ଆଜିର ରାଶିଫଳ
ମଙ୍ଗଳବାର୨୦୨୨ ମସିହା ମାର୍ଚ୍ଚ ମାସ ୨୯ ତାରିଖ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି-ଦ୍ୱ|ଦଶୀ, ସୁର୍ୟୋଦୟ-ପ୍ରାତଃ ଘ୫/ ୪୬/୩୪,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୫/୫୭,ମକର ରାଶି ର ଘାତବାର,ମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର,ଦୂ|ଦାସି ର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ, ପୋଇ, ବାଇଗଣଭକ୍ଷଣ ନିଷେଧ। 🐏ମେଷ👉ସାମାଜିକ ସ˚ଗଠନରେ ଥିବା ଲୋକଙ୍କର ମର୍ଯ୍ୟାଦା ବଢ଼ିବ। ବ୍ୟବସାୟରେ ଅବହେଳା କରନ୍ତୁ ନାହିଁ। ଚାରିଆଡ଼େ ଆପଣଙ୍କ ଲେଖାର ପ୍ରଶ˚ସା ହେବ। 🐮ବୃଷ👉ଆଜି ଆପଣ ଆନନ୍ଦରେ ରହିବେ। ବେପାରରେ ଉନ୍ନତି ହେବ। ପ୍ରିୟତମଙ୍କ ସହିତ ବାହାରକୁ […]