Browsing author

SATYA SANDHANA DESK

ଆଜିର ଅନୁଚିନ୍ତା

🦋ହଲଚଲ ହେଉଥିବା ପାଣିରେ ଯେପରି ନିଜ ପ୍ରତିବିମ୍ବ ଦେଖାଯାଏ ନାହିଁ, ଠିକ୍ ସେହିପରି କ୍ରୋଧରେ ଥିବା ବ୍ୟକ୍ତି କେବେହେଲେ ସତ୍ୟକୁ ଦେଖିପାରେ ନାହିଁ । 🦋ଏ ଦୁନିଆରେ ଏହି ଦୁଇ ପ୍ରକାର,ସବୁଠାରୁ ବଡ ଅସହାୟ ଅଟନ୍ତି :- ●ରୂପ ବିନା ନାରୀ । ●ଟଙ୍କା ବିନା ପୁରୁଷ । 🦋ଭଲ ବନ୍ଧୁଟିଏ ପାଇବା ଜମାରୁ ସହଜ କଥା ନୁହେଁ । ସ୍ୱାର୍ଥକୁ ଆଖି ଆଗରେ ରଖି ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା ପାଇଁ ଆମ ଜୀବନରେ ଅନେକ […]

ଆଜିର ରାଶିଫଳ

🙏🏾ମାଁ ପରମେଶ୍ବରୀ ନମଃ🙏🏾ମାସ- ମାର୍ଗଶୀର,ପକ୍ଷ-ଶୁକ୍ଳ,ତିଥି- ଦ୍ଵାଦଶୀ ରାତ୍ରି ଘ୦୨-୦୬ମି ଗତେ ତ୍ରୟୋଦଶୀ,ଚନ୍ଦ୍ର ଶୁଦ୍ଧି- ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମେଷ ରାଶିର ଘାତ ଚନ୍ଦ୍ର,ନିଷିଦ୍ଧ ଖାଦ୍ୟ- ପୋଇଶାଗ ରାତ୍ରି ଘ୦୨-୦୬ମି ଗତେ ବାଇଗଣ ଭକ୍ଷଣ ନିଷେଧ👉🏿ମେଷ: ସୁଖସମ୍ମାନ👉🏿ବୃଷ: ପଥରୋଧ👉🏿ମିଥୁନ: ଧନପ୍ରାପ୍ତି👉🏿 କର୍କଟ: ପରିଶ୍ରମ👉🏿 ସିଂହ: ସେବାପୂଜା👉🏿 କନ୍ୟା: ଦେହ ପୀଡା👉🏿 ତୁଳା: ପ୍ରୀତି ଲାଭ👉🏿 ବିଛା: ଶତ୍ରୁ ଭୟ👉🏿ଧନୁ: ପରଚର୍ଚ୍ଚା🤙🏿ମକର: କଳହଯୋଗ👉🏿 […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️ଯାହାଙ୍କର ମନ ଲୋଭଦ୍ୱାରା କଳୁଷିତ ନୁହେଁ, ଦ୍ୱେଷଦ୍ୱାରା ଆକ୍ରାନ୍ତ ନୁହେଁ ଏବଂ ଯିଏ ନିର୍ବିକାର – ସେ ସଦା ଜାଗ୍ରତ ଓ ନିର୍ଭୟ !! ➡️ହିଂସା, ଚୌର୍ଯ୍ୟ, ଯୌନଲିପ୍ସା, ମିଥ୍ୟା କଥନ, ଅପବାଦ, କର୍କଶ କଥା, ଅସଂଯତ ଆଳାପ, ଲୋଭ, ବିଦ୍ୱେଷ ଓ ଅନ୍ଧ ବିଶ୍ୱାସ- ଏସବୁ ଅଶୁଭ ମାର୍ଗ । ଏଣୁ ଏଥିରୁ ମନକୁ ନିବୃତ ରଖ !! ➡️ଜୀବନର ଯାତ୍ରାପଥରେ ମହତର କିମ୍ବା ସମାସ୍କନ୍ଧଙ୍କ ସାହଚର୍ଯ୍ୟ ଲୋଡିପାର । ଦୃଢ ସଂକଳ୍ପରେ […]

ଆଜିର ରାଶିଫଳ

🙏🏾 ମାଁ ପରମେଶ୍ବରୀ ନମଃ🙏🏾 ସର୍ବସମ୍ମତ ମୋକ୍ଷଦା ଏକାଦଶୀ,ମାସ- ମାର୍ଗଶୀର,ପକ୍ଷ-ଶୁକ୍ଳ,ତିଥି- ଏକାଦଶୀ ରାତ୍ରି ଘ୧୧-୩୬ମି ଗତେ ଦ୍ଵାଦଶୀ,ଚନ୍ଦ୍ର ଶୁଦ୍ଧି- ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ମେଷ ରାଶିର ଘାତ ଚନ୍ଦ୍ର,ନିଷିଦ୍ଧ ଖାଦ୍ୟ- ଆମିଷ ରାତ୍ରି ଘ୧୧-୩୬ମି ଗତେ ପୋଇଶାଗ ଭକ୍ଷଣ ନିଷେଧ,👉🏿ମେଷ: ଶ୍ରୀ ଚନ୍ଦ୍ର👉🏿ବୃଷ: ପ୍ରତାରଣା👉🏿ମିଥୁନ: କଳ୍ପ ଆୟ👉🏿 କର୍କଟ: କାର୍ଯ୍ୟ ବ୍ୟସ୍ତ👉🏿 ସିଂହ: ସହଯୋଗ👉🏿 କନ୍ୟା: ଦେହକଷ୍ଟ👉🏿 ତୁଳା: ସୁଖସମ୍ଭୋଗ👉🏿 […]

ବିଳମ୍ବରେ ଆସୁଛନ୍ତି ଡାକ୍ତର

ବାରଙ୍ଗ,,୧୨/୧୨(ଏସ ଏସ ନିଉଜ)ବାରଙ୍ଗ ବ୍ଲକ ଅନ୍ତର୍ଗତ ବଙ୍ଗାଳୀସାହି ନିକଟରେ ସୋମବାର ପୂର୍ବାହ୍ନରେ ଏକ କାରକୁ ପଛରୁ ଧକ୍କା ଦେଇ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛି। ସୂଚନା ମୁତାବକ ସୋମବାର ପୂର୍ବାହ୍ନ ୮.୨୦ ସମୟରେ କଟକ ବଡ ଡାକ୍ତରଖାନାରେ ହାଉସ ସର୍ଜନ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବତୀ ଏକ ସ୍କୁଟି ଯୋଗେ ଭୁବନେଶ୍ଵରରୁ କଟକ ଅଭିମୁଖେ ଯାଉଥିବା ସମୟରେ ବାରଙ୍ଗ ମୂଖ୍ୟ ରାସ୍ତାର ବଙ୍ଗାଳୀସାହି ନିକଟରେ ଏକ କାରକୁ ପଛରୁ ଧକ୍କା ଦେଇଥିଲେ।ଫଳରେ ତାଙ୍କର ଗୋଡ଼,ମୁହଁ […]

ବିନା କୋଚିଂରେ ଆଇଏଏସ

➡️୧-ଆଜି ବାରଣାସୀରେ ଥିବା କାଶୀ ବିଶ୍ୱନାଥ ମନ୍ଦିର କରିଡର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ➡️୨-ବାତ୍ୟା ଜୱାଦ୍ : ପ୍ରଥମ ଦିନରେ ଗ୍ରାଉଣ୍ଡରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ କଟକ ଜିଲ୍ଲାର ପ୍ରଭାବିତ ଅଞ୍ଚଳ ବୁଲି କ୍ଷୟକ୍ଷତି ର ଆକଳନ ଓ ଚାଷୀଙ୍କ ସହ କଲେ ଆଲୋଚନା । ➡️୩-ବିନା କୋଚିଂରେ ଆଇଏଏସ ଅଫିସର ହେଲେ ଉତ୍ତରପ୍ରଦେଶର ବରେଲିରେ ରହୁଥିବା ହିଂମାଶୁ ଗୁପ୍ତା । ଘର ଚଳାଇବା ପାଇଁ ସେ ଚା’ ବିକିବା […]

ଆଜିର ଅନୁଚିନ୍ତା

➡️ସମସ୍ୟା ଦେଖିବା ପରେ ଜୀବନରେ କେବେ ବି ହାର ମାନନ୍ତୁ ନାହିଁ , କିଏ ଜାଣେ ଏହି ସମସ୍ୟାରେ ଆପଣଙ୍କ ପାଇଁ ଏକ ବଡ ଆରମ୍ଭ ଲୁଚି ରହିଛି , ଯଦି କଷ୍ଟ ବଡ଼ ତେବେ ସଫଳତା ମଧ୍ଯ ବଡ ହୋଇପାରେ !! ➡️”ଜୀବନ ଏକ ଜଳ ବୁନ୍ଦା ହେଲେ ଅହଙ୍କାର ସମୁଦ୍ରଠାରୁ ମଧ୍ୟ ବଡ ହୋଇଥାଏ . ଏ ଅହଙ୍କାରୀ ରୂପୀ ସମୁଦ୍ର ଠାରୁ ଦୂରେଇ ରୁହନ୍ତୁ ଆପଣଙ୍କ ଭବିଷ୍ୟତ ମଙ୍ଗଳମୟ ହେବ !! ➡️”ପ୍ରକୃତରେ […]

ଆଜିର ରାଶିଫଳ

🙏🏾ମାଁ ପରମେଶ୍ବରୀ ନମଃ 🙏🏾ମାସ- ମାର୍ଗଶୀର ,ପକ୍ଷ-ଶୁକ୍ଳ ,ତିଥି- ଦଶମୀ ରାତ୍ରି ଘ୦୯-୩୩ମି ଗତେ ଏକାଦଶୀ ,ନକ୍ଷତ୍ର-ରେବତୀ ,ଚନ୍ଦ୍ର ଶୁଦ୍ଧି- ବୃଷ ମିଥୁନ କର୍କଟ କନ୍ୟା ତୁଳା ବିଛା ମକର କୁମ୍ଭ ମୀନ ରାଶି ଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର ଧନୁ ରାଶିର ଘାତ ଚନ୍ଦ୍ର ରାତ୍ରି ଘ ୦୨-୦୩ମିଗତେ ମିଥୁନ କର୍କଟ ସିଂହ ତୁଳା ବିଛା ଧନୁ କୁମ୍ଭ ମୀନ ରାଶିଜାତ ବ୍ୟକ୍ତିଙ୍କର ଚନ୍ଦ୍ର ଶୁଦ୍ଧି ଓ ଘାତ ଚନ୍ଦ୍ର,ମେଷ ରାଶିର […]

ଠେଙ୍ଗା ମାଡ଼ରେ ବଡ଼ଭାଇ ମୃତ

ସମ୍ବଲପୁର, ୧୨/୧୨(ଏସଏସନିୟୁଜ) ଜମିବାଡ଼ି ବିବାଦକୁ କେନ୍ଦ୍ରକରି ସାନଭାଇର ଠେଙ୍ଗାମାଡରେ ବଡଭାଇ ମୃତ୍ୟୁବରଣ କରିଛି । ଫାଶୀମାଲ ପଞ୍ଚାୟତ ଅନ୍ତର୍ଗତ କାଲୋପଡ଼ା ଗ୍ରାମର ଲକ୍ଷ୍ମଣ କାଲୋ ଓ ତାଙ୍କ ସାନ ଭାଇ ଅରୁଣ କାଲୋଙ୍କ ମଧ୍ୟରେ କୌଣସି କଥାକୁ ନେଇ ଶନିବାର ଅପରାହ୍‌ଣ ରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଅରୁଣ ବଡ଼ ଭାଇ ଲକ୍ଷ୍ମଣ ଙ୍କ ମୁଣ୍ଡରେ ଠେଙ୍ଗାରେ ମାଡ଼ କରି ବେହୋସ୍ କରିଦେଇଥିଲେ ।ବେହୋସ ପରେ ମଧ୍ୟ ଲକ୍ଷ୍ମଣ ସେମିତି ପଡିରହିଥିଲା ।ସନ୍ଧ୍ୟାରେ ପଡୋଶି […]

ଗୁଳିକରି ୧୨ ହଜାର ଟଙ୍କା ଲୁଟିନେଲେ ଦୁର୍ବୁର୍ତ୍ତ

ଗଞ୍ଜାମ,୧୨/୧୨(ଏସଏସନିୟୁଜ) କୋଦଳା ଥାନା ଅନ୍ତର୍ଗତ ନୂଆଗଡ ରାସ୍ତାରେ ସାଢ଼େ ଗୋଟାଏ ସମୟରେ ଗୁଳିମାଡ ହୋଇଛି ।ଏଥିରେ ହୁମା ଗ୍ରାମର ପୂର୍ବତନ ସେନାଧିକାରୀ ପୁଷ୍ପ ପ୍ରକାଶ ବେହେରା ଗୁରୁତର ଆହତହୋଇ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିସ୍‌ାପାଇଁ ସ୍ଥାନାନ୍ତର କରାଯାଇଛି। ନିଜର ପୁଅ ପାଇଁ ବୋହୁ ଦେଖିବା ପାଇଁ ପୁଷ୍ପ ପ୍ରକାଶ ବେହେରାଅଙ୍ଗରଗାଁ ସ୍ଥିତ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ଘରକୁ ଯାଇ ଫେରିବା ବାଟରେ ନୂଆଗଡ ଛକ ଠାରେ ଅଙ୍ଗରଗାଁ ପଟରୁ ୩ ଜଣ ଦୁର୍ବୁତ୍ତ ତାଙ୍କୁ ରୋକିଥିଲେ ।ଏହାପରେ […]