ରାସ୍ତାତଳକୁ ଖସିଲା ବସ

ଆଳି,୪ା୧(ଏସଏସନିଉଜ) ବସ-ହାଇଓ୍ୱା ଧକ୍କାରେ ବନ୍ଧ ତଳକୁ ଓଲଟିପଡିଛି ବସାଏହାଫଳରେ ୨୫ ଜଣ ଆହତ ହୋଇଥିବାର ଜଣାପଡିଛି ।କଟକ ଚାନ୍ଦବାଲି ରାସ୍ତା ଛପୋଲିଆ ନଦୀ ରାସ୍ତାକୁ ଓଲଟିପଡିଛି ବସ ।ଚାନ୍ଦବାଲିରୁ ୭୦ଜଣଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଆସୁଥିଲା ବସ୍ ।୨୫ଜଣ ଆହତଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରାଯିବାସହ ଉଦ୍ଧାରକାର୍ଯ୍ୟ ଜାରିରହିଛି ।

Comments (0)
Add Comment