କେନ୍ଦ୍ରସରକାର ବ୍ଲାକ୍ ଫଙ୍ଗସ କୁ ‘ମହାମାରୀ’ ଘୋଷଣା କଲେ
ଭୁବନେଶ୍ୱର,୨୦/୫(ଏସଏସନିୟୁଜ) ଆଜି କେନ୍ଦ୍ର ସରକାରଙ୍କ ବ୍ଲକ୍ ଫଙ୍ଗସ୍ କୁ ‘ମହାମାରୀ’ ଭାବେ ଘୋଷଣା କରିଛନ୍ତି । ରାଜସ୍ଥାନରେ ଏହାକୁ ମହାମାରୀ ଭାବେ ଘୋଷଣା କରାଯାଇଥିବାବେଳେ ସବୁ ରାଜ୍ୟ ପାଇଁ ଏହା ଏକ ମହାମାରୀ ବୋଲି କେନ୍ଦ୍ର ପକ୍ଷରୁ ଘୋଷଣା କରାଯିବା ସହ ସବୁ ରାଜ୍ୟର ସଚିବ ଓ ଏନଏଚଏମ୍ ନିର୍ଦ୍ଦେଶକ ମାନଙ୍କୁ କେନ୍ଦ୍ର ପକ୍ଷରୁ ଚିଠି କରାଯାଇ ବ୍ଲାକ୍ ଫଙ୍ଗସ୍ କୁ ଏକ ମହାମାରୀ ଭାବେ ଦର୍ଶାଯାଇଛି । କୋଭିଡ୍ ରୁ ସୁସ୍ଥ ହେବା ପରେ ବିଶେଷ […]