Browsing author

SATYA SANDHANA DESK

ଭଜିଲାନ୍ସ ଜାଲରେ ସେକ୍ସନ ଅଫିସର

ଭୁବବେଶ୍ବର:୨୧/୧୧- ପୁଣି ଭିଜିଲାନ୍ସ ଜାଲରେ ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶାଳୟର ସେକ୍ସନ ଅଫିସର | ପରିବର୍ଦ୍ଧିତ ପେନ୍‌ସନ ଫାଇଲ୍‌ କାମ ପାଇଁ ନେଉଥିଲେ ୫ ହଜାର ଟଙ୍କା । ଲାଞ୍ଚ ନେବା ବେଳେ ସେକ୍ସନ ଅଫିସର ଗୀତ ଖଡ଼ିଆଙ୍କୁ ଭୁବନେଶ୍ବରରୁ  ଗିରଫ ହୋଇଥିବା ଜଣାପଡି

ଓଡିଆରେ ଲେଖ ଦୋକାନର ନାମଫଳକ , ନହେଲେ ଗଣିବ ୨୫ହଜାର

ଭୁବେନେଶ୍ୱର;୨୧/୧୧- ଏଥର ବାଧ୍ୟତାମୂଳକ , ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡିଆରେ ନାମଫଳକ ଲେଖିବା । ପୂର୍ବରୁ ଏହି ଆଇନ୍କୁ ଅଧିକାଂଶ ବ୍ୟବସାୟୀମାନେ ମାନୁନଥିବା ବେଳେ ମାଲିକ ମାନଙ୍କୁ ସଚେତନ କରିବା ସହ ଉଲଘଂନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଛି ଶ୍ରମ ବିଭାଗ । ରାଜ୍ୟ ସରକାର ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନରେ ଓଡିଆରେ ନାମ ଫଳକ ଲେଖିବାକୁ ଗୁରୁତ୍ୱ ଦେଉଛନ୍ତି । ଯାହାକୁ ନେଇ ମଙ୍ଗଳବାର ଦିନ ଇଏସ୍ଆଇ କାର୍ଯ୍ୟାଳୟଠାରେ ୱେବ୍ ପୋର୍ଟାଲ ;ଓଡିଆ […]

ଅଗ୍ନି ନିରାପତ୍ତା ପ୍ରମାଣ ପ୍ରଦାନରେ ଅନିୟମିତା ଅଭିଯୋଗ । ବଦଳିଲେ ବି.କେ ଶର୍ମା , ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ

ଭୁବନେଶ୍ୱର;୨୧/୧୧- ରାଜ୍ୟ ସରକାର ପୋଲିସ ମହାନିର୍ଦ୍ଦେଶକ ଡ.ବିଜୟ କୁମାର ଶର୍ମାଙ୍କୁ ଅଗ୍ନି ନିରାପତ୍ତା ପ୍ରମାଣ ପ୍ରଦାନରେ ଅନିୟମିତା ଅଭିଯୋଗରେ ତାଙ୍କୁ ବଦଳି କରାଯାଇଛ । ତାଙ୍କ ସ୍ଥାନରେ ଅଭୟଙ୍କୁ ନୂତନ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ମଧ୍ୟବର୍ତ୍ତିକାଳୀନ ଡିଜି ଭାବେ ସତ୍ୟଜିତ ମହାନ୍ତିଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଅଭୟଙ୍କୁ ତୁରନ୍ତ ଦାୟିତ୍ୱ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ , ଗୁରୁବାର ଦିନ ଅନ୍ତରୀଣ ପୋଲିସ ଡିଜି ଭାବେ ସତ୍ୟଜିତ […]

ପରଲୋକରେ ବାରଙ୍ଗ କାଚ କାରଖାନା ମାଲିକ

ଭୁବନେଶ୍ୱର;୨୧/୧୧-ବିଶିଷ୍ଟ ଶିଳ୍ପପତି ତଥା , ବାରଙ୍ଗ ଅଞ୍ଚଳର ପେହେଚାନ୍ ବିଶ୍ୱପ୍ରଶିଦ୍ଧ କାଚକାରଖାନା ମାଲିକ ଯୁଗଳ କିଶୋର ଝୁନ୍ଝୁନ୍ୱାଲା ଙ୍କ ୮୯ ବର୍ଷରେ ପରଲୋକ ଘଟିଛି । କିଛିଦିନ ହେବ ଯୁଗଳ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡିତ ଥିଲେ । ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବା ବେଳେ ବୁଧବାର ଅପରାହ୍ନରେ ତାଙ୍କର ମୃତ୍ୟୁ ଘଟିଥିଲା । ଝୁନ୍ଝୁନ୍ୱାଲ ବାରଙ୍ଗରେ ପ୍ରଥମେ କାଚକାରଖାନା କରି ବାରଙ୍ଗ ଅଞ୍ଚଳର ନାମ ସାରା ଦେଶରେ ନିଜର ପରିଚୟ ସୃଷ୍ଟି କରିଥିଲା […]

ଏକାଠି ହେଲେ ଖୁସି ବାଣ୍ଟିଲେ

ଭୁବନେଶ୍ୱର;୨୦/୧୧- ବ୍ୟସ୍ତ ବ୍ୟହୁଳ ଜୀବନରୁ ସମୟ ବାହାର କରି ପିଲା ଦିନର ସ୍ମୁତିକୁ ସାଉଁଟିଆ ପାଇଁ ଅଣ୍ଟା ଭିଡିଥିଲେ ୨୦୦୨ର ବ୍ୟାଚର ଛାତ୍ରଛାତ୍ରୀ । ଏକାଠି ହେବା ଆଉ ନିଜ ନିଜ ଭିତରେ ସୁଖ ଦୁଃଖ ବାଣ୍ଟିବା । ଆଉ ସମାଜ ପାଇଁ କିଛି ଜନକଲ୍ୟାଣ କାର୍ଯ୍ୟକ୍ରମ କରିବା । ଏମିତି ଚିନ୍ତାଧାରା ନେଇ ଏକାଠି ହୋଇଥିଲେ ଦଧିବାବନ ଉଚ୍ଚବିଦ୍ୟାଳୟର ୨୦୦୨ବ୍ୟାଚ୍ର କିଛି ଛାତ୍ରଛାତ୍ରୀ । ଦୀର୍ଘ ୧୫ ଦିନ ଆଗରୁ ଯୋଜନା କରି ସମସ୍ତ ସାଙ୍ଗମାନଙ୍କୁ […]

ଲାଞ୍ଚ ନେଇ ଫସିଗଲେ ଏ ଏସ ଆଇ

ଭୁବନେଶ୍ବର:୧୯/୧୧-ପୁଣି ଖାକିରେ  କଳଙ୍କ । ଜଣେ ବ୍ୟକ୍ତିଙ୍କ ଠାରୁ  ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କାର୍ଯ୍ୟରତ ପୋଲିସ ବାବୁ । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ସଦର  ଥାନାରେ । ପ୍ରକାଶ ଯେ , ଗତ କାଲି ରାତିରେ ଉକ୍ତ ଥାନା ଅଞ୍ଚଳର   ସୁଶାନ୍ତ କୁମାର ସାହୁ ନାମକ ବ୍ୟକ୍ତି ଙ୍କ ଏକ ଗାଡିକୁ  ରିଲିଜ କରିଦେବା ବାବଦରେ  ଥାନା ଏ ଏସ୍ ଆଇ କେଦାରସ୍ବର ନନ୍ଦ  2000ଟଙ୍କା ଦାବି କରିଥିଲେ । […]

ଡିସେମ୍ବରରୁ ବଢିବ ମୋବାଇଲ କଲ୍ ଦର

ଭୁବନେଶ୍ବର:୧୯/୧୧-ଡିସେମ୍ବର ୧ରୁ ମହଙ୍ଗା ହେବ ମୋବାଇଲ ମୋବାଇଲ କଲ୍ ଦର । ଯାହା ଏବେ  ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର ।ରିଲାଏନ୍ସ ଜିଓ ପରେ ଭୋଡାଫୋନ୍‌-ଆଇଡିଆ ଏବଂ ଭାରତୀ ଏୟାରଟେଲ୍‌ ମୋବାଇଲ କଲ୍‌ ଦର ବଢାଇବେ । ଟେଲିକମ୍‌ ଉଦ୍ୟୋଗରେ ଜାରି ରହିଥିବା ଆର୍ଥିକ ଅସ୍ଥିରତା ଯୋଗୁ ଭୋଡାଫୋନ-ଆଇଡିଆ ଟାରିଫ ପ୍ଲାନର ମୂଲ୍ୟ ବୃଦ୍ଧି କରିବାକୁ ଘୋଷଣା କରିଛି। ଭୋଡାଫୋନ-ଆଇଡିଆ ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ, ଡିସେମ୍ୱର ପହିଲାରୁ କମ୍ପାନୀ ତା’ର ଟାରିଫ ପ୍ଲାନ […]

କୁକୁର ଉପରେ ଗାଡି ଚଢାଇ ଡ୍ରାଇଭର ଗିରଫ

ଭୁବନେଶ୍ବର:୧୮/୧୧- ରାସ୍ତାରେ  ଶୋଇଥିବା କୁକୁର ଉପରେ ଗାଡି ଚଢାଇ ମାରିଥିବା ଅଭିଯୋଗରେ ଡ୍ରାଇଭରକୁ ଗିରଫ କରିଛି କମିସନବରଟ୍ ପୋଲିସ । ଏଭଳି ଘଟଣା ଘଟିଛି ଚନ୍ଦ୍ରଶେଖର ଥାନା ଶୌଳଶ୍ରୀ ବିହାର ଅଞ୍ଚଳରେ । ପ୍ରକାଶ ଯେ , ଗତକାଲି ରାତିରେ  କାହ୍ନୁ ଚରଣ ଗିରି ନାମକ ଓଲା ଡ୍ରାଇଭର  ଗାଡି ନେଇ ଆସୁଥିବା ବେଳେ ଶୌଳଶ୍ରୀ ବିହାର ଅଞ୍ଚଳର ରାସ୍ତା କଡରେ ଶୋଇଥିବା ୪ଟି କୁକୁର ଛୁଆ ଉପରେ ଗାଡି ଚଢାଇ ମାରିଦେଇଥିଲା । ଏ ନେଇ […]

ବରିଷ୍ଟ ଅଧିକାରୀଙ୍କୁ ‘ଭାଇ’ ଡାକିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର:୧୮/୧୧-  ଏଣିକି ଭାଇ ଡାକ ମନା !ପ୍ରାଣୀ ସମ୍ପଦ ବିଭାଗରେ ବରିଷ୍ଠ ଅଧିକାରୀଙ୍କୁ ଭାଇ ସମ୍ବୋଧନ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ | ଏହାଦ୍ବାରା ସରକାରୀ କର୍ମଚାରୀ ଆଚରଣ ନିୟମର ଉଲ୍ଲଂଘନ ହେଉଥିବା ସୂଚନା ।

NEWS(ଖବର)ର ଫୁଲଫର୍ମ କଣ ! ଆପଣ ଜାଣିଛନ୍ତି କି ?ତେବେ ପଢନ୍ତୁ ?

ଭୁବନେଶ୍ବର:୧୮/୧୧-  ଲୋକମାନେ ପ୍ରାୟତ ସବୁ ସମୟରେ ଖବର କାଗଜ ଓ ଟେଲିଭିଜନ ରେ News ପଢନ୍ତି ଆଉ ଦେଖନ୍ତି ମଧ୍ୟ ହେଲେ   NEWS(ଖବର) ର ଫୁଲ୍ ଫର୍ମ କଣ!  ତାହାର ଠିକ୍ ଉତ୍ତର ୯୯ ପ୍ରତିଶତ ଲୋକଙ୍କୁ ଜଣା ନଥିବ ! ସେହିପରି  IAS ରେ ପଚରା ଯାଉଥିବା ପ୍ରଶ୍ନ ଏବଂ ତାହାର ଉତ୍ତର ଗୁଡିକ ବିଷୟରେ ମଧ୍ୟ କିଛି ବ୍ୟକ୍ତି ଜାଣିବା ପାଇଁ ଇଛା ପ୍ରକାଶ କରିଥାନ୍ତି। ହେଲ ଏମିତି  କିଛି  କିଛି ପ୍ରଶ୍ନ […]