Browsing author

SATYA SANDHANA DESK

ସାମ୍ବାଦିକଙ୍କ ସଚ୍ଚୋଟତା

ବାରଙ୍ଗ,୨୦ା୧୨(ଏସଏସନିଉଜ) ବାରଙ୍ଗଅଂଚଳର”ସମାଜ’ ସାମ୍ବାଦିକ ଜଣେ ମହିଳା ବଙ୍ଗୀୟ ପର‌୍ୟ୍ୟଟକଙ୍କୁ ହଜିଯାଇଥିବା ଭ୍ୟାନିଟ ବ୍ୟାଗ ଫେରାର ସାଧୁତାର ପରିଚୟ ଦେଇଛନ୍ତି। କଲିକତା ବାବୁଘାଟ ଅଳଞ୍ଚର ସୁନଦା ଚାଟାର୍ଜୀ ଓ ତାଙ୍କ ସ୍ବାମୀ ଜି.ଚାଟାର୍ଜୀ ପରିବାର ସଦସ୍ୟଙ୍କ ସହିତ ନନ୍ଦନକାନନ ପ୍ରାଣୀଉଦ୍ୟାନ ମଙ୍ଗଳବାରଦିନ ବୁଲିବାକୁ ଆସିଥିଲେ।ବୁଲାବୁଲି କରି ଘରକୁ ଫେରୁଥିବାବେଳେ ନନ୍ଦନକାନନ ମୁଖ୍ୟଛକ ଠାରେ ଥିବା ପିଙ୍କି ହୋଟେଲରେ ମଧ୍ୟାନ୍ନ ଭୋଜନ କରିଥିଲେ।ପରେ ମହିଳା ଜଣକ ହୋଟେଲ ପାଖରେ ଥିବା ଏକ ସ୍କୁଟି ଗାଡି ସିଟ୍ ଉପରେ ଭ୍ୟାନିଟ୍ ବ୍ୟାଗ […]

ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)ଡିଜିପିଙ୍କ ନିର୍ଦ୍ଦେଶପରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ।  ଜେଲରେ କେମିତି ମଲା ଗୋବିନ୍ଦ ।ଏହି ଘଟଣାଉପରୁ ପରଦା ଉଠାଇବାପାଇଁ ତଦନ୍ତ କରିବ କ୍ରାଇମବ୍ରାଞ୍ଚା କ୍ରାଇମବ୍ରାଞ୍ଚର୧୦ ଜଣିଆ ଟିମ୍ ଦେବ ରିପୋର୍ଟାଅନ୍ୟପଟେଗୋବିନ୍ଦ ସାହୁର ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲାରୁ ଆସୁଛନ୍ତି ସ୍ପେଶାଲ ଟିମ୍। ବୁର୍ଲା ଭିମସାର FMT ବିଭାଗର ୨ ବିଶେଷଜ୍ଞ ଡାକ୍ତର ବଲାଙ୍ଗିର ଯାଉଛନ୍ତି। FMT ଜଣେ ପ୍ରଫେସର ଓ ଜଣେ ଆସୋସିଏଟ ପ୍ରଫେସର ଆସିଛନ୍ତି ।

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ବିଜେପିସାଂସଦ

ଭୁବନେଶ୍ୱର,୨୦/୧୨(ଏସଏସନିଉଜ)କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଭେଟିଲେ ଓଡ଼ିଶାର ବିଜେପି ସାଂସଦ। ଧାନକିଣା ଦୁର୍ନୀତି ଓ ଚାଷୀସମସ୍ୟା ନେଇ ହସ୍ତକ୍ଷେପ ଲୋଡ଼ିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବା ପରେ ସାଂସଦ ବସନ୍ତ ପଣ୍ଡା ପ୍ରତିକ୍ରିୟାରେ କହିଲେ ଖରିଫ ଋତୁରେ ୫.୫୪ ଲକ୍ଷ ଏକରଜମି ଭୂତଜମି ବୋଲି ଚିହ୍ନଟ ହୋଇଛିାଚାଷ ନ ହେଇ ଚାଷ ହୋଇଥିବା ରିପୋର୍ଟ କଲା କିଏ ବୋଲି ପ୍ରଶ୍ନ କଲେ ବସନ୍ତ। ୧୭୧୫ କୋଟିର ଏମ୍ଏସ୍ପି ସହାୟତା ପାଇବାକୁ ଷଡ଼ଯନ୍ତ୍ର ହୋଇଛି। ମଣ୍ଡି କର୍ମଚାରୀଙ୍କ ସହ ଅସାଧୁ ମେଣ୍ଟ କରାଯାଉଛି […]

ଦମ୍ପତିଙ୍କଠାରୁ ଲୁଟିଲେ୩ଲକ୍ଷ

ନୀଳଗିରି, ୨୦/୧୨(ଏସଏସନିଉଜ) ବନ୍ଧୁକ ଦେଖାଇ ଦମ୍ପତିଙ୍କ ଠାରୁ ଲୁଟିନେଲେ୩ଲକ୍ଷ ଟଙ୍କା । ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଭାଲୁକାଶୁଣି ଛକରେ ଲୁଟ୍ ହୋଇଛି। ବାଇକରେ  ୩ ଦୁର୍ବୃତ୍ତ ଆସି ଦମ୍ପତିଙ୍କଠାରୁ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଛନ୍ତିାଖବରପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।  

ଇଡ DMଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଟେରା

ଭୁବନେଶ୍ୱର,୨୦/୧୨(ଏସଏସନିଉଜ) ଇଡକଲ DMଙ୍କ ଗୟା ସାଁତରାଙ୍କ ଅମାପ ସଂପତ୍ତି ଦେଖି ଭିଜିଲାନ୍ସ ଟେରାହୋଇଯାଇଛି। ଗୟା ସାଁତରାଙ୍କ ୧୬ଟି ବ୍ୟାଙ୍କ ଆକାଉଣ୍ଟ ଠାବ କରିଛି ଭିଜିଲାନ୍ସ। ୧୬ଟିରୁ ୪ଟି ଆକାଉଣ୍ଟ ଯାଞ୍ଚ ହେଉଥିବାବେଳେ୪ଟିରେ ରହିଛି ୩ କୋଟି। ଅନ୍ୟ ବ୍ୟାଙ୍କରେ ଥିବା ଆକାଉଣ୍ଟ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍ । ୟା ସାଁତରାଙ୍କ ୨ଟି ୪ ଚକିଆ ଓ ୪ଟି ୨ ଚକିଆ ଗାଡ଼ି ,ଗୋଟିଏ ହୁଣ୍ଡାଇ କ୍ରେଟା ଓ ଗୋଟିଏ ଗ୍ରାଣ୍ଡ ଆଇ ଟେନ୍ ଗାଡ଼ି ଠାବହୋଇଛି। […]

୮ ଲକ୍ଷ ପୋଛିନେଲେ ସାଇବରଠକ

କେନ୍ଦ୍ରାପଡା଼, ୨୦/୧୨(ଏସଏସନିଉଜ)କେନ୍ଦ୍ରାପଡା଼ରେ ଅବସରପ୍ରାପ୍ତ କର୍ମଚାରୀଙ୍କ ୮ ଲକ୍ଷ ପୋଛିନେଲେ ସାଇବର ଠକ। ଏସବିଆଇରେ ଥିବା ୨ଟି ଫିକ୍ସଡ୍ ଡିପୋଜିଟରୁ  ୮ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗହୋଇଛି। ଠକେଇର ଶିକାର ହୋଇଛନ୍ତି ପାଟକୁରା ଥାନା ନୂଆଶାସନ ଗାଁର ପ୍ରହ୍ଲାଦ ଦାସ। ଏନେଇ ପାଟକୁରା ଥାନାରେ ଅଭିଯୋଗ କରିଛନ୍ତି ପ୍ରହ୍ଲାଦ ।୨ ମାସ ତଳେ ଲୋନ ଆପରୁ କଲ୍ ଆସିଥିଲା , ହେଲେ ଓଟିପି ଦେଇନଥିଲେ। କାଲି ଫିକ୍ସଡ୍ ଡିପୋଜିଟରୁ ସୁଧ ନ ଆସିବାରୁ ବ୍ୟାଙ୍କ ଆସି ଚେକ୍ କରିଥିଲେ […]

ତମାଣ୍ଡୋ କପ୍ ଫୁଟବଲ

ମେଣ୍ଢାଶାଳ.୨୦ା୧୨(ଏସଏସନିଉଜ)ତମାଣ୍ଡୋ ମିନି ଷ୍ଟାଡିୟମରେ ଚାଲିଥିବା ୨୭ତମ ରାଜ୍ୟସ୍ତରୀୟ ତମାଣ୍ଡୋ କପ୍ ଫୁଟବଲ ଟୁର୍ଣ୍ଣାମେଟଂର ଆଜିର ଖେଳରେ ଭୁବନେଶ୍ୱରର ଜଗା ୟୁନାଇଟେଡ ବିଜୟୀ ହୋଇଛି । ଦଳ ୧-୦ଗୋଲରେ ଭୁବନେଶ୍ୱରର ଅନ୍ୟତମ ଟାଣୁଆ ଦଳ କିଶୋର କ୍ଲବକୁ ହରାଇଦେଇଛି । ଏହି ବିଜୟସହ ଦଳ ଟୁର୍ଣ୍ଣାମେଟଂର ସେମି ଫାଇନାଲରେ ପ୍ରବେଶ କରିଛି । ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥବାବେଳେ ଦିତୀୟାର୍ଦ୍ଧରେ ଦ୍ରୁତ ଖେଳ ଦେଖିବାକୁ ମିଳିଥିଲା । ଖେଳର ୪୬ମିନିଟରେ ଜଗାର ଷ୍ଟ୍ରାଇକର ଅଜୟ ବରୁଆ […]

କ୍ରାଇମ୍ ସିନ୍ ରିକ୍ରିଏସନ

ନୟାଗଡ଼,୨୦।୧୨(ଏସଏସ ନିଉଜ) ସପ୍ତମଶ୍ରେଣୀ ଛାତ୍ର ଅମ୍ରିତ ଅପହରଣ ଘଟଣାରେ ଗିରଫ ୩ ଅଭିଯୁକ୍ତଙ୍କୁ ନେଇ କୁରାଳ ଗାଁରେ କ୍ରାଇମ୍ ସିନ୍ ରିକ୍ରିଏସନ କରାଯାଇଛି। ଅପହରଣ ପରେ ଅମ୍ରିତଙ୍କୁ ରଖିଥିବା ପଣ୍ଡିତସାହି ଘରକୁ ଅଭିଯୁକ୍ତଙ୍କୁ ନେଇଥିଲା ପୋଲିସ । ପଣ୍ଡିତସାହି ଘର କୂଅରୁ ଅମ୍ରିତଙ୍କ ସ୍କୁଲ ବ୍ୟାଗ ଓ ଗୋଦାମ ଘରୁ ଜ୍ୟାକେଟ ମିଳିଲା।

ହତ୍ୟା ଅଭିଯୋଗ ଆଣିଲେ ଗୋବିନ୍ଦଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୦।୧୨(ଏସଏସ ନିଉଜ)ମମିତା ମେହେର ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ମୃତ୍ୟୁ ଘଟଣା ନେଇ ଥାନାରେ ପତ୍ନୀ ସୁଷମାଙ୍କ ଏତଲା କରିଛନ୍ତି । ଗୋବିନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇ ଥିବା ଅଭିଯୋଗରେ ଦର୍ଶାଇଛନ୍ତି। ସେ କେବେ ଆତ୍ମହତ୍ୟା କରିନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ଗୋବିନ୍ଦଙ୍କ ପତ୍ନୀ ।ତାଙ୍କ ପତ୍ନୀଙ୍କ ବିସ୍ପୋରକ ବୟାନ ପରେ ଚର୍ଚ୍ଚା ଜୋର ଧରିଛି।

ଗାଡିଚୋରକୁ ଧରିଲା ପୋଲିସ

ଭୁବନେଶ୍ୱର,୨୦।୧୧(ଏସଏସ ନିଉଜ)ରଙ୍ଗକାମକରୁଥିବା ବ୍ୟକ୍ତି ଜଣଙ୍କ ନାଗେଶ୍ଵର ଟାଙ୍ଗୀ ଅଞ୍ଚଳରେ ଥିବା ଜଣେ ଆଡଭୋକେଟଙ୍କ ଘର ସମୁଖରେ ନିଜ ଟିଭିଏସ ଆପାଚେ ବାଇକକୁ ପାର୍କିଂ କରି ଭିତରକୁ ରଙ୍ଗ କରିବାକୁ ଯାଇଥିଲେ।ଏହିସମୟରେ ଜଣେ ଆସି ଉକ୍ତ ବାଇକକୁ ସେଠାରୁ ଚୋରୀ କରି ନେଇଯାଇଥିଲେ । ବାହାରେ ଗାଡି ଷ୍ଟାର୍ଟ ହେବା ଶବ୍ଦ ଶୁଣି ଗାଡିମାଲିକ ବାହାରକୁ ଆସି ନିଜ ଗାଡିଟିକୁ ଜଣେ ଚୋରୀ କରି ନେଇ ଯାଉଥିବା ଦେଖିବାକୁ ପାଇଥିଲେ । ସେ ତୁରନ୍ତ ଏ ଘଟଣା ନେଇ […]