ଆଜିର ରାଶିଫଳ
ଡିସେମ୍ବର ମାସ ୨୫ ତାରିଖ ୨୦୨୨ ମସିହା(ରବିବାର)ପୌଷମାସ-ଶୁକ୍ଳପକ୍ଷ ,ତିଥି- ଦ୍ୱିତୀୟା ଦିବା ଘ୦୮/୩୨ ଗତେ ତୃତୀୟ ,ସୁର୍ୟୋଦୟ-ପ୍ରାତଃ ଘ୦୬/୨୨/୪୯ ,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୧୧/୩୭ ,ସିଂହ ରାଶିର ଘାତଚନ୍ଦ୍ର ,ମେଷ ରାଶିର ଘାତବାର ,ତୃତୀୟା ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,ବୋଇତୀକଖାରୁ ଦିବା ଘ ୦୮/୩୨ ଗତେ ପୋଟଳ ଭକ୍ଷଣ ନିଷେଧ । ମେଷ-ଆଜି ପ୍ରଶାସନ, ପରିବହନ ଓ ବିବାଦୀୟକ୍ଷେତ୍ରରେ ସମାଧାନପାଇଁ ଚେଷ୍ଟାକରିହେବେ। ଲକ୍ଷ୍ୟସ୍ଥଳକୁ ଯିବାରାସ୍ତାରେ ମିତ୍ରତାସ୍ଥାପନ କରିବାର ସୁଯୋଗ ପାଇବେ ,ଆପଣଙ୍କୁ ସମ୍ମୁଖରେ ଭଲଭଲ କହୁଥିବା ଲୋକଟି ପଛରେ […]