IICଙ୍କ ଆତ୍ମହତ୍ୟା ପଛରେ ବ୍ୟକ୍ତିଗତ କାରଣ:-ସିପ

ଭୁବନେଶ୍ବର,୪।୭(ଏସଏସନିଉଜ)IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁ ଘଟଣାରେ ସିପିଙ୍କ ବଡ଼ ମନ୍ତବ୍ୟ ଦେଇଛନ୍ତି।ସବୁ ଆତ୍ମହତ୍ୟା ପଛରେ କିଛି କାରଣ ଥାଏ, ବିନା କାରଣରେ ହୁଏନି।କୌଣସି ବ୍ୟକ୍ତିଗତ କାରଣ ଥାଇପାରେ, ଅନୁଧ୍ୟାନ କରିବୁ।କାଲି ସେ ରାତିରେ ଘରକୁ ଯାଇ ନ ଥିଲେ, ଥାନା କ୍ବାର୍ଟର୍ସ ଥିଲେ।ତାଙ୍କ ଅର୍ଡଲି ଖାଇବା ନେଇ ଯିବା ପରେ ସେ କଲ୍‌ ଉଠାଇ ନଥିଲେ।ତେଣୁ କାଲି ରାତିରେ ସେ ଖାଇ ନଥିଲେ- ଏସ୍‌. ଦେବଦତ୍ତ ସିଂ।ଶାରୀରିକ ଓ ମାନସିକ ଭାବେ ସେ ବହୁତ ଦୃଢ଼ ଥିଲେ।କେବେ କୌଣସି ସମସ୍ୟା ନେଇ ଆମକୁ କହି ନାହାନ୍ତି।କମିଶନରେଟ୍‌ ପୋଲିସରେ ଭଲ କାମ କରୁଥିଲେ, ପବ୍ଲିକ ଡିଲିଂ ଭଲ ଥିଲା।

Comments (0)
Add Comment