Browsing author

SATYA SANDHANA DESK

କାଠଚକ୍ରି ନେଲା ଜୀବନ

ବାଲିପାଟଣା, ୧୯/୩(ଏସ ଏସ ନିଉଜ)ବାଲିପାଟଣା ବ୍ଲକ ନରିଶୋରେ ଦୋଳ ମେଳଣରେ କାଠଚକ୍ରି ବାଣ ଫୁଟାଇ ଜଣଙ୍କର ମୃତ୍ୟୁ ହୋଇଛି ।ମୃତକ ହେଉଛନ୍ତି ନରିଶୋ ଶାସନ ଗାଁର ସ୍ମୁତି ରଞ୍ଜନ ଷଡଙ୍ଗୀ ।ଶୁକ୍ରବାର ବିଳମ୍ବିତ ରାତିରେ ଦୋଳ ପୁର୍ଣ୍ଣିମା ଝୁଲଣ ଉତ୍ସବ ପାଳନ ହେଉଥିବା ବେଳେ ନରିଶୋ ଶାସନ ଗାଁର ସ୍ମୁତି ରଞ୍ଜନ ଷଡଙ୍ଗୀ ଉତ୍ସବ ଦେଖୁଥିଲେ ।ଏହି ସମୟରେ କାଠଚକ୍ରି ବାଣ ଟି ଛିକିଥିଲା ଓ ଆସି ସ୍ମୁତିଙ୍କ ମୁଣ୍ଡରେ ବାଜିଥିଲା । ପରେ ତାଙ୍କୁ ଉଦ୍ଧାର […]

ହୋଲି ପାଇଁ କଡ଼ା ସୁରକ୍ଷା

ଭୁବନେଶ୍ବର,୧୯/୩(ଏସ ଏସ ନିଉଜ)ରାଜଧାନୀ ଭୁବନେଶ୍ବର ରେ ହୋଲି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି କମିସନରେଟ ପୋଲିସ । ରାଜଧାନୀର ପ୍ରମୁଖ ୨୦ଟି ଛକରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସହରର ବିଭିର୍ଣ ସ୍ଥାନରେ ୩୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।ଏହାସହ ୨୦ଟି ମୋବାଇଲ ପାଟ୍ରୋଲିଂ ଟିମ୍ ପଇତାରା ମାରୁଛନ୍ତି ।

ଦୋଳ ପାଇଁ ମାଡଗୋଳ

ବାଲିପାଟଣା,୧୯/୩(ଏସ ଏସ ନିଉଜ)ବଳିପାଟଣାରେ ହୋଇଛି ଗୋଷ୍ଠୀ ସଂଘର୍ଷ ।ସରକାରୀ ଜାଗାରେ ଦୋଳ ବିମାନ ଯିବା ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି ।ଯାହାଫଳରେ ରଣକ୍ଷେତ୍ର ପାଲଟିଥିଲା ମହୁଖଣ୍ଡାର ଗାଁ ଦାଣ୍ଡ । ଏହି ରଣକ୍ଷେତ୍ରରେ ୪ଜଣ ଗୁରୁତର ହୋଇଥିବା ବେଳେ ୮ରୁ ଅଧିକ ଆହତ ହୋଇଥିବାର ଜଣାପଡିଛି ।

ଆଜିର ଅନୁଚିନ୍ତା

ଯିଏ ବୋକା ସେ ଧୋକା ଖାଇଥାଏ କଷ୍ଟ ବି ପାଇଥାଏ , ଯିଏ ସରଳ ସେ ଆଘାତ ପାଇଥାଏ , ଆଉ ଯିଏ ସ୍ବାର୍ଥପର ସେ ହିଁ ଖୁସିରେ ଜୀବନ କାଟିଥାଏ ,କିନ୍ତୁ ମନେରଖନ୍ତୁ ଏ ସବୁ କ୍ଷଣସ୍ଥାୟୀ ହୋଇଥାଏ । 🦋ଆପଣ ଯେ କୌଣସି କାର୍ଯ୍ୟ କରନ୍ତୁ ନା କାହିଁକି କୌଣସି ପରିସ୍ଥିତିର ମୁକାବିଲା କରିଲାବେଳେ ସବୁବେଳେ ସତ୍ ପଥରେ ହିଁ ଆଗକୁ ବଢ଼ିବା ଉଚିତ୍ । 🦋ସୂର୍ଯ୍ୟ ହେଉ ବା ମଣିଷ ସମସ୍ତଙ୍କୁ ତ […]

ଆଜିର ରାଶିଫଳ

ଶନିବାର୨୦୨୨ ମସିହା ମାର୍ଚ୍ଚ ମାସ ୧୯ ତାରିଖ,ଶ୍ରୀ ମନ୍ଦିରେ ହୋଲି ଉତ୍ସବ,ଚୈତ୍ର ମାସ- କୃଷ୍ଣପକ୍ଷ,ତିଥି-ପ୍ରତିପଦା ,ସୁର୍ୟୋଦୟ-ପ୍ରାତଃଘ୫/୫୫/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୫/୫୩/୫୭, ବୃଷ , ସିଂହ ଓ କନ୍ୟା ରାଶି ର ଘାତବାର,ବୃଷ ରାଶିର ଘାତଚନ୍ଦ୍ର, ପ୍ରତିପଦାର ଏକଦିଷ୍ଟ ଓ ଦ୍ୱିତିଆ ର ଏକଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବୋଇତି କଖାରୁ ଭକ୍ଷଣ ନିଷେଧ। 🐏ମେଷ👉ଯାହା ବି କାମ କରିବେ, ବାଧାର ସମ୍ମୁଖୀନ ହେବେନାହିଁ। ବିରୋଧୀ ଆପଣଙ୍କର କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ। ଚାକିରିରେ ପଦୋନ୍ନତି ମିଳିପାରେ। ବ୍ୟବସାୟର […]

ଆରମ୍ଭ ହୋଇଛି ପ୍ରସିଦ୍ଧ ଓଳକଣା ମେଳଣ

ଡେଲାଙ୍ଗ,୧୮/୩(ଏସ ଏସ ନିଉଜ) ଆରମ୍ଭ ହୋଇଛି ପ୍ରସିଦ୍ଧ ଓଳକଣା ମେଳଣ । ଘଣ୍ଟଘଣ୍ଟା ଖୋଳ ସଂକୀର୍ତ୍ତନରେ ଉଛୁଳି ଉଠୁଛି ମେଳଣ ପଡିଆ। ହାତୀ ଘୋଡା ସଖୀ ନାଚ ସହ ଫଗୁ ଖେଳରେ ସମସ୍ତେ ମସଗୁଲ।ଭଗବାନ। ଭାବ ଭକ୍ତିମୟ ପରିବେଶ । ଏହି ମେଳଣରେ କଟକ କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରୁ ୨୦୦ ରୁ ଉର୍ଦ୍ଧ ବିମାନ ଯୋଗ ଦେଇଛନ୍ତି ।ବିମାନରେ ଝୁଲି ଝୁଲି ଆସୁଛନ୍ତି ରାଧାକୃଷ୍ଣ। ଭକ୍ତମାନଙ୍କ ସହ ଫଗୁ ଖେଳୁଛନ୍ତି ।ଏହି ପୁରାଣ ପ୍ରସିଦ୍ଧ ମେଳଣ […]

ଗାଧୋଉଥିବା ବେଳେ ଭାସିଗଲେ ୭

ଯାଜପୁର,୧୮/୩(ଏସ ଏସ ନିଉଜ) ବଡସୁଆର ମଙ୍ଗଳାଘାଟ ନିକଟରେ ଗାଧୋଉଥିବା ବେଳେ ନଦୀ ସୂଅରେ ୭ ଜଣ ଭାସି ଯାଇଥିଲେ।ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି।ହେଲେ ୫ଜଣଙ୍କର ପତା ମିଳିପାରିନାହିଁ ।ରଙ୍ଗ ଖେଳି ସାରିବା ପରେ ଗାଧୋଉଥିବା ବେଳେଏହି ଅଘଟଣ ଘଟିଛି।ଆଜି ଦୋଳ ପର୍ବରେ କେତେକ ଗ୍ରାମରେ ରଙ୍ଗ ଖେଳି ସାରିବା ପରେ ଖରସ୍ରୋତାକୁ ଗାଧୋଇବାକୁ ଯାଇଥିଲେ ।ବଡସୁଆର ମଙ୍ଗଳାଘାଟ ନିକଟରେ ଗାଧୋଉଥିବା ବେଳେ ନଦୀ ସୂଅରେ ଭାସି ଯାଇଥିଲେ […]

ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ

ପୁରୀ,୧୮/୩(ଏସଏସନିଉଜ) ଆଜି ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ । ବିଭିନ୍ନ ପ୍ରକାର ରତ୍ନ ଅଳଙ୍କାର, ପୁଷ୍ପ ଅଳଙ୍କାର ଓ ମୂଲ୍ୟବାନ ପାଟବସ୍ତ୍ରରେ ସୁସଜ୍ଜିତ ହୋଇ ଠାକୁରମାନେ ରାଜରାଜେଶ୍ୱର ବେଶ ଧାରଣ କରିବେ । ଦୋଳପୂର୍ଣ୍ଣିମା ଅବସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସୁନାବେଶ ବେଶ କରାଯିବ । ରତ୍ନସିଂହାସନରେ ଶ୍ରୀବିଗ୍ରଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରାଯିବାସହ ଅବିର ଓ ଝିମିରି ଫଗୁ ଲାଗି ନୀତି ଅନୁଷ୍ଠିତ ହେବ ।ଏହାସହ ଶ୍ରୀଦୋଳଗୋବିନ୍ଦ, ଲକ୍ଷ୍ମୀ ଓ ସରସ୍ୱତୀ ମଧ୍ୟ ଦୋଳବେଦିକୁ ବିଜେ କରି ଦୋଳି […]

ମାଆପୁଅ ଗିରଫ

ଭୁବନେଶ୍ୱର, ୧୮/୩(ଏସଏସନିଉଜ) ଭରତପୁର ଅଞ୍ଚଳରେ ପୁଲିସ ଚଢାଉ କରି ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ମା ଓ ପୁଅଙ୍କୁ ଗିରଫ କରିଛି ପୁଲିସ ।ନିଜ ଘରେ ମା ଓ ପୁଅଗଞ୍ଜେଇ ରଖି ବାହାରକୁ ଚାଲାଣ କରୁଥିବାର ବିଶେଷସୁତ୍ରରୁ ଖବର ପାଇ ଭରତପୁରଥାନା ପୋଲିସ ଚଢଉ କରିଥିଲା

ମା ହେଲା ବିଜ୍‌ଲି

ବାରଙ୍ଗ,୧୮/୩(ଏସଏସନିଉଜ)ନନ୍ଦନକାନନ ପାଇଁ ଖୁସି ଖବର ମା ହେଲା ବିଜ୍‌ଲି ।ଦ୍ୱିତୀୟଥର ପାଇଁ ମା ହେବାର ସୈାଭାଗ୍ୟ ଅର୍ଜ୍ଜନ କରିଛି ସିଂହସଫାରୀର ଆକର୍ଷଣୀୟ ସିଂହି ବିଜ୍‌ଲି ।ସମ୍ରାଟ ସହ ମିଶି ପୁଣି ମା ହେବାର ସୈାଭାଗ୍ୟ ଅର୍ଜ୍ଜନ କରିପାରିଛି ।ଗତ କାଲି ରାତିରେ ମା ହୋଇଛି ।ଗୋଟିଏ ଛୁଆକୁ ଜନ୍ମ ଦେଇଛି । ଗତ୨୦ଜୁଲାଇ୨୦୨୧ରେ ବଜ୍‌ଲି ପ୍ରଥମ କରି ଦେଇଥିବା ଛୁଆ ମଧ୍ୟରୁ ଗୋଟିଏ ଯାହାର ନାମ ବର୍ଷା ରହିଥିଲା ସିଏ ବଂଚିରହିଥିଲା ।ବିଜ୍‌ଲି ପୁଣି ଛୁଆ ଦେଇଥିବାର […]