Browsing author

SATYA SANDHANA DESK

୨୦୦୦ରୁଊର୍ଦ୍ଧ୍ବ ମୃତ

ଭୁବନେଶ୍ୱର,୧୦ା୯(ଏସଏସନିଉଜ) ଶୁକ୍ରବାରରାତିରେ ମୋଡରକୋରେ ହୋଇଥିବା ଭୂମିକମ୍ପ ଯୋଗୁଁ ୨୦୦୦ରୁ ଅଧିକ ଲୋକ ପ୍ରାଣ ହରାଇବାସହ ୨,୦୫୯ ଆହତ ହୋଇଥିବାର ଜଣାପଡିଛି । ଆହୁରି ଅନେକ ଲୋକ ପୋତି ହୋଇ ରହିଥିବା ଆଶଙ୍କା କରି ତଲାସ ଜାରି ରହିଛି ।ଏହିଘଟଣାପରେ ପଡ଼ୋଶୀ ରାଷ୍ଟ୍ର ଆଲ୍‌ଜେରିଆ ସମେତ ମୋରକୋବାସୀଙ୍କ ପାଇଁ ସବୁଆଡୁ ସହାୟତା ଆସୁଛି। ପ୍ରାକୃତିକ ବିପର‌୍ୟ୍ୟୟଜନିତ ଧନଜୀବନ ହାନି ଲାଗି ୩ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଲଦୀ ଶୋକବ୍ୟକ୍ତ କରିବାସହ ସମ୍ଭାବ୍ୟ […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୧୦ତାରିଖ ରବିବାର।ସ୍ମାର୍ତ୍ତ ସମ୍ମତ ଓ ଶ୍ରୀମନ୍ଦିରରେ କାଳୀୟ ଦଳନଏକାଦଶୀ ଉପବାସ, ଶ୍ରୀମନ୍ଦିରରେ କାଳୀୟ ଦଳନ ବେଶ ଓ ଧେନୁକାସୁରବଧ ପ୍ରସ୍ତାବ, ରବି ପୁଷ୍ୟାଯୋଗ।ବିବିଧ- ହଳନିଷେଧ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୬/ ୨୬,ସୂର୍ଯ୍ୟାସ୍ତ- ଘ୫/୫୧/୧୪, ଭାଦ୍ରବମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି- ଏକାଦଶୀ ରାତ୍ରି ଘ୯/୧୪ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଆଗ୍ନେୟ କୋଣରେ, ରାତ୍ରି ଘ୯/୧୪ମି ପରେ ନୈର୍ଋତ କୋଣରେ।ଅଗନ୍ତବ୍ୟତିଥି ଦୋଷ ହେତୁ ସୂର୍ଯ୍ୟୋଦୟ ରୁ ରାତ୍ରି ଘ୯/୧୪ମି ମଧ୍ୟେ ଯାତ୍ରାଶୁଭ। ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟ କୋଣକୁ […]

ଜଳିଗଲା ଶ୍ରମିକସେଡ୍‌

କଟକ,୯ା୯(ଏସଏସନିଉଜ) ଜଗତପୁର ଅନ୍ତର୍ଗତ ନଜରପୁର ଗ୍ରାମରେ ଶୁକ୍ରବାରରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଶ୍ରମିକମାନେ ରହୁଥିବା ତାଙ୍କର ସେଡ୍‌ଟି ଜଳିଯାଇଛି । ଅଗ୍ନିକାଣ୍ଡରେ ୪୦ଟି କଣ୍ଟେନର୍ ଜଳିଯିବା ସହ ତା ଭିତରେ ଥିବା ସମସ୍ତ ସାମଗ୍ରୀ ଜଳିଯାଇଛି।ସୈାଭାଗ୍ୟବଶତଃ ୪୦କଣ୍ଟେନର୍‌ରେ ରହୁଥିବା ୯୬୦ଜଣ ଶ୍ରମିକ ଅଳ୍ପକେ ବର୍ତ୍ତିଯାଇଛନ୍ତିାଏମାନେ ଏଲ୍ ଆଣ୍ଡ ଟି ଠିକାସଂସ୍ଥାରେ କାମକରୁଥିଲେ । ନଜରପୁରସ୍ଥିତ ପିଡିଏସ୍ କିରାସିନି ପମ୍ପ ପଛପଟେ ମୁଖାର୍ଜୀ କ୍ୟାମ୍ପସ୍ ପଡ଼ିଆରେ ଏମାନଙ୍କର କ୍ୟାମ୍ପ କରାଯାଇଥିଲା ।ରାତି ପ୍ରାୟ ସାଢେ ସାତଟା ବେଳେ ନିଆଁ […]

ବନ୍ଦହେଲା ମାତାରିଣୀଙ୍କ ଭୋଗନଡ଼ିଆ ନିଲାମ

ଘଟଗାଁ,୮ା୯(ଏସଏସନିଉଜ) ଘଟଗାଁର ଅଧିଷ୍ଠାତ୍ରୀଦେବୀ ମାତାରିଣୀଙ୍କ ଭୋଗ ନଡ଼ିଆ ନିଲାମ ପ୍ରକ୍ରିୟାକୁ ଆଜି ବାତିଲ କରାଯାଇଛି । ମାନସିକ ନଡ଼ିଆକୁ ମାଙ୍କଠାରେ ଭୋଗଲାଗିବା ପରେ ଗୋଦାମରେ ରହିଥାଏ ।ପରବର୍ତିସମୟରେ ମନ୍ଦିର ପରିଚାଳନାକମିଟି ପକ୍ଷରୁ ଏହାକୁ ନିଲାମ ଡକାଯାଇଥାଏ ।ଏବେ ଗୋଦାମରେ ୧୧ଲକ୍ଷ୨୭ହଜାରନଡ଼ିଆ ମହଜୁଦ ଥିବା ଜଣାପଡ଼ିଛି ।ଗତ ୧ତାରିଖରେ ଦେବୋତ୍ତର କମିସନରଙ୍କ ଆଦେଶ ଅନୁଯାୟୀ ନଡ଼ିଆ ଉଠାଇବା ପାଇଁ ଖୋଲାନିଲାମ ହେବ ବୋଲି ନୋଟିସ୍ କରାଯାଇଥିଲା। ଏଥିପାଇଁ ଆଜି ଦିନ ଧାର୍ଯ୍ୟ ହୋଇଥିଲା। ୪ ଟଙ୍କା ୬୦ ପଇସାରୁ […]

ଜି-୨୦ ସମ୍ମିଳନୀରେ ଝଲସୁଛି ଓଡ଼ିଶାର ଐତିହ୍ୟ

ଭୁବନେଶ୍ୱର,୯ା୯(ଏସଏସନିଉଜ) ଜି-୨୦ ସମ୍ମିଳନୀର ସ୍ୱାଗତ ସ୍ଥଳରେ ଶୋଭାପାଉଛି କୋଣାର୍କ ଚକ୍ରାକୋଣାର୍କ ଚକ୍ରର ପ୍ରଚ୍ଛଦପଟ୍ଟରେ ଅତିଥିଙ୍କୁ ସ୍ୱାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିାସ୍ୱାଗତ ସମୟରେ କୋଣାର୍କଚକ୍ରର ମହତ୍ତ୍ୱ ମଧ୍ୟ ବୁଝାଇଛନ୍ତି ।ଆମେରିକା ରାଷ୍ଟ୍ରପତିଙ୍କୁ କୋଣାର୍କ ଚକ୍ରର ମହତ୍ତ୍ୱ ବୁଝାଇଥିଲେ ମୋଦିା

ନନ୍ଦନକାନନକୁ ଆଇଜଲ୍ ରୁ ଆସିଲା ୫ନୂଆଜନ୍ତୁ

ବାରଙ୍ଗ,୮।୯(ଏସଏସନିଉଜ) ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଶୁକ୍ରବାରରାତିରେ ୫ନୂଆ ଅତିଥିଆସି ପହଁଚିଛନ୍ତି । ମିଜୋରାମର ଆଇଜଲ୍ ଚିଡିଆଖାନାରୁ ଆସିଥିବା ନୁଆ ଅତିଥିମାନଙ୍କ ମଧ୍ୟରେ ରହିଛି କୁକଟି ନାମକ୪ବର୍ଷର ଅଣ୍ଡିରା ହୁଲକ ଗିବନ ଓ ୧୩ବର୍ଷର ସାଲବୀନ ନାମକ ମାଈ ହୁଲକ ଗିବନ,୭ବର୍ଷ ବୟସର ହଳେ ଘୁଷୁରିଲାଞ୍ଜ ମାକାକ,୧୧ବର୍ଷର ଦିୱାଲୀ ନାମକ ମାଈ ହିମାଳୟ କଳାଭାଲୁ । ଏହାର ପ୍ରତିବଦଳ ରେ ନନ୍ଦନକାନନ କର୍ତ୍ତୁପକ୍ଷ ଆଗରୁ ଅର୍ଥାତ ଗତ ମାର୍ଚ୍ଚମାସ ୨୭ତାରିଖରେ ଗୋଟିଏ ୫ବର୍ଷର ଅଣ୍ଡିରା ସାଧାରଣବାଘ […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୯ତାରିଖ ଶନିବାର, ଶ୍ରୀମନ୍ଦିର ରେ ଶ୍ରୀଜୀଉମାନଙ୍କର ବଣଭୋଜିବେଶ, କୋଳିବିକା ଓ ବକାସୁର ଏବଂ ଅଘାସୁରବଧ ପ୍ରସ୍ତାବ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୬/୧୪,ସୂର୍ଯ୍ୟାସ୍ତ- ଘ୫/୫୨/୮,ଭାଦ୍ରବମାସ,କୃଷ୍ଣପକ୍ଷ,ଶୌରିବାସ,ତିଥି- ଦଶମୀ ରାତ୍ରି ଘ୭/୦ମି ପର୍ଯ୍ୟନ୍ତ ତଦନ୍ତେଏକାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତର ଦିଗରେ, ରାତ୍ରି ଘ୭/୦ମି ପରେ ଆଗ୍ନେୟ କୋଣରେ। ଶନିବାର, ବିଷ୍ଟିକରଣ, ବ୍ୟତିପାତଦୋଷ ହେତୁ ଯାତ୍ରା ନିଷେଧ।ଘାତଚନ୍ଦ୍ର– କନ୍ୟାରାଶିର ଘାତଚନ୍ଦ୍ର।ଘାତ ବାର–ବୃଷ, ସିଂହ ଓ କନ୍ୟା ରାଶିରଘାତବାର। ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-କଳମଶାଗ ରାତ୍ରି ଘ୭/୦ମି ପରେ ଶିମ୍ବ […]

ପଦ୍ମକେଶରୀପୁରରୁ ୧୬ଗିରଫ

ଚନ୍ଦ୍ରଶେଖରପୁର,୭ା୯(ଏସଏସନିଉଜ) ମଞ୍ଚେଶ୍ଵରଥାନା ଅଧିନସ୍ଥ ପଦ୍ମକେଶରୀପୁରରେ ପୂର୍ବ ବିବାଦକୁ କେନ୍ଦ୍ର କରି ଉପୁଜିଥିବା ଗଣ୍ଡଗୋଳ ଘଟଣାରେ ପୋଲିସ ଆଜି ଉଭୟପକ୍ଷରୁ ୧୬ଜଣଙ୍କୁଗିରଫ କରି କୋର୍ଟଚାଳଣ କରିଛି ।ଗତ ତା ୦୧.୦୯.୨୦୨୩ ରିଖ ଓ ତା.୦୨.୦୯.୨୦୨୩ ରିଖ ଦିନ ପଦ୍ମକେଶରୀପୁରରେ ଦୁଇଗୋଷ୍ଠି ମଧ୍ୟରେ ବିବାଦ ଦେଖାଦେଇଥିଲା ।ଏଥିରେ ଘରେ ଜୋରଜବରଦସ୍ତ ପଶି ପରିବାର ସଦସ୍ୟଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଗୃହପଯୋଗୀ ଆସବାବପତ୍ର ସବୁକୁ ଫୋପଡାଫିଙ୍ଗା ହୋଇଥିଲା । ଏପରିକି ମହିଳା ସଦସ୍ୟଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ […]

ଅକ୍ଟୋବର ୪ରୁ ଦଶମ ଷାଣ୍ମାସିକପରୀକ୍ଷା

ଭୁବନେଶ୍ୱର,୭ା୯(ଏସଏସନିଉଜ) ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମଶ୍ରେଣୀ ଷାଣ୍ମାସିକପରୀକ୍ଷା ପାଇଁ ସୂଚୀ ଜାରି କରାଯାଇଛି । ଅକ୍ଟୋବର ୪ ତାରିଖରୁ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ଦିନ୧୦ଟାରୁ ୧୨ଟା ୩୦ ପ୍ରଥମ ଓ ସାଢ଼େ୧ଟାରୁ ୪ଟା ୨ୟ ସିଟିଂ ପରିକ୍ଷା କରାଯିବ ।୪ରେ ପ୍ରଥମସିଟିଂରେ ଓଡ଼ିଆ, ଦ୍ୱିତୀୟ ସିଟିଂରେ ଇଂରାଜୀ,୫ରେ ଗଣିତ, ୬ରେ ବିଜ୍ଞାନ, ୭ରେ ସାମାଜିକବିଜ୍ଞାନ , ୭ତାରିଖ ଦ୍ୱିତୀୟସିଟିଂରେ ତୃତୀୟ ଭାଷା ହିନ୍ଦୀ/ସଂସ୍କୃତ ପରୀକ୍ଷା କରାଯିବ ବୋଲି ସୁଚନା […]

ଭୁବନେଶ୍ୱରରୁ ଜବତହେଲା ଚୋରାସୁନା

ଭୁବନେଶ୍ୱର,୭ା୯(ଏସଏସନିଉଜ) ରାଜଧାନୀ ଭୁବନେଶ୍ୱରରୁ ଜବତ ହୋଇଛି ପାଖାପାଖି ଅଢେଇ କିଲୋଗ୍ରାମ ଓଜନର ଚୋରାସୁନାଜଣେ ବ୍ୟକ୍ତିଙ୍କପାଖରୁ ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସ ପ୍ରାୟ ୧୦ତୋଳାସୁନା ଜବତ କରିଛି ।ଜବତହୋଇଥିବା ସୁନା ବିସ୍କୁଟ ଆକାରର ହୋଇଥିବାବେଳେ ବିଦେଶରେ ତିଆରିହୋଇ ଚୋରାରେ ଭୁବନେଶ୍ୱର ଅଣାଯାଇଥିବା ଜଣାପଡିଛିାଏହି ଘଟଣାରେ ଜଣଙ୍କୁ ଗିରଫକରିଛି ଡାଇରେକ୍ଟୋରେଟ ରେଭିନ୍ୟୁ ଇଣ୍ଟେଲିଜେନ୍ସା