ବଦଳିବ ପୁରୀର ଚିତ୍ର

ଭୁବନେଶ୍ଵର,୨/୧୨-କେମିତି ହେବ ପୁରୀର ଚିତ୍ର । କଣ ରହିଛି ରାଜ୍ୟସରକାରଙ୍କର କଳ୍ପନା । ତାହାର ଏକ ଦୃଶ୍ୟ ଟୁଇଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀକ୍ଷେତ୍ରକୁ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳି କରିବାପାଇଁ ସରକାର ନେଇଥିବା ବିଭିନ୍ନ ପଦକ୍ଷପ ପରେ ପୁରୀର ଚିତ୍ର ଏହିଭଳି ଝଲସି ଉଠିବ । ପାକୃତିକ ଶୋଭାରାଜୀ ସାଙ୍ଗକୁ ସଦୃଶ୍ୟ ଆଲୋକମାଳା,ଉଚ୍ଚକୋଟିର ପାଠାଗାର,ଯାତ୍ରୀ ବିଶ୍ରାସ୍ଥଳି ଆଦି ନିର୍ମାଣ ହେବାର ବ୍ୟବସ୍ଥା ରହଛି ।

Comments (0)
Add Comment