୩ରୁ ସର୍ବଭାରତୀୟ ଗଣ୍ଡରପୁରକପ୍ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ
ବାରଙ୍ଗ,୩୦ା୧୧(ଏସଏସନିଜଉ)ଆରମ୍ଭ ହେବାକୁ ଯାଉଛି ସର୍ବ ଭାରତୀୟ ଗଣ୍ଡରପୁର କପ୍ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ। ଆସନ୍ତା ମାସ ୩ତାରିଖ ଠାରୁ ୧୦ ତାରିଖପର୍ଯ୍ୟନ୍ତ ଖେଳାଯିବ ମ୍ୟାଚ୍। ଏହି ଫୁଟ୍ବଲଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଭୁବନେଶ୍ଵର ଉତ୍ତରନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିଜୁ ପଟ୍ଟନାୟକ ମିନି ଷ୍ଟାଡ଼ିୟମ୍ରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ରାଜ୍ୟ ବାହାରୁ ବିଭିନ୍ନ ଦଳ ଭାଗ ନେବେ । ରାଜ୍ୟରୁ ବରଗଡ଼ ୟୁନାଟେଡ୍, ସୋନପୁର କ୍ଲବ୍, ରାଇଜିଂ ଷ୍ଟୁଡେଣ୍ଟ, କଟକ, ଜଗା ୟୁନାଇଟେଡ୍, ଭୁବନେଶ୍ବର ଓ […]