Browsing author

SATYA SANDHANA DESK

ବିଷ ପିଇ ମାଆ ପୁଅଙ୍କ ଆତ୍ମହତ୍ୟା

ରାୟଗଡ଼ା, ,୭/୫(ଏସଏସନିୟୁଜ) ଶେଷଖାଲ ଥାନା ଝିମିରିପେଟା ଗାଁରେ ମାଆପୁଅ ଆତ୍ମହତ୍ୟା କରିଥିବାର ଜଣାପଡିଛି । ଆଇପିଏଲ ବେଟିଂରେ ବିପୁଳ ଅର୍ଥ ହାରିବା ପରେ ବିଷ ପିଇଥିବା ସୂଚନା ମିଳିଛି ।ତେବେ ଡାକ୍ତରଖାନାରେ ରାତିରେ ପୁଅ ଏବଂ ସକାଳେ ଡାକ୍ତର ମାଆକୁ ମୃତ ଘୋଷଣା କରିଛନ୍ତି । ବାକି ଟଙ୍କା ଆଦାୟ ପାଇଁ କିଛି ବ୍ୟକ୍ତି ୩ ଦିନ ତଳେ ଆସିଥିବା ଜଣାପଡିଥିବାବେଳେ ପାଟିତୁଣ୍ଡ କରି ଘରୁ କିଛି ମୂଲ୍ୟବାନ ଜିନିଷ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ଟଙ୍କା […]

ଓଡ଼ିଶା-ଆନ୍ଧ୍ର ଉପକୂଳ ଛୁଇଁବ ବାତ୍ୟା

ଭୁୁବନେଶ୍ୱର,୭/୫(ଏସଏସନିୟୁଜ) ୱେଲ୍ ମାର୍କଡ ଲୋ-ପ୍ରେସରରେ ପରିଣତ ହେଲା ଲଘୁଚାପ। ଆଣ୍ଡାମାନ ସାଗରରେ ସୁଦୃଶ୍ୟ ହେଲା ଲଘୁଚାପ। ଉତ୍ତର ପଶ୍ଚିମକୁ ଗତି କରି ଅଧିକ ଘନୀଭୂତ ହେବା ସମ୍ଭାବନା। ଆଗାମୀ ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ। ଲଘୁଚାପ ଆଣ୍ଡାମାନ ସାଗରରେ ଦୃଶ୍ୟମାନ ହୋଇଥିବା ବେଳେ ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଅଧିକ ଘନୀଭୂତ ହେବ ବୋଲି ଅନୁମାନ କରାଯାଉଛି ।ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ […]

ଆଜିର ରାଶିଫଳ

ମଇ ମାସ ୦୭ ତାରିଖ ୨୦୨୨ ମସିହା(ଶନିବାର) ବୈଶାଖ-ଶୁକ୍ଳପକ୍ଷ,ତିଥି- ଷଷ୍ଠୀ , ସୁର୍ୟୋଦୟ-ପ୍ରାତଃ ଘ୦୫/୧୯/୨୦,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୮/୪୯, ବୃଷ ,ସିଂହ ଓ କନ୍ୟା ରାଶିର ଘାତବାର,ଷଷ୍ଠୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ନିମ୍ବ ଦିବା ଘ ୦୩/୦୩ ପର୍ଯ୍ୟନ୍ତ ତଦନ୍ତେ ତାଳ ଭକ୍ଷଣ ନିଷେଧ। 🐏ମେଷ👉ଆଜି ଆପଣଙ୍କ ଆର୍ଥିକ ଦୃଷ୍ଟିକୋଣରେ ଦିନ ମଧ୍ୟମ ଫଳଦାୟୀ ଅଟେ। ଖର୍ଚ୍ଚର ଚିନ୍ତାରେ ମନ ଅଶାନ୍ତି ରହିପାରେ କିନ୍ତୁ ସବୁ ଠିକ ହୋଇଯିବ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ, ଅନ୍ୟଥା କ୍ଷତି […]

ଦାୟିତ୍ୱ ନେଲେ ଆଇପିଏସ୍‌ ଅରୁଣ ବୋଥ୍ରା

ଭୁବନେଶ୍ୱର,୬-୫(ଏସ ଏସ ନିଉଜ)କ୍ରାଇମବ୍ରାଞ୍ଚ ଏଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୯୬ ବ୍ୟାଚ୍‌ର ଆଇପିଏସ ଅରୁଣ ବୋଥ୍ରା ।ଅରୁଣ ବୋଥ୍ରା କଟକ କ୍ରାଇମବ୍ରାଞ୍ଚର ମୁଖ୍ୟ କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ ଗ୍ରହଣ କରିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ଅରୁଣ ବୋଥ୍ରାଙ୍କୁ ଦାୟିତ୍ୱ ହନ୍ତାନ୍ତର କରିଛନ୍ତି ।

ଉପକୂଳ ଛୁଇଁବା ବେଳକୁ ଦୁର୍ବଳ ହୋଇଯାଇପାରେ ବାତ୍ୟା

ଭୁବନେଶ୍ୱର,୬/୫(ଏସ ଏସ ନିଉଜ)ବାତ୍ୟାର ଗତିବିଧି ଅଦ୍ୟାବଧି ସ୍ପଷ୍ଟ ହୋଇନଥିବାବେଳେ ଏବେ ଉପକୂଳରେ ଥିବା ଲୋକଙ୍କ ମନରେ ଛନକା ପଶିଯାଇଛି ।ତେବେ ୧୦ରେ ବାତ୍ୟା ଉପକୂଳ ନିକଟ ହେଲାପରେ ଦିଗ ବଦଳାଇ ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଜ୍ଞାନୀ ଶରତ ସାହୁ କହିଛନ୍ତି । ୧୦ ତାରିଖରେ ବାତ୍ୟା ଧିରେ ଧିରେ ଦୁର୍ବଳ ହେବା ସହ ଅପରାହ୍ନରେ କଟକ, ଭୁବନେଶ୍ୱରରେ ପ୍ରଭାବ ପଡ଼ିପାରେ ଓ ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିବା […]

ଚନ୍ଦକାରୁ ଧରାହେଲା ୫ କୁଇଣ୍ଟାଲ ଗଂଜେଇ

ବାରଙ୍ଗ,୬/୫(ଏସ ଏସ ନିଉଜ) ଆନ୍ଧ୍ରପ୍ରଦେଶରୁ ହରିୟାଣା ଗଂଜେଇ ଚାଲାଣ ହେଉଥିବା ବେଳେ ଚନ୍ଦକା ନିକଟରେ ଧରାପିଡ଼ିଛି ।ଘଟଣାସ୍ତଲରୁ ୫ କୁଇଣ୍ଟାଲ ୬ କିଲୋ ଗଂଜେଇଜବତ କରିବାସହ ୩ଜଣଙ୍କୁ ଗିରଫ କରିଛି ଏନସିବି ଭୁବନେଶ୍ବର ଜୋନ୍‌ ।ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପଂଜାବର ବଲୱାନ ସିଂହ , ହରିୟାଣାର ଜସପ୍ରୀତ ସିଂହ ଓ ଜସନୁର ସିଂହ। ଏକ ମେସିନ ପାର୍ଟସ ବୋଝେଇ ୧୨ଚକିଆ ଟ୍ରକରେ ଗଂଜେଇ ଆସୁଥିବାର ବିଶେଷ ସୁତ୍ରରୁ ଖବର ପାଇ ଏନସିବି ଚନ୍ଦକା ଏସ୍‌ଓଜି […]

ବାଘଛାଲ ଓ ହାତୀଦାନ୍ତ ଜବତ

  ବଲାଙ୍ଗିର,୬/୫(ଏସ ଏସ ନିଉଜ) ସଇନ୍ତଲା ଟିକ୍ରାପଡାରେ ବାଘ ଛାଲ ଡିଲ ବେଳେ ବାଘ ଛାଲ ବେପାରୀକୁ ଏସଟିଏଫ୍ ଧରିଛି ।ସିଏ ହେଲେ ଟିକ୍ରାପଡା ଚରଚରା ଗାଁ ଆଦିକନ୍ଦ ଘିବେଲା ।ଏସଟିଏଫ୍ ଗ୍ରାହକ ବେଶରେ ଆସି ବାଘଛାଲ ଜବତ କରିବାରେ ସକ୍ଷମ ହୋଇଥିଲେ ।ସେହିଁଭଳିଭାବେ ଗତକାଲି ମାଲପଡାରୁ ୬ଟି ହାତୀ ଦାନ୍ତ ଜବତ କରି ମାଲପଡାର ନୁରିନ ସେଠଙ୍କୁ ଗିରଫ କରାଯାଇଛି । ହାତୀ ଦାନ୍ତ ବିକିବା ପାଇଁ ନେଉଥିବା ବେଳେ ବୋଷ କଲୋନୀ ନିକଟରେ ନୁରିନଙ୍କୁ […]

ଦର୍ଶନ ଦେଲେ ବାବା କେଦାରନାଥ

ଭୁବନେଶ୍ୱର,୬/୫(ଏସ ଏସ ନିଉଜ) କେଦାରନାଥ ଧାମ ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ।ବାବାଙ୍କ ମନ୍ଦିର ୧୫ କ୍ବିଣ୍ଟାଲ ଫୁଲରେ ସଜେଇ ହୋଇଛି।ବାବାଙ୍କ ଦର୍ଶନ ପାଇଁ ୧୦ ହଜାର ଭକ୍ତଙ୍କ ସମାଗମ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମନ୍ଦିର ଖୋଲିବା ବେଳେ ଉପସ୍ଥିତ ଥିଲେ।

ସୃଷ୍ଟିହେଲା ଲଘୁଚାପ

ଭୁବନେଶ୍ୱର,୬/୫(ଏସ ଏସ ନିଉଜ) ସୃଷ୍ଟି ହେଲା ଲଘୁଚାପ । ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ସହ ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଥୁବା ନେଇ ଟ୍ୱିଟ୍ କରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବାତ୍ୟାର […]

ଆଜିର ରାଶିଫଳ

ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଜୟନ୍ତୀ,ଶୁକ୍ରବାର୨୦୨୨ ମସିହା ମେ ମାସ ୬ ତାରିଖ,ବୈଶାଖ ମାସ- କୃଷ୍ଣପକ୍ଷ,ତିଥି ପଞ୍ଚମୀ ,ସୁର୍ୟୋଦୟ-ପ୍ରାତଃ:ଘ୫/୧୮/୪୬,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୭/୨୯,ବିଛା, ଧନୁ ଓ ମୀନ ରାଶି ର ଘାତବାର,କନ୍ୟା ରାଶି ର ଘାତଚନ୍ଦ୍ର,ପଞ୍ଚମୀ ର ଏକୋଦିଷ୍ଟ,ବେଲ ଓ ନିମ୍ବ ଭକ୍ଷଣ ନିଷେଧ.। 🐏ମେଷ👉ଆପଣ ନିଜକୁ ସ˚ବରଣରେ ରଖିବା ଦରକାର। ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ। 🐮ବୃଷ👉କୌଣସି ବଡ଼ କାମରେ ଲାଭ ହେବ। ଖୁସି ଖବର ପାଇବେ। ସଙ୍ଗୀତ ନିର୍ଦେଶକଙ୍କ […]