ମାର୍ଚ୍ଚମାସ ୨୪ତାରିଖ ୨୦୨୬ମସିହା(ମଙ୍ଗଳବାର)ଚୈତ୍ରମାସ-ଶୁକ୍ଳପକ୍ଷ, ତିଥି-ଷଷ୍ଠୀ ଦିବା ଘ୦୪/୨୩ଗତେ ସପ୍ତମୀ,ନକ୍ଷତ୍ର-ରୋହିଣୀ ରାତ୍ରି ଘ୦୭/୫୭ ଗତେ ମୄର୍ଗଶିର,ସୁର୍ୟୋଦୟ-ପ୍ରାତଃଘ୦୫/୫୨/୫୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୬/୩୭,ଯୋଗିନୀ ପଶ୍ଚିମେ ଦିବାଘ୦୪/୨୩ଗତେ ବାୟବ୍ୟେ,ବିଛାରାଶିର ଘାତଚନ୍ଦ୍ର,ମକରରାଶିର ଘାତବାର,ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ମୃତେ ଏକପାଦ ଓ ଦିବାଘ୦୪/୨୩ଗତେ ଦ୍ୱିପାଦପୁଷ୍କର ଦୋଷ,କାଳବେଳା-ଦିବା ଘ୦୧/୨୪ଗତେ ଘ୦୨/୫୭ମଧ୍ୟେ,ବାରବେଳା-ଦିବା ଘ୦୭/୨୪ଗତେ ଘ୦୮/୫୫ମଧ୍ୟେ,ବିଶୁଦ୍ଧ ଅମୃତବେଳା-ଦିବା ଘ୦୮/୫୬ଗତେ ଘ୧୦/୪୦ମଧ୍ୟେ ଓ ଘ୦୩/୨୯ଗତେ ଘ୦୫/୦୬ମଧ୍ୟେ ଓ ରାତ୍ରି ଘ୦୬/ ୪୫ଗତେ ଘ୦୯/୦୯ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ନ।ସ୍ତି,ଅଦ୍ୟ ନିମ୍ବ ଦିବା ଘ୦୪/୨୩ଗତେ ତାଳଭକ୍ଷଣ ନିଷେଧ। ମେଷ:-ଆଜିଦିନଟି ଆପଣଙ୍କ ସ୍ବାସ୍ଥ୍ୟ ଭଲରହିବ।ପୂଜାର୍ଚନା ପାଇଁ ଅନୁକୁଳ […]