Browsing author

SATYA SANDHANA DESK

ଭୀଷଣ ବାତ୍ୟାର ରୂପନେଲା ରେମାଲ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଭୀଷଣହେଲା ବାତ୍ୟା ରେମାଲ ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା ରେମାଲ।ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଲା ରେମାଲ।ଆଜି ମଧ୍ୟ ରାତ୍ରୀରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ।ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ ବୋଲି ଜଣାପଡିଛି।

ବିଜେପିଉପରେ ବର୍ଷିଲେ ସସ୍ମିତପାତ୍ର

ଭୁବନେଶ୍ୱର,୨୬।୫(ଏସଏସନିଉଜ)ଜମିମାଫିଆ ,ଠକ ଓ ଗୁଣ୍ଡାଙ୍କ ଦଳ ହେଉଛି ବିଜେପି।ସବୁଠାରୁ ବଡ଼ ଜମିମାଫିଆ ହେଉଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା।ସାରୁଅଜମି ଦଖଲ କିଏ କରିଥିଲା ବୋଲି ପଚାରିଲା ବିଜେଡ଼ି।ବୈଜୟନ୍ତଙ୍କ ବିରୋଧରେ ଅଛି ଜମି ଜବରଦଖଲ ମାମଲା।ବୈଜୟନ୍ତଙ୍କ ମାଲିକାନାରେ ଥିବା ଘରୋଇ ଚ୍ୟାନେଲ ବିରୋଧରେ ମଧ୍ୟ ସମାନ ଅଭିଯୋଗ ରହିଛି।ବାହାମାସ ସ୍କାଣ୍ଡାଲରେ ଆସିଥିଲା ବୈଜୟନ୍ତଙ୍କନାମ।ତିନୋଟି କମ୍ପାନୀଦ୍ୱାରା ହାୱାଲା ମାଧ୍ୟମରେ ଆସୁଥିଲା ଟଙ୍କା।ବିଜେପି ଗୁଣ୍ଡାଙ୍କୁ ପାଳୁଛି।ପ୍ରଶାନ୍ତଜଗଦ୍ଦେବ ଗୋଟିଏ ସମୟରେ ବିଜେପିନେତା ଓ କର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ।ଜନବିରୋଧୀକାର୍ଯ୍ୟ ପାଇଁ ଯେଉଁ ପ୍ରଦୀପପାଣିଗ୍ରାହୀଙ୍କୁ […]

ସିସିଟିଭି ଯାଞ୍ଚ ହେବ- ଏସ୍‌ପି

ଭୁବନେଶ୍ୱର,୨୬।୫(ଏସଏସନିଉଜ)ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗିରଫ ମାମଲାରେ ଖୋର୍ଦ୍ଧା ଏସ୍‌ପି ପ୍ରତିକ୍ରିୟା ରଖିଛନ୍ତି।କେବଳ ପ୍ରିଜାଇଡିଂ ଅଫିସରଙ୍କ ଏତଲା ଆଧାରରେ ଗିରଫ କରାଯାଇଛି।ସିସିଟିଭି ଯାଞ୍ଚ ହୋଇନି ,ନିର୍ବାଚନ ପ୍ରକ୍ରିୟା ପରେ ଯାଞ୍ଚ ହେବ।ଅନ୍ୟ କେହି ସଂପୃକ୍ତ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।ଗିରଫ ପୂର୍ବରୁ ସିସିଟିଭି ଯାଞ୍ଚ ପାଇଁ ଦାବି କରିଥିଲେ ଜଗଦ୍ଦେବ।

ପ୍ରକାଶପାଇଲା ମାଟ୍ରିକପରୀକ୍ଷା ଫଳ

ଭୁବନେଶ୍ୱର,୨୬।୫(ଏସଏସନିଉଜ)ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷାଫଳ। ଚଳିତବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଚଳିତଥର ପାସ୍‌ହାର ୯୬.୦୭% ରହିଛି। ସେହିପରି ଛାତ୍ରଙ୍କ ପାସ୍‌ହାର ୯୫.୩୯ %ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୩.୭୩ % ରହିଛି।ସାଢ଼େ ୧୧ଟାରେ ପରୀକ୍ଷାର୍ଥୀ ମାନେ ଅନଲାଇନରେ ଦେଖିପାରିବେ ରେଜଲ୍ଟ। ୱେବସାଇଟ www.bscodisha.ac.in ରେ ପରୀକ୍ଷାର୍ଥୀଙ୍କ ରେଜଲ୍ଟ ଦେଖିହେବ । ଇଣ୍ଟରନେଟ୍ ସୁବିଧା ନଥିଲେ ଛାତ୍ରଛାତ୍ରୀ ଏବଂ ଅଭିଭାବକ […]

ଆଜିର ରାଶିଫଳ

୨୦୨୪ମସିହା ମଇମାସ ୨୬ତାରିଖ ରବିବାର।ଋତୁ- ଗ୍ରୀଷ୍ମଋତୁର (ପ୍ରଥମମାସ)ସୂର୍ଯ୍ୟ- ଉତ୍ତରାୟଣ ,ସୁର୍ଯ୍ୟୋଦୟ- ଘ୫/୧୧/୨୮ ,ସୂର୍ଯ୍ୟାସ୍ତ- ଘ୬/୧୫/ ୩୦ ,ଜ୍ୟେଷ୍ଠମାସ ,କୃଷ୍ଣପକ୍ଷ ,ଆଦିତ୍ୟବାସ ,ତିଥି- ତୃତୀୟା ଅପରାହ୍ନ ଘ୬/୩ମିପର୍ଯ୍ୟନ୍ତ ତଦନ୍ତେ ଚତୁର୍ଥୀ।ନକ୍ଷତ୍ର- ମୂଳାନକ୍ଷତ୍ର ଦିବାଘ୧୧/୯ମିପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼ାନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟକୋଣରେ,ଅପରାହ୍ନ ଘ୬/୩ମିପରେ ନୈର୍ଋତକୋଣରେ।ରିକ୍ତାତିଥି,ବିଷ୍ଟିକରଣ, ମାସଦଗ୍ଧା, ଚତୁର୍ଥୀଦୋଷ ହେତୁ ସୂର୍ଯ୍ୟୋଦୟରୁ ପ୍ରାତଃଘ୬/୨୭ମିମଧ୍ୟେ ଯାତ୍ରାଶୁଭ।ଅଗ୍ନିକୋଣ,ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମିଥୁନ,କର୍କଟ,କନ୍ୟା,ଧନୁ,ମକର ଓ ମୀନରାଶିର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ପଟୋଳ […]

ବୁଥ୍‌ରେ ପଶି EVM ଭାଙ୍ଗିଲେ ପ୍ରଶାନ୍ତ

ଭୁବନେଶ୍ୱର,୨୫।୫(ଏସଏସନିଉଜ)ବୋଲଗଡ ୧୧୪ନଂ ବୁଥ୍‌ରେ EVMଭାଙ୍ଗି ଫେରାର ହୋଇଯାଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ବାଉଁଶିଆପାଟଣା ୧୧୪ନଂ ବୁଥରେ ଅଘଟଣପରେ ପ୍ରଶାନ୍ତ ଫେରାର ହୋଇଯାଇଥିଲେ।ଏହାପରେ ପ୍ରଶାନ୍ତଙ୍କୁ ଖୋଜିଥିଲା ପୋଲିସ।ପରେ ଗୋଡାଇ ଗୋଡାଇ ଅପରାଜିତାଙ୍କ ଗାଡିରୁ ପ୍ରଶାନ୍ତଙ୍କୁ ଧରି ଅଟକ ରଖିଛି ପୋଲିସ ।ବୋଲଗଡ ୧୧୪ ନଂ ବୁଥ୍‌ରେ EVM ଭାଙ୍ଗି ଫେରାର ହୋଇଥିଲେ।ଅନ୍ୟପଟେ ପ୍ରଶାନ୍ତଜଗଦ୍ଦେବଙ୍କ ଗିରଫ ଦାବି କରିଛି ବିଜେଡି।ପ୍ରଶାନ୍ତଙ୍କୁ ସୁରକ୍ଷା ଦେଉଛନ୍ତି ସାଂସଦ।ସମସ୍ତଙ୍କ ସାମ୍ନାରେ ଘଟିଛି ଘଟଣା, କାର୍ଯ୍ୟାନୁଷ୍ଠାନ ନିଅନ୍ତୁ CEO ବୋଲି ସସ୍ମିତ ପାତ୍ର କହିଛନ୍ତି।

ଆଜିର ରାଶିଫଳ

୨୦୨୪ମସିହା ମଇମାସ ୨୫ତାରିଖ ଶନିବାର।ଭିକାରୀବଳଜୟନ୍ତୀ ,ସୁର୍ୟ୍ୟୋଦୟ- ଘ୫/୧୧/୪୧ ,ସୂର୍ୟ୍ୟାସ୍ତ- ଘ୬/୧୫/୫ ,ଜ୍ୟେଷ୍ଠମାସ ,କୃଷ୍ଣପକ୍ଷ ,ଶୌରି ବାସ ,ତିଥି- ଦ୍ବିତୀୟା ସନ୍ଧ୍ୟା ଘ୬/୫୧ମି ପର୍ୟ୍ୟନ୍ତ ତଦନ୍ତେ ତୃତୀୟା।ନକ୍ଷତ୍ର- ଜ୍ୟେଷ୍ଠା ନକ୍ଷତ୍ର ଦିବା ଘ୧୧/୭ମି ପର୍ୟ୍ୟନ୍ତ ତଦନ୍ତେ ମୂଳାନକ୍ଷତ୍ର ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ,ସନ୍ଧ୍ୟା ଘ୬/୫୧ମିପରେ ଆଗ୍ନେୟକୋଣରେ।ଶନିବାର,ରବିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର- ଦିବା ଘ୧୧/୭ମି ପରେ ତୁଳା ଓ କୁମ୍ଭରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦ୍ବିତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ବୋଇତାଳୁ ସନ୍ଧ୍ୟା ଘ୬/୫୧ମିପରେ ପଟୋଳଭକ୍ଷଣ ନିଷେଧ।ଅଶୁଭବେଳା- […]

୨୬ରେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର,୨୪।୫(ଏସଏସନିଉଜ)ଆସନ୍ତା ୨୬ ତାରିଖରେ ପ୍ରକାଶପାଇବ ମାଟ୍ରିକରେଜଲ୍ଟ । ୨୬ତାରିଖ ସକାଳ୧୦ଟା୩୦ରେ ରେଜଲ୍ଟ ପ୍ରକାଶ ପାଇବା ନେଇ ପ୍ରେସମିଟ କରି ସୂଚନା ଦେଲେ ବୋର୍ଡ ସଭାପତି ।୧୧ଟା ୩୦ସୁଦ୍ଧା ୱେବସାଇଟରେ ରେଜଲ୍ଟ ମିଳିବ ।ଇଣ୍ଟରନେଟ୍ ସୁବିଧା ନଥିଲେ ଏସ୍ଏମ୍ଏସ୍ ରେ ରେଜଲ୍ଟ ପାଇପାରିବେ ଛାତ୍ରଛାତ୍ରୀ ବୋଲି କୁହାଯାଇଛି।

ଲୋକେ ବାଛିବେ ନିଜର ନେତା

ଭୁବନେଶ୍ୱର,୨୪।୫(ଏସଏସନିଉଜ)ସରିଛି ପ୍ରସ୍ତୁତି ଏବେ ଖାଲି ମତଦାନକୁ ଅପେକ୍ଷା ।ରାଜ୍ୟରେ ଆସନ୍ତାକାଲି ବା ୨୫ତାରିଖରେ ଭୁବନେଶ୍ବର ସମେତ ସମ୍ବଲପୁର,କଟକ,ପୁରୀ,କେନ୍ଦୁଝର ଓ ଢେଙ୍କାନାଳର ୬ଟି ଲୋକସଭାଆସନର ୪୨ଟି ବିଧାନସଭାଆସନ ପାଇଁ ମତଦାନ କରାଯିବ ।ଏହିପର୍ଯ୍ୟାୟ ପାଇଁ ଗୁରୁବାରସନ୍ଧ୍ୟାରେ ପ୍ରଚର ଶେଷହୋଇଛି ।ଏହି ପର୍ଯ୍ୟାୟରେ ଓଡ଼ିଶା ରଜନୀତର ବହୁ ଟାଣୁଆନେତା ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ।ତୃତୀୟ ପର୍ଯ୍ୟାୟରେ ଏହି ୬ଲୋକସଭାକ୍ଷେତ୍ର ପାଇଁ ମୋଟ ୯୪,୪୮,୫୫୩ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ।

କେଉଁଠି ଲ୍ୟାଣ୍ଡଫଲ?

ଭୁବନେଶ୍ୱର,୨୪।୫(ଏସଏସନୀଉଜ) ବଙ୍ଗୋପ ସାଗରରେ ଅବପାତର ରୂପନେଲା ବାତ୍ୟା।ଆସନ୍ତାକାଲି ବାତ୍ୟାର ରୂପ ନେବା ସମ୍ଭାବନା ଦେଖାଦେଇ ଥିବାବେଳେ ୨୬ରେ ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ଜଣାପଡିଛି।୨୬ରେ ଭୀଷଣ ବାତ୍ୟାର ରୂପ ନେବ ବାତ୍ୟା।୨୬ ରାତିରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଝିରେ ଲ୍ୟାଣ୍ଡଫଲ କରିବ।ସାଗର ଦ୍ବୀପ ଓ ଖେପୁପାରା ମଧ୍ୟରେ ଲ୍ୟାଣ୍ଡଫଲ କରିବ।ଭୀଷଣ ବାତ୍ୟାରେ ପରିଣତ ହୋଇ ଲ୍ୟାଣ୍ଡଫଲ୍ କରିବ।ଓଡ଼ିଶା ଉପରେ ନାହିଁ ବାତ୍ୟାର ସିଧାସଳଖ ପ୍ରଭାବ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି।