Browsing author

SATYA SANDHANA DESK

ମାନବିକତା ଦେଖାଇଲେ ଅଟୋଚାଳକ

ଭୁବନେଶ୍ୱର,୨୫/୪(ଏସଏସନିଉଜ)ମାନବିକତାର ପ୍ରକୃତ ପରିଚୟ ବଡଗଡ ଥାନା ଅନ୍ତର୍ଗତ ଝରଣାସାହି ବସ୍ତିର ବସନ୍ତ କୁମାର ସାହୁ ନାମକ ଜଣେ ଅଟୋ ଚାଳକ ଦେଇଛନ୍ତି। ଗତ ତା୨୩.୦୪.୨୦୨୨ ରିଖରେ ଅଟୋ ଚାଳକ ବସନ୍ତ ଜ୍ୟୋତ୍ସ୍ନାରାଣୀ ସାହୁ ନାମ୍ନି ଜଣେ ମହିଳା ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ସମ୍ପୃକ୍ତା ମହିଳା ଜଣକ ଏକ ଭ୍ୟାନିଟି ବ୍ୟାଗକୁ ଭୁଲ ବଶତଃ ତାଙ୍କ ଅଟୋରେ ଛାଡି ଚାଲି ଯାଇଥିଲେ। ଏଣୁ ଅଟୋ ଚାଳକ ଜଣକ ଉକ୍ତ ଭ୍ୟାନିଟିକୁ ଖୋଲି ଦେଖିବା ପରେ ସେଥିରେ ସୁନାର […]

ଜଳଭଣ୍ଡାରରେ ବୁଡିଲା ଦେଶୀଡଙ୍ଗା ,ଦୁଇ ନିଖୋଜ

ମାଲକାନଗିରି,୨୫/୪(ଏସଏସନିଉଜ) ଆଜି ଅପରାହ୍ନରେ ଦେଶୀ ଡଂଗା ବୁଡିଯାଇ ବାଲିମେଳା ଜଳଭଣ୍ଡାରରେ ଦୁଇ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିବା ଜଣାପଡିଛି। ଆଜି ନିରଙ୍ଗିଝୋଲା ଗ୍ରାମରେ ସାପ୍ତାହିକ ହାଟ ସାରି ଓରାପଦର ଗ୍ରାମର ତିନି ଜଣ ଦେଶୀ ଡଂଗାରେ ଘରକୁ ଫେରୁଥିଲେ। ତେବେ ଓରାପଦର ନିକଟରେ ଦେଶୀ ଡଂଗାଟି ଭାରସାମ୍ୟ ହରାଇ ଓଲଟି ପଡିବାଫଳରେ ତିନି ଜଣଙ୍କ ମଧ୍ୟରୁ ଅଣ୍ଡ୍ରାପାଲୀ ପଞ୍ଚାୟତର ଓରାପଦରର ଗ୍ରାମର ଦୁଇ ଜଣ ନିଖୋଜ ହୋଇଯାଇଥିଲେ ।ଅନ୍ୟଜଣେ କୈାଶଳକ୍ରମେ ବଂଚିଯାଇଥିବାର ଜଣାପଡିଛି ।ଖବରପାଇ ପୋଲିସ ସହ […]

ବସକୁ ନିଆଁ ଲଗାଇ ପୋଡି ଦେଲେ ନକ୍ସଲ

ମାଲକାନଗିରି, ୨୫/୪(ଏସଏସନିଉଜ) ସୀମାନ୍ତ ତେଲେଙ୍ଗାନାର ଚିନ୍ତୁର ଥାନା ଅନ୍ତର୍ଗତ କତୁର ଗ୍ରାମ ନିକଟରେ ଗତକାଲି ରାତିରେ ନବରଙ୍ଗପୁରରୁ ହାଇଦ୍ରାବାଦ ଯାଉଥିବା ବସକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ନକ୍ସଲ । ବସ ପୋଡିବା ସାରିବାପରେ ନକ୍ସଲମାନେ ପୋଷ୍ଟର ସହ ଲିଫଲେଟ ଛାଡ଼ି ଯାଇଛନ୍ତି । ଗତକାଲି ରାତିରେ ଶତାଧିକ ନକ୍ସଲ ରାସ୍ତା ଅବରୋଧ କରିବାଦ୍ୱାରା ଦୁଇପଟେ ବହୁ ଗାଡି ଅଟକି ରହିଥିଲା। ଏହିସମୟରେ କେଭିଆର ନାମକ ଘରୋଇ ବସ ରାସ୍ତାରେ ନଅଟକି ଆଗକୁ ଆସିବାରୁ ନକ୍ସଲ ରାଗିଯାଇ […]

କାଲିଠୁ ବନ୍ଦ ହେବ ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ୱର,୨୫/୪(ଏସଏସନିଉଜ)ଆସନ୍ତା କାଲିଠାରୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ଆସନ୍ତାକାଲିଠୁ ୫ ଦିନ ଅର୍ଥାତ ୩୦ ତାରିଖ ପର‌୍ୟ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲକୁ ବନ୍ଦ କରିବା ନେଇ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶନାମା ଜାରି କରିଛି। ରାଜ୍ୟରେ ବଢୁଥିବା ପ୍ରବଳ ଗ୍ରୀଷ୍ମପ୍ରବାହକୁ ନେଇ ଓ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଘୋଷଣା କରାଯାଇଛି ।ତେବେ ଏହି ସମୟମଧ୍ୟରେ ପୁର୍ବ ନିର୍ଦ୍ଧାରିତ ସମୟମୁତାବକ ମାଟ୍ରିକ ଏବଂ +୨ ପରୀକ୍ଷା ଚାଲୁ ରହିବ ବୋଲି […]

ମାଲକାନଗିରିରେ ଶୁଭାରମ୍ଭ ହେଲା ବାୟୁ ଆମ୍ବୁଲାନ୍ସ ସେବା

ମାଲକାନଗିରି, ୨୫/୪(ଏସଏସନିଉଜ) ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇବା ଲାଗି ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ବାୟୁ ସ୍ୱାସ୍ଥ୍ୟ ସେବା । ତେବେ ମାଲକାନଗିରି ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟ ସେବା ସୁଧାରିବା ଲାଗି ଏକ ସ୍ୱତନ୍ତ୍ର ଡାକ୍ତରି ଦଳ ଦୁଇ ଦିନିଆ ମାଲକାନଗିରିକୁ ଗସ୍ତ କରିଛନ୍ତି ।ଏଥିରେ ସୁପର କାଡରିୟୋଲୋଜି, ଗେଷ୍ଟନଲୋଜି ଓ ୟୁରୋଲୋଜିଙ୍କ ସହ ଏସ୍ତେନସିଆ ଓ ହେପଟୋଲଜି ଭଳି ପ୍ରମୁଖ ବିଭାଗର ୪ ଜଣ ସ୍ପେଶାଲ ଡାକ୍ତରଙ୍କ ସହ ଆଠ ଜଣ ଜୁନିଅର ଡାକ୍ତରମାନେ ଅଛନ୍ତି । […]

GRSଙ୍କ ଘରେ ଭିଜିଲାନ୍ସ ରେଡ୍

ଭୁବନେଶ୍ୱର,୨୫/୪(ଏସଏସନିଉଜ) ଆଜି ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ଜିଆରଏସ ବାବୁଲି ପଢ଼ିଆରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଭିଜିଲାନ୍ସ ପକ୍ଷରୁ ବାବୁଲିଙ୍କର ରଘୁନାଥପୁରରେ ଥିବା ପୈତୃକ ଘର, କଳାରାହାଙ୍ଗ ଅଫିସ, ଆଶିର୍ବାଦ ପ୍ଲାଜା ଆପାର୍ଟମେଣ୍ଟ ବିଲଡିଂ, ରଘୁନାଥପୁରରେ ଥିବା ଆଜବେଷ୍ଟସ ଘର ସହ ଏକକାଳିନ୬ଟି ସ୍ଥାନରେ ଚଢଉ କରାଯାଇଛି ।ଯାଞ୍ଚ ବେଳେ ଭୁବନେଶ୍ୱର ଉପକଣ୍ଠରେ ୫୮ଟି ପ୍ଲତ ଓ ବାରଙ୍ଗ ବେଳଗଛିଆରେ ଗୋଟିଏ ପ୍ଲଟ ଥିବାର ଭିଜିଲାନ୍ସ ଜାଣିବାକୁ ପାଇଛି ।

ଯାଆଁଳା ବଜାରରେ ଫୁଟିଛି ଗୁଳି

ଭୁବନେଶ୍ୱର,୨୫/୪(ଏସଏସନିଉଜ) ରବିବାର ରାତିରେ ରାଜଧାନୀର ଯାଆଁଳା ବଜାରରେ ଫୁଟିଛି ଗୁଳି ।ଦୁର୍ବୁତମାନେ ୮ ରାଉଣ୍ଡ ଗୁଳି ଚାଳନା କରିଛନ୍ତି । ଏହି ଗୁଳିମାଡ ବାପ- ପୁଅଙ୍କୁ ହୋଇଛି ।ଗୁଳିମାଡରେ ପୁଅ ଲୋକନାଥ ସୁବୁଦ୍ଧ ଗୁରୁତର ଆହତ ହୋଇଥିବା ବେଳେ ଭଗବାନ ସୁବୁଦ୍ଧି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଦୁର୍ବୃତ୍ତମାନେ ଦୁଇଟି ବାଇକରେ ଆସି ଉଭୟଙ୍କ ଉପରକୁ ଅଚାନକ ଗୁଳିଚାଳନା କରିଥିଲେ । ଗୁରୁତର ଲୋକନାଥଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଶତ୍ରୁତାରୁ ଏହି ଗୁଳିକାଣ୍ଡ […]

ଆଜିର ରାଶିଫଳ

ସୋମବାର୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୨୫ ତାରିଖ, ବୈଶାଖ ମାସ- କୃଷ୍ଣପକ୍ଷ,ତିଥି- ଦଶମୀ, ସୁର୍ୟୋଦୟ-ପ୍ରାତଃ ଘ୫/୨୩/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୬/୨୦,ମିଥୁନର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,କଳମ ଶାଗ ଭକ୍ଷଣ ନିଷେଧ,ଅମୃତ ବେଳା -ଦିବା ଘ୭/୪ ମଧ୍ୟେ ଘ୧୦/୨୮ ଗତେ ଘ୧/୧ ମଧ୍ୟେ ଘ୩/୩୪ ଗତେ ସଂ ଘ୫/୧୬ ମଧ୍ୟେ ରା ଘ୯/୭ ଗତେ ଘ ୯/୫୨ ମଧ୍ୟେ ଘ୧୨/୫୧ ଗତେ ଘ୨/୨୧ ମଧ୍ୟେ। 🐏ମେଷ👉ବାଣିଜ୍ୟ, ବ୍ୟବସାୟ ରେ ଆୟ ମଧ୍ୟମ ହେବ । […]

ଆଜିର ରାଶିଫଳ

ରବିବାର୨୦୨୨ ମସିହା ଅଦ୍ୟ ଏପ୍ରିଲ ମାସ ୨୪ତାରିଖ, ବୈଶାଖ ମାସ- କୃଷ୍ଣପକ୍ଷ,ତିଥି- ନବମୀ, ସୁର୍ୟୋଦୟ-ପ୍ରାତଃ ଘ୫/୨୬/୦୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୩/୧୦,ମେଷର ଘାତବାର,ସିଂହ ରାଶିର ଘାତଚନ୍ଦ୍ର,ନବମୀର ଏକୋଦିଷ୍ଟ ଓ ଶ୍ରାଦ୍ଧ,ଲାଉ ଭକ୍ଷଣ ନିଷେଧ,ଅମୃତ ବେଳା-ଦିବା ଘ୬/୧୪ ଗତେ ଘ୯/୨୬ ମଧ୍ୟେ ରାତ୍ରୀ ଘ୭/୪୦ ଗତେ ଘ୯/୧୬ ମଧ୍ୟେ,ମାହେନ୍ଦ୍ର ବେଳା-ଦିବା ଘ୬/୧୪ ମଧ୍ୟେ ଘ୧୨/୩୮ ଗତେ ଘ୧/୨୬ ମଧ୍ୟେ ରାତ୍ରୀ ଘ୬/୫୨ ଗତେ ଘ୭/୪୦ ମଧ୍ୟେ ଘ୧୨/୧୮ ଗତେ ଘ୩/୪୦ ମଧ୍ୟେ। 🐏ମେଷ👉ଏହି ରାଶିର ଲୋକମାନଙ୍କ ପାଇଁ ଆଜିିର ଦିନଟି ଶାରୀରିକ […]

ଟେଣ୍ଟ ମାଲିକଙ୍କୁ ନିର୍ମମ ହତ୍ୟା

କୋଣାର୍କ,୨୩/୪(ଏସ ଏସ ନିଉଜ)ଗୋପ ଥାନା ଅନ୍ତର୍ଗତ ବାଲିକନ୍ଦଳ ଗାଁରେ ଟେଣ୍ଡ କପଡ଼ା ଚିରାକୁ କେନ୍ଦ୍ରକରି ନୃଶଂସ ହତ୍ୟାକାଣ୍ଡ ଘଟିଛି।ଡିଜେ ମାଲିକ ଟେଣ୍ଡ ମାଲିକଙ୍କୁ ପିଟିପିଟି ତାଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିବାର ଅଭିଯୋଗ ହୋଇଛି । ଟେଣ୍ଟ ମାଲିକଙ୍କୁ ପିଟିବା ପରେ ତାଙ୍କ ଉପରେ ଗାଡ଼ି ଚଢ଼ାଇଦେଇଥିଲେ ଡିଜେ ମାଲିକ । ଏହାକୁ ନେଇ ବାଲିକନ୍ଦଳ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି । ପୋଲିସକୁ ଠେଲାପେଲା କରିଥିବା ଜଣାପଡିଛି । ଜଣକୁ ଅଟକ ରଖି ଗୋପ ପୋଲିସ ତଦନ୍ତ […]