ବଡଦିନରେ ବାଣ୍ଟିଲେ କମ୍ବଳ

ଚୌଦ୍ବାର,୨୫/୧୨(ଏସଏସନିୟୁଜ)ବଡଦିନରେ ବାଣ୍ଟିଲେ । କମ୍ବଳ ଆଜି ପବିତ୍ର ବଡଦିନ ଅବସରରେ ଉଦ୍ଧାର ଫାଉଣ୍ଡେସନ ସଂଗଠନ ତରଫରୁ ଚୈାଦ୍ବାର ପୈାରପାଳିକା ଅଞ୍ଚଳ ର ଓଟିଏମ୍ କଲୋନି, ଚୈାଦ୍ବାର ଗ୍ରାମ ଏବଂ ଟାଙ୍ଗୀ ବ୍ଲକ୍ ର କୁଜିବର, ଆଗ୍ରାହାଟ, ଶଙ୍କର ପୁର, ନିମାପଡା, ଅମରବତୀ ପୁର, ଗୋଡିପାଟଣା , ସଫା ଆଦି ଗ୍ରାମରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ପର୍ଯ୍ୟାୟ କ୍ରମେ ଏକଶହ କମ୍ବଳ ବଣ୍ଟନ କରାଯିବା ସହ ମହାମାରୀ କରୋନା ଠୁ ସୁରକ୍ଷିତ ରହିବା ପାଇଁ ସାମାଜିକ ଦୂରତା ଅବଲମ୍ବନର ପରାମର୍ଶ ଦେଇ ମାସ୍କ ବାଣ୍ଟିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଗଠନ ର ସଭାପତି ଶ୍ରୀଯୁକ୍ତ ନରୋତ୍ତମ ଦାସ, ବରିଷ୍ଠ ସଦସ୍ୟା କିରଣବାଳା ନାୟକ, ଗୋଲାପ ସିଂ, କୋଷାଧ୍ୟକ୍ଷ ସଂଜୟ ମିଶ୍ର, ଉପସଭାପତି ଦିଲୀପ୍ ସାହୁ, ସଦସ୍ୟ କାହ୍ନୁଚରଣ ସେଠି, ଆବେଶ କମାଲ, ହୃଦାନନ୍ଦ ଘଡାଇ, ସରୋଜ ସାହୁ, ଆଲୋକ ସିଂ, ପିୟୁଷ ପ୍ରିୟଦର୍ଶନ, ଅଜିତ୍ ସାହୁ, ସଂଜିବ ନାୟକ, ବିନୟ ସାହୁ, ବି ହେମନ୍ତ କୁମାର, ବିଶ୍ବଜିତ ବେହେରା,କେଦାର ନାଥ ବେହେରା, ତୁଷାର ବିଶ୍ବାଳ, ଶ୍ରୀକାନ୍ତ ଜେନା, ଓମ୍ ପ୍ରକାଶ ନାୟକ, ସତ୍ୟବ୍ରତ ବେହେରା, ସ୍ମୃତି ରଂଜନ ପରିଡା, ଅଭିଷେକ ସାହୁ, ଉର୍ମିଳା ମଲ୍ଲିକ୍, ସାଇକ୍ଲୋନି ସାହୁ, ମହେନ୍ଦ୍ର ବେହେରା, ସ୍ବରୂପ ଷଡଙ୍ଗୀ, ନୃସିଂହ ପରିଡା, ମିହିର ନାୟକ, ବାବୁନା ଦାସ, ସୌମେନ୍ଦ୍ର ନାୟକ, ସତ୍ୟପ୍ରକାଶ ମଲ୍ଲିକ, ରାଜା ମଲ୍ଲିକ, ଜନ୍ମେଜୟ ମିଶ୍ର, ବିକ୍ରମ ଜେନା, ଅନନ୍ତ କୁମାର ସିଂ, ମହେଶ ବେଉରା, ମିଲନ୍ ସାହୁ ପ୍ରମୁଖ ଯୋଗଦେଇ ଥିଲେ(ଚୌଦ୍ବାରରୁ ଶ୍ରୀକାନ୍ତ ଜେନାଙ୍କ ରିପୋର୍ଟ )

Comments (0)
Add Comment