Browsing author

SATYA SANDHANA DESK

ଯୁବତୀଙ୍କୁ ଛୁରାମାଡ଼

କଟକ,୧୦ା୯(ଏସଏସନିଉଜ) ଦୋଳମୁଣ୍ଡାଇ ଛକରେ ଯୁବତୀଙ୍କୁ ଛୁରାମାଡ଼ ହୋଇଛି ।ଏକ ପାର୍ଲର ଭିତରେ ପଶି ଛୁରାମାଡ଼ କରିଛି ଯୁବକାପୁରୀଘାଟ ଅଞ୍ଚଳର ଯୁବତୀ ପାର୍ଲରର କର୍ମଚାରୀ ଥିଲୋଛୁରାମାଡ଼ କରି ଯୁବକ ଜଣଙ୍କ ଫେରାର ହୋଇଯାଇଥିବାବେଳେ ଯୁବତୀଙ୍କୁ ଝଉଈରେ ଚିକିସ୍‌।ପାଇଁ କଟକ ବଡଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ତେବେ ଯୁବତୀଙ୍କୁ ଛୁରାମାଡ଼ କାହିଁକିକରାଗଲା ତାହାର କାରଣ ଜଣାପଡ଼ିନାହିଁ ।

ମା,ଝିଅ,ପୁଅ ପିଇଲେ ବିଷ

ବରଗଡ଼,୧୦ା୯(ଏସଏସନିଉଜ) ଗୋଟିଏପରିବାରର ୩ଜଣ ଆତ୍ମହତ୍ୟା ଉଦ୍ୟମକରିଥିବାର ଜଣାପଡିଛି ।ବିଷପିଇ ମା, ଝିଅ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।ସୋହେଲାଥାନା ମାଷ୍ଟରପଡ଼ାରେ ଏହି ଅଭାବନୀୟ ଘଟଣା ଘଟିଛି ।ବାପାଙ୍କ ମୃତ୍ୟୁପରେ ମାନସିକ ଦୁଶ୍ଚିନ୍ତାରେ ଏହି ପରିବାର ରହୁଥିବାର ଜଣାପଡିଛି ।ମା, ଝିଅଙ୍କ ଅବସ୍ଥା ସ୍ଥିରଥିବାବେଳେ ପୁଅକୁ ଚିକିସ୍‌ାପାଇଁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଛି ।

ନିଶାମୁକ୍ତ ଓ ଡିଜେମୁକ୍ତ ହେବ ଭସାଣି

କଟକ,୧୦ା୯(ଏସଏସନିଉଜ)ଆସୁଛି ପାର୍ବଣ ରୁତୁ ।ପ୍ରସିଦ୍ଧ ଦୁର୍ଗାପୁଜାନିମନ୍ତେ ପ୍ରସ୍ତୁତିପର୍ବରେ ଲାଗିପଡିଲେଣି ଭାଇଚାରାର ସହର କଟକ । ଦୁର୍ଗାପୂଜା ଲାଗି କଟକ ମହାନଗର ନିଗମର ଶାନ୍ତି କମିଟି ବୈଠକ ଅନୁଷ୍ଠିତହୋଇଯାଇଛି ।ଚଳିତବର୍ଷର ଭସାଣିକୁ ନିଶା ମୁକ୍ତ ଓ ଡିଜେ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି ।ବୈଠକରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲୋଏହାସହ ସହରର ରାଜନୈତିକ ଦଳର ନେତୃବୃନ୍ଦ ମଧ୍ୟ ଉପସ୍ଥିତ ଥିଲୋଅକ୍ଟୋବର ୨୪ରେ ଦଶମୀ ଓ ୨୫ରେ ଭସାଣି ଉତ୍ସବ ଅନୁଷ୍ଠିତ ହେବାକୁଯାଉଛି ।  

ଦିନଦ୍ଵିପ୍ରହରରେ ବୁଲିଲାଖଣ୍ଡା

ବାଲେଶ୍ଵର,୧୦ା୯(ଏସଏସନିଉଜ)ସୋରଥାନା ଆଇସଫେକ୍ଟ୍ରି ଛକରେ ଥିବା ଦେଶୀ ମଦ କାଉଣ୍ଟର ଆଗରେ ଦିନଦିହିପହରରେ ବୁଲୁଛିଖଣ୍ଡା । ମଦମାଫିଆମାନେ ଗୋଡ଼ାଇଗୋଡ଼ାଇ ଖଣ୍ଡାରେ ଦେଶୀ ମଦ ବେପାରୀଙ୍କୁ ହାଣିଛନ୍ତି ।ଫଳରେ ୨ଜଣ ଗୁରୁତରଆହତ ହୋଇ ଚିକିସ୍‌ାପାଇଁ ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସେଠାରେ ଅବସ୍ଥା ସଙ୍କଟାପର୍ଣହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଖଣ୍ଡାସାହି ଗ୍ରାମର ଗଣେଶ ସିଂ ଦେଶୀ ମଦକାଉଣ୍ଟର ଆଗରେ ଛିଡା ହୋଇଥିବାବେଳେ ପୁରୁଣାବଜାରର ଦୁଇଜଣ ମଦମାଫିଆ ଆସି ଅତର୍କିତ ଭାବେ ମୁଣ୍ଡକୁ ହାଣି ଦେଇଥିଲେ ।ଫଳରେ ଗଣେଶଙ୍କ […]

ନକଲିମଦ ସହ ୫ ଗିରଫ

ନୂଆପଡ଼ା,୧୦ା୯(ଏସଏସନଉିଜ) କୋମନା ୩୫୩ନଂ ଜାତୀୟ ରାଜପଥରେ ଦ୍ରୁତଗତିରେ ଆସୁଥିବା ବିଆର୍ ୪୬ପି-୩୧୮୭ନଂ ବୋଲେରୋକୁ ରୋକି ଯାଂଚ କରି ଅବକାରୀବିଭାଗ ବିପୁଳ ପରିମାଣରେ ନକଲି ମଦ ଜବତ କରିବାସହ ୫ ଜଣକୁ ଗିରଫ କରିଛି ।ସେମାନେହେଲେ ଛତିଶଗଡ଼ ରାୟପୁର ୱାର୍ଡ ନଂ୬୯ର ରାଜେଶ ସିଂ, ଧନ୍ବନ୍ତରୀଜିଲ୍ଲା ବାନିତୋଲା ନହରନାଇ ଛକର ବିନୋଦ ସିଂ , ବିହାରଅରଙ୍ଗପାଦ ଜିଲ୍ଲାର ନବୀନଗର ୱାର୍ଡ ନଂ୧୪ର ବିଦ୍ୟାଞ୍ଚଳ କୁମାର, ଝାଡ଼ଖଣ୍ଡ ପଲାମୋ ଜିଲ୍ଲା ହରିହର ଗଞ୍ଜଥାନା ବହୁରାହା ଗାଁର ପଙ୍କଜ ଯାଦବ ,ନୂଆପଡ଼ା […]

ବିଜେଡି କର୍ମୀଙ୍କୁ ହତ୍ୟା!

ଗଂଜାମ ,୧୦ା୯(ଏସଏସନିଉଜ) ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଶେରଗଡ ନନ୍ଦିନୀସେତୁ ଉପରେ ବିଜେଡି କର୍ମୀ ମଧୁସୂଦନ ବିଷୋୟୀଙ୍କୁ କେହି ମାରି ଫୋପାଡିଦେଇଥିବାର ଅଭିଯୋଗ ହୋଇଛି । ମଧୁ ନିଜର ସହଯୋଗୀ କୁଷ୍ଣ ନାୟକଙ୍କ ସହ ଗତକାଲି କୌଣସିକାମରେ ଶେରଗଡ଼କୁଯାଇ ନିଜ ଗାଁ କୁମାରପାଣିକୁ ବାଇକରେ ଫେରୁଥିବା ବେଳେ ସେତୁ ଉପରେ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଆକ୍ରମଣ ଆକ୍ରମଣ ହୋଇଥିଲା ।ଆକ୍ରମଣକାରୀମାନେ ମଧୁକୁ ସେତୁ ଉପରୁ ତଳକୁ ଫୋପାଡ଼ି ଚାଲି ଯାଇଥିଲେ ।କୈାଶଳକ୍ରମେ କୁଷ୍ଣ ନିଜ ଜୀବନ ବଞ୍ଚାଇବାକୁ ଯାଇ ଘଟଣାସ୍ଥଳରୁ […]

ଆଜି ପୁଣି ଭାରତ-ପାକ ଲଢ଼େଇ

ଭୁବନେଶ୍ୱର,୧୦ା୯(ଏସଏସନିଉଜ) କଲମ୍ବୋରେ ଖେଳାଯିବ ଭାରତ-ପାକ ମ୍ୟାଚାବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା ପ୍ରଥମ ମ୍ୟାଚାଦିନିକିଆ ଏସିଆ କପ୍‌ରେ ଦୁଇ ପ୍ରତିଦ୍ବନ୍ଦ୍ବୀ ୧୪ ଥର ମୁହାଁମୁହିଁ ହେରାଇଥିଲେ ।ଆଜି ବି ମ୍ୟାଚରେ ବର୍ଷା ବାଧକ ସାଜିବାର ଆଶଙ୍କା ରଖାଯାଇଛି । ଯଦି ବର୍ଷା ହେବ ତେବେ ରିଜର୍ଭ ଡେରେ ମ୍ୟାଚ ହେବ ବୋଲି ଜଣାପଡିଛି ।

ଇସ୍ରୋର ଆଉ ଏକ ସଫଳତା

ଭୁବନେଶ୍ୱର,୧୦ା୯(ଏସଏସନିଉଜ)ସୂର୍ଯ୍ୟ ମିଶନ ଆଦିତ୍ୟ L-1କୁ ନେଇ ଇସ୍ରୋକୁ ଆଉ ଏକ ସଫଳତାମିଳିଛି ।ପୃଥିବୀ ଚାରିପଟେ ତୃତୀୟ କକ୍ଷପଥ ଅତିକ୍ରମ କରିଛି ଆଦିତ୍ୟL-1 ରାତି ୨ଟା୩୦ମିନିଟ ସମୟରେ କକ୍ଷପଥ ପରିବର୍ତ୍ତ କରିଛି ।-ଚତୁର୍ଥ କକ୍ଷପଥରେ ପ୍ରବେଶ କଲାମିଶନ ଆଦିତ୍ୟ L-1 ,ଚତୁର୍ଥ କକ୍ଷପଥ ପ୍ରବେଶ ନେଇ ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।ପୃଥିବୀଠୁ ୭୧,୭୬୭ କିମି ଦୂରରେ ବୁଲୁଛି ଆଦିତ୍ୟL-1 ,ଆସନ୍ତା ୧୫ ତାରିଖରେ ବଦଳାଇବ ଚତୁର୍ଥ କକ୍ଷପଥ ବୋଲି କୁହାଯାଇଛି ।

ଆସୁଛି ଆଉଏକ ବଡ଼ବର୍ଷା !

ଭୁବନେଶ୍ୱର,୧୦ା୯(ଏସଏସନିଉଜ) ଆସୁଛି ଆଉ ଏକ ବଡ଼ ବର୍ଷା ।ଏହାକୁନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିକରାଯାଇଛି ।୧୨ ତାରିଖ ବେଳକୁ ଉତ୍ତରପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ତେବେ ଆଜି ପାଗ ମୁଖ୍ୟତଃ ଶୁଖିଲା ରହିବାକୁ ଥିବା ବେଳେ ଆସନ୍ତାକାଲି ପାଇଁ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ୧୨ ତାରିଖରେ କିଛି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା […]

ଗଣେଶପୁଜାପାଇଁ ପ୍ରସ୍ତୁତିବୈଠକ

ଜଟଣୀ,୯ା୯(ଏସଏସନିଉଜ)ଜଟଣୀର ପ୍ରସିଦ୍ଧପର୍ବ ଗଣେଶପୁଜାପାଇଁ ଚଳଚଂଚଳ ହେବାକୁଲାଗିଛି ଜଟଣୀ ।ଏଥିନିମନ୍ତେ ଅଗ୍ରୱାଲା ଧର୍ମଶାଳାଠାରେ ଜଟଣୀପୋଲିସ ପକ୍ଷରୁ ଗଣେଶପୁଜାପାଇଁ ପ୍ରସ୍ତୁତିବୈଠକ ଅନୁଷ୍ଠିତହୋଇଯାଇଛି ।ଏଥିରେ ଭୁବନେଶ୍ୱରଡିସିପିପ୍ରତୀକସିଂ ଯୋଗଦେଇ ଗଣେଶପୁଜାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନକରିବାପାଇଁ କମିଟିର କର୍ମକର୍ତାମାନଙ୍କ ସହ ଆଲୋଚନା କରିଥିଲେ ।ଆଲୋଚନାରେ ।୨୪ଘଂଟିଆପେଟ୍ରୋଲିଂ,ଟ୍ରାଫିକନିୟନ୍ତ୍ରଣ ପାଇଁ ଦୃଷ୍ଟିଦେବାକୁ କମିଟିମାନଙ୍କପକ୍ଷରୁ ଦାବୀ ଉପସ୍ଥାପନା କରାଯାଇଥିଲା ।୧୫ ଓ ୧୬ତାରିଖରେ ଏକକୱାଇଣ୍ଡୋ ସିଷ୍ଟମରେ ପରିମିସନ ପାଇଁ ଜଟଣୀଥାନାରେ ଆବେଦନ କରିବାକୁ କୁହାଯାଇଥିଲା ।ହେବାକୁଥିବା ପୁଜାମଣ୍ଡପ ଓ ତୋରଣପାଇଁ ପୁଜାମଣ୍ଡପକୁ ସେଫଟି ସାଟିଫିକେଟ ଆଣିବାସହ ୨୪ଘଂଟିଆ ଜରୁରୀକାଳିନ […]