ଆମ୍ବୁଲାନ୍ସରୁ ତେଲ ସରିବାରୁ ରୋଗୀ ମୃତ !
କଟକ,୧୬।୫(ଏସଏସନିଉଜ)ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଆସିଛି।କଟକରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଅଧା ବାଟରେ ସରିଗଲା ତେଲ।କାଠଯୋଡ଼ି ନଦୀ ବ୍ରିଜଉପରେ ହଠାତ୍ ପେଟ୍ରୋଲ ଶେଷ ହୋଇଯାଇଥିଲା।କିଛି ସମୟ ପରେ ରୋଗୀର ମୃତ୍ୟୁ ହୋଇଥିବା ପରିବାରର ପକ୍ଷରୁ ଅଭିଯୋଗ କରାଯାଇଥିଲା।କେନ୍ଦ୍ରାପଡ଼ାର ଯୁବକ ବିଷପିଇ ଗୁରୁତର ହେବାରୁ କଟକ ଅଣାଯାଇଥିଲା।କଟକ ଏସ୍ସିବିରୁ ଭୁବନେଶ୍ବର ସ୍ଥାନାନ୍ତର ବେଳେ ଗତକାଲି ଏହି ଅଘଟଣର ସୂଚନା ମିଳିଥିଲା।କିନ୍ତୁ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ଅଭିଯୋଗ ଘଟଣାର ନୁଆ ମୋଡ ଆଜି ଆସିଛି।ତେଲ […]