ନୂଆବନ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ପଡୁଛି ମଦ ବୋତଲ
ବାରଙ୍ଗ,୨୪/ ୫(ଏସ ଏସ ନିୟୁଜ):ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ତଥା ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ପାଞ୍ଚ ପଞ୍ଚାୟତର କଲ୍ୟାଣପୁର ପଞ୍ଚାୟତରେ ଥିବା ନୂଆବନ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତକାଲି କେହି ଦୁର୍ବୁତ୍ତ ମଦବୋତଲ ଭାଙ୍ଗି ପକାଇଥିବାର ଅଭିଯୋଗ ହେଇଛି । କେନ୍ଦ୍ରରେ କାର୍ୟ୍ୟରତ ସ୍ୱାସ୍ଥ୍ୟ କର୍ମୀ ଏନେଇ ମଞ୍ଚେଶ୍ୱର ଥାନାରେ ଜଣାଇଛନ୍ତି । ସ୍ୱାସ୍ଥ୍ୟକର୍ମୀଙ୍କ କହିବା ଅନୁସାରେ ସୋମବାର ଦିନ ସ୍ୱାସ୍ଥ୍ୟକେନ୍ଦ୍ର ଗେଟ ଖୋଲିଲାବେଳକୁ ତା ଭିତରେ ମଦବୋତଲ ଭାଙ୍ଗି କାଚ ଗୁଡା ଏଣେ ତେଣେ ହେଇ ପଡିଥିଲା […]