Browsing author

SATYA SANDHANA DESK

ଟାଟା ମ୍ୟାଜିକ୍ ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବାସୁଦେବପୁର,୩୦/୩(ଏସଏସନିଉଜ) ଗତକାଲି ରାତିରେ ବିନାୟକପୁର ନଳପଦୀ ଦାଶସାହିର ସୁଶାନ୍ତ ଦାଶଙ୍କ ଦୁଇଟି ଗାଡିରେ ଦୁର୍ବୃତ୍ତମାନେ ନିଅଁ ଲଗାଇ ପୋଡି ଦେଇଛନ୍ତି।ଘର ଆଗରେ ସୁଶାନ୍ତଙ୍କ ଏକ ବୋଲେରୋ ଓ ଗୋଟିଏ ଟାଟା ମ୍ୟାଜିକ ଗାଡି ଥୁଆହୋଇଥିଲା ।ତେବେ ବିଳମ୍ଭିତ ରତିରେ ନିଆାଁର ମାତ୍ରା ବଢିବା ସହ ଉତାପ ବୃଦ୍ଧିପାଇବାର ଅନୁଭବ କରି ସୁଶାନ୍ତ ବାହାରକୁ ଉଠିବାପରେ ଗାଡିଦୁଇଟି ଜଳୁଥିବାର ଜାଣିବାକୁ ପାଇଥିଲେ ।ତେବେ ସପରିବାରେ ନିଆଁକୁ ଆୟତ କରିବାପାଇଁ ପାଣି ପକାଇବା ଆରମ୍ କରି ଦମକଳକୁ ଖବର ଦେଇଥିଲେ।ତେବେ […]

ସ୍ତ୍ରୀକୁ ପୋଡି ମାରିଲା ସ୍ୱାମୀ !

ସମ୍ବଲପୁର, ୩୦/୩(ଏସଏସନିଉଜ) ଖଟାଟାଙ୍ଗ ଗାଁରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ସ୍ୱାମୀ କିରାସିନି ଢାଳି ପୋଡି ହତ୍ୟା କରିଥିବା ଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ଏଭଳି କାଣ୍ଡ ସ୍ୱାମୀ ଘଟାଇଥିବାନେଇ ମୃତ ମହିଳାଙ୍କ ଭାଇ ମହୁଲପାଲି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି।  

ସ୍ତ୍ରୀ ସ୍ୱାମୀ ବିରୁଦ୍ଧରେ କଲେ ହତ୍ୟା ଉଦ୍ୟମ ଅଭିଯୋଗ

ପିପିଲି, ୩୦/୩(ଏସଏସନିଉଜ) ଗତ ୨୦୧୬ ମସିହାରେ ପଶ୍ଚିମବଙ୍ଗ କୋଲକତା ଟାଲିଗଞ୍ଜ ଅଞ୍ଚଳର ବାସିନ୍ଦା ଶ୍ୱେତା ମହାପାତ୍ର ଓରଫ ଖାତୁନ ଙ୍କ ସହ ପିପିଲିର କସରଦା ଗ୍ରାମର ବିରାଟଙ୍କ ସହ ତାଙ୍କର ବିବାହ ହୋଇଥିଲା।କନ୍ତୁ ୪ମାସର ଗର୍ଭବତୀ ଥିବା ଖାତୁନ କୋଲକତାସ୍ଥିତ ପୈତୃକ ଘରୁ ଗତ ୨୨ ତାରିଖରେ ଫେରି ସ୍ୱାମୀ ରହୁଥିବା ପୁରୀ ଘରେ ସେ ପହଞô୍ଚବା ପରେ ସେଠାରେ ବିରାଟ ତାଙ୍କୁ ଶାରିରିକ ଓମାନସିକ ନିର୍ଯ୍ୟାତନା ଦେବା ସହ ଗର୍ଭପାତ କରିବା ପାଇଁ ବାଧ୍ୟ କରିବାସହ […]

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭୁବନେଶ୍ବର, ୩୦/୩(ଏସଏସନିଉଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ପଟିଆସ୍ଥିତ ବାସେରା ଇମପ୍ରେସନ ପ୍ଲସ ଆପାର୍ଟମେଣ୍ଟ.ଗାୟତ୍ରୀ ବିହାରରେ ଥିବା ୨ ମହଲା ଘର, କଟକ କିଶୋରନଗର ପିନପୁର ଗାଁର ପୈତୃକ ଘର, କଟକ ଲାଲବାଗ ଆଲିସା ବଜାରରେ ଥିବା ଏକ ମହଲା ଘର, ନୟାଗଡ଼ କାର୍ଯ୍ୟାଳୟ ,ବାସଭବନ ସମେତ ଖୋର୍ଦ୍ଧା କୁନେଇ ୬ଟି […]

ଆଜିର ରାଶିଫଳ

ବୁଧବାର୨୦୨୨ ମସିହା ମାର୍ଚ୍ଚ ମାସ ୩୦ ତାରିଖ,ଚୈତ୍ର  ମାସ-  କୃଷ୍ଣପକ୍ଷ,ତିଥି-ତ୍ରୟୋଦଶୀ ,ସୁର୍ୟୋଦୟ-ପ୍ରାତଃ ଘ୫/୪୫/୩୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/ ୫୬/ ୦୮,କର୍କଟ ରାଶିର ଘାତବାର,ମିଥୁନ ଓ ମୀନ ରାଶି ର ଘାତଚନ୍ଦ୍ର,ତ୍ରୟୋଦଶୀ ର ଏକଦିଷ୍ଟ ଓ ଚତୁର୍ଦ୍ଦଶୀ ପାର୍ବଣ ଶ୍ରାଦ୍ଧ, ବାଇଗଣ , ବିରି ଭକ୍ଷଣ ନିଷେଧ।ଆଜିର ରାଶିଫଳ 🐏ମେଷ👉ଆଜିର ଦିନଟିରେ ଆପଣଙ୍କ ଆତ୍ମିଅଙ୍କ ସହଯୋଗ କରିବାରୁ ଆନନ୍ଦିତ ରହିବେ । ବସ୍ତ୍ରଭୂଷଣ ପ୍ରାପ୍ତି ମାଧ୍ୟମରେ ଦିନଟି ଖୁସିରେ ଅତିବାହିତ କରିବେ। ସ୍ବାସ୍ଥ୍ୟ ସ୍ଥିତିରେ ସମ୍ପୂର୍ଣ୍ଣ ଉନ୍ନତି ଦେଖାଦେବ। ଶତ୍ରୁମାନେ […]

ନିଲମ୍ବିତ ହେଲେ ଏଏସଆଇ ସହ କନେଷ୍ଟବଳ

ସମ୍ବଲପୁର,୨୯/୩(ଏସଏସନିଉଜ) ଧନୁପାଲି ଥାନାରୁ ୩ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ପ୍ରଶାସନ ପକ୍ଷରୁ ବଡ଼ କାର‌୍ୟ୍ୟାନୁଷ୍ଠାନ ନିଆଯାଇଛି । କାର‌୍ୟ୍ୟରେ ଅବହେଳା ପାଇଁ ଜଣେ ଜଣେ ଏଏସଆଇଙ୍କ ସମେତ ଜଣେ କନେଷ୍ଟବଳଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ତବେ ଫେରାର ମାରିଥିବା ୩ ଅଭିଯୁକ୍ତ ଏବେବି ସୁଦ୍ଧା ଧରାପଡିନାହାନ୍ତି ।

ରିମାଣ୍ଡରେ ଯିବେ ଶର୍ମିଷ୍ଠା ସହ ୪

ଭୁବନେଶ୍ୱର,୨୯/୩(ଏସଏସନିଉଜ) ଭଦ୍ରକ ଉପକାରାଗାରରେ ଆଜି କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ସମେତ ଝୁନା ଭୋଇ, ନିରଞ୍ଜନ ସେଠୀ, ରଞ୍ଜନ ନାୟକ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଏହାପରେ ସେମାନଙ୍କଠାରୁ ମାନସଙ୍କ ହତ୍ୟାର ପୁଙ୍ଖାନୁପୁଙ୍ଖ ସମସ୍ତ ତଥ୍ୟ ବାହାର କରିବ ।ଦର୍ଘଦିନର ଲୁଚୁକାଳି ଖେଳ ମଧ୍ୟରେ ଶର୍ମିଷ୍ଠା ଓସହଯୋଗୀ ଝୁନା ଭୋଇ କଲିକତାରୁ ଫେରୁଥିବା ବେଳେ ଗତକାଲି ଭଦ୍ରକ ଜିଲ୍ଲା ନଳାଙ୍ଗରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଧରିଥିଲା ।  

ଶିମିଳିପାଳରେ ଲଗିଛି ନିଆଁ

ଭୁୁବନେଶ୍ୱର,୨୯/୩(ଏସଏସନିଉଜ)ସିମଳିପାଳର ଉତ୍ତର ଶିମିଳିପାଳର ଗୁରୁଗୁଡ଼ିଆ ଏବଂ ତାଳବନ୍ଧ ରେଞ୍ଜର ୪ଟି ସ୍ଥାନରେ ଅଭୟାରଣ୍ୟର ଶୁଖିଲା ଗଛପତ୍ର ଜଳୁଛି। ଏହାକୁ ଆୟତ କରିବାପାଇଁ ୭୦୦ରୁ ଉର୍ଦ୍ଧ ବନ କର୍ମଚାରୀମାନେ ନିୟୋଜିତ ହୋଇଛନ୍ତି।ଏହାସହ ଓଡ୍ରାଫ ଟିମ ସହ ଅଗ୍ନିଶମ ବିଭାଗ ନିୟୋଜିତ ହୋଇଛନ୍ତି ।

ଧରାପଡିଲେ ଆନ୍ତଃରାଜ୍ୟ ନକଲି ନୋଟ ଠକ ଗ୍ୟାଙ୍ଗ

ମାଲକାନଗିର. ୨୯/୩(ଏସଏସନିଉଜ) ଏକ ଆନ୍ତଃରାଜ୍ୟ ନକଲି ନୋଟ ଠକ ଗ୍ୟାଙ୍ଗକୁ ମାଲକାନଗିରି ପୋଲିସ ଧରିଛି ।ସେମାନେ ହେଲେ ପୋଲିସ ଆରେଷ୍ଟ କରିଥିବା ବ୍ୟକ୍ତିମାନେ ହେଲେ ଶକ୍ତି ଦ ବଚ୍ଚର,ଆଶିମ୍ ବିଶ୍ୱା.ସନିରଂଜନ ରୟ ,. ବିଷ୍ଣୁ ବିଶ୍ୱାସ.. ଶ୍ୟାମଲ ସାହା । ଏମାନଙ୍କ ଠାରୁ ନଗଦ ୧୭୦୦ -ଟଙ୍କା, ଦୁଇଟି ମୋବାଇଲ୍ ଫୋନ, ୬ ରୋଲ ବ୍ୟାଣ୍ଡେଜ୍ ଗେଜ୍‌, କାଗଜପତ୍ରର ୨୦୦୦ ଟଙ୍କା ଆଦି ଜବତ କରିଛି । ଏହି ଗ୍ୟାଙ୍ଗ ବେଆଇନ ନକଲି ନୋଟ ଲୋକଙ୍କୁ ଯୋଗାଇବା […]

ଗଞ୍ଜେଇ ଜବତ, ୫ ଗିରଫ

ସମ୍ବଲପୁର, ୨୯/୩(ଏସଏସନିଉଜ)ସୋମବାର ଅଇଁଠାପାଲି ପୁଲିସ ୫ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଗଞ୍ଜେଇ ଓ ଅନ୍ୟାନ୍ୟ ସାମଗ୍ରୀ ସମେତ ୫ ଜଣଙ୍କୁ ଗିରଫ କରିଛି । ସକାଳ ସମୟରେ ପୁଲିସ ପେଟ୍ରୋଲିଂ କରୁଥିବାବେଳେ ବିପୁଳ ଗଞ୍ଜେଇ ଚାଲାଣ ହେଉଥିବାର ଖବର ପାଇ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ଘଟଣାସ୍ଥଳରୁ ଏକ ପୁଲିସ ଏକ ଓଆର – ୧୯ – ଏନ – ୩୨୫୫ନଂ ଟାଟା ସଫାରୀ ରେ ରଖାଯାଇଥିବା ୩୨ କିଗ୍ରା ୬ ଶହ ଗ୍ରାମର ଗଞ୍ଜେଇ, […]