Browsing author

SATYA SANDHANA DESK

ଅର୍ଦ୍ଧଲଗ୍ନ ମହିଳାଙ୍କ ଗଳିତ ମୃତଦେହ ଘଟଣା

ବାରଙ୍ଗ,୨୪।୨(ଏସଏସ ନିଉଜ) ରଘୁନାଥପୁର ଗାଁମୁଣ୍ଡ ଶ୍ମଶାନ ରାସ୍ତାକଡ଼ ପରିତ୍ୟକ୍ତ ଚାଷଜମିରୁ ମିଳିଥିବା ଅର୍ଦ୍ଧଲଗ୍ନ ମହିଳାଙ୍କ ଗଳିତ ମୃତଦେହ ଘଟଣା ଉପରୁ ପରଦା ଉଠାଇଛି ନନ୍ଦନକାନନଥାନା ପୋଲିସ।ମହିଳାଙ୍କୁ ବଳକ୍ତାର ପରେ ହତ୍ୟ କରାଯାଇଥିବାବେଳେ ଘଟଣାର ମୁଖ୍ୟଅଭିଯୁକ୍ତକୁ ତଥା ସିକୁରିଟିଗାର୍ଡକୁ ପୋଲିସ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।ନନ୍ଦନକାନନଥାନା ପରିସରରେ ଏସିପି ରମେଶଚନ୍ଦ୍ର ବିଶୋଇଙ୍କ ଦ୍ୱାରା ଆୟୋଜିତ ଖବରଦାତା ସମିଳନୀରେ ପୋଲିସ ଦେଇଥିବା ସୁଚନା ଅନୁଯାୟୀ ଗତ ୧୯ତାରିଖରେ ରଘୁନାଥପୁର ଗାଁନିକଟ ଓଏସଏସହୋମସ ଅପାର୍ଟମେଣ୍ଟ ନିକଟରେଥିବା ପରିତ୍ୟକ୍ତ ଚାଷଜମିରେ ଜଣେ […]

ମାର୍ଚ୍ଚ୧ରେ ଭାରତଆସିବେ ଆମେରିକା ବୈଦେଶିକମନ୍ତ୍ରୀ

ଭୁବନେଶ୍ୱର,୨୪ା୨(ଏସଏସନିଉଜ)ମାର୍ଚ୍ଚ୧ରେ ଭାରତ ଆସିବେ ଆମେରିକା ବୈଦେଶିକମନ୍ତ୍ରୀ ଆଣ୍ଟୋନିବ୍ଲିଙ୍କେନ ।ଭାରତରେ ଅନୁଷ୍ଠିତ ହେବାକୁଥିବା ଜି -୨୦ ବୈଦେଶିକମନ୍ତ୍ରୀ ବୈଠକରେ ଯୋଗଦେବେ।ଭାରତ ସହ ଆମେରିକାର ଦୃଢ ସହଭାଗିତାକୁ ନିଶ୍ଚିତ କରିବାକୁ ସେ ବରିଷ୍ଠ ଭାରତୀୟ ଅଧିକାରୀଙ୍କୁ ଭେଟିବେ।ଏଥର ଭାରତ ଜି -୨୦ର ଅଧ୍ୟକ୍ଷତା କରୁଛି।ସେ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର‌୍ୟ୍ୟନ୍ତ ଭାରତରେ ରହିବେ। ଏହି ସମୟରେ ସେ ସମସ୍ତ ନେତାଙ୍କୁ ଭେଟିବେ ବୋଲି ଜଣାପଡିଛି।

ଗିରଫ ହେଲେ ପୁଲିସ ବାବୁ

କଟକ,୨୪ା୨(ଏସଏସନିଉଜ)ଭିଣୋଇଙ୍କୁ ଅପହରଣକରିବା ସହ ମାଡ଼ମାରିବା ଅଭିଯୋଗରେ ପୁରୀ କୁମ୍ଭାରପଡାଥାନା ସବ୍‌ଇନ୍ସପେକ୍ଟର ଚିତ୍ତରଞ୍ଜନଦାସଙ୍କୁ ଗିରଫ କରିଛି ବଡମ୍ବା ଥାନାପୋଲିସା ପ୍ରକାସଯେ,ବଡ଼ମ୍ବାଥାନା ଅନ୍ତର୍ଗତ ରଗଡିପଡା ଗ୍ରାମର ଚିତ୍ତ ରଂଜନ ନାୟକ ନରସିଂହପୁର ବ୍ଲକ୍‌ର ଚମ୍ପେଶ୍ବରଗ୍ରାମର ଅନୁପମାଙ୍କୁ ୨୦୧୯ ମସିହାରେ ବିବାହ କରିଥିଲେ। ପରେ ଅନୁପମାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ସଂପର୍କରେ ଥାନାରେ ଅନୁପମାଙ୍କ ବାପଘର ଲୋକଙ୍କ ଅଭିଯୋଗ କରିବାପରେ ଗତବର୍ଷ ଜୁନମାସରେ ଏକ ମାମଲା ପୋଲିସ ରଜୁ କରିଥିଲ।। ଏହାର ଆପୋସ ବୁଝାମଣାପାଇଁ ଉଭୟ ପରିବାରବର୍ଗଙ୍କ ମଧ୍ୟରେ କଥାବାର୍ତ୍ତା […]

ପେଶାଦାର ସାଇକେଲଚୋର ଗିରଫ

ଗଞ୍ଜାମ ,୨୪ା୨(ଏସଏସନିଉଜ) ହିଞ୍ଜିଳିପୁଲିସ ଦୁଇଜଣ ପେଶାଦାର ସାଇକେଲଚୋରଙ୍କୁ ଗିରଫ କରିବାସହ ସେମାନଙ୍କଠାରୁ ୧୯ଟି ସାଇକେଲ ଜବତ କରିଛି।ଗିରଫ ଅଭିଯୁକ୍ତ ହେଲେ କବିସୂର‌୍ୟ୍ୟନଗରଥାନା ପଂକଳବାଡୀଗାଁର ସାଗର ନାହାକ ଓ ରଜନୀକାନ୍ତ ନାହାକ । ଗତ୨୦ ତାରିଖରେ ହିଞ୍ଜିଳିକାଟୁ ଆଙ୍କରଡ଼ାଗ୍ରାମର ପ୍ରହଲ୍ଲାଦଗୌଡ଼ ବଜାରସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ସାମ୍ନାରେ ନିଜ ସାଇକେଲଟିକୁ ରଖି ମନ୍ଦିରରୁ ଦର୍ଶନସାରି ଫେରିଲାବେଳକୁ ସାଇକେଲଟି ନପାଇବାରୁ ହିଞ୍ଜିଳିଥାନାରେ ଅଭିଯୋଗ କରିଥିଲେ ।ପୋଲିସ ୧୧୧/୨୩ରେ ଏକ ମାମଲା ରୁଜୁକରି ତଦନ୍ତ କରିବାବେଳେ ଦୁଇଜଣ ପେଶାଦାର ସାଇକେଲଚୋରଙ୍କୁ ଗିରଫକରିବାସହ କୋର୍ଟଚାଳଣ […]

ବେଆଇନ କରତକଳ ଉପରେ ବନବିଭାଗର ଚଢ଼ାଉ

ବାଲେଶ୍ବର,୨୪ା୨(ଏସଏସନିଉଜ) କୁଳଡ଼ିହାବନାଞ୍ଚଳ ଅଧୀନସ୍ଥ ସୋରରେ ଥିବା ଦୁଇଟି ବେଆଇନ କରତକଳ ଉପରେ ଆଜି ବଢିଭୋର ସମୟରେ ବନବିଭାଗ ଅଚନାକ ଚଢ଼ାଉ କରି ଲକ୍ଷାଧିକଟଙ୍କାର ଯନ୍ତ୍ରାଂଶ ସହିତ କାଠ ଜବତ କରିଛି। ସୋର ଜଗନ୍ନାଥପୁର ଓ ସୋର ତହସିଲ ସାମ୍ନାରେଥିବା ଦୁଇଟି ବେଆଇନକରତକଳ ଉପରେ ଚଢ଼ାଉ କରାଯାଇଥିଲା।ଏହି ସମୟରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ସହିତ କାଠ ଜବତ କରାଯାଇଥିବା ବେଳେ ଅଭିଯୁକ୍ତମାନେ କୌଶଳ କ୍ରମେ ଖସି ପଳାଇଥିଲେ।  

ଜଳିଗଲା ୫ବଖରା ଘର

ଅସ୍ତରଙ୍ଗ,୨୪ା୨(ଏସଏସନିଉଜ) କାକଟପୁରବ୍ଲକ ରାଇସଗାଁରେ ଅଗ୍ନିକାଣ୍ଡ ଘଟିଛି। ଜଳିଯାଇଛି ଗୋଟିଏପରିବାରର ୫ବଖରା ଘର । ଖବରପାଇ ଅଗ୍ନିଶମକର୍ମଚାରୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛନ୍ତି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବାବେଳେ ଲକ୍ଷାଧିକଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଥିବାର ଜଣାପଡିଛି ।

ବହୁତଳ ରହଣିସ୍ଥଳରୁ ଲାପଟପ୍ ଚୋରି

ବାରଙ୍ଗ,୨୩।୨(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ବହୁତଳ ରହଣିସ୍ଥଳରୁ ଲାପଟପ୍ ଚୋରି ହୋଇଥିବା ନେଇ ଗୁରୁବାର ନନ୍ଦନକାନନ ଥାନାରେ ଅଭିଯୋଗ ହୋଇଛି।ପୁଲିସ ସୂଚନା ମୂତାବକ,ଗତ ବୁଧବାର ସକାଳ ୮ଟା ୩୫ମିନିଟ ସମୟରେ ଜଣେ ଅଚିହ୍ନା ଯୁବକ ନନ୍ଦନକାନନ ହାଇସ୍କୁଲ ପାଚେରି ଡେଇଁ ବହୁତଳ ରହଣିସ୍ଥଳ ଭିତରକୁ ପଶିଥିଲା।ସେଠାରେ ହାତରେ ଏକ କପଡା ବ୍ୟାଗ ଧରି ଏଣେତେଣେ ଘୂରିବୁଲିବା ସହିତ ରହଣିସ୍ଥଳର ଜଣେ ମହିଳା ଓ ପୁରୁଷ କର୍ମଚାରୀଙ୍କ ସହ କଥାବାର୍ତ୍ତା ହେଉଥିଲେ।ତାପରେ କିଛି ସମୟ ଛାଡି ଯୁବକ ରହଣିସ୍ଥଳର ଦୁଇ […]

ଆଜିର ରାଶିଫଳ

୨୦୨୩ ମସିହା ଫେବୃଆରୀମାସ ୨୪ତାରିଖ ଶୁକ୍ରବାର ,ସୁର୍ଯ୍ୟୋଦୟ- ପ୍ରାତଃ ଘ୬/୧୪/୪ ,ସୂର୍ଯ୍ୟାସ୍ତ- ଘ୫/୪୬/୪ ,ଫାଲ୍ଗୁନମାସ ,ଶୁକ୍ଳପକ୍ଷ ,ଭୃଗୁବାସ ,ତିଥି– ପଞ୍ଚମୀ ରାତ୍ରି ଘ୧୨/୩୭ମି ପର୍ଯ୍ୟନ୍ତ ତଦନ୍ତେ ଷଷ୍ଠୀ।ନକ୍ଷତ୍ର- ଅଶ୍ବିନୀ ରାତ୍ରି ଘ୪/୫ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିଜା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଦକ୍ଷିଣ ଦିଗରେ। ରାତ୍ରି ଘ୧୨/୩୭ମି ପରେ ପଶ୍ଚିମ ଦିଗରେ। ଅଗନ୍ତବ୍ୟତିଥି ଦୋଷହେତୁ ସୂର୍ଯ୍ୟୋଦୟରୁ ରାତ୍ରି ଘ୧୨/୩୭ମି ପର୍ଯ୍ୟନ୍ତ ଯାତ୍ରା ଶୁଭ। ଦକ୍ଷିଣଦିଗ, ଅଗ୍ନିକୋଣ ଓ ପୂର୍ବଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଚନ୍ଦ୍ରଶୁଦ୍ଧି–ମିଥୁନ, କର୍କଟ, ସିଂହ, […]

ବନ୍ଧାହେଲେ ରାତ୍ରଜଗୁଆଳି

ବାରଙ୍ଗ,୨୩ା୨(ଏସଏସନିଉଜ) ବାରଙ୍ଗକଲେଜର ପାଚେରୀ ସହିତ କଲେଜରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବାଡ଼େଇ ଭାଙ୍ଗି ଦେଇଥିବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ କଲେଜର ରାତ୍ରଜଗୁଆଳିକୁ ଗିରଫକରି ଗୁରୁବାରଦିନ କୋର୍ଟଚାଳଣ କରିଛି ।ଗିରଫ ହୋଇଥିବା ତା୍‌ରାଜଗୁଆଳି ହେଉଛନ୍ତି ବାଙ୍କୀସିଂହନାଥପୁର ଗାଁର ଆକାଶକୁମାରଣା ।ଆକାଶ ବାରଙ୍ଗ କଲେଜରେ ରାତ୍ର ଜଗୁଆଳ ଭାବେ କାର୍ଯ୍ୟ କରନ୍ତି ।ବୁଧବାରଦିନ ସେ କଲେଜପାଚେରୀ ସହ କଲେଜରେ ଲାଗିଥିବା ସିସି କ୍ୟାମେରାକୁ ବାଡେଇଭାଙ୍ଗିଥିଲେ ।ଏହିଘଟଣା ଦେଖିବାପରେ କଲେଜର ଅଧ୍ୟାପକ ମନିନ୍ଦ୍ର କୁଅଁର ବିରୋଦ୍ଧ କରିବାରୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ […]

ପୁରୀମେନକେନାଲକୁ ଖସିଲା ବାଇକ

ବାରଙ୍ଗ,୨୩ା୨(ଏସଏସନିଉଜ)ଗୁରୁବାରରାତିରେ ପୁରୀମେନକେନାଲରେ ଏକ ବାଇକ ଖସିପଡି ବାଇକଚାଳକ ଗୁରୁତରଆହତ ହୋଇଛନ୍ତି ।ଆହତ ହୋଇଥିବା ବାଇକଚାଳକ ହେଉଛନ୍ତି ନନ୍ଦନକାନନ ଥାନା ଅଧିନସ୍ଥ ବାଲିପଡାଗାଁର ରାଜାଭଞ ଓରଫ ଘାତକ ।ରାଜା ଏକ ନମ୍ବରବିହିନ ହୋଣ୍ଡାସାଇନ ବାଇକ ଯୋଗେ ଦ୍ରୁତଗତିରେ ପୁରୀନେକେନାଲ ଦେଇ ଘରକୁ ଫେରୁଥିଲେ ।କଂଟାପାଟଣା ଗାଁମୁଣ୍ଡରେ ଭାରସମ୍ୟ ହରାଇ ବାଇକସହ କେନାଲ ମଧ୍ୟକୁ ଖସିପଡିଥିଲେ ।ଏହିସମୟରେ ସ୍ଥାନୀୟ ଗାଁର କିଛିଯୁବକ ଶୈାଚପାଇଁ କେନାଲକୁ ଯାଇଥିବାରୁ ପାଣିଭିତରୁ ସୁରକ୍ଷିତଭାବେ ବାଇକ ଓ ରାଜାକୁ ଉଦ୍ଧାର କରିଥିଲେ ମଧ୍ୟ ରାଜାଙ୍କ ଶରୀରର […]