ଟ୍ରକ୍ ନେଲା ସ୍କୁଟିଚାଳକଙ୍କ ଜୀବନ
ମେଣ୍ଢାଶାଳ,୨୧/୮(ଏସଏସନିଉଜ) ଋବିବାର ସନ୍ଧ୍ୟାରେ ରାଜଧାନୀ ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥରେ ଯାଁଳା ପଂଚାୟତ ଓ ଇମ୍ଫୋଭ୍ୟାଲି ଥାନାର ଜଟଣୀ ଗେଟ୍ (ତଳଖେତା ଛକ)ନିକଟରେ ଏକ ଟ୍ରକ୍ ଧକ୍କାରେ ସ୍କୁଟି ଚାଳକ ମୃତ୍ୟୁବରଣ କରିଥିବାବେଳେ ପଛରେ ବସିଥିବା ମହିଳା ଅତି ଗୁରୁତ୍ବର ହୋଇଛନ୍ତି । ରବିବାର ସଂଧ୍ୟା ସମୟରେ OR-02 AT 3086 ନଂ ଏକ ସ୍କୁଟି ଗାଡିରେ ଚନ୍ଦନ ପୁରଅଂଚଳର କେରାଣ୍ଡି ପୁର ଗାଁର ବିଷ୍ଣୁ ପ୍ରସାଦ ଦାଶ (୫୮)ଓ ତାଙ୍କ ସ୍ତ୍ରୀ କୁମୁଦିନୀ ଙ୍କସହ […]