Browsing author

SATYA SANDHANA DESK

ଆଜିର ରାଶିଫଳ

୨୦୨୪ମସିହା ଜାନୁଆରୀମାସ ୬ତାରିଖ ଶନିବାର। ସୁର୍ଯ୍ୟୋଦୟ- ଘ୬/୨୬/୫୦,ସୂର୍ଯ୍ୟାସ୍ତ-ଘ୫/୧୭/୫୪, ପୌଷମାସ,କୃଷ୍ଣପକ୍ଷ,ଶୌରିବାସ,ତିଥି- ଦଶମୀ ରାତ୍ରି ଘ୧୨/୪୭ମି ପର୍ଯ୍ୟନ୍ତ ତଦନ୍ତେ ଏକାଦଶୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ରାତ୍ରି ଘ୧୨/୪୭ମି ପରେ ଆଗ୍ନେୟକୋଣରେ। ଶନିବାର, ବିଷ୍ଟିକରଣ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଦ୍ଧ।ଘାତଚନ୍ଦ୍ର–ଘାତଚନ୍ଦ୍ରନାହିଁ।ଘାତବାର–ବୃଷ,ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା-କାଳବେଳା ପ୍ରାତଃ ରୁ ଘ୭/୪୯ ମି ମଧ୍ୟେ, ଘ୩/୫୮ମି ରୁ ସୂର୍ଯ୍ୟାସ୍ତ ଘ୫/୧୮ ମି ପର୍ଯ୍ୟନ୍ତବାରବେଳା ଦିବା ଘ୧/୧୬ମି ରୁ ଘ୨/୩୮ ମି ପର୍ଯ୍ୟନ୍ତ।(କାଳରାତ୍ରି) ସୂର୍ଯ୍ୟାସ୍ତରୁ […]

ଥାନାପାଖରୁ ଟେକିନେଲେ

ମେଣ୍ଢାଶାଳ,୪ା୧(ଏସଏସନିଉଜ)ଗୁରୁବାର ରାତିରେ ଚନ୍ଦକାଥାନାପାଖରୁ ଏକ କାରରେ ଆସି ଜଣେ ଯୁବକକୁ ଅପହରଣ କରିନେଇ ଥିବାର ଜଣାପଡିଛି ।ଅପହରଣର ଶିକାର ହୋଇଥିବା ଯୁବକ ହେଉଛନ୍ତି ଏହିଥାନା ଅଧିନସ୍ଥ ଦାରୁଠେଙ୍ଗଗ୍ରାମର ଆଶିଷ ରଞ୍ଜନ ବେହେରା(୨୨)।ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଅପହରଣ କରାଯାଇଥିବାର ଅନୁମାନ କରାଯାଉଥିବାବେଳେ ସାଙ୍ଗରେ ଥିବା ଆଶିଷଙ୍କ ସାଙ୍ଗ ଅଲ୍ପକେ ବର୍ତିଯାଇଛନ୍ତି ।ଘଟଣାପରେ ସାଙ୍ଗ ଜଣଙ୍କ ଥାନାରେ ଜଣାଇବାପରେ ପୋଲିସ ତଦନ୍ତ ଆରମ୍ଭ କରିବାସହ ଆଶିଷକୁ ପାତ୍ରପଡା ଅଂଚଳରୁ ଉଦ୍ଧାର କରି ଥାନାକୁଆଣି ପଚରାଉଚରା ଆରମ୍ଭ କରିଛି ।ତେବେ ଅପହରଣକାରୀଙ୍କୁ […]

ଆଜିର ରାଶିଫଳ

ଜାନୁଆରୀମାସ ୦୫ତାରିଖ ୨୦୨୪ ମସିହା (ଶୁକ୍ର ବାର)ପୌଷମାସ-କୃଷ୍ଣପକ୍ଷ,ତିଥି- ନବମୀ ରାତ୍ରି ଘ୧୧/୫୩ପର୍ଯ୍ୟନ୍ତ ତଦନ୍ତେ ଦଶମୀ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୭/୧୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୮/୧୯,ନବମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୯/୦୮ ଗତେ ଘ୧୧/୫୦ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୧୪ ମଧ୍ୟେ ଓ ଘ୦୮/୦୨ ଗତେ ଘ ୦୯/୦୭ ମଧ୍ୟେ ଓ ଘ୧୨/ ୫୦ଗତେ ଘ ୦୪/୦୩ ମଧ୍ୟେ,ବିଶୁଦ୍ଧ ମ।ହେନ୍ଦ୍ର ବେଳ।- ନାସ୍ତି,ଲାଉଭକ୍ଷଣ ନିଷେଧ। ମେଷ-ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ […]

କ୍ଷମା ମାଗିଲେ ବିଧାୟକ

ଭୁବନେଶ୍ୱର,୪ା୧(ଏସଏସନିଉଜ) ଏନସିପିରବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ ଗତବୁଧବାର ମହାରାଷ୍ଟ୍ରର ଶିରଡିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି ମନ୍ତବ୍ୟ ଦେଇଥିଲେ ।ମହାରାଷ୍ଟ୍ରର ନେତା ଜିତେନ୍ଦ୍ର ଆହ୍ୱାଡ୍ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ କହିଥିଲେ । ନେତାଙ୍କ ଏଭଳି ମନ୍ତବ୍ୟ ପରେ ମହାରାଷ୍ଟ୍ରରେ ରାଜନୀତି ସରଗରମ ହୋଇଛି।ଏନସିପି (ଶରଦ ପାୱାର ଗୋଷ୍ଠୀ)ର ବିଧାୟକ ଜିତେନ୍ଦ୍ର ଆହ୍ୱାଡ୍ ଗତବୁଧବାର ମହାରାଷ୍ଟ୍ରର ଶିରଡିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ସେ ଭଗବାନ ଶ୍ରୀରାମଙ୍କୁ ମାଂସାହାରୀ ବୋଲି କହିଥିଲେ ।ସେ […]

କଂଗ୍ରେସରେ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ

ଭୁବନେଶ୍ବର,୪।୧(ଏସଏସନିଉଜ) ଭାଇ ମୁଖ୍ୟମନ୍ତ୍ରୀ କିନ୍ତୁ ଭଉଣୀ ଏବେ ବିରୋଧୀ ଶିବିରରେ ଦେଖିବାକୁ ମିଳିଛି ।ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଭଉଣୀ ୱାଇ.ଏସ୍‌. ଶର୍ମିଲା ।ଦୀର୍ଘଦିନର ବିବାଦ ପରେ ଶେଷରେ କଂଗ୍ରେସକୁ ବାଛି ନେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ କଂଗ୍ରେସର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କ ଉପସ୍ଥିତିରେ ଶର୍ମିଲାଙ୍କୁ ଔପଚାରିକ ଭାବେ କଂଗ୍ରେସ ପାର୍ଟିରେ ସାମିଲ କରାଯାଇଛି । ଏହି ଅବସରରେ ତାଙ୍କ ଦଳ ‘ୱାଇଏସ୍‌ଆର୍ ତେଲେଙ୍ଗାନା ପାର୍ଟି’ ମଧ୍ୟ […]

ଆନ୍ଦୋଳନକୁ ଓହ୍ଲାଇବ ରାଜ୍ୟ ଡ୍ରାଇଭରସଂଘ

ଭୁବନେଶ୍ୱର,୪ା୧(ଏସଏସନିଉଜ)କେନ୍ଦ୍ର ସରକାରଙ୍କ ହିଟ ଆଣ୍ଡ ରନକୁ ନେଇ ହୋଇଥିବା ନୂଆ ଆଇନ୍ କୁନେଇ ଆଜିଠାରୁ ଡ୍ରାଇଭର ସଂଘର ସମଗ୍ର ଭାରତରେ ଷ୍ଟିୟରିଂ ଛାଡ ଆନ୍ଦୋଳନ ଡାକରା ଦିଆଯାଇଛି ।ଏଥିରେ ରାଜ୍ୟଡ୍ରାଇଭର ମହାସଂଘ ସାମିଲ ହେବାକୁ ଯାଉଛି । ନୂଆଆଇନ୍ ଅନୁସାରେ ହିଟ୍ ଏଣ୍ଡ ରନ୍ ପାଇଁ ୧୦ ବର୍ଷ ପର‌୍ୟ୍ୟନ୍ତ ଜେଲ ଦଣ୍ଡ ସହ ୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ ଓ ଦୀର୍ଘଦିନ ଧରି ରାଜ୍ୟସରକାରଙ୍କ ନିକଟରେ କରାଯାଇଥିବା ଦାବିକୁ ନେଇ ଓଡିଶାର ସମସ୍ତ ଡ୍ରାଇଭରମାନେ […]

କୁମ୍ଭୀରପାଇଁ ଭିତରକନିକା ବନ୍ଦ

ଭୁବନେଶ୍ୱର,୪ା୧(ଏସଏସନିଉଜ) ଆରମ୍ଭ ହୋଇଛି ଚିଲିକାରେ ପକ୍ଷୀଗଣନା । ସମଗ୍ର ଚିଲିକାର ବାଲୁଗାଁରେ ୬ଟି, ଟାଙ୍ଗିରେ ୮ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଓ ଚିଲିକା ନୂଆପଡ଼ାରେ ଗୋଟିଏ ଟିମ୍ କୁନେଇ ସମୁଦାୟ୨୧ଟିଟିମ୍ ଗଣନାରେ ସାମିଲ ହୋଇଛନ୍ତି । ଏହି ଗଣନାରେ ୧୧୮ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସକାଳ ୬ଟାରୁ ଗଣନା ପ୍ରକ୍ରିୟା ଆରମ୍ଭ ହୋଇ ଦିନ ୧୨ଟା ଯାଏଁ ଚାଲିବ ।ସେହିଭଳିଭାବେ କୁମ୍ଭୀର ଗଣନା ପାଇଁ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀଙ୍କୁ ନେଇ ବିଭିନ୍ନ […]

ବଢିଲା ଚିନ୍ତା

ବାରଙ୍ଗ,୩ା୧(ଏସଏସନିଉଜ)ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ନୂଆ ବର୍ଷରେ ନୂଆଅତିଥି ଆସୁଆସୁ ଦିନକପରେ ଆଖିବୁଜିଛି । କୁଜିହରିଣ ଏନକ୍ଲୋଜରରେ ରହୁଥିବା ଏକ କୁଜିହରିଣ ମଙ୍ଗଳବାର ଦିନ ଗୋଟିଏ ଶାବକକୁ ଜନ୍ମ ଦେଇଥିଲା । ମା ଓ ଛୁଆ ସୁସ୍ଥ ଥିବାବେଳେ ଡ଼ାକ୍ତରଙ୍କ ନଜରବନ୍ଦିରେ ରହିଥିଲା । ହେଲେ ଛୁଆଟି ବୁଧବାର ଦିନ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା । ପଶୁଚିକିତ୍ସକମାନେ ତାର ଚିକିତ୍ସା ଜାରି ରଖିଥିଲେ ବି ତାକୁ ବଞ୍ଚେଇ ପାରିନଥିଲେ। ଶେଷରେ କୁଜିହରିଣ ଶାବକଟି ଆଖିବୁଜିଥିଲା । ସେହିପରି ହାତୀସଫାରୀରେ […]

ମହିଳାଙ୍କୁ ମାଡମାରି ଗିରଫହେଲେ ପଡୋଶୀ

ମେଣ୍ଢାଶାଳ,୩ା୧(ଏସଏସନିଉଜ)ଚନ୍ଦକାଥାନାଅଧିନସ୍ଥ ସିମିଳିପାଟଣା ଗ୍ରାମରେ ପ୍ରାଚୀର ଭଙ୍ଗାକୁନେଇ ଦୁଇପଡୋଶୀଙ୍କ ମଧ୍ୟରେ ହୋଇଥିବା ଗଣ୍ଡୋଗଳ ଘଟଣାରେ  ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଳଣ କରିଛି ।ଗିରଫହୋଇଥିବା ବ୍ୟକ୍ତି ହେଉଛନ୍ତି ସିମିଳିପାଟଣାର କେଦାର ରଣସିଂ । ପ୍ରକାସ ଯେ, କେଦାରରଣସିଂ ଓ ନିରୁପମାରାଉତ ଉଭୟ ପଡୋଶୀ ଅଟନ୍ତି । ଗତ୧୭ତାରିଖରେ କେଦାର ଏକ ଗାଡିନେଇ ମହିଳାଙ୍କ ଘରଆଗରେ ଥିବା ପ୍ରାଚୀରକୁଭାଙ୍ଗିଦେଇଥିଲେ ।ମହିଳାଜଣଙ୍କ ବୁଧବାର ଘରକୁଫେରି କେଦାରଙ୍କ ପାଖକୁଯାଇ ପ୍ରାଚୀରଭାଙ୍ଗିବାନେଇ ପଚାରିଥିଲେ । ଏଥିରେ କେଦାର ରାଗିଯାଇ ମହିଳାଙ୍କୁ ଗୋଟିଏ ଠେଙ୍ଗାରେ ଆକ୍ରମଣକରି […]

ପୁଲିସ ପଞ୍ଝାରେ ପାହାଡ଼ିଗ୍ୟାଙ୍ଗ

ଭୁବନେଶ୍ବର,୪ା୧(ଏସଏସନିଉଜ) ରାଜଧାନୀରେ ଆତଙ୍କ ଖେଳାଇଥିବା ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରୁ ଆସିଥିବା ତିନିପାହାଡ଼ି ଗ୍ୟାଙ୍ଗକୁ କ୍ୟାପିଟାଲ୍ ଥାନା ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି ।ସେମାନେ ହେଲେ ଝାଡ଼ଖଣ୍ଡ ତିନିପାହାଡ଼ ଅଞ୍ଚଳର ‌ଶେର୍‌ଶାହା କୁମାର ମାହାତୋ, ଭୁଲୁ କୁମାର ନୁଣିଆ.ରାହୁଲ ନୁଣିଆ, ଛୋଟୁ ରାୟ,ଛୋଟେଲାଲ୍ ମାହାତୋ.ପଶ୍ଚିମବଙ୍ଗ ବର୍ଦ୍ଧମାନ ,ଅଞ୍ଚଳର ସୋନୁ ନୁଣିଆ.ସୁବାସ ନୁଣିଆ, ଓ ସୋନୁ.କୁମାର ନୁଣିଆା ପୁଲିସ ସେମାନଙ୍କଠାରୁ ନଗଦ ୧.୩ଲକ୍ଷ ଟଙ୍କା, ୨୨ଟି ମୋବାଇଲ୍ ଫୋନ, ୨୨ଟି ସିମ୍ କାର୍ଡ ଓ ଅନେକ ଗୁରୁତ୍ବପୂର୍ଣ୍ଣ ଜିନିଷ […]