ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର
ଭଦ୍ରକ ,୨୨ା୩(ଏସଏସନିଉଜ)ମଲ୍କୁ ସପିଙ୍ଗ ପାଇଁ ଯାଇଥିବାବେଳେ ହଠାତ ଲାଗିଯାଇଥଲା ନିଆଁ । ସୈାଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗାଡିରେରେ ଥିବା ଡ୍ରାଇଭର । ସୂଚନାଯୋଗ୍ୟ ଯେ ଭଦ୍ରକ ସହରର ବାଇପାସ ନିକଟରେ ଏମିତି ଘଟଣା ଘଟିଥିବାର ଦେଖିବାକୁ ମିଳିଛି ।
Browsing author
ଭଦ୍ରକ ,୨୨ା୩(ଏସଏସନିଉଜ)ମଲ୍କୁ ସପିଙ୍ଗ ପାଇଁ ଯାଇଥିବାବେଳେ ହଠାତ ଲାଗିଯାଇଥଲା ନିଆଁ । ସୈାଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ଗାଡିରେରେ ଥିବା ଡ୍ରାଇଭର । ସୂଚନାଯୋଗ୍ୟ ଯେ ଭଦ୍ରକ ସହରର ବାଇପାସ ନିକଟରେ ଏମିତି ଘଟଣା ଘଟିଥିବାର ଦେଖିବାକୁ ମିଳିଛି ।
ଭୁବନେଶ୍ୱର,୨୨ା୩(ଏସଏସନିଉଜ)ମୁଖ୍ୟ ଶାସନସଚିବ ପ୍ରଦୀପଜେନାଙ୍କୁ ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି ।SJTMର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟକରିବେ ।SJTM ପୁରୀମନ୍ଦିରର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିବୋ ପୁରୀମନ୍ଦିରର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଥିବାର ସାଧାରଣପ୍ରଶାସନ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଭୁବନେଶ୍ୱର,୨୨ା୩(ଏସଏସନିଉଜ)ରାଜ୍ୟରେ ୧୧ହଜାର ୭୧୦ଟି ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇନି ।ମୋହନମାଝୀଙ୍କ ପ୍ରଶ୍ନରେ ଗଣଶିକ୍ଷାମନ୍ତ୍ରୀ ସମୀରଦାଶ ଏହିଭଳି ଉତର ଦେଇଥିଲେ ।୨୧ହଜାର୦୬୫ ସ୍କୁଲରେ ଖେଳପଡ଼ିଆ ନାହିଁ’ ।୪୧ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ ।୬ ହଜାର ୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସ ରୁମ୍ ନାହିାଁ୬୦୧୧ସ୍କୁଲରେ ଛାତ୍ରଅନୁପାତରେ ଶିକ୍ଷକ ନାହାନ୍ତି ।୨୦୨୧-୨୨ରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟହାର ୨୭.୨୬ା ଅନ୍ୟପଟେ ରାଜ୍ୟରେ ମୋଟ ୫୩ହଜାର ଶିକ୍ଷକ ନିଯୁକ୍ତି ହେବେ । ସେଥିମଧ୍ୟରୁ ୨୦୨୬ଜଣଙ୍କ ନିଯୁକ୍ତିପ୍ରକ୍ରିୟା ଆରମ୍ଭ ହୋଇଥିବାନେଇ ଗୃହରେ ବିଦ୍ୟାଳୟ ଓ […]
ଭୁବନେଶ୍ୱର,୨୨ା୩(ଏସଏସନିଉଜ)ଡିଜେଆଜେକ୍ସ ମୃତ୍ୟୁରେ ଟୁଇଷ୍ଟ,ଆସିଲା ରୋଚକତଥ୍ୟ। ମୃତ୍ୟୁପଛରେ ବ୍ରେକଅପକାରଣ ଥାଇପାରେବୋଲି ବଢ଼ିଲାସନ୍ଦେହ। ଆଜେକ୍ସସହ ବାନ୍ଧବୀ ଜିଜ୍ଞାସାର ବ୍ରେକଅପ ହୋଇଯାଇଥିଲାାଅନ୍ୟଜଣେ ଯୁବତୀଙ୍କସହ ସଂପର୍କ ଜାଣିବାପରେ ବିବାଦ ଉପୁଜିଥିଲା। ସତ୍ୟାସତ୍ୟ ଜାଣିବା ପାଇଁ ଉଭୟ ଆଜେକ୍ସସହ କଲ୍ କନଫରେନ୍ସ କରିଥିଲେ। ସେହି କନଫରେନ୍ସ କଲର ପ୍ରମାଣ ପୋଲିସ ହାତରେ ଲାଗିଥିବା ସୂଚନା ମିଳିଛି ।
ଚନ୍ଦ୍ରଶେଖରପୁର,୨୨ା୩(ଏସଏସନିଉଜ)ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲପମ୍ପ ନିକଟରେ ଜଣେବ୍ୟକ୍ତି ଗୋଟିଏ ବିରଳ ଏଣ୍ଡୁଅକୁଧରି ଠିଆ ହୋଇଥିବାବେଳେ ପାଖରେଥିବା ଲୋକେ ପୋଲିସକୁ ଖବର ଦେଇଥିଲେ। ପରେ ପିସିଆରଭ୍ୟାନ ଆସି ଏଣ୍ଡୁଅ ଏବଂ ଉକ୍ତଯୁବକଙ୍କୁ ଥାନାକୁ ନେଇକି ଯାଇଥିବା ଦେଖିବାକୁ ମିଳିଛି।
ଭୁବନେଶ୍ୱର,୨୨ା୩(ଏସଏସନିଉଜ) ସୁବର୍ଣ୍ଣପୁର ସରଧାପାଲି ସ୍କୁଲ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଇନୋଭା ଗାଡ଼ି ଧକ୍କାରେ ୩ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ଛାତ୍ର ଗୁରୁତର ହୋଇଛନ୍ତି।ସ୍କୁଲରୁ ପରୀକ୍ଷାଦେଇ ବାହାରୁଥିବା ବେଳେ ଫାଟକସମ୍ମୁଖରେ ଦ୍ରୁତଗତିରେ ଆସୁଥିବାଗାଡି ସେମାନଙ୍କୁ ଧକ୍କା ଦେଇଥିଲା ।ସମସ୍ତ ଗୁରୁତରଙ୍କୁ ଉଦ୍ଧାରକରି ତୁରନ୍ତ ମେଡିକାଲ ନିଆଯାଇଥିଲା । ମେଡିକାଲରେ ଡାକ୍ତର ପ୍ରଥମେଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ଜଣଙ୍କର ମୃତ୍ୟୁ ଘଟିଛି। ଖବରପାଇ ଜିଲ୍ଲାପ୍ରଶାସନ ଘଟଣାସ୍ଥଳରେ ପହଁଚିଥିବାବେଳେ ଏହାକୁ ନେଇ ଉତେଜନା ଦେଖାଦେବାସହ ରାସ୍ତା ଅବରୋଧ କରିଛନ୍ତି […]
ପୁରୀ, ୨୨ା୩(ଏସଏସନିଉଜ) ପଶ୍ଚିମବଙ୍ଗମୁଖ୍ୟମନ୍ତ୍ରୀ ମମତାବାନାର୍ଜୀ ପୁରୀଯାଇ ଶ୍ରୀମନ୍ଦିରରେ ଘଣ୍ଟାଏ କାଳ ରହି ପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।ଭିତରକାଠରେ ଜଗନ୍ନାଥଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇଯାଇଥିଲେ ।ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରିଥିଲେ ମମତା ବାନାର୍ଜୀ। ମମତାଙ୍କ ନାଁରେ ମାନସିକ ବାନା ଚଢ଼ାଇଲେ କୌଳିକ ପଣ୍ଡାା
ଭୁବନେଶ୍ୱର,୨୨ା୩(ଏସଏସନିଉଜ) ଭୂମିକମ୍ପରେ ପୁଣି ଦୋହଲିଲା ଦିଲ୍ଲୀ। ଅପରାହ୍ଣ ୪ଟା ୪୨ରେ କିଛି ସମୟ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୭ଥିଲା ।
ବାଲେଶ୍ବର , ୨୨ା୩(ଏସଏସନିଉଜ)ଜୁଆର ପ୍ରଭାବରେ ବଙ୍କା ହେଲା ବିଟ୍ରିଶ ଅମଳର ସ୍ଲୁଇସଗେଟାବାଲେଶ୍ବର ସୁବଣ୍ଣରେଖା ନଦୀର ଭୋଗରାଇରେ ଅଘଟଣ ଘଟିଛି ।ଯାହାଫଳରେ ହେକ୍ଟରହେକ୍ଟର ଚାଷଜମିରେ ପଶିଲା ଲୁଣାପାଣି ।ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିଛି ଜଳସମ୍ପଦବିଭାଗ ।ଆଶଙ୍କାଦୃଷ୍ଟିରୁ ବାଲିବସ୍ତା ମହଜୁଦ ରଖାଯାଇଛି ।
ଭୁବନେଶ୍ୱର,୨୨ା୩(ଏସଏସନିଉଜ)ଓଡ଼ିଶାର କଣ୍ଢେଇ ନୃତ୍ୟଗୁରୁ ମାଗୁଣୀକୁଅଁରଙ୍କୁ ମିଳିଲା ପଦ୍ମଶ୍ରୀ। ପଦ୍ମପୁରସ୍କାର ପ୍ରଦାନକଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।