ପୁଲିସର ଚଢ଼ାଉ, ୩୮ ହାଇୱା, ୧ ଜେସିବି ଜବତ
ମେଣ୍ଢାଶାଳ,୨୨।୫(ଏସଏସନିଉଜ) ରାଜଧାନୀ ଉପକଣ୍ଠ ନନ୍ଦନକାନନ ଓ ବାରଙ୍ଗ ଅଞ୍ଚଳରେ ମାତିଛନ୍ତି ବାଲିମାଫିଆ।ଆଉ ବାଲି ଚୋରା ଚାଲାଣ କରିବା ସମୟରେ ରାଜଧାନୀରେ ଦ୍ରୁତବେଗରେ ଯାଉଥିବା ବାଲି ବୋଝେଇ ହାଇୱା ଧକ୍କା ଦେବା ଫଳରେ ଗୋଟିଏ ସପ୍ତାହ ଭିତରେ ଚାଲିଯାଇଥିଲା ୬ ଜଣଙ୍କ ଜୀବନ।ରାଜଧାନୀରେ କମିଶନରେଟ୍ ପୁଲିସର ବେଖାତିର କରି ବାଲି ମାଲିଆମାନେ ଚଳାଇଥିଲେ ଆତଙ୍କରାଜ।ଟେଣ୍ଡର ନଆଣି ବେଆଇନ ଭାବେ ଗତ କିଛି ଦିନ ହେବ ବାଲି ମାଫିଆମାନେ ଚୋରାବାଲି ଚାଲାଣ କରୁଥିଲେ । ଏନେଇ ଜୋନ୍-୫ ଏସିପି ମାନସପ୍ରଧାନଙ୍କ […]