ଆଜିର ରାଶିଫଳ
ଶନିବାର୨୦୨୨ ମସିହା ଅଦ୍ୟ ମାର୍ଚ୍ଚ ମାସ ୨୬ ତାରିଖ,ଚୈତ୍ର ମାସ- କୃଷ୍ଣପକ୍ଷ, ତିଥି- ନବମୀ ,ସୁର୍ୟୋଦୟ-ପ୍ରାତଃ ଘ୫/୪୯/୨୨,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୫/ ୨୩,ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର,ତୁଳା ଓ କୁମ୍ଭ ରାଶି ର ଘାତଚନ୍ଦ୍ର, ନବମୀ ର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଲାଉ,କଳମ ଶାଗ) ଭକ୍ଷଣ ନିଷେଧ। 🐏ମେଷ👉ଆଜି ଦିନଟି ନିଜର କ୍ୟାରିୟର ସୁଧାର ପାଇଁ ଭଲ ହେବ। କୌଣସି ଅନୁବନ୍ଧ ପାଇଁ ଭଲ ସୁଯୋଗ ମିଳିବ। ପାରିବାରିକ କାର୍ଯ୍ୟରେ ପରିବାରର ସବୁ ସଦସ୍ୟଙ୍କ […]