ଆଜିର ରାଶିଫଳ
୨୦୨୨ ମସିହା ଅକ୍ଟୋବର ମାସ ୦୮ ତାରିଖ (ଶନିବାର)ଆଶ୍ଵିନ ମାସ –ଶୁକ୍ଳପକ୍ଷ ,ତିଥି-ଚତୁର୍ଦ୍ଦଶୀ ରାତ୍ରି ଘ୩/୫୪ ପର୍ଯ୍ୟନ୍ତ ତଦନ୍ତେ ପୂର୍ଣ୍ଣିମା ,ସୁର୍ୟୋଦୟ ପ୍ରାତଃ ଘ୦୫ /୪୨/୫୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୨୬/୧୪ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ଧନୁରାଶିର ଘାତଚନ୍ଦ୍ର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବିରି ଭକ୍ଷଣ ନିଷେଧ । ମେଷ- ଆଜି ଆପଣ ନିଜରବନ୍ଧୁମାନଙ୍କ ସହାୟତା ପାଇଁଅଭାବ ଦୂର କରିବା ସହିତ ଅନେକ ଭାବରେ ଆର୍ଥିକ ସମସ୍ୟାର ସମାଧାନ କରିପାରିବେ ଓ ଆପଣଙ୍କପାଇଁ […]