ଆଜିର ରାଶିଫଳ
ଡିସେମ୍ବରମାସ ୨୦ତାରିଖ ୨୦୨୩ମସିହା(ବୁଧବାର)ମାର୍ଗଶିରମାସ-ଶୁକ୍ଳପକ୍ଷ ,ତିଥି- ଅଷ୍ଟମୀ ଦିବା ଘ ୧୧/୪୨ ପର୍ଯ୍ୟନ୍ତ ତଦନ୍ତେ ନବମୀ ,ନକ୍ଷତ୍ର- ଉତ୍ତରଭାଦ୍ର ରାତ୍ରି ଘ ୧୧/୫୯ ପର୍ଯ୍ୟନ୍ତ ତଦନ୍ତେ ରେବତୀ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୦/୨୬ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୦୮/୩୯ ,ଯୋଗିନୀ ଐଶାନ୍ୟେ ଦିବା ଘ୧୧/୪୨ ଗତେ ପୂର୍ବେ ,ଅଷ୍ଟମୀର ଏକୋଦିଷ୍ଟ ଓ ନବମୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଧନୁରାଶିର ଘାତଚନ୍ଦ୍ର ,କର୍କଟରାଶିର ଘାତବାର ,କାଳବେଳା – ଦିବା ଘ୦୯/୦୨ଗତେ ଘ୧୦/୨୩ମଧ୍ୟେ ,ବାରବେଳା – ଦିବା ଘ୧୧/୪୪ଗତେ ଘ୦୧/୦୬ମଧ୍ୟେ ,ବିଶୁଦ୍ଧ ଅମୃତବେଳ। – ଦିବା […]