ୍ତାକଡ଼ରେ ବିଭିର୍ଣ ପୁଷ୍ପ ଓ ଫଳ ପ୍ରଦାନକାରି ବୃକ୍ଷ ଲଗାଇ ପରିବେଶ ସୁରକ୍ଷା ଓ ଆଗାମୀ ପିଢ଼ିପାଇଁ ଆଵଶ୍ୟକତା ଥିବାର ବାର୍ତା ଦେଇଛନ୍ତି।ନିରାଡ଼ମ୍ବର ଭାବେ ପାଳନ କରିଥିବା ଏହି ଜନ୍ମଦିନରେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ସମେତ […]

ଆଜିର ରାଶିଫଳ

ଜୁନ୍ ମାସ ୨୩ ତାରିଖ ୨୦୨୪ ମସିହା(ରବିବାର) ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ପ୍ରତିପଦ ପ୍ରାତଃ ଘ ୦୫/୧୬;ଗତେ ଦ୍ଵିତୀୟା,ନକ୍ଷତ୍ର-ପୂର୍ବାଷାଢ଼ା ଦିବା ଘ ୦୫/୪୦ ଗତେ ଉତ୍ତରାଷାଢ଼ା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୩/୧୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୫୯, ଯୋଗିନୀ ପୂର୍ବେ ପ୍ରାତଃ ଘ ୦୫/୧୫ ଗତେ ଉତ୍ତରେ, ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର,ମେଷରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୦/୧୦ ଗତେ ଘ୦୧/୩୦ ମଧ୍ୟେ,ଅଦ୍ୟ ମୃତେ ଏକପାଦ ଓ ପ୍ରାତଃ ଘ୦୫/୧୫ ଗତେ ଦ୍ଵିପାଦ ଓ ଦିବାଘ୦୫/୪୦ ଗତେ […]

ଆଜିର ରାଶିଫଳ

ଜୁନ୍ ମାସ ୨୨ ତାରିଖ ୨୦୨୪ ମସିହା(ଶନିବାର) ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ,ତିଥି- ପୂର୍ଣ୍ଣିମା ପ୍ରାତଃ ଘ ୦୬/୩୭ ଗତେ ପ୍ରତିପଦ,ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୩/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୪/୪୯, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର,ବୃଷ,ସିଂହ ଓ କନ୍ୟା ରାଶିର ଘାତବାର,କାଳବେଳା -ଦିବା ଘ୦୬/୫୨ ମଧ୍ୟେ ଓ ଦିବା ଘ୦୪/୪୪ ଗତେ ଘ୦୬/୨୪ ମଧ୍ୟେ,ବାରବେଳା – ଦିବା ଘ୦୧/୨୭ ଗତେ ଘ୦୩/ ୦୬ ମଧ୍ୟେ,ଅଦ୍ୟ ମୃତେ ଏକ ପୁଷ୍କରଦୋଷ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୩/୦୭ ଗତେ ଘ୦୪/୪୩ମଧ୍ୟେ […]