Browsing author

SATYA SANDHANA DESK

କାର୍ ମାଲିକଙ୍କୁ ନୋଟିସ କଲା ବାଣପୁର ପୋଲିସ

ଖୋର୍ଦ୍ଧା ୨୭/୩(ଏସଏସନିଉଜ) ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଧିରେଧିରେ ଅଡୁଆ ବଢ଼ିବାରେ ଲାଗିଛି । ଲୋକ ଏବଂ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡ଼ି ମଡ଼ାଇବା ଘଟଣାରେ ବିଧାୟକ ଏବେ ଜେଲରେ ରହିଛନ୍ତି । ମାର୍ଚ୍ଚ ୧୨ ତାରିଖ ବାଣପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ସମୟରେ ଜଗଦ୍ଦେବ ଏକ ଲ୍ୟାଣ୍ଡ ରୋଭର ଡିସକଭରି କାରରେ ଆସିଥିବାବେଳେ ଲୋକଙ୍କୁ ଓ ପୋଲିସକୁ ଗାଡି ମଡାଇଦେଇଥିଲେ ।ଏଥିରେ ଉତ୍ୟକ୍ତ ହୋଇ ଲୋକମାନେ ପ୍ରଶାନ୍ତଙ୍କୁ କାରରୁ ଭିଡି ଆଣି ମରଣାନ୍ତକ ଆକ୍ରମଣ […]

ଗଞ୍ଜାମରେ ନିର୍ବାଚନ ପରବର୍ତ୍ତୀ ହିଂସା

ଗଞ୍ଜାମ ,୨୭/୩(ଏସଏସନିଉଜ) ନିର୍ବାଚନ ପରବର୍ତ୍ତୀ ହିଂସା ଗଞ୍ଜାମରେ ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଗୋଶାଣିନୁଆ ଗାଁ ଥାନା ଅନ୍ତର୍ଗତ ବ୍ରିଟ କଲୋନୀ ଏଲଆଇଜି ୯୪ ଷ୍ଟେଜ ୨ରେ ଏହି ଘଟଣା ଘଟିଛି । ପୂର୍ବତନ କର୍ପୋରେଟର ତଥା ଏଥର ୧୨ନମ୍ବର ୱାର୍ଡର ସ୍ଵାଧୀନ ପ୍ରାର୍ଥୀ ବିରେନ ପଟନାୟକ ଓ ତାଙ୍କ ପତ୍ନୀ ତଥା ୧୪ ନମ୍ବର ୱାର୍ଡର ବିଜେପି କର୍ପୋରେଟର ପ୍ରାର୍ଥୀନୀ ସସ୍ମିତା ଦାସଙ୍କ ଘର ଉପରକୁ ଆକ୍ରମଣ କରିବାସହ ବାଇକକୁ ଭାଙ୍ଗିଦେଇଛନ୍ତି । ସ୍ମାମୀସ୍ତ୍ରୀ […]

ପୁଣି ବଢ଼ିଲା ପେଟ୍ରୋଲ ଦର

ଭୁବନେଶ୍ୱର,୨୭/୩(ଏସ ଏସ ନିଉଜ) ୫ ଦିନରେ ୪ ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର ।ପାଖାପାଖିସାଢେ ୩ ଟଙ୍କା ଲିଟର ପିଛାବୃଦ୍ଧିି ପାଇଛି।୫ଟି ରାଜ୍ୟର ନିର୍ବାଚନ ସରିବା ପରେ ଆଜି ପଞ୍ଚମ ଦିନ ପାଇଁ ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢିଛି । ଗତ ୬ ଦିନ ଭିତରେ ପେଟ୍ରୋଲ ଡିଜେଲ ଦର ୫ ଦିନ ବଢିଛି ।ଯାହାକି ପାଖାପାଖି ସାଢ଼େ ୪ଟଙ୍କା ବଢ଼ିଛି ।

ଗୋଟିଏ ଜୁଇରେ ଜଳିଲା ପତିପତ୍ନୀଙ୍କ ମୃତଦେହ

କେନ୍ଦ୍ରାପଡ଼ା,୨୭/୩(ଏସ ଏସ ନିଉଜ) ବାହାଘରର ଦିନକେଇଟା ପରେ ଆର ପାରିକୁ ଚାଲିଗଲେ ନବବିଭାହିତ ପତିପତ୍ନୀ।ପାରିବାରିକ କଳହ କାରଣରୁ ଉଭୟ ସ୍ୱାମୀ-ସ୍ତ୍ରୀବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତୁବରଣ କରିଛନ୍ତି ।ଏହି ଅଭାବନୀୟ ଘଟଣା କେନ୍ଦ୍ରାପଡ଼ା ସଦର ଥାନା କଳପଡା ଗାଁରେ ଘଟିଛି।ମୃତକ ସ୍ୱାମୀ-ସ୍ତ୍ରୀ ହେଲେ ୨୫ ବର୍ଷ ବୟସ୍କରବୀନ୍ଦ୍ର ବେହେରା ଓ ୨୨ବର୍ଷ ବୟସ୍କ ଅନୁସୂୟା ବେହେରା । ମାର୍ଚ୍ଚ ୨୪ ତାରିଖ ବିଳମ୍ବିତ ରାତିରେ ସ୍ବାମୀ-ସ୍ତ୍ରୀ ବିଷ ପିଇ ଘର ପାଖରୁ […]

ଆଜିର ରାଶିଫଳ

ରବିବାର୨୦୨୨ ମସିହା ଅଦ୍ୟ ମାର୍ଚ୍ଚ ମାସ ୨୭ ତାରିଖ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି- ଦଶମୀ, ସିଂହ ରାଶିର ଘାତବାର,ମେଷ ରାଶିର ଘାତଚନ୍ଦ୍ର,ଦଶମୀର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, କଳମଶାଗ, ଶିମ୍ବଭକ୍ଷଣ ନିଷେଧ।ଆଜିର ରାଶିଫଳ 🐏ମେଷ👉ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ରାଜନୈତିକ ପରିସର ବୃଦ୍ଧି ହେବ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ପାଇବେ। 🐮ବୃଷ👉ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ସାମାଜିକ ମିଳାମିଶା ବଢ଼ିବ। 👩‍❤️‍👨ମିଥୁନ👉ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ […]

ସରିଲା ଭୋଟ ଗଣତି

ଭୁବନେଶ୍ୱର,୨୬/୩(ଏସ ଏସ ନିଉଜ)୨୮ ଜିଲ୍ଲାରେ ପୌର ନିର୍ବାଚନ ପାଇଁ ସରିଲା ଭୋଟ ଗଣତି।ମୋଟ ୯୭ ଅଧ୍ୟକ୍ଷ ପଦରୁ ବିଜେଡି ଖାତାକୁ ଯାଇଛି ୭୦। ବିଜେପି ଖାତାରେ ୧୫ ଟି ପାାଇ ଥିବାବେଳେ କଂଗ୍ରେସ ୫ଟି ପଦ ହାତେଇବାରେ ସକ୍ଷମ ହୋଇଛି ।ସେହିଁଭଳିଭାବେ  ସ୍ୱାଧୀନ ପାର୍ଥିମାନେ ୭ଟି ଜାଗାରେ ଅଧ୍ୟକ୍ଷ ପଦ ହାତେଇବାରେ ସକ୍ଷମ ହୋଇଛନ୍ତି ।

ଆଗରେ ବିଜେଡି

ଭୁବନେଶ୍ବର,୨୬/୩(ଏସଏସନିଉଜ) ପୌର ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି ।ସମୟାନୁକ୍ରମେ ନୁଆନୁଆ ଟ୍ରେଣ୍ଡ୍ ଆସି ପହଁଚୁଛି ।ତେବ ଦିନ ୧ଟାସୁଦ୍ଧା ମେୟର ଓ ପୌରାଧ୍ୟକ୍ଷ ଆସନରେ ବିଜେଡି ବହୁତ ଆଗରେ ରହିଥିବାର ଜଣାପଡିଛି ।ଦିନ ୧ଟା ସୁଦ୍ଧା ଟ୍ରେଣ୍ଡରେ ୭୫ଟି ଆସନରେ ବିଜେଡି ଆଗରେ,୧୭ଟିରେ ବିଜେପି ଓ ୯ଟି ଆସନରେ ସ୍ୱାଧିନ ପ୍ରାର୍ଥୀ ଆଗରେ ରହିଥିବାର ଜଣାପଡିଛି ।  

ବିଜୟ ଉତ୍ସବରେ କଟକଣା

ଭୁବନେଶ୍ୱର,୨୬/୩(ଏସଏସନିଉଜ)ପୌର ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଥିବା ବେଳେ କେତେକ ଜାଗାରେ ପ୍ରାର୍ଥୀମାନେ ବିଜୟୀ ହୋଇସାରିଛନ୍ତି ।ତେବେ ଏହି ବିଜୟ ଉସ୍‌ବକୁ କେହି ପାଳନ କରିପାରିବେ ନାହଁ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । କେହି ଉତ୍ସବ ପାଳନ ପାଇଁ ଅନୁମତି ମାଗିନାହାନ୍ତି,ତେଣୁ ବିନା ଅନୁମତିରେ ବିଜୟ ଉତ୍ସବ ପାଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି ।

ବାପା ପରେ ଚାଲିଗଲା ପୁଅ

ବାରଙ୍ଗ୨୫/୩(ଏସଏସନିିଜ )ବାପାର ଦେହାନ୍ତ ହେବାର କେଇଘଂଟାପରେ ପୁଅର ଜୀବନ ଚାଲିଯାଇଥିଲା ।ପରିବାରର ଚଳାଇବାର ବୋଝ ସହ ରୋଗିଣା ବାପାର ଚକିସ୍‌ା ପାଇଁ ପରିବାରର ଏକମାତ୍ର ରେଜଗାରକ୍ଷମ ପୁଅର ଜୀବନ ଶୁକ୍ରବାର ଦିନ ଚାଲିଯାଇଛି ।ପୁଅ ଓ ସ୍ମାମୀକୁ ହରାଇ ମା ଦୁଃଖରେ ଭାଙ୍ଗିପଡିଥିବାବେଳେ ଏହି ଘଟଣା ଗ୍ରାମବାସୀମାନଙ୍କୁ ମର୍ମାହାତ କରିଛି ।ଏହିଭଳି ଦୁଃଖଦ ଘଟଣା ବାରଙ୍ଗବ୍ଲକଅର୍ନ୍ତଗତ କୁହ୍ନେଇପଡା ଗ୍ରାମ ପଂଚାୟତର ବ୍ରାହ୍ମଣୀ ଗାଁରେ ଘଟିଛି । ବ୍ରାହ୍ମଣୀ ଗାଁର ୫୦ବର୍ଷ ବୟସ୍କ ପୁରସ୍ତମ ସ୍ୱାଇଁଙ୍କର ବ୍ରେନଟ୍ୟୁମରରେ ଆକ୍ରାନ୍ତ […]

ଜାଲରେ ପଡ଼ିଲା କୁମ୍ଭୀର

ଭଦ୍ରକ,୨୬/୩(ଏସଏସନିୁଜ)ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପାଶ୍ୱର୍ରେ ଥିବା ଗେଙ୍ଗୁଟିର ଶାଖା ନଦୀରେ ଢ଼ାଛଜାଲରେ ପଡିଛି କୁମ୍ଭୀର ।କିଛି ମାଛଧରାଳୀ ନଦୀରେ ମାଛ ଧରୁଥିବାବେଳେ କୁମ୍ଭୀରଟି ଜାଲରେ ପଡିବା ସହ ଜଣେ ମାଛଧରାଳିଙ୍କ ଗୋଡକୁ କାମୁଡି ଦେଇଥିଲା ।ଫଳରେ ମାଛଧରାଳୀ ଶ୍ୟାମସୁନ୍ଦରପୁର ଗ୍ରାମର ଗଗନ ଦାସ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସାଥିମାନଙ୍କ ସହ ଶୁକ୍ରବାରଦିନ ଗଗନ ମାଛମାରିବାକୁ ନଦୀକୁ ଯାଇଥିବାବେଳେ ଗଗନର ଜାଲରେ କୁମ୍ଭୀରଟି ପଡିଥିଲା ।ତେବେ ଖବର ପାଇ […]