ଆଜିଠୁ 5G ସେବା
ଭୁବନେଶ୍ୱର,୫ା୧(ଏସଏସନିଉଜ)ଆଜିଠୁ ଓଡ଼ିଶାରେ ଚାଲିବ5G ନେଟୱର୍କ ।ଭୁବନେଶ୍ୱରରୁ ଲଞ୍ଚ କରିବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବା୧ମପର୍ଯ୍ୟୟରେ ଟ୍ୱିନ୍ ସିଟି ସହ କିଛି ସହରରେ ଯୋଡ଼ି ହେବ ୫ଏ ସେବା । ରିଲାଏନ୍ସ ଓ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ।
Browsing author
ଭୁବନେଶ୍ୱର,୫ା୧(ଏସଏସନିଉଜ)ଆଜିଠୁ ଓଡ଼ିଶାରେ ଚାଲିବ5G ନେଟୱର୍କ ।ଭୁବନେଶ୍ୱରରୁ ଲଞ୍ଚ କରିବେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବା୧ମପର୍ଯ୍ୟୟରେ ଟ୍ୱିନ୍ ସିଟି ସହ କିଛି ସହରରେ ଯୋଡ଼ି ହେବ ୫ଏ ସେବା । ରିଲାଏନ୍ସ ଓ ଏୟାରଟେଲ୍ ଏହି ସେବା ପ୍ରଦାନ କରିବେ।
ଭୁବନେଶ୍ୱର,୫ା୧(ଏସଏସନିଉଜ)ଉଦଘାଟିତହେବ ବିଶ୍ବର ସବୁଠୁବଡ଼ ହକିଷ୍ଟାଡିୟମ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ । ଆଜି ରାଉରକେଲାଯାଇ ହକିଷ୍ଟାଡିୟମକୁ ଲୋକାର୍ପିତକରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ନିମିତ ଏହି ଷ୍ଟାଡିୟମର ନିର୍ମାଣକାର୍ଯ୍ୟ ୧୫ ମାସ ମଧ୍ୟରେ ଶେଷ ହୋଇଛି ।
୨୦୨୩ ମସିହା ଜାନୁୟାରୀ ମାସ ୦୫ ତାରିଖ (ଗୁରୁବାର)ପୌଷ ମାସ – ଶୁକ୍ଲପକ୍ଷ ,ତିଥି-ଚତୁର୍ଦ୍ଦଶୀ ରାତ୍ରୀ ଘ୧/୫୬ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ,ସୁର୍ୟୋଦୟ ପ୍ରାତଃ ଘ୦୬/୨୫/୨୭ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/ ୧୭/୦୨ ,ତୁଳା ଓ କୁମ୍ଭ ରାଶି ର ଘାତବାର ,କନ୍ୟା ରାଶି ର ଘାତଚନ୍ଦ୍ର , ଚତୁର୍ଦ୍ଦଶୀ ର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବିରି ଭକ୍ଷଣ ନିଷେଧ ମେଷ-ଆର୍ଥିକ ସମସ୍ୟାର ସମାଧାନ ହେବ। ବ୍ୟବସାୟପାଇଁ ଭଲ ଅବସରପାଇବେ। ଅଫିସରେ କୌଣସି ନୂଆ ପରିଯୋଜନାରେ କାମ କରିପାରନ୍ତି। […]
ଜଟଣୀ ,୪ା୧(ଏସଏସନିଉଜ)ଗତ ୧୫ତାରିଖରେ ଅଭିଯୋଗକାରୀ ସିମାଚଳମ ରେଡ୍ଡୀଙ୍କ ଅଭିଯୋଗକ୍ରମେ ଜଟଣୀ ଥାନାରେ ୪୦୯ନଂଏକ ଲୁଟ ମାମଲା ରୁଜୁ କରାଯାଇଥିଲା । ଜଟଣୀ ଥାନା ପୁଲିସ ମାମଲାର ତଦନ୍ତ କରି ନିମ୍ନୋକ୍ତ ଅଭିଯୁକ୍ତ ବେଣାପଞରୀରତୁନା ଓରଫକିମାଖାନ,ତିରିମଲମଝିସାହିର ଗୈାରାଙ୍ଗ ବିଶ୍ୱାଳ ଓବେଣାପଞରୀର ବାବୁ ଓରେଫ ରଜକଖାନ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି ।ସେମାନଙ୍କ ଠାରୁ ପୋଲିସ ୨ଟି ମୋବଇଲଫୋନ ଓ ୫ଟି ବାଇକକୁ ଜବତ କରିଛି । ସୂଚନାଯୋଗ୍ୟ ଯେ, ଗତ ୧୪ତାରିଖ. ସନ୍ଧ୍ୟାରେ ଅଭିଯୋଗକାରୀ […]
କଟକ,୪ା୧(ଏସଏସନିଉଜ)ଖେଳନାବନ୍ଧୁକଧରି ଜାତୀୟ ରାଜପଥରେ ଡ଼କାୟତି କରିବା ଅଭିଯୋଗରେ ଏକ ଡ଼କାୟତ ଗ୍ୟାଙ୍ଗକୁ ଗିରଫ କରିଛି କଟକ ସଦର ଥାନା ପୁଲିସ।ଗିରଫହୋଇଥିବା ଏହି ଗ୍ୟାଙ୍ଗ ଭିତରେ ରହିଛି ଜଣେ ନାବାଳକ ଥିବାର ଝଣାପଡିଛି । ପୋଲିସ ମୋନଙ୍କଠାରୁ ଚୋରି ୨୦ଟି ୱାକିଟକି, ୧୩ଟି ମୋବାଇଲ୍, ସୁନା ଅଳଙ୍କାର, ଏକ ଲୁହା ରଡ଼, ନଗଦ ଟଙ୍କା, ଖେଳନା ବନ୍ଧୁକ, ବୋଲେନୋ କାର୍, ୩ଟି ବାଇକ୍, ଜାଲ୍ ଆଧାର ପାନ୍ କାର୍ଡ ଜବତ୍ କରିଛି ପୁଲିସ। ଏହି ଘଟଣାରେ ପୁଲିସ ମୋଟ […]
ଆଳି,୪ା୧(ଏସଏସନିଉଜ) କାଲିଠୁ ଓଡିଶାରେ ୫ଜିସେବା ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର ଓ କଟକରେ ସେବା ଯୋଗାଇବେ ରିଲାଏନ୍ସ ଜିଓ ଓ ଏୟାରଟେଲ ।ଯାହାଫଳରେ ଇଣ୍ଟରନେଟ ସ୍ପିଡ ହେବ ବୋଲି ଜଣାପଡିଛି ।
ଆଳି,୪ା୧(ଏସଏସନିଉଜ) ପାରାଦୀପପୋର୍ଟ ହସ୍ପିଟାଲରେ ରୁଷୀୟ ନାଗରିକଙ୍କ ମୃତଦେହ ପହଞ୍ଚିଛି ।ଜାହାଜ ବର୍ଥିଙ୍ଗ କରିବାପରେ ବିଳମ୍ବିତ ରାତିରେ ମୃତଦେହ ପହଞ୍ଚିଥିଲାାଆଜି କୁଜଙ୍ଗ କିମ୍ବା କଟକ ଝଉଈ ନିଆଯାଇ ପୋଷ୍ଟମର୍ଟମ କରାଯିବାକର୍ତ୍ତୃପକ୍ଷଙ୍କ ଏଜେଣ୍ଟସଂସ୍ଥାର ଏତଲାପରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।
ଆଳି,୪ା୧(ଏସଏସନିଉଜ) ବସ-ହାଇଓ୍ୱା ଧକ୍କାରେ ବନ୍ଧ ତଳକୁ ଓଲଟିପଡିଛି ବସାଏହାଫଳରେ ୨୫ ଜଣ ଆହତ ହୋଇଥିବାର ଜଣାପଡିଛି ।କଟକ ଚାନ୍ଦବାଲି ରାସ୍ତା ଛପୋଲିଆ ନଦୀ ରାସ୍ତାକୁ ଓଲଟିପଡିଛି ବସ ।ଚାନ୍ଦବାଲିରୁ ୭୦ଜଣଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା ବସ୍ ।୨୫ଜଣ ଆହତଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରାଯିବାସହ ଉଦ୍ଧାରକାର୍ଯ୍ୟ ଜାରିରହିଛି ।
ଭୁବନେଶ୍ୱର,୪ା୧(ଏସଏସନିଉଜ)ବିଶ୍ୱକପ୍ ହକି ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ନେଦରଲାଣ୍ଡ ଟିମା ପ୍ରଥମ ବିଦେଶୀଦଳ ଭାବେ ଭୁବନେଶ୍ୱରରେ ପହଞ୍ଚିଛି । ୧୦ତାରିଖରେ ରାଉରକେଲା ଗସ୍ତକରି ୧୪ରେ ମ୍ୟାଚ ଖେଳିବ ।
ଭୁବନେଶ୍ରର,୪ା୧(ଏସଏସନିଉଜ)ରାଜଧାନୀ ଭୁବନେଶ୍ୱରରେ ମହିଳା ପୋଲିସକୁ ଆକ୍ରମଣ ଉଦ୍ୟମ ହୋଇଛି । ୨ ତାରିଖ ରାତି ୧ଟା ୩୦ରେ ଆକ୍ରମଣ ଉଦ୍ୟମ ନେଇ ଥାନାରେ ଏତଲାହୋଇଛି । ମହିଳା ପୋଲିସSI ଡ୍ୟୁଟିସାରି ଫେରିଲାବେଳେ ପିଛା କରିଥିଲେ ଦୁର୍ବୃତ୍ତ ।ମହିଳାSI ପୋଲିସ ବର୍ଦ୍ଦିରେ ଥିଲେ ବି ପିଛା କରିଥିଲେ ଦୁର୍ବୃତ୍ତା