Browsing author

SATYA SANDHANA DESK

ଆଜିର ରାଶିଫଳ

୨୦୨୩ମସିହା ମାର୍ଚ୍ଚମାସ ୨୬ ତାରିଖ ରବିବାର ,ଚୈତ୍ରମାସ-ଶୁକ୍ଳପକ୍ଷ ,ତିଥି-ପଞ୍ଚମୀ ଦି୪/୧୪ ଗତେ ଷଷ୍ଠୀ ,ସୁର୍ୟୋଦୟ-ପ୍ରାତଃ ଘ୦୫/୪୯/୪୩ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/୩୩ ,ବିଛାରାଶିର ଘାତଚନ୍ଦ୍ର ,ମେଷରାଶିର ଘାତବାର ,ପଞ୍ଚମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ଅମୃତ ବେଳା- ଘ୬/୩୬ ଗତେ ଘ୯/୪୭ ମଧ୍ୟେ , ରାତ୍ରି ଘ୭/୩୨ ଗତେ ଘ୯/୮ ମଧ୍ୟେ ,ରାତ୍ରି ଘ୧୨/୧୯ ଗତେ ଘ୧/୫୫ ମଧ୍ୟେ , ରାତ୍ରି ଘ୨/୪୩ ଗତେ ଘ୪/୧୯ ମଧ୍ୟେ ,ମାହେନ୍ଦ୍ର ବେଳା- ଘ୬/୩୬ ମଧ୍ୟେ , ଦି ଘ୧/୦ ଗତେ […]

ଆଜିର ରାଶିଫଳ

୨୦୨୩ମସିହା ମାର୍ଚ୍ଚମାସ ୨୫ତାରିଖ ଶୁକ୍ରବାର ,ଚୈତ୍ରମାସ-କୃଷ୍ଣପକ୍ଷ ,ତିଥି-ଚତୁର୍ଥୀ ଦି୪/୧୨ ଗତେ ପଞ୍ଚମୀ ,ସୁର୍ୟୋଦୟ-ପ୍ରାତଃଘ୦୫/୫୦/୪୨ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୫/୫୫/୨୪ ,ମେଷରାଶିର ଘାତଚନ୍ଦ୍ର ,ବୃଷ, ସିଂହ, କନ୍ୟାରାଶିର ଘାତବାର ,ଚତୁର୍ଥୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ଅମୃତ ବେଳା- ଘ୯/୪୯ ଗତେ ଘ୧/୧ ମଧ୍ୟେ , ରାତ୍ରି ଘ୮/୧୯ ଗତେ ଘ୧୦/୪୩ ମଧ୍ୟେ ,ରାତ୍ରି ଘ୧୨/୧୯ ଗତେ ଘ୧/୫୫ ମଧ୍ୟେ , ରାତ୍ରି ଘ୨/୪୩ ଗତେ ଘ୪/୧୯ ମଧ୍ୟେ ,ମାହେନ୍ଦ୍ରବେଳା-ନାସ୍ତି ,ମୂଳା ଦି୪/୧୨ ଗତେ ନଡ଼ିଆ ଭକ୍ଷଣ ନିଷେଧ  ମେଷ-ଚାକିରିକ୍ଷେତ୍ରରେ ଶୃଙ୍ଖଳା ଦେଖାଦେବ। […]

ଅଣ୍ଡାକାଢିବାବେଳେ ଚାଲିଗଲା ଧଳାମୟୁର ଜୀବନ

ବାରଙ୍ଗ,୨୪ା୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଗୁରୁବାରଦିନ ଏକ କୋକିଶିଆଳି ମୃତ୍ୟୁବରଣ କରିଥିବାବେଳେ ଶୁକ୍ରବାରଦିନ ଏକ ଧଳାମୟୁର ମୃତ୍ୟୁବରଣ କରିଛି ।ପ୍ରାୟ୫ବର୍ଷର ଏହି ଧଳାମୟୁରଟି ଗତଦୁଇଦିନ ହେବ ଅସୁସ୍ଥ ହେବା ସହ ଛୋଟେଇଛୋଟେଇ ଚାଲୁଥିଲା ।ସେରହୁଥିବା ପକ୍ଷୀଶାଳାର ୬୭ନଂଏନକ୍ଲାଜେରରେ ଇଞେକସନ ଦିଆଯାଇ ଚିକିସ୍‌ାଆରମ୍ଭ କରିଯାଇଥିଲେ ମଧ୍ୟ ସୁସ୍ଥ ହୋଇନଥିଲା ।ସ୍‌ାବସ୍ଥ୍ୟରେ ପରିବର୍ତନ ନହେବାରୁ ଶୁକ୍ରବାର ଅପରାହ୍ନ୩ଟାରେ ତାକୁ ନିଶାଇଞେକସନ ଦିଆଯାଇ ଡାକ୍ତରଖାନାକୁ ଅଣାଯାଇଥିଲା ।ସେଠାରେ ତାର ଚିକିସ୍‌ା ଆରମ୍ଭ ସହ ଛୋଟେଇବାର ପକୃତ କାରଣ ଜଣାପଡିବା ପରେ ତାପେଟରେ ଥିବା ଅଣ୍ଡାକୁ […]

ହୁଡିଂ ଉପରେ ମହୁମାଛି ଆକ୍ରମଣ,ଜଣେ ମୃତ

ବାରଙ୍ଗ,୨୪।୩(ଏସଏସନିଉଜ) ବାରଙ୍ଗଥାନା ଅନ୍ତର୍ଗତ ବଙ୍ଗାଳି ସାହି ଛକରେ ଥିବା ୫୦ ପୁଟର ହୋଡିଂ ଉପରେ ଚଢ଼ି କାମ କରିବାବେଳେ ମହୁମାଛି ଆକ୍ରମଣରେ ହୋଡିଂ ଉପରୁ ଖସିପଡ଼ି ଜଣେ ଯୁବକ ମୃତୁବରଣ କରିଥିବାବେଳେ ଅନ୍ୟ ଜଣେ ସାମାନ୍ୟ ଆହତ ହୋଇଛନ୍ତି । ପ୍ରକାଶଯେ, ଗୁରୁବାର ବିଳମ୍ବିତ ରାତିରେ ଏକ ଆଡ଼ ଭାଇଟାଇଜ ମେଣ୍ଟ କମ୍ପାନୀ ଅଧୀନରେ କାମ କରୁଥିବା ଦୁଇଜଣ ଯୁବକ ବଙ୍ଗାଳିସାହି ଛକରେ ଥିବା ୫୦ ଫୁଟ ଉଚର ହୋଡିଂଉପରେ ଚଢ଼ି କାମ କରୁଥିଲେ।ଏହିସମୟରେ ହୁଡିଂ ଉପରେ […]

ନଳକୂପରୁ ବାହାରୁଛି ସୁନାଗୁଣ୍ଡ

ବଲାଙ୍ଗିର,୨୪ା୩(ଏସଏସନିଉଜ) ଖପ୍ରାଖୋଲ ହରିଶଙ୍କର ନିକଟ ନେନ୍ଦୁପଲଗାଁର ଗଭୀର ନଳକୂପରୁ ସୁନାଗୁଣ୍ଡ ବାହାରୁଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଘଟଣାସଂପର୍କରେ ପ୍ରଚାର ହେବାରୁ ଗାଁରେ ପହଞ୍ଚିଛି ସ୍ଥାନୀୟପ୍ରଶାସନା ଖପ୍ରାଖୋଲତହସିଲଦାର ଓ ବିଡିଓପହଞ୍ଚି ନମୂନା ସଂଗ୍ରହ କରିବାସହ, ନମୂନାକୁ ପରୀକ୍ଷା ପାଇଁ ପଠାଯାଇଥିବାର ଜଣାପଡିଛି ।

ତରବରଭାବେ ନିଷ୍ପତ୍ତି ଅଯୌକ୍ତିକ

ଭୁବନେଶ୍ୱର,୨୪ା୩(ଏସଏସନିଉଜ)ରାହୁଲଗାନ୍ଧିଙ୍କ ପଦ ରଦ୍ଦ ପ୍ରସଙ୍ଗରେ ଈଔଚ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି ।ସେକହିଛନ୍ତି ଯେ, ତରବରଭାବେ ନିଷ୍ପତ୍ତି ନିଆଯିବାଉକ୍ତି ଅଯୌକ୍ତିକା ସୁପ୍ରିମକୋର୍ଟ ସ୍ପଷ୍ଟଭାବେ କହିଛନ୍ତିଯେ ଦୋଷୀସାବ୍ୟସ୍ତ ହେଲେ ପଦ ଯିବ ।ଅନ୍ୟପଟେ ଏପ୍ରିଲରେ ୱାୟନାଡ଼ ଉପନିର୍ବାଚନ ତାରିଖ ଘୋଷଣା ସମ୍ଭାବନାରହିଛି ।କେରଳ ୱାୟନାଡ଼ରୁ ଲୋକସଭା ସାଂସଦଥିଲେ ରାହୁଲାରାହୁଲଗାନ୍ଧିଙ୍କ ସାଂସଦପଦ ରଦ୍ଦପରେ ଉପନିର୍ବାଚନ ସମ୍ଭାବନା ଦେଖାଦେଇଛି ।ଏହାର ପ୍ରତିବାଦରେ କୋର୍ଟକୁଯିବେରାହୁଲ ବୋଲି ଜଣାପଡିଛି ।  

ଶିଖରଚଣ୍ଡୀ ପାହଡରେ ୩ଟିକିଆ ହାତୀ

ବାରଙ୍ଗ,୨୪ା୩(ଏସଏସନିଉଜ) ରାଜଧାନୀ ଉପକଣ୍ଠରେ ଥିବ ଅନ୍ୟଏକ ଆକର୍ଷଣୀୟ ଦର୍ଶନୀୟ ସ୍ଥାନ ଶିଖରଚଣ୍ଡୀପାହାଡରେ ଜଙ୍ଗଲିହାତୀର ଆତଙ୍କ ଦେଖିବାକୁ ମିଳିଛି ।ଦ୍ୱିତୀୟଥରପାଇଁ ଜଙ୍ଗଲିହାତୀଙ୍କ ଦୈାରାତ୍ମ୍ୟ ଏଠାରେ ଦେଖିବାକୁ ମିଳିଛି । ଶୁକ୍ରବାର ସକାଳେ ପାହଡରେ ୩ଟିକିଆ ହାତୀପଲ୍ଲ ଥିବାର ଜଣାପଡିବାପରେ ଅଂଚଳରେ ଆତଙ୍କ ଖେଳିଯାଇଥିଲା ।ଆଜି ଦିନତମାମ ତିନଟିକିଆହାତୀପଲ୍ଲ ପାହଡଉପରେ ବେଶ ଦୈାରତ୍ମ୍ୟ କରିଥିଲେ ।ବହୁ ଔଷଧିୟ ବୃକ୍ଷକୁ ଭାଙ୍ଗିରୁଜିଦେଇଥିଲେ । ପାହଡ ପାଦଦେଶରେ ଦାରୁଠେଙ୍ଗ, ପଥରଗାଡିଆ,କିଟ୍‌,ପଟିଆ ଆଦି ଜନବସତିମାନ ଥିବାରୁ ସମସ୍ତଙ୍କ ମନରେ ହାତୀକୁ ନେଇ ଭୟ ସୃଷ୍ଟି […]

ଆକାଶରେ ଚନ୍ଦ୍ର ତଳେ ଶୋଭାପାଉଛି ତାରା

ଭୁବନେଶ୍ୱର,୨୪ା୩(ଏସଏସନିଉଜ) ଆଜିସନ୍ଧ୍ୟାରେ ଆକାଶରେ ଚନ୍ଦ୍ର ଏବଂ ତାରାର ଏକ ମହାମିଳନ ଦେଖିବାକୁ ମିଳିଛି । ଅର୍ଦ୍ଧଚନ୍ଦ୍ର ତଳେ ଏକ ତାରା ଦୃଶ୍ୟମାନ ହୋଇଛି । ଯାହା ଲୋକଙ୍କୁ ଖୁବ ଆଶ୍ଚର‌୍ୟ୍ୟ କରି ଦେଇଛି । ଏହାକୁ ଲୋକମାନେ ମହାଜାଗତିକ ଦୃଶ୍ୟ ବୋଲି ମଧ୍ୟ କହିଛନ୍ତି । ଯାହାଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନଦୀକୁ ଡେଇଁଲେ ମହିଳା

ଯାଜପୁର,୨୪।୩(ଏସଏସ ନିଉଜ) ପାଣିକୋଇଲିଥାନା ୧୬ ନମ୍ବର ଜାତୀୟ ରାଜପଥର ସାହାପୁରବ୍ରିଜ ଉପରୁ ଖରସ୍ରୋତା ନଦୀକୁ ଡେଇଁ ମସୁଦପୁର ଅଞ୍ଚଳର ଆଦିବାସୀ ମହିଳା କୁନିମୁଣ୍ଡା ନିଖୋଜ ହୋଇଥିବା ଜଣାପଡିଛି । ଶୌଚ ହେବାକୁ ଆସି ଏମିତି କରିଛନ୍ତି ମହିଳା ଜଣଙ୍କ । ତେବେ କଣ ପାଇଁ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ତାହା ଏବେବି ଜଣାପଡିନି ।ଖବରପାଇ ପାଣିକୋଇଲି ପୋଲିସ ଓ ବରୀ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି ।

ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ

କେନ୍ଦୁଝର,୨୪।୩(ଏସଏସ ନିଉଜ)ଶିକ୍ଷକଙ୍କ ମନମୁଖି କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ କରିଛନ୍ତି । ହରିଚନ୍ଦନପୁର ବ୍ଲକ୍ ଚକ୍ରଧରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନେଠିକ୍ ସମୟରେ ଆସୁନାହାନ୍ତି । ଅନେକ ସମୟରେ ପ୍ରଧାନ ଶିକ୍ଷକ କାହାରିକୁ କିଛି ନଜଣାଇ ଛୁଟିରେ ରହିଯାଉଛନ୍ତି ।ଯାହାଫଳରେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି ବୋଲି ଅଭିଯୋଗ ହୋଇଛି।