Browsing author

SATYA SANDHANA DESK

ଚୋରି କରିବାକୁ ଆସି ଗାଁଲୋକଙ୍କ ହାବୁଡରେ ପଡିଲେ ୪ ଯୁବକ

ବାଲିପାଟଣା, ୧୮/୮(ଏସଏସନିୟୁଜ)ଗତକାଲି ବିଳମ୍ବିତ ରାତିରେ ପୋଇଝାରି ଗାଁ କୁ ଚୋରି କରିବାକୁ ଆସି ଗାଁ ଲୋକଙ୍କ ହାବୁଡରେ ପଡିଛନ୍ତି ମଞ୍ଚେଶ୍ୱର ଥାନା ନହରକଣ୍ଟା ଅଞ୍ଚଳର ସଂଗ୍ରାମ ବେହେରା , ଚନ୍ଦନ ବେହେରା, ବାଦଲ ଭୋଇ ଏବଂ ରାହୁଲ ଭୋଇ ।ଏହି୪ ଜଣ ଯୁବକକୁ ଗ୍ରାମବାସୀମାନେ ଧରି ପୁଲିସର ଜିମା ଦେଇଛନ୍ତି । ପୋଇଝାରି ଗ୍ରାମର ପଵନୀ ଜେନା, ମୃତ୍ୟୁଞ୍ଜୟ ଜେନା ଏବଂ ବିଜୟ ଜେନାଙ୍କ ଘରେ ଏମାନେ ପଶି ଚୋରୀ କରିଥିଲେ ।ପରିବାର ଲୋକ ଉଠିବାର ଜାଣିପାରି […]

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଚନ୍ଦ୍ରଶେଖରପୁର, ୧୮/୮(ଏସଏସନିୟୁଜ) ଜଣେ ନାବାଳିକାକୁ ଅପହରଣ କରି ଦୁଇ ମାସ କାଳ ଗୃହବନ୍ଦୀ ଅବସ୍ଥା‌ରେ ରଖି ବାରମ୍ବାର ଦୁଷ୍କର୍ମ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ବ୍ରହ୍ମପୁରରେ ଚଢ଼ଉ କରି ରେହମଦ୍ ଖାଁ ନାମକ ଯୁବକକୁ ଗିରଫ କରିଛି ।ପଡ଼ୋଶୀ ଘରର ଜଣେ ନାବାଳିକାକୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା ଏହିଥାନା ଅଞ୍ଚଳର ଏକ ବସ୍ତିରେ ରହୁଥିବା ରେହମଦ୍ ଖାଁ ।ଅନ୍ୟପଟେ ନାବାଳିକାଙ୍କ ପରିବାରପକ୍ଷରୁ ଅପହରଣ ଅଭିଯୋଗ ଚନ୍ଦ୍ରଶେଖରପୁର ଥାନାରେ […]

୧୦ଲୁଟ କାର ଜବତକଲା ନୂଆପଲ୍ଲୀ ଥାନା ପୁଲିସ

ଭୁବନେଶ୍ବର, ୧୮/୮(ଏସଏସନିୟୁଜ) ନିଜକୁ ଜଣେ ରେଲୱେ ଅଧିକାରୀ ବୋଲି ପରିଚୟଦେଇ କାର ଲୁଟ କରୁଥିବା ଜଣେ ଧୂର୍ତ୍ତ କାରଲୁଟେରା ମାନସ ରଂଜନ ବିଶ୍ବାଳ(୨୬)ଙ୍କୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିବାସହ ତାଠାରୁ ୧୦ଟି କାର୍ ଓ ଗୋଟିଏ ସ୍କୁଟି ଜବତ କରିଛି ।ରେଳବାଇରେ ଭଡ଼ା ଲଗାଇ ଦେବ କହି ମାନସ କାର୍ ମାଲିକମାନଙ୍କଠାରୁ ସେମାନଙ୍କ କାରକୁ ଲୁଟୁଥିଲା । ସ୍ପିଡ୍‌-ଟଏଜ୍ ସଂସ୍ଥାମାଧ୍ୟମରେ ନିଜକୁ ରେଲୱେ ଅଧିକାରୀ ବୋଲି ଲେଖି କାର୍ ଭଡ଼ା ଦେବାକୁ ଇଛା କରୁଥିବା ଲୋକଙ୍କୁ […]

୨ ଧୂର୍ତ୍ତ ଦଲାଲ୍ ଗିରଫ

ଭୁବନେଶ୍ବର,୧୮/୮(ଏସଏସନିୟୁଜ) ୨ ଧୂର୍ତ୍ତ ଦଲାଲ୍ କୁ ଗିରଫ କରିଛି ଭରତପୁର ଥାନା ପୁଲିସ ।ଏମାନେ ହେଲେ ଯାଁଳା ଫାଣ୍ଡି ଅଧୀନ ମଠସାହିର ରଂଜିତ ପରିଡ଼ା ଓ ପାଟଣାସାହିର ରାହାସ ବିହାରୀ ବାରିକ ଓରଫ କାହ୍ନା। ନୂଆଗାଁ ମୌଜାରେ ୧ ଏକର ଜମି କିଣାଇ ଦେବାକୁ ଖୋର୍ଦ୍ଧାର ଧୀରେନ୍ଦ୍ରନାଥ ପରିଡ଼ାଙ୍କୁ ଫସାଇ ରଂଜିତ ଓ କାହ୍ନା ଦୁଇ ପର୍ଯ୍ୟାୟରେ ୨୦ ଲକ୍ଷ ଟଙ୍କା ନେଇ ଆସିଥିଲେ । ଜମିର ମାଲିକଙ୍କୁ ଭେଟେଇବାକୁ ଧୀରେନ୍ଦ୍ର ଚାହୁଁଥିଲେ ମଧ୍ୟ ବିଭିର୍ଣ ବାହାନାକରି […]

ଆଜିର ରାଶିଫଳ

ଅଗଷ୍ଟ ମାସ ୧୮ ତାରିଖ ୨୦୨୧ ମସିହା(ବୁଧବାର)ଶ୍ରାବଣମାସ-ଶୁକ୍ଳପକ୍ଷ,ତିଥି-ଏକାଦଶୀ,ମକର ରାଶିର ଘାତବାର,ତୁଳା ଓ କୁମ୍ଭ ରାଶିର ଘ।ତଚନ୍ଦ୍ର,ଏକାଦଶୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ଶିମ୍ବ,ପୋଇ ଭକ୍ଷଣ ନିଷେଧ। ମେଷ:-କର୍ମକ୍ଷେତ୍ରରେ ସହକର୍ମୀମାନଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଦୀର୍ଘ ସମୟ ଧରି ଅପପେକ୍ଷା ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମ ଗୁଡିକ ଅଧାରେ ଅଟକିଯିବ। ପାରିବାରିକ ଚାପ ଦୃଷ୍ଟିରୁ ମାନସିକ ସ୍ତରରେ କଷ୍ଟ ସ୍ବୀକାର କରିବେ। ବୃଷ:-ଆଜି ଆପଣଙ୍କର […]

ଆଜିର ଅନୁଚିନ୍ତା

⚜ଆଖି କାନ ସବୁ ଖୋଲା ରଖି ଚଳ ବଦଳି ଯାଇଛି କାଳ, ସୁଯୋଗ ପାଇଲେ ତୁମ ନିଜ ଲୋକ ଉପାଡିବେ ଚେର ମୂଳ । ⚜କଠିନ ରାସ୍ତା ଦେଖି କେବେ ଡରିଯାଆନ୍ତୁ ନାହିଁ କାହିଁକି ନା ସବୁ କଠିନ ରାସ୍ତାର ଅନ୍ତ ସବୁବେଳେ ସୁନ୍ଦର ଜାଗାରେ ହିଁ ସରିଥାଏ । ⚜ଜୀବନର ପ୍ରତ୍ୟେକ ମୁହୁର୍ତ୍ତକୁ ଖୁସିରେ ବଞ୍ଚିବାକୁ ଚେଷ୍ଟା କରନ୍ତୁ, କାହିଁକି କି ନା ପ୍ରତିଦିନ ସନ୍ଧ୍ୟାରେ କେବଳ ସୂର୍ଯ୍ୟ ଅସ୍ତ ହୁଏ ନାହିଁ ବରଂ ସମସ୍ତଙ୍କ […]

ପାକିସ୍ତାନକୁ ଲାଗିଲା ବଡ ଝଟକା

୧. ଭାରତୀୟ ଅଧିନାୟକ ମନପ୍ରୀତ୍‌ ସିଂ ହକିରେ ଦୃଷ୍ଟାନ୍ତମୂକଳ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି । ୨. ତାଲିବାନର ବଡ ପ୍ରତିଶ୍ରୁତି, ଭାରତ ପାଇଁ ଆଶ୍ଵସ୍ତିକର ତ ପାକିସ୍ତାନକୁ ଲାଗିଲା ବଡ ଝଟକା । ୩. ଆପିକଲର ନୂଆ ୱେବ୍‌ସାଇଟ୍‌ ଲୋକାର୍ପିତ କଲେ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ୪. ଆଫଗାନିସ୍ତାନର ସଂଖ୍ୟାଲଘୁ ହିନ୍ଦୁ ଓ ଶିଖଙ୍କୁ ଶରଣ ଦେବ ଭାରତ । ୫. ଭାରତ ଟୋକିଓ ରେ ଗୋଟିଏ […]

ଚଳନ୍ତା ଟ୍ରେନରୁ ଖସି ଯୁବକ ମୃତ

ଚନ୍ଦ୍ରଶେଖରପୁର,୧୭/୮(ଏସଏସନିୟୁଜ)ପଟିଆ ରେଲୱେ ଷ୍ଟେସନ ରେଳ ଧାରଣାରୁ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଯୁବକର ମୃତ ଦେହକୁ ମଞ୍ଚେଶ୍ୱର ଜିଆରପି ପୋଲିସ ଉଦ୍ଧାର କରିଛି।ଉଦ୍ଧାର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।ମୃତ ଯୁବକଙ୍କ ନାମ ସାହାବାଜ ଖାଁ (୨୦)।ଘର ବିହାର ରାଜ୍ୟର ଶିବନ ଜିଲ୍ଲାର ଦରୋଳୀ ବୋଲି ପାଖରୁ ମିଳିଥିବା ଆଧାର ପରିଚୟ ପତ୍ରରୁ ଜଣାପଡିଛି।ତାଙ୍କ ପିତାଙ୍କ ନାମ ଜୁଲ୍ଫିକର ଖାଁ।ଆଜି ଅପରାହ୍ନ ୪ଟା ସୁଦ୍ଧା ଏକ ଚଳନ୍ତା ଏକ୍ସପ୍ରେସ ଟ୍ରେନରୁ ଯୁବକ ଜଣଙ୍କ ତଳକୁ ଖସି ପଡ଼ିଥିବା […]

ନକଲି ସିମେଣ୍ଟ ପେଣ୍ଟ୍ କାରଖାନା ଠାବ

ଭୁବନେଶ୍ବର, ୧୭/୮(ଏସଏସନିୟୁଜ) ପାତ୍ରପଡ଼ା ଭଗବାନପୁରରେଏକ ନକଲି ସିମେଣ୍ଟ ପେଣ୍ଟ କାରଖାନା ଠାବ କରିଛି ତମାଣ୍ଡୋ ଥାନା ପୋଲିସ । ବିର୍ଲା ହ୍ବାଇଟ୍ ନାଁ ଓ ଲୋଗୋ ବ୍ୟବହାର କରି ସିମେଣ୍ଟ ପେଣ୍ଟ୍ ତିଆରି ଏବଂ ବିକ୍ରି କରାଯାଇଥିବାନେଇ ଥାନାରେ ଅଭିଯୋଗ ହୋଇଛି।ପୋଲିସ ତଦନ୍ତ କରିବା ସହ କାରଖାନାକୁ ସିଲ୍ କରି କାରଖାନା ମାଲିକକୁ ଅଟକ ରଖି ପଚରାଉଚରା କରୁଛି ।ତଦନ୍ତବେଳେ ସିମେଣ୍ଟ ପେଣ୍ଟ ତିଆରି କରିବାର ଟ୍ରେଡ୍ ଲାଇସେନ୍ସ ଥିଲେ ମଧ୍ୟ ସେ ଅନ୍ୟ ଏକ କମ୍ପାନିର […]

ଚୋରି ଘଟଣାରେ ୨ ଅଭିଯୁକ୍ତ କୋର୍ଟଚାଲାଣ

ବାରଙ୍ଗ, ୧୬/୮(ଏସଏସନିୟୁଜ) ଚୋରି ଘଟଣାରେ ବାରଙ୍ଗ ଥାନା ପୋଲିସ ଦୁଇ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୁଚନାନୁସାରେ ଗତ ରବିବାର ବିଳମ୍ବିତ ରାତିରେ ଆନନ୍ଦ ବଜାର ଠାରେ ଥିବା ଓମଫେଡ ପାର୍ଲରରୁ ଓଜନ ମେସିନ ଓ ତ୍ରିବେଣୀସ୍ୱର ତ୍ରିନାଥ ମନ୍ଦିରରୁ ଏକ ହାରମୋନିୟମ,ବାସନ ସାମଗ୍ରୀ ଓ କିଛି ଟଙ୍କା ଚୋରି ଓ ନିବାସ ତି ଷ୍ଟଲରୁ ଖାଦ୍ୟସାମଗ୍ରୀ ଚୋରୀହୋଇଥିବା ଥାନାରେ ଅଭିଯୋଗ ହୋଇଥିଲା।ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା।ଅଭିଯୁକ୍ତ ମାନେ ଚୋରି […]