Browsing author

SATYA SANDHANA DESK

ବଢୁଛି ସଂକ୍ରମଣ , ସତର୍କକଲେ ବିଶେଷଜ୍ଞ !

ଭୁବନେଶ୍ୱର,୨୪।୩(ଏସଏସ ନିଉଜ)ସଂକ୍ରମଣ ବଢୁଥିବାରୁ ବିଶେଷଜ୍ଞ ଡ଼ାକ୍ତର ନରେଶ୍ ତ୍ରେହାନଙ୍କ ପରାମର୍ଶ। ସନ୍ଦେହ ପ୍ରକାଶ ହେଲେ ନମୂନା ପରୀକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଦିନକରେ ୧୭କୋଭିଡ୍‌ ଆକ୍ରାନ୍ତ ହୋଇଛନ୍ତି।ରାଜ୍ୟରେ ୨୪ ଘଣ୍ଟାରେ ୧୭ନୂଆକୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକନିରଞ୍ଜନମିଶ୍ର।୧୩୪ ଦିନ ଭିତରେ ଏହା ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ବର୍ତ୍ତମାନ ୭୩ ଆକ୍ରାନ୍ତ ଥିବାବେଳେ ଜଣେ ହସ୍ପିଟାଲ ରେ ଚିକିତ୍ସାଧୀନ ଅଛନ୍ତି।ଗତ ୨୪ଘଣ୍ଟାରେ ୫୬୪୭ସାମ୍ପଲ୍‌ ଟେଷ୍ଟ ହୋଇଛି।ଟେଷ୍ଟିଂ ବଢ଼ିଥିବାରୁ ଅଧିକ ଚିହ୍ନଟ ହୋଇଥିବାବେଳେ ଭୟଭୀତ ନହେବାକୁ […]

ଗାଡ଼ିଧକ୍କାରେ ୧ମୃତ, ୨ଗୁରୁତର

ପାଟଣାଗଡ଼,୨୪।୩(ଏସଏସ ନିଉଜ) ଅଜଣା ଗାଡ଼ି ଧକ୍କାରେ ଜଣେ ମୃତୁବରଣ କରିଥିବା ବେଳେ ଆଉ ୨ଜଣ ଗୁରୁତର ହୋଇଛନ୍ତି। ଧୁମଭଟା ଦେଓଗାଁ ନିକଟରେ ବାଇକ୍‌ରେ ଫେରିବା ବେଳେ ଦୁର୍ଘଟଣା ଘଟିଛି। ୩ ଜଣ ଷୋହଳ ପ୍ରହରୀ ଦେଖିଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ବୁର୍ଲା ଓ ବଲାଙ୍ଗିର ଭୀମଭୋଇ ମେଡିକାଲ ସ୍ଥାନାନ୍ତର କରାଯାଇଛି।

୧୪ଫୁଟର ଅହିରାଜ

ଦଶପଲ୍ଲା,୧୪।୩(ଏସଏସ ନିଉଜ)ଘରେ ଶୋଇଥିଲା ୧୪ ଫୁଟର ଅହିରାଜ ପସିଯାଇ ଥିଲା।ଦଶପଲ୍ଲା ନିକଟ ସିମିଳିସାହି ଗ୍ରାମପଞ୍ଚାୟତ କଇଁମଗ୍ରାମରୁ ଉଦ୍ଧାର ହୋଇଛି ୧୪ଫୁଟ୍ ଲମ୍ବର ଅହିରାଜ ସାପ।

ଖରସ୍ରୋତାରୁ ମିଳିଲା ମୃତଦେହ

ଯାଜପୁର,୨୪।୩(ଏସ ଏସ ନିଉଜ)ଖରସ୍ରୋତାକୁ ଡେଇଁଥିବା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।NH-୧୬ ସାହାପୁର ବ୍ରିଜ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଭାସମାନ ଅବସ୍ଥାରେ ଦେଖି ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। କାଲି ସାହାପୁର ବ୍ରିଜ ନିକଟରୁ ଖରସ୍ରୋତାକୁ ଡେଇଁ ପଡ଼ିଥିଲେ।

ଜଙ୍ଗଲରେ ପଡିଛି ଯୁବକଯୁବତୀଙ୍କ ମୃତଦେହ

ମାଲକାନଗିରି,୨୪।୩(ଏସଏସ ନିଉଜ) ତମସା ଜଙ୍ଗଲରୁ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ୩ଦିନତଳୁ ଉଭୟ ନିଖୋଜ ଥିଲେ ।ବିଷପିଇ ଆତ୍ମହତ୍ୟା କରିଥିବାର ଅନୁମାନ କରାଯାଉଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମାଲକାନଗିରି ପୋଲିସର ତଦନ୍ତ ଆରମ୍ଭ କରିଛି।

ଆଜିର ରାଶିଫଳ

ଆଜି ୨୦୨୩ ମସିହା ମାର୍ଚ୍ଚ ତା ୨୪ ତାରିଖ ଶୁକ୍ରବାର ମୀନ ୧୦ ଦିନ ଚୈତ୍ର ମାସ ଶୁକ୍ଳପକ୍ଷ ତୃତୀୟା ତିଥି ,ଅଶ୍ବିନୀ ନକ୍ଷତ୍ର ମେଷ ଚନ୍ଦ୍ର ,ଆଜିର ଘାତବାର- ବିଛା, ଧନୁ ଓ ମୀନରାଶିର , ଘାତଚନ୍ଦ୍ର- ମେଷରାଶିର ,ଆଜିର ନିଷେଧଖାଦ୍ୟ- ପୋଟଳ ,ଆଜି ମହାପ୍ରଭୁଙ୍କ ମତ୍ସ୍ୟଅବତାର ଜୟନ୍ତୀ। ମେଷ-ମାନସିକ ଅସ୍ଥିରତା ଲାଗି ରହିବ । ସନ୍ତାନ ସନ୍ତତି ମାନଙ୍କ କାର୍ଯ୍ୟକଳାପ ପାଇଁ ଚିନ୍ତିତ ହେବେ।ଗୃହାରମ୍ଭ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ମହିଳାମାନେ […]

ବିନା ସୂଚନାଫଳକରେ ଚାଲିଛି ବାବୁଙ୍କ କାମ

ବାରଙ୍ଗ,୨୩ା୩(ଏସଏସନିଉଜ) ଭୁବନେଶ୍ବର ଗ୍ରାମ୍ୟଉନ୍ନୟନ ବିଭାଗବାବୁମାନଙ୍କର ବିଚିତ୍ରନୀତି ।କହିବାକୁ କାହାର ବା ସାହସ ଅଛି ।ବାବୁ ସେହି ପାୱାର ନେଇ ଆସିଛନ୍ତି ।ସେଇଥିପାଇଁ ତ ମନମୁଖି କାମ କରିଚାଲିଛନ୍ତି ।ବାବୁଙ୍କର ଲୋକହିତକର କାର୍ଯ୍ୟକୁନେଇ ଏବେ ଚର୍ଚ୍ଚା ଯୋରଧରିଛି । ରାଜଧାନୀ ଉପକଣ୍ଠ ଦାଢାପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଟଣା କଲେଜଛକଠାରୁ ଦାଢା ଭୋଇସାହି ରାସ୍ତାକୁ ବିନା ସୂଚନାଫଳକରେ ଉନ୍ନତିକରଣ କରାଯାଉଥିବା ଅଭିଯୋଗ ହେଉଛି।ସରକାରୀ ଅନୁଦାନରେ ଆରମ୍ଭ ହେଉଥିବା କାର୍ଯ୍ୟର ସ୍ବଛ୍ଛତା ସହ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସମସ୍ତ ତଥ୍ୟ ସୂଚନା ଫଳକରେ […]

ନନ୍ଦନକାନନକୁ ଆସିଲା ଡିଷ୍ଟାନ୍ସଟେମ୍ପରିଚର ମସେନ

ବାରଙ୍ଗ,୨୩ା୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନକୁ ବୁଧବରଦିନ ଡିଷ୍ଟାନ୍ସଟେମ୍ପରିଚର ମେସିନ ଆସିଛି ।ଉନ୍ନତମାନର ଜ୍ଞାନକୈାଶଳରେ ନିର୍ମିତ ଏହି ମେସିନକୁ ନନ୍ଦନକାନନ କର୍ତୁପକ୍ଷ ୧୧ଲକ୍ଷ ଟଙ୍କାର ବ୍ୟୟବରାଦରେ କିଣିଛନ୍ତି ।ଏହି ମେସିନ ସାହାର୍ଯ୍ୟରେ ୨୦୦ମିଟର ଦୁରତାରୁ ପଶୁପକ୍ଷୀମାନଙ୍କ ଶରୀରର ତାପାମାତ୍ରାକୁ ମାପିବାର କ୍ଷମତା ରହିଛି ।ଯଦିଓ ଏହିଭଳି ଏକ ମେସିନ ନନ୍ଦନକାନନରେ ରହିଥିଲା ।ସେହି ପୁରୁଣା ତାପମାତ୍ରାମେସିନରେ ଏକ ଲେଜରଲାଇଟ ପଡିଲେ ହିଁ ତାପାମାତ୍ରାଜଣାପଡିଥାଏ ।କିନ୍ତୁ ନୁଆକରି ଆସିଥିବା ଏହି ମେସିନରେ ପଶୁପକ୍ଷୀମାନଙ୍କର ଫଟୋ ଉଠିବା କ୍ଷଣି ତାଙ୍କ ଶରୀରର ତାପମାତ୍ରା ରେକର୍ଡ […]

ଏଟିଏମର ଟଙ୍କାବାକ୍ସ ଖୋଲା

ବାରଙ୍ଗ,୨୩ା୩(ଏସଏସନିଉଜ)ପର୍ଯ୍ୟଟକମାନଙ୍କ ସୁବିଧା ପାଇଁ ନନ୍ଦନକାନନ ଗେଟ ପାଖରେ ଦୁଇଟି ଏଟିଏମ କରାଯାଇଛି ।ସେଥିମଧ୍ୟରୁ ପଞାବନ୍ୟାସନାଲ ବ୍ୟାଙ୍କର ଏଟିଏମ କାଉଂଟରରେ ଟଙ୍କା ଗଛିତରଖିବାପାଇଁ ଉଦ୍ଧିଷ୍ଟ ବାକ୍ସଟି ଖୋଲାରହିଥିବାର ଗୁରୁବାର ଦିବ ଦିହିପହର ସମୟରେ ଜଣାପଡିଥିଲା ।କିଛି ପର୍ଯ୍ୟଟକ ଉକ୍ତ ଏଟିଏମକୁ ଟଙ୍କା ଉଠାଇବାକୁ ଯାଇଥିବାବେଳେ ଏଟିଏମରେ ଥିବା ଟଙ୍କା ରହିଥିବା ବାକ୍ସଟି ଖୋଲାରହିବା ସହ ଟଙ୍କା ଦେଖାଯାଉଥିଲା ।ଏଟିଏମରୁ ଚୋରୀ ହୋଇଥିବାର ସମ୍ଭାବନା କରି ପର୍ଯ୍ୟଟକମାନେ ଟଙ୍କା ନଉଠାଇ ପଳାଇଆସିଥିଲେ । ଧିରେଧିରେ ଏହି ଖବର ପ୍ରଘଟ ହୋଇ […]

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମମତା ବାନାର୍ଜୀ

ଭୁଵନେଶ୍ବର ,୨୩ା୩(ଏସଏସନିଉଜ) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାବାନାର୍ଜୀ ଆଜି ଅପରାହ୍ନରେ ନବୀନନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।ମୁଖ୍ୟମନ୍ତ୍ରୀ ତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ଦେଇ ସ୍ବାଗତ କରିବାସହିତ ତିନିରଥର କାଠତିଆରି ପ୍ରତିକୃତି ଉପହାର ଆକାରରେ ପ୍ରଦାନ କରିଥଲେ। ମୁଖ୍ୟମନ୍ତ୍ରୀ ଏହାସହିତ ରୂପାତାରକସିର କାରୁକାର‌୍ୟ୍ୟ ଓ ଛେନାପୋଡ଼ ମଧ୍ୟ ଉପହାର ଦେଇଥିଲେ।ଏହି ଅବସରରେ ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ସଦିଚ୍ଛା ସ୍ଵରୂପ ମୁଖ୍ୟମନ୍ତ୍ରୀ ପୁରୀରେ ଅତିଥି ଭବନ ନିର୍ମାଣ ପାଇଁ ଓଡିଶା ବାସୀଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇଏକର ଜମି […]