ବସଷ୍ଟପରୁ ମିଳିଲା ରାଜମିସ୍ତ୍ରୀଙ୍କ ମୃତଦେହ
ସୁନ୍ଦରଗଡ଼,୪/୯(ଏସଏସନିୟୁଜ) ଏହି ଜିଲ୍ଲାର ବୀରମିତ୍ରପୁର କରଡେଗା ବସଷ୍ଟପରୁ ମହୁଲଛାପର ବେଲାବେଡାର ଜୁହାନ କଣ୍ଡୁଳନା (୩୬) ନାମକ ରାଜମିସ୍ତ୍ରୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗତକାଲି ଜୁହାନ, ସମ୍ପର୍କୀୟ ଭାଇ ଠିକାଦାର ବିନୋଦ, ଝାରଖଣ୍ଡ ଦଲକିର ଅନିଲ ଗୁଡ଼ିଆ ମଦ ପିଇବାକୁ ଘରୁ ଆସିଥିଲେ । ଜୁହାନ ବିଳମ୍ବିତ ରାତି ପର୍ୟ୍ୟନ୍ତ ଘରକୁ ନ ଫେରିବାରୁ ପରିବାରଲୋକେ ଖୋଜାଖୋଜି କରି ନିରାଶ ହୋଇଥିଲେ । ଗତଜାଲି ହାତିବାରୀ ପୁଲିସ ପାଟ୍ରୋଲିଂ ବେଳେ ବସଷ୍ଟପରେ […]